ଖେଳ

ଶ୍ରୀଲଙ୍କା ୧୭୪ରେ ଅଲଆଉଟ୍‌; ଭାରତ ଦେଲା ଫଲୋଅନ୍‌

ମୋହାଲି,୬।୩: ଏଠାରେ ଚାଲୁଥିବା ପ୍ରଥମ ଟେଷ୍ଟରେ ଶ୍ରୀଲଙ୍କାକୁ ଫଲୋଅନ୍‌ ଦେଇଛି ଭାରତ । ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ଏହି ଟେଷ୍ଟରେ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଟିମ୍‌ ଇଣ୍ଡିଆ । ବ୍ୟାଟ୍ସମ୍ୟାନମାନଙ୍କ ଦମ୍‌ଦାର ବ୍ୟାଟିଂ ଯୋଗୁ ଦଳ ଶ୍ରୀଲଙ୍କା ସମ୍ମୁଖରେ…

ବ୍ୟାଟିଂ ପରେ ବୋଲିଂରେ ଆଉ ଏକ କୀର୍ତ୍ତିମାନ ରଚିଲେ ଜାଡେଜା

ମୋହାଲି,୬।୩: ଶ୍ରୀଲଙ୍କା ବିପକ୍ଷରେ ଏଠାରେ ଖେଳାଯାଉଥିବା ପ୍ରଥମ ଟେଷ୍ଟରେ ଚମକିଛନ୍ତି ରବୀନ୍ଦ୍ର ଜାଡେଜା । ପ୍ରଥମେ ବ୍ୟାଟିଂ ପରେ ଏବେ ବୋଲିଂରେ ଦମ୍‌ଦାର ପ୍ରଦର୍ଶନ କରିଛନ୍ତି ସେ । ଶନିବାର ଭାରତ ପାଇଁ ୭ମ ଉଇକେଟରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିଥିବା…

ମହାନ କ୍ରିକେଟର ସଚିନଙ୍କ ସମକକ୍ଷ ହେଲେ ମିତାଲି

ନୂଆଦିଲ୍ଲୀ,୬।୩: ଆଇସିସି ମହିଳା ବିଶ୍ୱକପ୍‌ ୨୦୨୨ରେ ରବିବାର ଭାରତ ତା’ର ଅଭିଯାନ ଆରମ୍ଭ କରିଛି। ପାକିସ୍ତାନ ସହ ମୁକାବିଲାରେ ଭାରତ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ତେବେ ଏହି ମ୍ୟାଚ୍‌ରେ ଅଧିନାୟକ ମିତାଲି ରାଜ ମଇଦାନକୁ ଓହ୍ଲାଇବା…

ଦିବ୍ୟାଙ୍ଗ କ୍ରୀଡ଼ାବିତ୍‌ ରାଖାଲଙ୍କୁ ସମ୍ବର୍ଦ୍ଧନା

ଭଦ୍ରକ ଅଫିସ/ଭଣ୍ଡାରିପୋଖରୀ,୬।୩ (ଡି.ଏନ.ଏ.): ଭୁବନେଶ୍ୱର ରେଳବାଇ ଇନ୍‌ଡୋର ଷ୍ଟାଡିୟମରେ ଫେବୃୟାରୀ ୨୫ରୁ ୨୭ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ୧୪ତମ ଜାତୀୟ ହ୍ବୁଇଲ ଚେୟାର ଫ୍ୟାନ୍‌ସିଂ ଚାମ୍ପିୟାନଶିପ୍‌ରେ ଭଣ୍ଡାରିପୋଖରୀ ବ୍ଲକ ଅଧୀନ ତେସିଙ୍ଗା ଗ୍ରାମର ଦିବ୍ୟାଙ୍ଗ ରାଖାଲ କୁମାର ସେଠି କୃତିତ୍ୱ ହାସଲ…

ଦେଶ ପାଇଁ ଆଣିଲେ ଗୌରବ

ବାଲେଶ୍ୱର ଅଫିସ, ୬।୩: ବାଲେଶ୍ୱର ରେମୁଣା ଥାନା ମନ୍ଦାରପୁର ପଞ୍ଚାୟତ ଜଗନ୍ନାଥପୁର ଗ୍ରାମର ୨୨ବର୍ଷୀୟା ପଦ୍ମାବତୀ ସିଂ ଭାରତୀୟ ଟେନିସ୍‌ କ୍ରିକେଟ ଟିମ୍‌ରେ ସାମିଲ ହୋଇ ଦେଶ, ରାଜ୍ୟ ତଥା ଜିଲା ପାଇଁ ଗୌରବ ଆଣି ଦେଇଛନ୍ତି। ଫେବୃୟାରୀ ୨୧ରୁ ୨୮…

ଦୃଢ଼ ସ୍ଥିତିରେ ଭାରତ

ମୋହାଲି,୫।୩: ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟର ଦ୍ୱିତୀୟ ଦିନର ଖେଳ ସମାପ୍ତ ହୋଇଛି। ଭାରତୀୟ ଦଳ ଶନିବାର ୮ ଉଇକେଟ ହରାଇ ୫୭୪ ରନ୍‌ କରି ପାଳି ଘୋଷଣା କରିଥିଲା। ଏହା ପରେ ବ୍ୟାଟିଂ କରିବାକୁ ଆସିଥିବା ଶ୍ରୀଲଙ୍କା ଦଳ ଷ୍ଟମ୍ପ…

