ବଡ଼ ପରିବର୍ତ୍ତନ ସହ ଓହ୍ଲାଇଲା ସନ୍ରାଇଜର୍ସ
ଦୁବାଇ,୨୭।୯: ସ୍ଥାନୀୟ ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ସୋମବାର ଖେଳାଯିବାକୁ ଥିବା ସନରାଇଜର୍ସ ହାଇଦ୍ରାବାଦ୍ ବିପକ୍ଷ ମ୍ୟାଚ୍ରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜସ୍ଥାନ ରୟାଲ୍ସ ଦଳର ଅଧିନାୟକ ସଞ୍ଜୁ ସାମସନ। ଦଳର କମ୍ବିନେଶନକୁ ଦୃଷ୍ଟିରେ ରଖି...
ମିଳିଲାନି ସୁଯୋଗ, ସ୍ବଦେଶ ଫେରିଲେ କୁଳଦୀପ
ନୂଆଦିଲ୍ଲୀ,୨୭।୯: ବାମହାତୀ ସ୍ପିନର କୁଳଦୀପ ଯାଦବଙ୍କ ପାଇଁ କିଛି ବି ଠିକ୍ ଚାଲୁନାହିଁ। ଫର୍ମ ହରାଇବା ପର ଠାରୁ ତାଙ୍କୁ ଜାତୀୟ ଦଳ କଥା ଛାଡ଼ନ୍ତୁ, କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ଦଳରେ ମଧ୍ୟ ସ୍ଥାନ ମିଳୁନାହିଁ। ଚଳିତ ଆଇପିଏଲ...
ହଠାତ୍ ଘୋଷଣା କଲେ ଅବସର
ଲଣ୍ଡନ,୨୭।୯: ଇଂଲଣ୍ଡ ଅଲରାଉଣ୍ଡର ମୋଇନ ଅଲି ଟେଷ୍ଟ କ୍ରିକେଟରୁ ଅବସର ନେବାକୁ ନିଷ୍ପତ୍ତି ନେଇଛନ୍ତି। ଏ ନେଇ ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି) ପକ୍ଷରୁ ସୋମବାର ବିଜ୍ଞପ୍ତି ଜାରି କରାଯାଇଛି। ଅଧିକ ଦିନ ଧରି ଖେଳ ଜାରି...
ଝିଅକୁ ବଡ଼ ଉପହାର ଦେଲେ ଜାଡେଜା
ୟୁଏଇ,୨୭।୯: ଆଇପିଏଲ ୨୦୨୧ର ଦ୍ୱିତୀୟ ପର୍ଯ୍ୟାରେ ଚେନ୍ନାଇ ସୁପର କିଙ୍ଗ୍ସର ବିଜୟ ଧାରା ଜାରି ରହିଛି। ଧୋନୀଙ୍କ ଦଳ କ୍ରମାଗତ ୩ ମ୍ୟାଚ ଜିତି ପଏଣ୍ଟ ଟେବୁଲର ଶୀର୍ଷରେ ପହଞ୍ଚିଛି। ପ୍ରତ୍ୟେକ ମ୍ୟାଚରେ ଦଳ ପାଇଁ ଏକ ମ୍ୟାଚ ବିଜେତା...
ଚେନ୍ନାଇ-ବେଙ୍ଗାଲୁରୁ ମ୍ୟାଚ୍କୁ ‘ସର୍ଦନ ଡର୍ବି’ କାହିଁକି କୁହାଯାଏ
ୟୁଏଇ,୨୭।୯: ୟୁଏଇରେ ଆଇପିଏଲ ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟ ଖେଳାଯାଉଛି। ଅନେକ ଦଳ ପ୍ଲେ ଅଫରେ ପହଞ୍ଚିବା ପାଇଁ ଅତି ନିକଟତର ହୋଇଥିବାବେଳେ କେତେକଙ୍କ ପାଇଁ ରାସ୍ତା କଷ୍ଟକର ମନେ ହେଉଛି। ଏଥର ଦିଲ୍ଲୀ କ୍ୟାପିଟାଲ୍ସ, ଚେନ୍ନାଇ ସୁପର କିଙ୍ଗ୍ସ ଏବଂ...
ଖାସ୍ ରେକର୍ଡର ଅଧିକାରୀ ହେଲା ଚେନ୍ନାଇ
ୟୁଏଇ,୨୭।୯: କିମ୍ବଦନ୍ତୀ ମହେନ୍ଦ୍ର ସିଂ ଧୋନୀଙ୍କ ଅଧିନାୟକତ୍ୱରେ ଚେନ୍ନାଇ ସୁପର କିଙ୍ଗ୍ସ ଦଳ ଏକ ଖାସ୍ ରେକର୍ଡର ଅଧିକାରୀ ହୋଇଛି। ଶେଷ ବଲ ପର୍ଯ୍ୟନ୍ତ ମ୍ୟାଚ ନେବାରେ ଏହି ଦଳ ସର୍ବାଗ୍ରେ ରହିଛି। ଚେନ୍ନାଇ ଆବୁଧାବିରେ କୋଲକାତା ନାଇଟ ରାଇଡର୍ସକୁ...
