ଖେଳ

ଦୁଇ ଉଇକେଟ ନେବା ପରେ ବି ସଂଘର୍ଷ କରୁଛନ୍ତି

କେପ ଟାଉନ୍‌,୧୨।୧: ନ୍ୟୁଲାଣ୍ଡ୍ସଠାରେ ଚାଲିଥିବା ତୃତୀୟ ତଥା ନିର୍ଣ୍ଣାୟକ ଟେଷ୍ଟରେ ପ୍ରଥମ ଭଳି ଦ୍ୱିତୀୟ ଦିନ ମଧ୍ୟ ବୋଲରଙ୍କ ରାଜୁତି ଦେଖିବାକୁ ମିଳି ନାହିଁ। ଦ୍ୱିତୀୟ ଦିନ ପ୍ରଥମ ଓଭରରେ ଏଡେନ ମାରକ୍ରାମଙ୍କୁ କ୍ଲିନ ବୋଲ୍ଡ କରି ଭାରତକୁ ସଫଳତା ଆଣି…

ନୂଆ ଫ୍ରାଞ୍ଚାଇଜକୁ ଦିଆଗଲା ଖେଳାଳିଙ୍କ ସହ ଚୁକ୍ତି କରିବାର ଅଧିକାର

ନୂଆଦିଲ୍ଲୀ,୧୨।୧: ଆଇପିଏଲର ଆଗାମୀ ସଂସ୍କରଣରେ ସାମିଲ ହେବାକୁ ଯାଉଥିବା ଦୁଇ ନୂଆ ଫ୍ରାଞ୍ଚାଇଜ୍‌ ଅହମ୍ମଦାବାଦ ଓ ଲକ୍ଷ୍ନୌକୁ ଖେଳାଳିଙ୍କ ସହ ଚୁକ୍ତି କରିବାର ଅଧିକାର ପ୍ରଦାନ କରାଯାଇଛି। ଏହି ଅଧିକାର ଉଭୟ ଫ୍ରାଞ୍ଚାଇଜକୁ ମେଲ ଜରିଆରେ ବୁଧବାର (ଜାନୁୟାରୀ ୧୨) ପ୍ରଦାନ…

୧୦୦ ଟେଷ୍ଟ ଖେଳିବା ସତ୍ତ୍ୱେ ଏଭଳି ହେବା ଠିକ୍‌ ନୁହେଁ; କ୍ରିକେଟରଙ୍କୁ ନେଇ ବଡ଼ କଥା କହିଲେ…

ନୂଆଦିଲ୍ଲୀ,୧୨।୧: ଦକ୍ଷିଣ ଆଫ୍ରିକା ବିପକ୍ଷରେ କେପ୍‌ଟାଉନ୍‌ର ନ୍ୟୁଲାଣ୍ଡସ୍‌ ଷ୍ଟାଡିୟମରେ ଖେଳାଯାଉଥିବା ନିର୍ଣ୍ଣାୟକ ଟେଷ୍ଟରେ ଭାରତ ଦୁଇଟି ପରିବର୍ତ୍ତନ ସହ ଓହ୍ଲାଇଥିଲା। ଅଧିନାୟକ ବିରାଟ କୋହଲି ଆହତ ସମସ୍ୟାରୁ ସୁସ୍ଥ ହୋଇ ଫେରିଥିବା ବେଳେ ମହମ୍ମଦ ସିରାଜଙ୍କ ଅନୁପସ୍ଥିତିକୁ ନେଇ ଉମେଶ ଯାଦବଙ୍କୁ…

ବୁମ୍‌ରା ନେଲେ ଏଲଗାରଙ୍କ ଉଇକେଟ

କେପ୍‌ ଟାଉନ, ୧୧।୧: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଳିଥିବା ସିରିଜର ତୃତୀୟ ତଥା ଅନ୍ତିମ କ୍ରିକେଟ ଟେଷ୍ଟ ମଙ୍ଗଳବାର ଆରମ୍ଭ ହୋଇଛି। ନ୍ୟୁଲ୍ୟାଣ୍ଡ୍ସର ଗ୍ରୀନ୍‌ ପିଚ୍‌ରେ ତିଷ୍ଠି ରହିବା ପାଇଁ ଭାରତୀୟ ବ୍ୟାଟରମାନେ ସଂଘର୍ଷ କରିଥିବା ବେଳେ ଅଧିନାୟକ…

ପୁଣି ଗର୍ଜିଲା ବିରାଟଙ୍କ ବ୍ୟାଟ୍‌! ଶେଷରେ ୫ ଇନିଂସ ପରେ…

ନୂଆଦିଲ୍ଲୀ,୧୧।୧: ପୁଣି ଗର୍ଜିଲା ଭାରତୀୟ ଟେଷ୍ଟ ଦଳର ଅଧିନାୟକ ତଥା ବିଶ୍ୱର ଅଭିଜ୍ଞ ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କ ବ୍ୟାଟ୍‌। କେପ୍‌ଟାଉନ୍‌ରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଦିନରେ ଭାରତୀୟ ଦଳ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା।…

ଦିନିକିଆ ସିରିଜ୍‌ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ଝଟ୍‌କା

ନୂଆଦିଲ୍ଲୀ,୧୧।୧: ଦକ୍ଷିଣ ଆଫ୍ରିକା ବିପକ୍ଷ ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ ପୂର୍ବରୁ ଭାରତୀୟ ଦଳକୁ ଲାଗିଛି ଝଟ୍‌କା। ଅଲରାଉଣ୍ଡର ଓ୍ବାଶିଂଟନ ସୁନ୍ଦର ଏବେ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ସିରିଜ ଲାଗି ଏହି ୨୨ ବର୍ଷୀୟ ସ୍ପିନର ଦିନିକିଆ ଦଳର…

