ସିଏସ୍କେରେ ଯୋଗଦେବେ ଆୟର୍ଲାଣ୍ଡ ପେସର
ଡବଲିନ,୮।୩: ଆଇପିଏଲର ଆଗାମୀ ସଂସ୍କରଣ ଲାଗି ଆୟର୍ଲାଣ୍ଡ ପେସର ଜୋଶ ଲିଟିଲଙ୍କୁ ଦଳରେ ସାମିଲ କରିଛି ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ)। ତେବେ ଲିଟିଲଙ୍କୁ ନେଟ୍ ବୋଲର ଭାବେ ଦଳରେ ସାମିଲ କରାଯାଇଛି। “ଆଗାମୀ ଆଇପିଏଲର ପ୍ରାରମ୍ଭିକ ପର୍ଯ୍ୟାୟରେ ଚେନ୍ନାଇ ସୁପର…
ଓ୍ବର୍ନଙ୍କ ଉପରେ ମନ୍ତବ୍ୟ ଲାଗି କ୍ଷମାପ୍ରାର୍ଥନା କଲେ ଗାଭାସ୍କର
ନୂଆଦିଲ୍ଲୀ,୮।୩: ଅଷ୍ଟ୍ରେଲିଆନ କିମ୍ବଦନ୍ତୀ ଶେନ ଓ୍ବର୍ନଙ୍କୁ ସର୍ବକାଳୀନ ସ୍ପିନର କହିବାକୁ ମନା କରି ଦେଇଥିଲେ ପୂର୍ବତନ ଭାରତୀୟ ଅଧିନାୟକ ସୁନୀଲ ଗାଭାସ୍କର। ଏଥିଯୋଗୁ ଲିଟ୍ ମାଷ୍ଟର ଦୁଃଖ ପ୍ରକାଶ କରିବା ସହ କ୍ଷମାପ୍ରାର୍ଥନା କରିଛନ୍ତି। “ସେହି ପ୍ରଶ୍ନ କରାଯିବା ଉଚିତ ନ…
ଟ୍ରେନିଂ ଆରମ୍ଭ କଲା ସିଏସ୍କେ
ନୂଆଦିଲ୍ଲୀ,୮।୩: ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ)ର ଡିଫେଣ୍ଡିଂ ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ) ଆଗାମୀ ସିଜନ ପାଇଁ ସୁରଟର ଲାଲଭାଇ କଣ୍ଟ୍ରାକ୍ଟର ଷ୍ଟାଡିୟମରେ ସୋମବାର ଟ୍ରେନିଂ ଆରମ୍ଭ କରିଛି। ସିଏସ୍କେ ପକ୍ଷରୁ ଶେୟାର କରାଯାଇଥିବା ଭିଡିଓରେ ପ୍ରଶଂସକମାନେ ଧାଡ଼ି କରି…
ଲାଇଭ୍ ମ୍ୟାଚ୍ରେ କ୍ରିକେଟର୍ଙ୍କ ଚିରିଗଲା ପ୍ୟାଣ୍ଟ୍
ରାଉଲପିଣ୍ଡି,୮।୩: ପାକିସ୍ତାନ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ସିରିଜର ପ୍ରଥମ ଟେଷ୍ଟ ମ୍ୟାଚ ରାୱଲପିଣ୍ଡିରେ ଖେଳାଯାଉଛି। ଓପନର୍ ଇମାମ-ଉଲ-ହକ (୧୫୭) ଏବଂ ଅଜହର ଅଲି (୧୮୫)ଙ୍କ ଚମତ୍କାର ବ୍ୟାଟିଂ ଆଧାରରେ ପାକିସ୍ତାନ ୪୭୬ରେ ନିଜର ପ୍ରଥମ ଇନିଂସ ଘୋଷଣା…
ଆସିଲା ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ
ବ୍ୟାଙ୍ଗକକ୍,୭।୩ : ଗତ ଶୁକ୍ରବାର ପ୍ରାଣ ହରାଇଥିବା ଅଷ୍ଟ୍ରେଲିଆର କିମ୍ବଦନ୍ତୀ କ୍ରିକେଟର ଶେନ ଓ୍ବର୍ନଙ୍କ ମୃତ୍ୟୁ ପଛର ପ୍ରକୃତ କାରଣ ଜଣାପଡ଼ିଛି। ତାଙ୍କ ମୃତ୍ୟୁର କାରଣ ସମ୍ପୂର୍ଣ୍ଣ ପ୍ରାକୃତିକ ଥିଲା ବୋଲି ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସୋମବାର ଥାଇଲାଣ୍ଡ ପୋଲିସ…
ଧର୍ମ ସଙ୍କଟରେ ଦକ୍ଷିଣ ଆଫ୍ରିକା ଖେଳାଳି
ନୂଆଦିଲ୍ଲୀ,୭।୩ : ଆସନ୍ତା ୨୬ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)ର ୧୫ତମ ସଂସ୍କରଣ। ଏହି ସିଜନରେ ଦକ୍ଷିଣ ଆଫ୍ରିକୀୟ ଖେଳାଳି ଅଂଶଗ୍ରହଣ କରିବେ କି ନାହିଁ, ତାହା ଅନିଶ୍ଚିତତାରେ ଘେରି ହୋଇଯାଇଛି। କାରଣ ଦକ୍ଷିଣ ଆଫ୍ରିକା…
ସୁଯୋଗ ପାଇବା ପୂର୍ବରୁ ବାଦ୍ ପଡ଼ିଲେ