ଏହି କାରଣରୁ ବଡ଼ ଇନିଂସ ଖେଳିପାରୁନାହାନ୍ତି କୋହଲି

ମୋହାଲି,୫।୩: ଶ୍ରୀଲଙ୍କା ବିପକ୍ଷରେ ଭାରତ ଖେଳୁଥିବା ପ୍ରଥମ ଟେଷ୍ଟ ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ପାଇଁ ସ୍ବତନ୍ତ୍ର ଥିଲା। କାରଣ ଏହା ତାଙ୍କ କ୍ୟାରିୟରର ୧୦୦ତମ ଟେଷ୍ଟ ମ୍ୟାଚ୍‌ ଥିଲା । ପ୍ରଶଂସକମାନେ ଖାସ୍‌ ଦିନକୁ ଖାସ୍‌ କରିବାକୁ ଯାଇ କୋହଲି…

ବିଶ୍ୱ ରେକର୍ଡ ସାଙ୍ଗକୁ କପିଲ ଦେବଙ୍କୁ ପଛରେ ପକାଇଲେ

ମୋହାଲି,୫।୩: ଭାରତୀୟ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟରେ ଦମଦାର ବ୍ୟାଟିଂ କରିଛନ୍ତି । ପ୍ରଥମ ଇନିଂସରେ ଅପରାଜିତ ୧୭୫ ରନ୍‌ର ଇନିଂସ ଖେଳି ଜାଡେଜା ଏକାଧିକ ରେକର୍ଡ ନିଜ ନାମରେ କରିଛନ୍ତି । ସେ କିମ୍ବଦନ୍ତୀ କ୍ରିକେଟର…

ମୃତ୍ୟୁ ପୂର୍ବର କେଇ ଘଣ୍ଟା; ଓ୍ବର୍ନଙ୍କୁ ବଞ୍ଚାଇବାକୁ ସଂଘର୍ଷ କରିଥିଲେ ହେଁ…

ନୂଆଦିଲ୍ଲୀ,୫।୩: ଅଷ୍ଟ୍ରେଲିଆର କିମ୍ବଦନ୍ତୀ କ୍ରିକେଟର ଶେନ ୱର୍ନଙ୍କ ଅକାଳ ବିୟୋଗ ପୂରା କ୍ରିକେଟ ଜଗତକୁ ସ୍ତବ୍ଧ କରିଦେଇଛି । ମାତ୍ର ୫୨ ବର୍ଷ ବୟସରେ ଦୁନିଆରୁ ବିଦାୟ ନେଇଛନ୍ତି ସେ । ଥାଇଲ୍ୟାଣ୍ଡକୁ ଛୁଟି କାଟିବାକୁ ଯାଇଥିବା ବେଳେ ଓ୍ବର୍ନ ହୃଦଘାତରେ…

ଜାଡେଜାଙ୍କ ଯାଦୁ: ୫୭୪ରେ ପାଳି ଘୋଷଣା କଲା ଭାରତ

ମୋହାଲି,୫।୩: ତିନି ମାସ ପରେ ଟେଷ୍ଟ ମ୍ୟାଚ୍‌ ଖେଳୁଥିବା ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଶ୍ରୀଲଙ୍କା ବିପକ୍ଷ ମୋହାଲି ଟେଷ୍ଟରେ ଜବରଦସ୍ତ ବ୍ୟାଟିଂ କରିଛନ୍ତି । ପ୍ରଥମ ଟେଷ୍ଟର ପ୍ରଥମ ଇନିଂସରେ ଜାଡେଜା ୨୨୮ ବଲ୍‌ରେ ରେକର୍ଡ ୧୭୫ ରନ କରିଛନ୍ତି ।…

ଶୋକରେ ବୁଡ଼ିଲା କ୍ରିକେଟଜଗତ: ଚହଲ କହିଲେ‘ ହାତ ଥରୁଛି’…

ମୋହାଲି,୪।୩: ଅଷ୍ଟ୍ରେଲିଆର ପୂର୍ବତନ ମହାନ ଲେଗ୍‌ ସ୍ପିନର ଶେନ ଓ୍ବର୍ନଙ୍କର ହୃଦଘାତ ଖବର ଆସିବା ପରେ ଶୋକରେ ବୁଡ଼ିଛି କ୍ରିକେଟ ଜଗତ। ପ୍ରିୟ କ୍ରିକେଟରଙ୍କୁ ହରାଇବା ପରେ ତାଙ୍କ ସ୍ମୃତିରେ ଅନେକ କ୍ରିକେଟର ସୋସିଆଲ ମିଡିଆରେ ଶୋକବ୍ୟକ୍ତ କରୁଛନ୍ତି। ଭାରତର ପୂର୍ବ…

ଗୋଟିଏ ଓଭରରେ ୨୨ ରନ୍‌

ମୋହାଲି,୪।୩: ଗୋଟିଏ ଓଭରରେ ୨୨ ରନ୍‌। ଟେଷ୍ଟ ମ୍ୟାଚ୍‌ରେ ଟି୨୦ ଭଳି ଖେଳି ଚର୍ଚ୍ଚାରେ ଭାରତୀୟ ଉଇକେଟ କିପର – ବ୍ୟାଟ୍ସମ୍ୟାନ୍‌ ଋଷଭ ପନ୍ତ। ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷରେ ଏଠାରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଦିନରେ ବିସ୍ଫୋରକ ଇନିଂସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?