ଖେଳ

ଶାସ୍ତ୍ରୀ କହିଲେ ‘ସାରା ଜୀବନ ପାଇଁ ବ୍ୟାନ୍‌ ଲଗାଇଦେବା ଉଚିତ’

ମୁମ୍ବାଇ,୯।୪: ନିକଟରେ ଭାରତୀୟ ସ୍ପିନର ୟୁଜବେନ୍ଦ୍ର ଚହଲ ଜୀବନରେ ଅଙ୍ଗେ ନିଭାଇଥିବା ଏକ ଛାତି ଥରା ଘଟଣା ଉପରୁ ପରଦା ଉଠାଇଥିଲେ। ଜଣେ ଖେଳାଳି ତାଙ୍କୁ ନିଶାରେ ୧୫ ମହଲା ବାଲକୋନୀର ତଳକୁ ଝୁଲାଇ ରଖିଥିଲେ। ଏପରିକି ତାଙ୍କର ଟିକିଏ ଅସାବଧାନତାରେ…

ଏମିତି ଶଟ୍‌ ମାରିଲେ ବ୍ୟାଟ୍ସମ୍ୟାନ୍‌: ସନ୍ୟାସ ଘୋଷଣା କଲେ ରାଜସ୍ଥାନର ବୋଲର୍‌ !

ମୁମ୍ବାଇ,୯।୪: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ଚଳିତ ସିଜନ୍‌ରେ ଭଲ ପ୍ରଦର୍ଶନ କରିଆସୁଛି ରାଜସ୍ଥାନ ରୟାଲ୍ସ। ହେଲେ ଏବେ ଏହାର ଜଣେ ଖେଳାଳି ବଡ଼ ଘୋଷଣା କରି ଚର୍ଚ୍ଚାରେ। ନ୍ୟୁଜିଲାଣ୍ଡ ଖେଳାଳି ଜିମି ନିଶାମ ତାଙ୍କ ଇନ୍‌ଷ୍ଟାଗ୍ରାମରେ ଅଭ୍ୟାସ ସମୟର ଫଟୋ ଏବଂ…

ଏସ୍‌ଆର୍‌ଏଚ୍‌ ପାଇଁ ବିଜୟ ଲକ୍ଷ୍ୟ ୧୫୫ …

ମୁମ୍ବାଇ, ୯।୪ : ଆଇପିଏଲ୍‌ ସିଜିନ୍‌ର ୧୫ ତମ ସଂସ୍କରଣରେ ୧୭ତମ ମ୍ୟାଚ୍‌ରେ ଶନିବାର ଚେନ୍ନାଇ ସୁପର କିଙ୍ଗ୍‌ସ (ସିଏସ୍‌କେ) ବିପକ୍ଷରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ମହାରାଷ୍ଟ୍ର ନଭି ମୁମ୍ବାଇର ଡି.ଓ୍ବାଇ, ପାଟିଲ ସ୍ପୋର୍ଟସ୍‌…

ଏଯାଏ ଖୋଲିନି ଖାତା

ନୂଆଦିଲ୍ଲୀ,୯।୪: ଆଇପିଏଲ୍‌ ୨୦୨୨ର ୧୭ତମ ମ୍ୟାଚ୍‌ ଶନିବାର ସନରାଇଜର୍ସ ହାଇଦ୍ରାବାଦ ଏବଂ ଚେନ୍ନାଇ ସୁପରକିଙ୍ଗ୍ସ ମଧ୍ୟରେ ଖେଳାଯିବ। ଉଭୟ ଟିମ୍‌ ଏଯାବତ ଗୋଟିଏ ବି ମ୍ୟାଚ୍‌ ଜିତି ନାହାନ୍ତି। ରବିନ୍ଦ୍ର ଜାଡେଜା ନେତୃତ୍ୱାଧୀନ ଚେନ୍ନାଇ ୩ଟି ମ୍ୟାଚ୍‌ ଖେଳିଥିବା ବେଳେ ସବୁଥିରେ…

ଟସ୍‌ ଜିତିଲା ଏସ୍‌ଆର୍‌ଏଚ୍‌, ପ୍ରଥମେ ବୋଲିଂ…

ମୁମ୍ବାଇ, ୯।୪ : ଆଇପିଏଲ୍‌ ସିଜିନ୍‌ର ୧୫ ତମ ସଂସ୍କରଣରେ ୧୭ତମ ମ୍ୟାଚ୍‌ରେ ଶନିବାର ଚେନ୍ନାଇ ସୁପର କିଙ୍ଗ୍‌ସ (ସିଏସ୍‌କେ) ବିପକ୍ଷରେ ସନରାଇଜର୍ସ (ଏସ୍‌ଆର୍‌ଏଚ୍‌) ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ମହାରାଷ୍ଟ୍ର ନଭି ମୁମ୍ବାଇର ଡି.ଓ୍ବାଇ, ପାଟିଲ ସ୍ପୋର୍ଟସ୍‌…

ଇତିହାସ ରଚିଲେ ଧାଓ୍ବନ

ମୁମ୍ବାଇ,୮।୪: ଆଇପିଏଲ୍‌ର ୧୬ତମ ମୁକାବିଲା ପଞ୍ଜାବ କିଙ୍ଗ୍ସ ଏବଂ ଗୁଜରାଟ ଟାଇଟନ୍ସ ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚ୍‌ରେ ଗୁଜରାଟ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ। ପରେ ପଞ୍ଜାବ ପକ୍ଷରୁ ବ୍ୟାଟିଂ କରିବାକୁ ଆସି ଅଭିଜ୍ଞ ବ୍ୟାଟ୍ସମ୍ୟାନ୍‌…

ଗୁଜରାଟକୁ ୧୯୦ ରନ୍‌ର ବିଜୟ ଲକ୍ଷ୍ୟ ଦେଲା ପଞ୍ଜାବ

ମୁମ୍ବାଇ,୮।୪: ଆଇପିଏଲର ୧୬ତମ ମ୍ୟାଚରେ ମୁହାଁମୁହିଁ ହେଉଛନ୍ତି ଗୁଜରାଟ ଟାଇଟନ୍ସ ଏବଂ ପଞ୍ଜାବ କିଙ୍ଗ୍ସ । ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ ଗୁଜୁରାଟ ଟାଇଟନ୍ସ ଅଧିନାୟକ ହାର୍ଦ୍ଧିକ ପାଣ୍ଡ୍ୟା । ପ୍ରଥମେ ବ୍ୟାଟିଂ କରି ପଞ୍ଜାବ ୨୦ ଓଭରରେ…

ସେହ୍ବାଗ କହିଲେ, ‘ନାଁ ସାର୍ବଜନୀନ କରନ୍ତୁ ଚହଲ’

ନୂଆଦିଲ୍ଲୀ,୮।୪: ସାଥୀ ଖେଳାଳିଙ୍କ ମଧ୍ୟରେ ନିଜର ମଜାଳିଆ ସ୍ବଭାବ ଏବଂ ବ୍ୟବହାରକୁ ନେଇ ଜଣାଶୁଣା ଭାରତୀୟ ସ୍ପିନର ୟୁଜବେନ୍ଦ୍ର ଚହଲ ୯ ବର୍ଷ ପୂର୍ବେ ସମ୍ମୁଖୀନ ହୋଇଥିବା ଏକ ଘଟଣା ଉପରୁ ପରଦା ହଟାଇ ଚର୍ଚ୍ଚାରେ। ରାଜସ୍ଥାନ ରୟାଲ୍ସ ପକ୍ଷରୁ ଟୁଇଟ୍‌…

‘୧୫ ମହଲା ବାଲକୋନିରେ ମୋତେ ଟାଙ୍ଗି ଦେଇଥିଲେ’

ନୂଆଦିଲ୍ଲୀ,୮।୪: ଚଳିତ ଆଇପିଏଲ ସିଜନରେ ରାଜସ୍ଥାନ ରୟାଲ୍ସ ପକ୍ଷରୁ ପ୍ରତିନିଧିତ୍ୱ କରିବା ପୂର୍ବରୁ ୟୁଜବେନ୍ଦ୍ର ଚହଲ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ପାଇଁ ଖେଳିଥିଲେ। ରାଜସ୍ଥାନ ରୟାଲ୍ସ ପକ୍ଷରୁ ଶୁକ୍ରବାର ଟୁଇଟ୍‌ କରାଯାଇଥିବା ଭିଡିଓରେ ଚହଲ ୨୦୧୩ରେ…

ଆଇପିଏଲ ୨୦୨୨: ଅରେଞ୍ଜ-ପର୍ପଲ କ୍ୟାପ୍‌ ରେସ୍‌ରେ ଅଛନ୍ତି କେଉଁ ଖେଳାଳି ଜାଣନ୍ତୁ

ପୁଣେ,୮।୪: ଆଇପିଏଲ ୨୦୨୨ରେ ଏପର୍ଯ୍ୟନ୍ତ ୧୫ଟି ମ୍ୟାଚ ଖେଳାଯାଇଛି। ଏହି ସମୟ ମଧ୍ୟରେ କୋଲକାତା ନାଇଟ ରାଇଡର୍ସ ପଏଣ୍ଟ ଟେବୁଲ ଶୀର୍ଷରେ ଅଛି। କେକେଆର୍‌ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ୬-୬ ପଏଣ୍ଟ ପାଇଛନ୍ତ। କିନ୍ତୁ ନେଟ ରନ ହାର ଦୃଷ୍ଟିରୁ…

ଆଶ୍ଚର୍ଯ୍ୟଜନକ ଖୁଲାସା କଲେ ଚହଲ

ପୁଣେ,୮।୪: ଟିମ ଇଣ୍ଡିଆର ସ୍ପିନର ୟୁଜଭେନ୍ଦ୍ର ଚହଲ ଦୀର୍ଘ ଦିନ ଧରି ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ରେ ଖେଳୁଛନ୍ତି। ସେ ୨୦୧୪ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି)ରେ ଯୋଗଦେବା ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସର ଅଂଶ ଥିଲେ। ଚଳିତ ଆଇପିଏଲ୍‌ରେ ଚହଲ…

‘କ୍ରୁନାଲ, ମୋ ମଧ୍ୟରେ ଯାହା ଘଟିଗଲା’

ନବି ମୁମ୍ବାଇ,୮।୪: ଟିମ୍‌ ଇଣ୍ଡିଆ ଏବଂ ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍ସ (ଏଲ୍‌ଏସ୍‌ଜି) ଅଲରାଉଣ୍ଡର ଦୀପକ ହୁଡା ଦୀର୍ଘ ଦିନ ପରେ କ୍ରୁନାଲ ପାଣ୍ଡ୍ୟାଙ୍କ ସହ ବିବାଦ ଉପରେ ମୁହଁ ଖୋଲିଛନ୍ତି। କୌତୁହଳର କଥା ହେଲା, ପ୍ରାୟ ବର୍ଷେ ତଳେ କ୍ରୁନାଲ ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?