Posted inଖେଳ

ଦାମୀ କାର କିଣିଲେ ଏହି ଅଲରାଉଣ୍ଡର

ନୂଆଦିଲ୍ଲୀ,୧୧।୬: କୋଲକାତା ନାଇଟ ରାଇଡର୍ସ ତଥା ଓ୍ବେଷ୍ଟଇଣ୍ଡିଜର ଷ୍ଟାର ଅଲରାଉଣ୍ଡର ଆଣ୍ଡ୍ରେ ରସେଲ ଏକ ଦାମୀ କାର କିଣିଛନ୍ତି। ଆଇପିଏଲ୍‌ ଶେଷ ହେବା ପରେ ସେ ସବୁଜ ରଙ୍ଗର ମର୍ସଡିଜ୍‌-ବେଞ୍ଜ କିଣିଛନ୍ତି। ଏହାର ଦାମ ୨ କୋଟି। ରସେଲ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏହାର ପ୍ରଥମ ଝଲକ ଶେୟାର କରିଛନ୍ତି। ଭିଡିଓ ଶେୟାର କରି ସେ ଲେଖିଛନ୍ତି, ସବୁବେଳେ ବଡ଼ ସ୍ବପ୍ନ ଦେଖେ। କଠିନ ପରିଶ୍ରମ ସହ ତ୍ୟାଗ ଦ୍ୱାରା ସ୍ବପ୍ନ ବାସ୍ତବତାରେ ପରିଣତ ହୋଇଥାଏ।

ଆଇପିଏଲ୍‌ ୨୦୨୨ରେ ରସେଲ କେକେଆର୍‌ ବିପକ୍ଷରୁ ଖେଳି ୩୩୫ ରନ୍‌ କରିବା ସହ ୧୭ ଉଇକେଟ ନେଇଥିଲେ। ହେଲେ ଆଇପିଏଲ୍‌ରେ ଭଲ ପ୍ରଦର୍ଶନ କରିବା ସତ୍ତ୍ୱେ ତାଙ୍କୁ ଓ୍ବେଷ୍ଟଇଣ୍ଡିଜ ଦଳରେ ସୁଯୋଗ ମିଳିନାହିଁ। ଏବେ ଦଳ ପାକିସ୍ତାନ ଗସ୍ତରେ ଯାଇଛି। ରସେଲ ନିଜର ଶେଷ ଅନ୍ତରାଷ୍ଟ୍ରୀୟ ମ୍ୟାଚ୍‌ ଗତ ବର୍ଷ ନଭେମ୍ବରରେ ଖେଳିଥିଲେ। ହେଲେ ତାଙ୍କୁ ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି୨୦ ବିଶ୍ୱକପ୍‌ରେ ଖେଳିବାର ସୁଯୋଗ ମିଳିପାରେ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁଗ୍ଧ କମ୍ପାନୀରେ ଭୀଷଣ ଅଗ୍ନିକାଣ୍ଡ:ସବୁକିଛି ଛାର୍‌ଖାର୍‌

କଟକ,୩।୯(ପ୍ରଭୁକଲ୍ୟାଣ ପାଲ୍‌): କଟକରେ ଥିବା ଏକ ଦୁଗ୍ଧ କମ୍ପାନୀରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି। ଜଗତପୁର ଶିଳ୍ପାଞ୍ଚଳ ମଧ୍ୟରେ ଥିବା ପ୍ରଗତି କ୍ଷୀର କମ୍ପାନୀରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ…

ଖଇରୀଙ୍କ ମୁଣ୍ଡ ଉପରେ ୫ ନାତୁଣୀନାତିଙ୍କ ଭାର: ଦୁଇ ମୁଠା ଖାଦ୍ୟ ପାଇଁ କରୁଛନ୍ତି ସଂଘର୍ଷ

ଜମନକିରା,୩।୯(ରବିନ୍ଦ୍ର ପ୍ରସାଦ ଦାନୀ): ସମୟ ବଦଳିଲେ ମଣିଷର ଭାଗ୍ୟ ବି ବଦଳିଯାଏ। କିନ୍ତୁ କିଛି ଲୋକଙ୍କ ଜୀବନରେ ଏଭଳି ପରିସ୍ଥିତି ଆସେ, ଯେଉଁଠି ଦୁଃଖ କେବେ ସରେ…

