ବ୍ୟାଟରଙ୍କ ପାଇଁ ବଦଳିଲା ନିୟମ
ଲଣ୍ଡନ,୯।୩: ମାରିଲେବୋନ କ୍ରିକେଟ କ୍ଲବ (ଏମ୍ସିସି) ବୁଧବାର କ୍ରିକେଟର ଅନେକ ନିୟମରେ ପରିବର୍ତ୍ତନ କରିଛି। ଏଥି ମଧ୍ୟରେ ବ୍ୟାଟରଙ୍କ ଲାଗି ଦୁଇଟି ନିୟମରେ ସଂଶୋଧନ କରାଯାଇଛି। ନୂଆ ନିୟମ ଚଳିତ ବର୍ଷ ଅକ୍ଟୋବରରୁ କାର୍ଯ୍ୟକରୀ ହେବ। ବ୍ୟାଟରଙ୍କ ଲାଗି ଉଦ୍ଦିଷ୍ଟ ୧୮.୧୧…
କ୍ରିକେଟରଙ୍କୁ ବିବାହ କରିବା ପରେ କିଭଳି ହୋଇଯାଏ ଜୀବନ; ସାକ୍ଷୀ ଧୋନୀ କହିଲେ…
ନୂଆଦିଲ୍ଲୀ,୯।୩: ବିବାହ ପରେ ସାଧାରଣ ମହିଳାଙ୍କ ଭଳି କ୍ରିଡାବିତ୍ଙ୍କ ପତ୍ନୀଙ୍କ ଜୀବନରେ ଅନେକ ପରିବର୍ତ୍ତନ ଆସିଥାଏ। ଏହି ପ୍ରସଙ୍ଗ ଉପରେ ଏବେ ମନ୍ତବ୍ୟ ରଖିଛନ୍ତି ଭାରତର ପୂର୍ବ କ୍ରିକେଟର ତଥା ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ପତ୍ନୀ…
ଛୋଟ ହାତ ଲେଖା ଶୁଭେଚ୍ଛା ପଠାଇଥିଲେ କପିଳ ଦେବ
ମୋହାଲି,୯।୩: ଅଗ୍ରଣୀ ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ନିକଟରେ ପୂର୍ବତନ ଅଧିନାୟକ ତଥା କିମ୍ବଦନ୍ତୀ ଅଲରାଉଣ୍ଡର କପିଳ ଦେବଙ୍କ ୪୩୪ ଟେଷ୍ଟ ଉଇକେଟ ରେକର୍ଡକୁ ଭାଙ୍ଗ କରିଥିଲେ। ଏହି ଅବସରରେ ପୂର୍ବତନ ଅଧିନାୟକ ଏକ ଛୋଟ୍ ହାତ ଲେଖା ଶୁଭେଚ୍ଛା ପଠାଇଥିବା…
ବିହାର କ୍ରିକେଟ ମୁଖ୍ୟଙ୍କ ନାମରେ ବଳାତ୍କାର ଉଦ୍ୟମ ଅଭିଯୋଗ
ନୂଆଦିଲ୍ଲୀ,୯।୩: ଏକ ବିଜ୍ଞାପନ ଫାର୍ମ ଡିରେକ୍ଟର ବିହାର କ୍ରିକେଟ ଆସୋସିଏଶନ ମୁଖ୍ୟଙ୍କ ବିରୋଧରେ ବଳାତ୍କାର ଉଦ୍ୟମ ଅଭିଯୋଗ ଆଣିଛନ୍ତି। ପାରଲିଆମେଣ୍ଟ ଷ୍ଟ୍ରିଟ୍ ଥାନାରେ ମହିଳାଙ୍କ ଅଭିଯୋଗ ପରେ ବିସିଏର କାର୍ଯ୍ୟକାରୀ ମୁଖ୍ୟ ରାକେଶ ତିଓ୍ବାରୀଙ୍କ ବିରୋଧରେ ବଳାତ୍କାର ଓ ନିର୍ଯାତନା ମାମଲା…
ବିଶ୍ୱର ନଂ ୧ ଟେଷ୍ଟ ଅଲରାଉଣ୍ଡର ଜାଡେଜା
ଦୁବାଇ,୯।୩: ଭାରତୀୟ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଆଇସିସି ଟେଷ୍ଟ ଅଲରାଉଣ୍ଡରଙ୍କ ର଼୍ୟାଙ୍କିଙ୍ଗ୍ରେ ଶ୍ରେଷ୍ଠ ମାନ୍ୟତା ହାସଲ କରିଛନ୍ତି। ଶ୍ରୀଲଙ୍କା ବିପକ୍ଷ ପ୍ରଥମ ତଥା ମୋହାଲି ଟେଷ୍ଟରେ ଉଲ୍ଲେଖନୀୟ ପ୍ରଦର୍ଶନ ପରେ ଜାଡେଜାଙ୍କ ର଼୍ୟାଙ୍କିଙ୍ଗ୍ରେ ଏଭଳି ପରିବର୍ତ୍ତନ ଆସିଛି। ମ୍ୟାଚ୍ରେ ସେ ୧୭୫…
କ୍ରିକେଟରେ ମଙ୍କଡ ଆଉଟ୍ ଅନୁଚିତ ନୁହେଁ
ଲଣ୍ଡନ,୯।୩: କ୍ରିକେଟରେ ମଙ୍କଡ୍ ଆଉଟ୍ ଆଉ ଅନୁଚିତ ନୁହେଁ। ଅର୍ଥାତ ବୋଲର ବଲ ପକାଇବା ପୂର୍ବରୁ ଯଦି ନନ୍ ଷ୍ଟ୍ରାଇକର ଏଣ୍ଡ୍ରେ ଥିବା ବ୍ୟାଟର କ୍ରିଜ ଛାଡ଼ି ଆଗକୁ ଯାଆନ୍ତି, ତେବେ ବୋଲର ତାଙ୍କୁ ମଙ୍କଡ୍ ଆଉଟ୍ କରିପାରିବେ। ଏ ନେଇ…