ମୋହାଲି,୭।୩: ଭାରତୀୟ ମ୍ୟାନେଜମେଣ୍ଟ ଚାଇନାମ୍ୟାନ୍ ସ୍ପିନର କୁଲଦୀପ ଯାଦବଙ୍କୁ ଦଳରୁ ରିଲିଜ କରିଛି। ଅଲରାଉଣ୍ଡର ଅକ୍ଷର ପଟେଲ ସମ୍ପୂର୍ଣ୍ଣ ଫିଟ୍ ହେବା ପରେ ଏଭଳି ନିଷ୍ପତ୍ତି ନେଇଛି ଟିମ୍ ମ୍ୟାନେଜମେଣ୍ଟ। ବାମହାତୀ ଅଲରାଉଣ୍ଡର ମୋହାଲିଠାରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ବେଳେ ଭାରତୀୟ…
ବିଶ୍ୱର ଏକମାତ୍ର ଖେଳାଳି, ଯିଏ ଖେଳିଛନ୍ତି ଉଭୟ କ୍ରିକେଟ ଏବଂ ଫୁଟବଲ ବିଶ୍ୱକପ
ୱେଷ୍ଟଇଣ୍ଡିଜର ମହାନ ବ୍ୟାଟ୍ସମ୍ୟାନ ସାର୍ ଭିଭିଆନ ରିଚାର୍ଡସ ଆଜି ୭୦ ବର୍ଷରେ ପଦାର୍ପଣ କରିଛନ୍ତି। ରିଚାର୍ଡସ ହେଉଛନ୍ତି ଦୁନିଆର ଏକମାତ୍ର ଖେଳାଳି ଯିଏ କ୍ରିକେଟ ଏବଂ ଫୁଟବଲ ବିଶ୍ୱକପ ଖେଳିଛନ୍ତି । ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ରିଚାର୍ଡସଙ୍କୁ ତାଙ୍କର ଆଦର୍ଶ…
‘ଜାଡେଜା ସବୁକିଛି ସୁନା କରିଦେଉଛନ୍ତି’
ମୁମ୍ବାଇ,୭।୩: ଭାରତୀୟ କ୍ରିକେଟ ଦଳର ତାରକା ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ମୋହାଲିରେ ଶ୍ରୀଲଙ୍କା ବିପକ୍ଷରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ଚମତ୍କାର ପ୍ରଦର୍ଶନ କରିଥିଲେ। ଜାଡେଜାଙ୍କ ସ୍ମରଣୀୟ ପ୍ରଦର୍ଶନ ଦେଖି ଭାରତର ଅନ୍ୟତମ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର ତାଙ୍କୁ ପ୍ରଶଂସା କରିଛନ୍ତି।…
ଗୋଟିଏ କି ଦୁଇଟି ନୁହେଁ ସ୍ବର୍ଣ୍ଣରେ ହ୍ୟାଟ୍ରିକ କଲେ ପ୍ରମୋଦ
ନୂଆଦିଲ୍ଲୀ,୭।୩: ଟୋକିଓ ପାରାଅଲିମ୍ପିକ୍ସ ଚାମ୍ପିୟନ ପ୍ରମୋଦ ଭଗତ ସ୍ପାନିଶ ପାରା ବ୍ୟାଡମିଣ୍ଟନ ଇଣ୍ଟରନ୍ୟାଶନାଲ ପ୍ରତିଯୋଗିତାର ତିନୋଟି ବିଭାଗରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ସ୍ପେନର ଭିଟୋରିଆଠାରେ ରବିବାର ଶେଷ ହୋଇଥିବା ଟୁର୍ନାମେଣ୍ଟରେ ଅନ୍ୟ ଭାରତୀୟ ଶଟଲର ସୁକାନ୍ତ କଦମ ଗୋଟିଏ ଲେଖାଏ ସ୍ବର୍ଣ୍ଣ…
ଓ୍ବର୍ନଙ୍କ ଜୀବନର ଅନ୍ତିମ କିଛି ଘଣ୍ଟା
ମେଲବୋର୍ନ,୭।୩: କିମ୍ବଦନ୍ତୀ ଅଷ୍ଟ୍ରେଲିଆନ କ୍ରିକେଟର ଶେନ ଓ୍ବର୍ନ ଶୁକ୍ରବାର ହୃଦଘାତରେ ପ୍ରାଣ ହରାଇଛନ୍ତି। ମୃତ୍ୟୁ ପୂର୍ବରୁ ସେ ତାଙ୍କ ଜୀନର ଅନ୍ତିମ କିଛି ଘଣ୍ଟା କେଉଁ ଭଳି ବିତାଇଥିଲେ, ତାହା କହିଛନ୍ତି ତାଙ୍କର ଜଣେ ବନ୍ଧୁ ଟମ ହଲ। ସେ ଥାଇଲାଣ୍ଡର…
ମୋହାଲିର ରାଜା
ମୋହାଲି,୭।୩: ରବୀନ୍ଦ୍ର ଜାଡେଜାଙ୍କ ଅଲରାଉଣ୍ଡିଂ ପ୍ରଦର୍ଶନ ବଳରେ ଭାରତୀୟ ଦଳ ଏକ ଇନିଂସ ଏବଂ ୨୨୨ ରନ୍ରେ ଶ୍ରୀଲଙ୍କାକୁ ହରାଇ ଦେଇଛି। ମ୍ୟାଚ୍ରେ ୧୭୫ ରନ୍ର ଅପରାଜିତ ଇନିଂସ ଖେଳିବା ସହିତ ଉଭୟ ଇନିଂସରେ ୯ ଉଇକେଟ ନେଇଥିଲେ। ଏଭଳି ପ୍ରଦର୍ଶନ…