ପାକିସ୍ତାନୀଙ୍କ ମନରେ କୋକୁଆ ଭୟ ସୃଷ୍ଟି କରିଥିଲେ ଏହି ଭାରତୀୟ କ୍ରିକେଟର୍: ଷ୍ଟାଡିୟମରେ ଯୁବତୀ କରୁଥିଲେ ପ୍ରପୋଜ୍
ଭାରତୀୟ ଦଳର ପୂର୍ବତନ ବୋଲର ଲକ୍ଷ୍ମୀପଥୀ ବାଲାଜୀ ଆଜି ତାଙ୍କର ୪୦ତମ ଜନ୍ମଦିନ ପାଳନ କରୁଛନ୍ତି। ବାଲାଜୀ ଏପରି ଏକ ବୋଲର୍ ଥିଲେ, ଯିଏ ପାକିସ୍ତାନରେ ଚହଳ ସୃଷ୍ଟି କରିଥିଲେ। ଯଦିଓ ବାଲାଜୀଙ୍କ ଅନ୍ତର୍ଜାତୀୟ କ୍ୟାରିଅର୍ ଅଧିକ ସମୟ ତିଷ୍ଠି...
ବାପା ଆଉଟ୍ ହେବା ପରେ ରାଗରେ ପୁଅ କଲେ ଏମିତି କାମ, ଭିଡିଓ ଭାଇରାଲ୍
ୟୁଏଇ,୨୭।୯: ୟୁଏଇରେ ଆଇପିଏଲ ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟ ଖେଳାଯାଉଛି। ପ୍ଲେ ଅଫ ଦୌଡ଼ ପାଇଁ ପ୍ରତ୍ୟେକ ମ୍ୟାଚ ସହିତ ଆକର୍ଷଣୀୟ ହେଉଛି। ରବିବାର ଡିଫେଣ୍ଡିଂ ଚାମ୍ପିଅନ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଏହିପରି ଏକ ଗୁରୁତ୍ୱପୂର୍ଣ୍ଣ...
ଆଇପିଏଲ୍ ମଝିରେ ଅବସର ନିଷ୍ପତ୍ତି ନେଲେ ଏହି କ୍ରିକେଟର୍
ୟୁଏଇ,୨୭।୯: ଆଇପିଏଲ ୨୦୨୧ରେ ମହେନ୍ଦ୍ର ସିଂ ଧୋନୀଙ୍କ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ପାଇଁ ଖେଳୁଥିବା ଅଲରାଉଣ୍ଡର ମୋଇନ ଅଲି ଟେଷ୍ଟ କ୍ରିକେଟରୁ ଅବସର ନେବାକୁ ନିଷ୍ପତ୍ତି ନେଇଛନ୍ତି। ସେ ଆଉ ଇଂଲଣ୍ଡ ପାଇଁ ଟେଷ୍ଟ କ୍ରିକେଟ ଖେଳିବେ ନାହିଁ।...
ଭାରତ ଉପରେ ରାଗିକି ନିଆଁବାଣ ଏହି ପାକିସ୍ତାନ କ୍ରିକେଟର୍: କହିଲେ…
ଇସଲାମାବାଦ୍,୨୭।୯: ନିକଟରେ ପାକିସ୍ତାନ ଗସ୍ତରେ ଆସିଥିବା ନ୍ୟୁଜିଲ୍ୟାଣ୍ଡ ଦଳ ମ୍ୟାଚର ୫ ମିନିଟ ପୂର୍ବରୁ ପାକିସ୍ତାନ ଗସ୍ତକୁ ବାତିଲ କରିଦେଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। କ୍ରିକେଟ ପଡିଆ ଥାଉ କି ନ ଥାଉ ଭାରତ ଏବଂ...
‘ସ୍ତ୍ରୀ ମୋତେ ଚେନ୍ନାଇ ଜର୍ସି ପିନ୍ଧିବାକୁ ଦେଉନାହାନ୍ତି’
ୟୁଏଇ,୨୬।୯: ବିଶ୍ୱର ସବୁଠାରୁ ଧନୀ କ୍ରିକେଟ ଲିଗ ଆଇପିଏଲ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟ ୟୁଏଇରେ ଖେଳାଯାଉଛି। ଏହିପର୍ଯ୍ୟାୟରେ ପ୍ରଶଂସକମାନଙ୍କୁ ଷ୍ଟାଡିୟମରେ ପ୍ରବେଶ କରିବାକୁ ଅନୁମତି ଦିଆଯାଇଛି। ଏହି କାରଣରୁ ଦର୍ଶକମାନେ ଷ୍ଟାଡିୟମରେ ସେମାନଙ୍କର ପ୍ରିୟ ଦଳ ଏବଂ ପ୍ରିୟ ଖେଳାଳିଙ୍କୁ ଉତ୍ସାହିତ...
ମୁମ୍ବାଇର ସ୍ବପ୍ନ ଭାଙ୍ଗି ଦେଲା ଆରସିବି
ଦୁବାଇ,୨୬।୯: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି)ର ପରାଜୟ ଧାରାରେ ବ୍ରେକ୍ ଲାଗିଛି। ଚଳିତ ଆଇପିଏଲର ଦ୍ୱିତୀୟ ଫେଜରେ ଲଗାତାର ଦୁଇଟି ପରାଜୟ ପରେ ପ୍ରଥମ ବିଜୟ ହାସଲ କରିଛି ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଦଳ। ରବିବାର ଖେଳାଯାଇଥିବା ମ୍ୟାଚ୍ରେ ମୁମ୍ବାଇ...
Archives


