ଆରମ୍ଭରୁ ରାଜସ୍ଥାନକୁ ଶକ୍ତ ଧକ୍କା
ନୂଆଦିଲ୍ଲୀ,୬।୪: ଚଳିତ ଆଇପିଏଲରେ ମଙ୍ଗଳବାର ପ୍ରଥମ ଥର ପାଇଁ ପରାଜୟ ସ୍ବାଦ ଚାଖିଥିବା ରାଜସ୍ଥାନ ରୟାଲ୍ସକୁ ବୁଧବାର ଆଉ ଏକ ଶକ୍ତ ଧକ୍କା ଲାଗିଛି। ଅଷ୍ଟ୍ରେଲିଆନ ବୋଲିଂ ଅଲରାଉଣ୍ଡର ନାଥନ କୁଲ୍ଟର ନାଇନ ପୂରା ଆଇପିଏଲରୁ ବାଦ୍ ପଡ଼ିଛନ୍ତି। ସନରାଇଜର୍ସ ବିପକ୍ଷ…
ବେବି ଏବିଙ୍କୁ ପଦାର୍ପଣ ସୁଯୋଗ, ଫେରିଲେ କୁମିନ୍ସ
ପୁଣେ,୬।୪: ସ୍ଥାନୀୟ ଡି ଓ୍ବାଇ ପାଟିଲ ଷ୍ଟାଡିୟମରେ ବୁଧବାର ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ଅଧିନାୟକ ଶ୍ରେୟାସ ଆୟାର ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଛନ୍ତି। ଏହି ମ୍ୟାଚ୍ ଜରିଆରେ ଆଇପିଏଲ ପଦାର୍ପଣ କରିବାକୁ ଯାଉଛନ୍ତି ବେବି…
ଜଣେ ଝିଅ ରିଜେକ୍ଟ କରିବା ପରେ ଶିଖର ଧାଓ୍ବନ କହିଥିଲେ ଏମିତି କଥା
ମୁମ୍ବାଇ,୬।୪:ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ୨୦୨୨ରେ ପଞ୍ଜାବ କିଙ୍ଗ୍ସ ପାଇଁ ଖେଳୁଥିବା ଶିଖର ଧାୱନ ଜଣେ ଅତି ଶାନ୍ତ ସ୍ବଭାବର ବ୍ୟକ୍ତି ଭାବେ ଜଣାଶୁଣା। ଧାୱନ ସୋସିଆଲ ମିଡିଆରେ ବେଶ୍ ସକ୍ରିୟ। ସେ ପ୍ରଶଂସକଙ୍କ ସହ ଅନେକ ଭିଡିଓ ଏବଂ ଫଟୋ…
ପରବର୍ତ୍ତୀ ମ୍ୟାଚ୍ରେ ଖେଳିବେ ଓ୍ବାର୍ନର, ନର୍ଟଜେ
ମୁମ୍ବାଇ,୬।୪: ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ ବିପକ୍ଷରେ ଗୁରୁବାର ହେବାକୁ ଥିବା ମ୍ୟାଚ୍ରେ ଡେଭିଡ୍ ଓ୍ବାର୍ନର ଏବଂ ପେସର ଅନରିଚ ନର୍ଟଜେ ଖେଳିବେ। ଏ ନେଇ ଦିଲ୍ଲୀ କ୍ୟାପିଟାଲ ଦଳର ଆସିଷ୍ଟାଣ୍ଟ କୋଚ ଶେନ ଓ୍ବାଟଶନ ବୁଧବାର ସ୍ପଷ୍ଟ କରିଛନ୍ତି। “ଓ୍ବାର୍ନରଙ୍କ କ୍ୱାରେଣ୍ଟିନ…
‘କାର୍ତ୍ତିକଙ୍କୁ ଅନ୍ତର୍ଜାତୀୟ କ୍ରିକେଟକୁ ଫେରିବା ଦରକାର’
ମୁମ୍ବାଇ,୬।୪: ଦୀନେଶ କାର୍ତ୍ତିକଙ୍କ ମ୍ୟାଚ୍ ଓ୍ବିନିଂ ପାଳି ଯୋଗୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ୪ ଉଇକେଟରେ ରାଜସ୍ଥାନ ରୟାଲ୍ସକୁ ହରାଇ ଦେଇଛି। ସଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା ବେଳେ ସେ ୨୩ ବଲରେ ଖେଳିଥିଲେ ୪୪ ରନ୍ର ଅପରାଜିତ…
ଏହି କ୍ରିକେଟର୍ଙ୍କ ମସାଜ୍ କଲେ ବିରାଟ କୋହଲି: ଦେଖନ୍ତୁ ଭିଡିଓ
ମୁମ୍ବାଇ,୬।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଆଇପିଏଲ ୨୦୨୨ର ତୃତୀୟ ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରି ଚାରି ଉଇକେଟ ବିଜୟ ହାସଲ କରିଥିଲା। ୩ଟି ମ୍ୟାଚ୍ରେ ଏହା ଆରସିବିର ଦ୍ୱିତୀୟ ବିଜୟ ଥିଲା। ଏହି ବିଜୟ ପରେ ବେଙ୍ଗାଲୁରୁ ପଏଣ୍ଟ ଟେବୁଲରେ…
ସ୍ମୃତି ମନ୍ଧାନା ଉଠିଲେ, ଖସିଲେ ମିତାଲି ରାଜ
ଦୁବାଇ, ୬।୪- ଆଇସିସି ମହିଳା ଦିନିକିଆ ର଼୍ୟାଙ୍କିଙ୍ଗ୍ରେ ଭାରତୀୟ ଅଧିନାୟିକା ମିତାଲି ରାଜ ଗୋଟିଏ ସ୍ଥାନ ତଳକୁ ଖସିଛନ୍ତି। ମାତ୍ର ଷ୍ଟାର ଓପନର ସ୍ମୃତି ମନ୍ଧାନା ଉପରକୁ ଉଠିଛନ୍ତି। ଏବେ ର଼୍ୟାଙ୍କିଙ୍ଗ୍ରେ ମିତାଲି ୭ମ ଓ ମନ୍ଧାନା ୯ମ ସ୍ଥାନରେ ଅଛନ୍ତି।…
ଆରସିବି ୪ ୱିକେଟରେ ବିଜୟୀ…
ମୁମ୍ବାଇ, ୫।୪ : ଆଇପିଏଲ୍ ସିଜିନ୍ର ୧୫ତମ ସଂସ୍କରଣରେ ମଙ୍ଗଳବାର ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋର୍(ଆର୍ସିବି) ରାଜସ୍ଥାନ ରୟାଲର୍ସ(ଆର୍ଆର୍) ଠାରୁ ୪ ୱିକେଟରେ ବିଜୟ ହାସଲ କରିଛି । ଧାର୍ଯ୍ୟ ଲକ୍ଷ୍ୟର ପିଛା କରି ଆରସିବି ୧୯.୧ ଓଭରରେ ୬ ୱିକେଟ ହରାଇ…
ଆର୍ସିବି ପାଇଁ ବିଜୟ ଲକ୍ଷ୍ୟ ୧୭୦…
ମୁମ୍ବାଇ, ୫।୪ : ଆଇପିଏଲ୍ ସିଜିନ୍ର ୧୫ତମ ସଂସ୍କରଣରେ ମଙ୍ଗଳବାର ରାଜସ୍ଥାନ ରୟାଲର୍ସ(ଆର୍ଆର୍) ବିପକ୍ଷରେ ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋର୍(ଆର୍ସିବି) ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ମହାରାଷ୍ଟ୍ର ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମ୍ରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ଆରସିବି ଅଧିନାୟକ…
ଟସ୍ ଜିତିଲା ଆର୍ସିବି, ବୋଲିଂ ନିଷ୍ପତ୍ତି…
ମୁମ୍ବାଇ, ୫।୪ : ଆଇପିଏଲ୍ ସିଜିନ୍ର ୧୫ତମ ସଂସ୍କରଣରେ ମଙ୍ଗଳବାର ରାଜସ୍ଥାନ ରୟାଲର୍ସ(ଆର୍ଆର୍) ବିପକ୍ଷରେ ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋର୍(ଆର୍ସିବି) ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ମହାରାଷ୍ଟ୍ର ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମ୍ରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ଆରସିବି ଅଧିନାୟକ…
ଆଇପିଏଲ୍ ମିଡିଆ ରାଇଟ୍ସ , ୨୦୨୩ ରୁ ୨୦୨୭ ପ୍ରର୍ଯ୍ୟନ୍ତ ପ୍ରସାରଣ ଅଧିକାର, ଦୌଡ଼ରେ ବଡ଼ କମ୍ପାନୀ…
କୋଲକାତା, ୫।୪ : ବର୍ତ୍ତମାନ ଭାରତରେ କ୍ରିକେଟର ଆଇପିଏଲ ଉତ୍ସବ ଚାଲିଛି। ଏହି ସମୟରେ, କ୍ରିକେଟ ବୋର୍ଡ ଅଫ ଇଣ୍ଡିଆ (ବିସିସିଆଇ) ମଧ୍ୟ ଆଇପିଏଲ ମିଡିଆ ରାଇଟ୍ସ ସମ୍ପର୍କରେ ଟେଣ୍ଡର ଜାରି କରିଛି। ଆଇପିଏଲରୁ ବିସିସିଆଇର ରୋଜଗାରରେ ମିଡିଆ ଅଧିକାରର ସବୁଠାରୁ…
‘ଧୋନୀ ଭାଇ ମୋତେ କହିଦେଇଥିଲେ’
ମୁମ୍ବାଇ,୫।୪: ଆଇପିଏଲ୍ ଇତିହାସରେ ପ୍ରଥମ ଥର ଲାଗି ଚେନ୍ନାଇ ସୁପରକିଙ୍ଗ୍ସ ଟୁର୍ନାମେଣ୍ଟର ଲଗାତାର ତିନୋଟି ମ୍ୟାଚ୍ରେ ପରାଜିତ ହୋଇଛି। ଫଳରେ ଅଙ୍କ ତାଲିକାରେ ୯ମ ସ୍ଥାନରେ ରହିଛି ଦଳ। ଚଳିତ ସିଜନରେ ରବିନ୍ଦ୍ର ଜାଡେଜା ପ୍ରଥମ ଥର ଲାଗି ଦଳର ଅଧିନାୟକ…