୨୨୩ରେ ଅଟକିଲା ଟିମ୍‌ ଇଣ୍ଡିଆ

କେପ ଟାଉନ,୧୧।୧: ଦକ୍ଷିଣ ଆଫ୍ରିକା ବିପକ୍ଷ ନିର୍ଣ୍ଣାୟକ ତଥା ତୃତୀୟ ଟେଷ୍ଟରେ ଭାରତ ପ୍ରଥମ ଇନିଂସରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ମ୍ୟାଚର ପ୍ରଥମ ଦିନରେ ଭାରତ ୭୭ ଓଭର ଖେଳି ୨୨୩ ରନ୍‌ରେ ଅଲ୍‌ଆଟଉ ହୋଇଯାଇଛି। ଭାରତ ଆରମ୍ଭରୁ ଦୁଇ…

ଟିମ୍‌ ଇଣ୍ଡିଆରୁ ପଡ଼ିଛନ୍ତି ବାଦ୍‌, ତଥାପି ନୂଆ ଆଇପିଏଲ୍‌ ଟିମ୍‌ର ହେବେ ଅଧିନାୟକ!

ନୂଆଦିଲ୍ଲୀ,୧୧।୧: ଆଇପିଏଲ୍‌ର ୧୫ମ ସଂସ୍କରଣରେ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ମିଳିପାରେ ବଡ଼ ଦାୟିତ୍ୱ। ଖରାପ ଫର୍ମ ଯୋଗୁ ଜାତୀୟ ଦଳରୁ ବାଦ୍‌ ପଡ଼ିଥିବା ହାର୍ଦ୍ଦିକ ଆଇପିଏଲ୍‌ର ନୂଆ ଫ୍ରାଞ୍ଚାଇଜ୍‌ ଅହମ୍ମଦାବାଦ ଟିମ୍‌ର ଅଧିନାୟକ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଏହି ଟିମ୍‌ରେ…

ଭିଭୋ ହାତରୁ ଖସିଲା ଆଇପିଏଲ ଟାଇଟଲ ସ୍ପନସରଶିପ୍‌

ନୂଆଦିଲ୍ଲୀ,୧୧।୧: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ଟାଇଟଲ ସ୍ପନସର ଦାୟିତ୍ୱରୁ ଓହରି ଯାଇଛି ଫୋନ ନିର୍ମାତା କମ୍ପାନୀ ଭିଭୋ। ପରବର୍ତ୍ତୀ ଦୁଇ ସିଜନ ଲାଗି ଏହି ଦାୟିତ୍ୱ ଟାଟା କମ୍ପାନୀକୁ ଦିଆଯିବ। ଏ ନେଇ ମଙ୍ଗଳବାର ଆଇପିଏଲ ଗଭର୍ନିଂ କାଉନ୍ସିଲ ବୈଠକରେ…

କ୍ରିକେଟରୁ ବିଦାୟ ନେଲେ ମୋରିସ

କେପ୍‌ ଟାଉନ,୧୧।୧: ଦକ୍ଷିଣ ଆଫ୍ରିକୀୟ ଅଲରାଉଣ୍ଡର କ୍ରିସ ମୋରିସ ମଙ୍ଗଳବାର କ୍ରିକେଟର ସମସ୍ତ ଫର୍ମାଟରୁ ସନ୍ନ୍ୟାସ ଘୋଷଣା କରିଛନ୍ତି। ଏହି ନିଷ୍ପତ୍ତି ସମ୍ପର୍କରେ ସୋସିଆଲ ମିଡିଆରେ ଏକ ପୋଷ୍ଟ ଜରିଆରେ ଜଣାଇ ଦେଇଛନ୍ତି ୩୪ ବର୍ଷୀୟ କ୍ରିକେଟର। ଏଥି ସହ ଘରୋଇ…

ପ୍ରଥମେ ବ୍ୟାଟିଂ କରିବ ଭାରତ; ଉମେଶଙ୍କୁ ମିଳିଲା ସୁଯୋଗ

କେପ୍‌ ଟାଉନ,୧୧।୧: ଦକ୍ଷିଣ ଆଫ୍ରିକା ବିପକ୍ଷ ନିର୍ଣ୍ଣାୟକ ତଥା ତୃତୀୟ ଟେଷ୍ଟରେ ଭାରତୀୟ ଦଳ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଆହତ ସମସ୍ୟା କାରଣରୁ ଦ୍ୱିତୀୟ ଟେଷ୍ଟରୁ ବାଦ୍‌ ପଡ଼ିଥିବା ଅଧିନାୟକ ବିରାଟ କୋହଲି ଦଳକୁ ପ୍ରତ୍ୟାବର୍ତ୍ତନ…

ହାପି ବାର୍ଥ ଡେ ଭାମିକା, ବର୍ଷକର ହେଲେ ବିରୁଷ୍କାଙ୍କ ଝିଅ

ମୁମ୍ବାଇ,୧୧ ।୧: ବଲିଉଡ୍ ନାୟିକା ଅନୁଷ୍କା ଶର୍ମା ଓ ଭାରତୀୟ କ୍ରିକେଟ ଦଳର କ୍ୟାପଟେନ ବିରାଟ କୋହଲିଙ୍କ ଝିଅ ଭାମିକା କୋହଲି ବର୍ଷକର ହୋଇଛନ୍ତି । ୧୧ ଜାନୁୟାରୀ ୨୦୨୧ରେ ଜନ୍ମ ନେଇଥିବା ଭାମିକାଙ୍କ ଜନ୍ମଦିନକୁ ନେଇ ବେଶ୍ ଉତ୍ସାହିତ ଅଛନ୍ତି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri