ଖେଳ

ଆର୍‌ସିବିକୁ ଫେରିଲେ ପୂର୍ବତନ ସଦସ୍ୟ

ମୁମ୍ବାଇ,୩।୪: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ଦଳରେ ସାମିଲ ହୋଇଛନ୍ତି ମଧ୍ୟପ୍ରଦେଶ ବ୍ୟାଟର ରଜତ ପଟିଦାର। ତାଙ୍କୁ ଲବନିଥ ସିସୋଡିଆଙ୍କ ବଦଳ ଖେଳାଳି ଭାବେ ପୂରା ସିଜନ ପାଇଁ ଆର୍‌ସିବିରେ ସ୍ଥାନ ପାଇଛନ୍ତି। ଏ ନେଇ ଚେନ୍ନାଇ ଫ୍ରାଞ୍ଚାଇଜ ପକ୍ଷରୁ ରବିବାର…

ସିଏସ୍‌କେ ଭାଗ୍ୟରେ ପଡ଼ିଲା ଟସ୍‌

ମୁମ୍ବାଇ,୩।୪: କ୍ରମାଗତ ଦୁଇଟି ପରାଜୟ ପରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଭାଗରେ ପଡ଼ିଛି ଟସ୍‌। ପଞ୍ଜାବ କିଙ୍ଗ୍ସ ବିପକ୍ଷ ମ୍ୟାଚ୍‌ରେ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଛନ୍ତି ରବୀନ୍ଦ୍ର ଜାଡେଜା। ଏଥିସହିତ ଚଳିତ ଆଇପିଏଲରେ ଚାଲିଥିବା ଟସ୍‌ ଜିତି ବୋଲିଂ…

ସ୍ବାମୀଙ୍କ ପରେ ଦେଶକୁ ଚାମ୍ପିଅନ୍‌ କଲେ ସ୍ତ୍ରୀ

ଖ୍ରୀଷ୍ଟଚର୍ଚ୍ଚ,୩।୪: ମହିଳା ଦିନିକିଆ ବିଶ୍ୱକପ୍‌ ଫାଇନାଲରେ ଇଂଲଣ୍ଡକୁ ୭୧ ରନରେ ପରାସ୍ତ କରି ଅଷ୍ଟ୍ରେଲିଆ ୭ମଥର ପାଇଁ ଟାଇଟେଲ୍‌ ଜିତିଛି। ବିଜୟ ପରେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଅଷ୍ଟ୍ରେଲୀୟ ଉଇକେଟ କିପର ବ୍ୟାଟ୍ସମ୍ୟାନ ଆଲିସା ହେଲିଙ୍କୁ ଟୁର୍ନାମେଣ୍ଟର ସର୍ବଶ୍ରେଷ୍ଠ ଖେଳାଳି…

୪ ବର୍ଷରେ ୩୯ରୁ ୩୮ ମ୍ୟାଚ୍‌ ଜିତିଛି ଚାମ୍ପିୟନ ଅଷ୍ଟ୍ରେଲିଆ

ଖ୍ରୀଷ୍ଟଚର୍ଚ୍ଚ,୩।୪: ଅଷ୍ଟ୍ରେଲିଆ ମହିଳା କ୍ରିକେଟ ଦଳ ରେକର୍ଡ ସପ୍ତମ ଥର ପାଇଁ ଦିନିକିଆ ବିଶ୍ୱକପ୍‌ ହାସଲ କରିଛି। ମେଗ ଲାନ୍ନିଂଙ୍କ ନେତୃତ୍ୱାଧୀନ ଦଳ ରବିବାର ୭୧ ରନ୍‌ରେ ଇଂଲଣ୍ଡକୁ ହରାଇ ଦେଇଛି। ଆଇସିସି ମହିଳା ବିଶ୍ୱକପ୍‌ ଫାଇନାଲରେ ଆଲିସା ହେଲିଙ୍କ ରେକର୍ଡ…

ଆଇପିଏଲ୍‌ ଟଙ୍କାରେ ଘର କିଣିବେ ଏହି କ୍ରିକେଟର୍‌

ମୁମ୍ବାଇ,୩।୪: ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ନୂତନ ଖେଳାଳିଙ୍କ ପାଇଁ ଏକ ବଡ଼ ପ୍ଲାଟଫର୍ମ। ଏହି ପ୍ଲାଟଫର୍ମ ମାଧ୍ୟମରେ, ଅନେକ ଖେଳାଳି ରାତାରାତି ତାରକା ପାଲଟନ୍ତି। ଏହିପରି ଜଣେ ଖେଳାଳି ହେଉଛନ୍ତି ୧୯ ବର୍ଷୀୟ ତିଳକ ବର୍ମା। ସେ ଆଇପିଏଲ ୨୦୨୨ରେ…

ସପ୍ତମଥର ବିଶ୍ୱ ଚାମ୍ପିଅନ୍‌ ହେଲା ଅଷ୍ଟ୍ରେଲିଆ

ଖ୍ରୀଷ୍ଟଚର୍ଚ୍ଚ,୩।୪: ମହିଳା ବିଶ୍ୱକପ ୨୦୨୨ର ଫାଇନାଲରେ ଅଷ୍ଟ୍ରେଲିଆ ଇଂଲଣ୍ଡକୁ ୭୧ ରନରେ ପରାସ୍ତ କରି ସପ୍ତମ ଥର ପାଇଁ ଟାଇଟଲ ହାସଲ କରିଛି। ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ଦଳ ୩୫୬ ରନ ସ୍କୋର କରିଥିଲା। ମହିଳା କ୍ରିକେଟ ବିଶ୍ୱକପ ଫାଇନାଲରେ…

ପରାଜୟ ସ୍ୱୀକାର କଲା ଡିସି …

ମୁମ୍ବାଇ, ୨।୪ : ଆଇପିଏଲ୍ ସିଜିନ୍ର ୧୫ତମ ସଂସ୍କରଣରେ ଶନିବାର ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ବିପକ୍ଷରେ ଗୁଜୁରାଟ ଟାଇଟନ୍ସ(ଜିଟି) ବିଜୟ ହାସଲ କରିଛି । ୧୪ ରନରେ ଡିସି ଜିଟି ଠାରୁ ପରାଜିତ ହୋଇଛି । ଧାର୍ଯ୍ୟ ଲକ୍ଷ୍ୟର ପିଛା କରି…

ଡିସିି ପାଇଁ ବିଜୟ ଲକ୍ଷ୍ୟ ୧୭୨ …

ମୁମ୍ବାଇ, ୨।୪ : ଆଇପିଏଲ୍‌ ସିଜିନ୍‌ର ୧୫ତମ ସଂସ୍କରଣରେ ଶନିବାର ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ବିପକ୍ଷରେ ଗୁଜୁରାଟ ଟାଇଟନ୍ସ(ଜିଟି) ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ମହାରାଷ୍ଟ୍ରର ପୁଣେ ସ୍ଥିତ କ୍ରିକେଟ ଆସୋସିଏଶନ୍‌ ଷ୍ଟାଡିୟମ୍‌ରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଡିସିର…

୨୩ ରନ୍‌ରେ ଏମ୍‌ଆଇ ପରାଜିତ…

ମୁମ୍ବାଇ, ୨।୪ : ଆଇପିଏଲ୍‌ ସିଜିନ୍‌ର ୧୫ତମ ସଂସ୍କରଣରେ ଶନିବାର ରାଜସ୍ଥାନ ରୟାଲର୍‌ସ(ଆର୍‌ଆର୍‌) ବିପକ୍ଷରେ ମୁମ୍ବାଇ ଇଣ୍ଡିଆନ୍ସ୍‌(ଏମ୍‌ଆଇ) ରନ୍‌ରେ ପରାଜିତ ହୋଇଛି। ଏମ୍‌ଆଇ ୮ ଓ୍ବିକେଟ ହରାଇ ନିର୍ଦ୍ଧାରିତ ୨୦ ଓଭରରେ ୧୭୦ ରନ୍‌ କରିବାକୁ ସକ୍ଷମ ହୋଇଛି। ଏମ୍‌ଆଇ ଟସ…

ଟସ୍‌ ଜିତିଲା ଡିସି, ପ୍ରଥମେ ବୋଲିଂ…

ମୁମ୍ବାଇ, ୨।୪ : ଆଇପିଏଲ୍‌ ସିଜିନ୍‌ର ୧୫ତମ ସଂସ୍କରଣରେ ଶନିବାର ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ବିପକ୍ଷରେ ଗୁଜୁରାଟ ଟାଇଟନ୍ସ(ଜିଟି) ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ମହାରାଷ୍ଟ୍ରର ପୁଣେ ସ୍ଥିତ କ୍ରିକେଟ ଆସୋସିଏଶନ୍‌ ଷ୍ଟାଡିୟମ୍‌ରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଡିସିର…

ଥାମ୍ପିଙ୍କ ଗୋଟିଏ ଓଭରରେ ୨୬ ରନ୍‌

ମୁମ୍ବାଇ,୨।୪: ଡିୱାଇ ପାଟିଲ ଷ୍ଟାଡିୟମରେ ଶନିବାର ମୁମ୍ବାଇ ଇଣ୍ଡିଆନ୍ସ- ରାଜସ୍ଥାନ ରୟାଲ୍ସ ମଧ୍ୟରେ ମ୍ୟାଚ୍‌ ଜାରି ରହିଛି। ଏଥିରେ ଧୂଆଁଧାର ବ୍ୟାଟିଂ କରି ଚର୍ଚ୍ଚାରେ ଅଛନ୍ତି ଜୋସ୍‌ ବଟ୍‌ଲର। ସେ ୬୬ ବଲ୍‌ରେ ନିଜର ଶତକ ପୂରଣ କରିଛନ୍ତି। ଏଥିରେ ତାଙ୍କର…

ଟୁର୍ନାମେଣ୍ଟର ପ୍ରଥମ ଶତକ

ମୁମ୍ବାଇ,୨।୪: ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଶନିବାର ଖେଳାଯାଉଥିବା ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ବ୍ୟାଟ୍ସମ୍ୟାନଙ୍କ ଜବରଦସ୍ତ ପ୍ରଦର୍ଶନ ଦେଖିବାକୁ ମିଳିଛି। ମ୍ୟାଚ୍‌ରେ ଜୋସ୍‌ ବଟଲର୍‌ଙ୍କ ଶତକ ଏବଂ ଶିମ୍‌ରନ ହେଟମେୟର ବିସ୍ଫୋରକ ୩୫ ରନ ବଳରେ ରାଜସ୍ଥାନ ପୁଣିଥରେ ବଡ଼ ସ୍କୋର କରିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?