ସିଏସ୍କେ ପାଇଁ ବଡ଼ ଖବର
ଚେନ୍ନାଇ,୯।୩: ଆଇପିଏଲର ଡିଫେଣ୍ଡିଂ ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ)କୁ ବୁଧବାର ବଡ଼ ଆଶ୍ୱସନା ମିଳିଛି। ଦଳର ପ୍ରମୁଖ ଅଲରାଉଣ୍ଡର ଦୀପକ ଚହର ଚଳିତ ସିଜନରେ ଖେଳିବା ପାଇଁ ଉପଲବ୍ଧ ରହିବେ। ମିଳିଥିବା ସୂଚନା ମୁତାବକ, ଏହି ପେସରଙ୍କ ଏବେ ଅସ୍ତ୍ରୋପଚାର…
ରାଜ୍ୟ ଟେନିସ୍ ବଲ୍ ଦଳରେ ଭଦ୍ରକରୁ ୫
ଭଦ୍ରକ ଅଫିସ, ୯।୩: ଜାତୀୟ ସ୍ତରୀୟ କନିଷ୍ଠ ଟେନିସ୍ ବଲ୍ ପ୍ରତିଯୋଗିତା ନିମନ୍ତେ ରାଜ୍ୟ ପକ୍ଷରୁ ଚୟନ ହୋଇଥିବା ଦଳରେ ଭଦ୍ରକ ଜିଲାରୁ ୫ଜଣ ଖେଳାଳି ସାମିଲ ହୋଇଛନ୍ତି। ଏହି ଖେଳାଳିମାନେ ବିହାର ଅଭିମୁଖେ ଯାତ୍ରା କରିଛନ୍ତି। ଏହି ପ୍ରତିଯୋଗିତା ବିହାରର…
ଚତୁର୍ଥରେ ମିତାଲି, ଦଶମରେ ସ୍ମୃତି
ଦୁବାଇ,୮।୩: ଆଇସିସି ମହିଳା ଦିନିକିଆ ବ୍ୟାଟିଂ ରାଙ୍କିଂରେ ୪ର୍ଥ ସ୍ଥାନକୁ ଖସିଛନ୍ତି ଭାରତର ଦିନିକିଆ ଅଧିନାୟକ ମିତାଲି ରାଜ। ସେହିଭଳି ସ୍ମୃତି ମନ୍ଧାନା ୧୦ମ ସ୍ଥାନକୁ ଖସିଛନ୍ତି। ଏହି ରାଙ୍କିଂରେ ସଫଳତା ହାସଲ କରିଛନ୍ତି ଅଷ୍ଟ୍ରେଲିଆ ଦିନିକିଆ ଟିମ୍ର ଅଧିନାୟକ ମେଗ…
ରୟଙ୍କ ସ୍ଥାନରେ ଗୁରବାଜ୍
ନୂଆଦିଲ୍ଲୀ, ୮ା୩ (ପି.ଟି.)- ଆଗାମୀ ଇଣ୍ଡିଆନ ପ୍ରିମିୟର ଲିଗ୍ ଆଇପିଏଲ୍ ଲାଗି ଗୁଜରାଟ ଟାଇଟାନ୍ସ ଆଫଗାନିସ୍ତାନର ବିସ୍ଫୋରକ ଓପନର ରହମୁଲ୍ଲା ଗୁରବାଜ୍ଙ୍କୁ ଦଳରେ ନେବା ଯଥେଷ୍ଟ ସମ୍ଭାବନା ରହିଛି। ଦୀର୍ଘଦିନ ଧରି ବାୟୋ ବବଲରେ ରହିବାକୁ ପସନ୍ଦ କରୁ ନ ଥିବାରୁ…
ଭିନ୍ନକ୍ଷମ ଫ୍ୟାନଙ୍କୁ ଉପହାର ଦେଲେ କୋହଲି
ମୋହାଲି,୮।୩: ଆଧୁନିକ କ୍ରିକେଟର ଅନ୍ୟତମ ଶ୍ରେଷ୍ଠ ବ୍ୟାଟର ବିରାଟ କୋହଲି ନିକଟରେ କ୍ୟାରିୟରର ୧୦୦ତମ ଟେଷ୍ଟ ଖେଳିଥିଲେ। ଏହି ଅବସରରେ ତାଙ୍କୁ ଭାରତୀୟ ଦଳ ପକ୍ଷରୁ ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟର ଦ୍ୱିତୀୟ ଦିନରେ ଗାର୍ଡ ଅଫ୍ ଅନର ଦିଆଯାଇଥିଲା। ମ୍ୟାଚ୍…
ସମସ୍ତଙ୍କ ହୃଦୟ ଜିତିଲେ ମନ୍ଧାନା
ଖ୍ରୀଷ୍ଟଚର୍ଚ୍ଚ,୮।୩: ଭାରତୀୟ ମହିଳା କ୍ରିକେଟ ଟିମ ଚଳିତ ଆଇସିସି ମହିଳା ବିଶ୍ୱକପରେ ଜବରଦସ୍ତ ଆରମ୍ଭ କରିଛି। ଭାରତ ତା’ର ପ୍ରଥମ ମ୍ୟାଚରେ ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୧୦୭ ରନର ପରାସ୍ତ କରିଛି। ପଡିଆ ଭିତରେ ଦମଦାର ପ୍ରଦର୍ଶନ ପରେ ଟିମ ଇଣ୍ଡିଆ ଏକ…