ରୁଟିରେ ଘିଅ ଲଗାଇ ଖାଇଲେ ଭଲ ହୁଏ ଏହି ରୋଗ! ଜାଣନ୍ତୁ ଏହାର ୫ଟି ବଡ଼ ଫାଇଦା

ଭାରତୀୟ ଘରେ ଶତାବ୍ଦୀ ଧରି ରୁଟିରେ ଘିଅ ଲଗାଇ ଖାଇବାର ପରମ୍ପରା ରହିଆସିଛି। ଦାଦୀ-ନାନୀମାନେ ମଧ୍ୟ ରୁଟିରେ ଘିଅ ଲଗାଇ ଖାଇଲେ ଶରୀର ମଜବୁତ ରହିବା ସହ…

ଶନି-ମଙ୍ଗଳଙ୍କ ଦୁର୍ଲଭ ସଂଯୋଗ, ୪ ରାଶିଙ୍କୁ ମିଳିବ ବଡ଼ ସଫଳତା, ଯାଚିକି ଟଙ୍କା ଦେବେ…

ବର୍ତ୍ତମାନ, ମଙ୍ଗଳ ମିଥୁନ ରାଶିରେ ଏବଂ ଶନି ମୀନ ରାଶିରେ ଅଛନ୍ତି । ଦୁଇଟି ଗ୍ରହ ପରସ୍ପର ସହ ଏକ ୯୦-ଡିଗ୍ରୀ କୋଣ ଗଠନ କରିଥାନ୍ତି ।…

ଆଜି ନା କାଲି? କେବେ ପାଳନ କରାଯିବ କୃଷ୍ଣ ଜନ୍ମାଷ୍ଟମୀ, ଜାଣନ୍ତୁ ତାରିଖକୁ ନେଇ ଥିବା ଦ୍ୱନ୍ଦ୍ୱ…

କୃଷ୍ଣ ଜନ୍ମାଷ୍ଟମୀ ବା ଜନ୍ମବାର୍ଷିକୀ ପାଇଁ ଆଉ ମାତ୍ର ଗୋଟିଏ ଦିନ ବାକି ଅଛି । ଏହାର ଅର୍ଥ ହେଉଛି ଜନ୍ମାଷ୍ଟମୀ ଶୁକ୍ରବାର ଅର୍ଥାତ୍ ସେପ୍ଟେମ୍ବର ୪…

ରାଜନୀତିରେ ବଡ଼ ହଲଚଲ: ଭୋଟର ଲିଷ୍ଟରୁ କାହିଁକି କଟିଲା ରାଘବ ଚଢାଙ୍କ ନାଁ, ଏହା ପଛର କାରଣ ଖୋଲି କହିଲେ…

ନୂଆଦିଲ୍ଲୀ,୩।୯: SIR ପରେ ପଞ୍ଜାବର ଡ୍ରାଫ୍ଟ ଭୋଟର ଲିଷ୍ଟରୁ ନାଁ କଟିବାକୁ ନେଇ ରାଜ୍ୟ ସଭା ସାଂସଦ ରାଘବ ଚଢା ତୀବ୍ର ପ୍ରତିକ୍ରିୟା ଦେଇଛନ୍ତି। ଭୋଟର ଲିଷ୍ଟରୁ…

ଗୋଟିଏ ପ୍ଲାନ୍‌ରେ ଚାଲିବ ୪ଟି SIM! ମିଳିବ ଅନ୍‌ଲିମିଟେଡ୍‌ Calling ସହ 5G Data: ଜାଣନ୍ତୁ ଏହି ସୁବିଧା ସମ୍ପର୍କରେ…

ନୂଆଦିଲ୍ଲୀ,୩।୯: ଆଜିର ସମୟରେ ଗୋଟିଏ ପରିବାରର ଦୁଇ, ତିନି କିମ୍ବା ଚାରି ଜଣଙ୍କ ପାଖରେ ଅଲଗା ଅଲଗା Airtel SIM ରହିବା ସାଧାରଣ କଥା। ଏପରି ସ୍ଥିତିରେ…

ଆଜି ସକାଳୁ ବୃଷ ରାଶିରେ ପ୍ରବେଶ କଲେ ଚନ୍ଦ୍ର: ମେଷ ସମେତ ୪ ରାଶିଙ୍କ ଜୀବନରେ ଆସିବ ବଡ଼ ଖବର, ପଢନ୍ତୁ କ’ଣ ଘଟିବ…

ଜ୍ୟୋତିଷ ଶାସ୍ତ୍ରରେ ଚନ୍ଦ୍ରଦେବଙ୍କୁ ମନ, ମାତା ଓ ଅର୍ଥର କାରକ ଭାବେ ବିବେଚନା କରାଯାଏ। ୩ ସେପ୍ଟେମ୍ବର ୨୦୨୬ରେ ଚନ୍ଦ୍ରମା ମେଷ ରାଶିରୁ ବାହାରି ନିଜର ଉଚ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri