ଖେଳ

ଦଣ୍ଡିତ ହେଲେ ପନ୍ତ

ନବି ମୁମ୍ବାଇ,୮।୪: ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ରିଷଭ ପନ୍ତଙ୍କୁ ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ ବିପକ୍ଷ ମ୍ୟାଚ୍‌ରେ ଧିମା ବୋଲିଂ ହାର ପାଇଁ ଦଣ୍ଡିତ କରାଯାଇଛି। ତାଙ୍କ ମ୍ୟାଚ୍‌ ଫି’ରୁ ୧୨ ଲକ୍ଷ ଟଙ୍କା କାଟ କରାଯିବ ବୋଲି ଆଇପିଏଲ ପକ୍ଷରୁ କୁହାଯାଇଛି।…

ଛକା ମାରି ଲକ୍ଷ୍ନୌକୁ ଜିତାଇଲେ

ମୁମ୍ବାଇ,୭।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ଗୁରୁବାର ୧୫ତମ ମ୍ୟାଚରେ ଦିଲ୍ଲୀକୁ ୬ ଉଇକେଟରେ ପରାସ୍ତ କରିଛି ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ। ଚଳିତ ଆଇପିଏଲ୍‌ ସିଜନରେ ଲକ୍ଷ୍ନୌ ତୃତୀୟ ବିଜୟ ସହ ପଏଣ୍ଟ ଟେବୁଲ ତାଲିକାରେ ଦ୍ୱିତୀୟ ସ୍ଥାନରେ ପହଞ୍ଚିଛି। ଲକ୍ଷ୍ନୌ ସୁପର…

୧୪୯ରେ ଅଟକିଲା ଦିଲ୍ଲୀ

ମୁମ୍ବାଇ,୭।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ଗୁରୁବାର ୧୫ତମ ମ୍ୟାଚରେ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ଅଧିନାୟକ ଲୋକେଶ ରାହୁଲ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ। ଏହାକୁ ସଠିକ୍‌ ପ୍ରମାଣ କରିଥିଲେ ବୋଲର। ଦିଲ୍ଲୀ ବ୍ୟାଟିଂ କରିବାକୁ ଆସି ନିର୍ଦ୍ଧାରିତ ୨୦ ଓଭରରେ…

ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଲା ଲକ୍ଷ୍ନୌ, ବାଦ୍‌ ପଡ଼ିଲେ ମନୀଷ

ମୁମ୍ବାଇ,୭।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ଗୁରୁବାର ୧୫ତମ ମ୍ୟାଚରେ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ଅଧିନାୟକ ଲୋକେଶ ରାହୁଲ ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ରିଷଭ ପନ୍ତ ନେତୃତ୍ୱାଧୀନ ଦିଲ୍ଲୀ କ୍ୟାପିଟାଲ ବ୍ୟାଟିଂ କରିବ। ଲକ୍ଷ୍ନୌ ଗୋଟିଏ ପରିବର୍ତ୍ତନ…

‘କୁମିନ୍ସ ଏଭଳି ଖେଳିବେ ଆଶା ନ ଥିଲା’

ପୁଣେ,୭।୪: ୧୫ ବଲରେ ପାଟ କୁମିନ୍ସଙ୍କ ୫୬ ରନ୍‌ର ବିସ୍ଫୋରକ ପାଳି ପ୍ରତିପକ୍ଷ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମାଙ୍କୁ ଚକିତ କରି ଦେଇଛି। କୁମିନ୍ସଙ୍କ ଯୋଗୁ କୋଲକାତା ନାଇଟ୍‌ ରାଇଡର୍ସ ୫ ଉଇକେଟରେ ମୁମ୍ବାଇକୁ ହରାଇ ଦେଇଥିଲା। “ସେ ଏଭଳି…

କେକେଆର୍‌ର ବିଜୟ ପରେ ଶାହାରୁଖ ଲେଖିଲେ ଏମିତି

ମୁମ୍ବାଇ,୭।୪: ଆଇପିଏଲ୍‌ ୨୦୨୨ରେ ବୁଧବାର ଖେଳାଯାଇଥିବା ମ୍ୟାଚକୁ କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌) ୫ ଉଇକେଟରେ ଜିତି ନେଇଛି। ଲଢ଼ୁଆ ବ୍ୟାଟିଂ ଯୋଗୁ ଦଳ ମୁମ୍ବାଇ ଇଣ୍ଡିଆନ୍ସଠାରୁ ମ୍ୟାଚ୍‌ ଛଡ଼ାଇ ନେଇଥିଲା। ତେବେ ଏହି ବିଜୟକୁ ନେଇ ଖୁସିବ୍ୟକ୍ତ କରିଛନ୍ତି ବଲିଉଡ୍‌ ସୁପରଷ୍ଟାର…

ଦଣ୍ଡିତ ହେଲେ ରାଣା

ମୁମ୍ବାଇ,୭।୪: କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌) ବ୍ୟାଟର ନୀତିଶ ରାଣା ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ଆଇପିଏଲ୍‌ ମ୍ୟାଚ୍‌ରେ ଲିବେଲ ୧ ନିୟମ ଭଙ୍ଗ କରିଛନ୍ତି। ଏଥିଯୋଗୁ ବିସିସିଆଇ ତାଙ୍କୁ ଭର୍ତ୍ସନା କରିବା ସହ ତାଙ୍କ ମ୍ୟାଚ୍‌ ଫି’ର ୧୦ ପ୍ରତିଶତ କାଟ…

୬୦ ବର୍ଷ ପରେ ପୂର୍ବତନ ଭାରତୀୟ ଅଧିନାୟକଙ୍କ ମୁଣ୍ଡରୁ ବାହାରିଲା ଟାଇଟାନିୟମ ପ୍ଲେଟ

ମୁମ୍ବାଇ,୭।୪: ପୂର୍ବତନ ଭାରତୀୟ ଅଧିନାୟକ ନରି କଣ୍ଟ୍ରାକ୍ଟରଙ୍କ ମୁଣ୍ଡରୁ ଏକ ଲୁହା ପ୍ଲେଟ୍‌ ବାହାର କରାଯାଇଛି। ୧୯୬୨ ଓ୍ବେଷ୍ଟଇଣ୍ଡିଜ ଗସ୍ତରେ ଚାରଲି ଗ୍ରିଫିଥ୍‌ଙ୍କ ଏକ ବାଉନ୍ସର ତାଙ୍କ ମୁଣ୍ଡରେ ବାଜିଥିଲା। ଏଥିଯୋଗୁ ଅସ୍ତ୍ରୋପଚାର କରାଯାଇ ତାଙ୍କ ମୁଣ୍ଡରେ ଟାଇଟନିୟମ ପ୍ଲେଟ୍‌ ଲଗାଯାଇଥିଲା।…

ରାଗିଗଲେ ରୋହିତ ଶର୍ମା, କହିଦେଲେ ଏମିତି କଥା

ପୁଣେ,୭।୪: ଇଣ୍ଡିଆନ୍‌ ପ୍ରିମିୟମ ଲିଗ୍‌(ଆଇପିଏଲ୍‌) ଇତିହାସରେ ସବୁଠୁ ସଫଳ ଟିମ୍‌ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଚଳିତ ଆରପିଏଲ୍‌ ଭଲ ଚାଲିନାହିଁ। ଦଳ ପ୍ରଥମ ୩ଟି ମ୍ୟାଚ୍‌ରେ ପରାଜୟବରଣ କରିଛି। ତୃତୀୟ ମ୍ୟାଚ୍‌ରେ ଦଳ କୋଲକତାଠାରୁ ୫ ଉଇକେଟ୍‌ରେ ପରାଜିତ ହୋଇଛି। କୋଲକତାଠାରୁ…

ଗୋଟିଏ ଓଭରରେ ୩୫ ରନ୍‌: ରାହୁଲଙ୍କ ସମକକ୍ଷ ହେଲେ କୁମିନ୍ସ

ପୁଣେ,୭।୪: ଆଇପିଏଲ ୨୦୨୨ର ୧୪ତମ ମ୍ୟାଚ ମୁମ୍ବାଇ ଇଣ୍ଡିଆନ୍ସ ଏବଂ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚ୍‌କୁ କେକେଆର୍‌ ୫ ଉଇକେଟରେ ଜିତିଛି। ଏମସିଏସ ଷ୍ଟାଡିୟମ ପୁଣେରେ ଅନୁଷ୍ଠିତ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ୪ ଉଇକେଟ୍‌…

କୁମିନ୍ସ ଛଡ଼ାଇ ନେଲେ ମ୍ୟାଚ୍‌

ପୁଣେ,୬।୪: ପାଟ କୁମିନ୍ସଙ୍କ ବିସ୍ଫୋରକ ଅର୍ଦ୍ଧଶତକ ରନ୍‌ର ପାଳି ବଳରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର) ୫ ଉଇକେଟରେ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇ ଦେଇଛି। ୧୬୨ ରନ୍‌ର ଟାର୍ଗେଟ୍‌ ଛିଡ଼ା କରିବା ପରେ ଆରମ୍ଭରୁ ଭଲ ବୋଲିଂ ଯୋଗୁ କେକେଆର ଅଧା…

ମୁମ୍ବାଇକୁ ଭଲ ଫିନିଶିଂ ଦେଲେ ପୋଲାର୍ଡ

ପୁଣେ,୬।୪: କୋଲକାତା ନାଇଟ୍‌ ରାଇଡର୍ସ(କେକେଆର) ଆଗରେ ୧୬୨ ରନ୍‌ର ଟାର୍ଗେଟ ଛିଡ଼ା କରିଛି ମୁମ୍ବାଇ ଇଣ୍ଡିଆନ୍ସ। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇ ପ୍ରାରମ୍ଭିକ ବ୍ୟାଟିଂ ବିଫଳତା ଯୋଗୁ ବଡ଼ ସ୍କୋର ହାସଲ କରିପାରି ନ ଥିଲା। ମାତ୍ର ସୂର୍ଯ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?