Posted inଖେଳ

ରାଜ୍ୟଗୋଷ୍ଠୀ କ୍ରୀଡା ପରେ ୨ ବକ୍ସର ନିଖୋଜ

ବର୍ମିଂହମ,୧୧।୮: ରାଜ୍ୟଗୋଷ୍ଠୀ କ୍ରାଡ଼ା ୨୦୨୨ ଶେଷ ହେବା ପରେ ଦୁଇ ଜଣ ପାକିସ୍ତାନୀ ବକ୍ସର ବର୍ମିଂହାମରେ ନିଖୋଜ ହୋଇଯାଇଛନ୍ତି। ବୁଧବାର ଜାତୀୟ ଫେଡେରେସନ ଏହି ସୂଚନା ଦେଇଛି। ପାକିସ୍ତାନ ବକ୍ସିଂ ଫେଡେରେଶନ (ପିବିଏଫ) ସଚିବ ନାସିର ଟାଙ୍ଗ ଏହି ଖବରକୁ ନିଶ୍ଚିତ କରିଛନ୍ତି ଯେ, ଦଳ ଇସଲାମାବାଦ ଯିବା ପୂର୍ବରୁ ବକ୍ସର ସୁଲେମାନ ବାଲୋଚ ଏବଂ ନାଜିରୁଲ୍ଲା ନିଖୋଜ ହୋଇଯାଇଛନ୍ତି। ପିବିଏଫ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସହାୟତାରେ ଏହାର ବକ୍ସରମାନଙ୍କୁ ଖୋଜୁଛି।
ଉଭୟ ପାକିସ୍ତାନୀ ଖେଳାଳି ନିଜ ଦେଶକୁ ଯିବା ପୂର୍ବରୁ ବିମାନବନ୍ଦରରୁ ନିଖୋଜ ହୋଇଯାଇଥିଲେ। ପାକିସ୍ତାନ ଅଲିମ୍ପିକ ଆସୋସିଏସନ ଏହି ଘଟଣାର ତଦନ୍ତ ପାଇଁ ଚାରିଜଣିଆ କମିଟି ଗଠନ କରିଛି।
ହେଭିୱେଟ ବକ୍ସର (୮୬-୯୨ କେଜି) ନାଜିର ୧୬ତମ ରାଉଣ୍ଡରେ ନକ୍‌ଆଉଟ ହୋଇଥିଲେ। ହାଲୁକା ୱେଲଟରୱେଟ ବର୍ଗରେ (୬୦-୬୩.୫ କିଲୋଗ୍ରାମ) ୩୨ ତମ ରାଉଣ୍ଡରେ ସୁଲେମାନ ବାଲୋଚ ହାରିଯାଇଥିଲେ। ରାଜ୍ୟଗୋଷ୍ଠୀ କ୍ରାଡ଼ା ପାଇଁ ବ୍ରିଟେନ ଯାଇଥିବା ପାକିସ୍ତାନର କଣ୍ଟିଜେଣ୍ଟରେ ପାଞ୍ଚ ଜଣ ବକ୍ସର ଏବଂ ଚାରିଜଣ ଅଧିକାରୀ ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିରୁଷ୍କାଙ୍କୁ ନିଆରା ବଧେଇ ଜଣାଇଲା ଅମୁଲ ଇଣ୍ଡିଆ, କାର୍ଟୁନ୍‌ କରି ଲେଖିଲା..

ନୂଆଦିଲ୍ଲୀ, ୧୩।୧: ଭାରତୀୟ କ୍ରିକେଟ ଟିମ୍‌ର ଅଧିନାୟକ ବିରାଟ କୋହଲୀ ପିତା ହୋଇଛନ୍ତି। ତାଙ୍କର ଏକ କନ୍ୟା ସନ୍ତାନ ଜନ୍ମ ହୋଇଛି। ଏହାକୁ ନେଇ ଉଭୟ...

୧୭ ବର୍ଷରୁ କମ୍‌ ଫିଫା ମହିଳା ବିଶ୍ୱକପ୍‌ ବାତିଲ: ଭାରତ ହେଲା ୨୦୨୨ ସଂସ୍କରଣ ଆୟୋଜକ

ନୂଆଦିଲ୍ଲୀ,୧୮। ୧୧ (ପି.ଟି.): ଭାରତରେ ଆୟୋଜନ ହେବାକୁ ଥିବା ୧୭ ବର୍ଷରୁ କମ୍‌ ମହିଳା ବିଶ୍ୱକପ୍‌କୁ ଫିଫା ବାତିଲ କରିଛିି। ଏହା ୨୦୨୦ରେ ଆୟୋଜନ ହେବାର...

ଭାରତକୁ ମ୍ୟାଚ୍‌ ଜିତାଇ ପାରିଲେନି ଦୀପକ ଚହର, ପ୍ରେମିକା କହିଲେ…

କେପ୍‌ଟାଉନ୍‌,୨୫।୧: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟିମ ଇଣ୍ଡିଆ ବିଜୟର ଦ୍ୱାର ଦେଶରେ ପହଞ୍ଚିବା ପରେ ତୃତୀୟ ଦିନିକିଆରେ ହାରିଯାଇଛି। ଶେଷ ୨ ଓଭରରେ ଭାରତକୁ ୮...

ପ୍ରଶଂସକଙ୍କୁ ଦ୍ୱନ୍ଦରେ ପକାଇଲେ କୋହଲି

ମୁମ୍ବାଇ,୨୦।୨:ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି ରବିବାର ସୋସିଆଲ ମିଡିଆରେ ଏକ ଫଟୋ ପୋଷ୍ଟ କରିଛନ୍ତି। ଫଟୋରେ କୋହଲିଙ୍କ ସମେତ ୧୦ ଜଣ...

ବାବର, ଭିଭିଆନଙ୍କୁ ପଛରେ ପକାଇଲେ ଶାଇ ହୋପ

ଭୁବନେଶ୍ୱର,୨୨।୧୨- ଓ୍ବେଷ୍ଟଇଣ୍ଡିଜ ବ୍ୟାଟ୍ସମ୍ୟାନ ଶାଇ ହୋପ ପାକିସ୍ତାନର ବାବର ଆଜାମ ଓ ଓ୍ବେଷ୍ଟଇଣ୍ଡିଜ କିମ୍ବଦନ୍ତୀ ଭିଭିଆନ ରିଚାଡର୍‌ସଙ୍କୁ ପଛରେ ପକାଇ ଦେଇଛନ୍ତି। ରବିବାର କଟକସ୍ଥ ବାରବାଟୀ...

କୋହଲିଙ୍କୁ ଏମିତି ଚ୍ୟାଲେଞ୍ଜ୍‌ ଦେଲେ ଡବ୍ଲୁଡବ୍ଲୁଇ ସୁପରଷ୍ଟାର

ଡବ୍ଲୁଡବ୍ଲୁଇ ସୁପରଷ୍ଟାର ଟ୍ରିପଲ ଏଚ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଟିମ ଇଣ୍ଡିଆକୁ ଏକ କ୍ରିକେଟ ମ୍ୟାଚ ପାଇଁ ଚ୍ୟାଲେଞ୍ଜ ଦେଇଛନ୍ତି। ଡବ୍ୟୁଡବ୍ଲ୍ୟୁଇର ଏକ ବଡ ଶୋ...

ଧୋନୀ କରିବେ କୁକୁଡ଼ା ଫାର୍ମ

ରାଞ୍ଚି,୧୨।୧୧: ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିବା ପରେ ଏବେ ମହେନ୍ଦ୍ର ସିଂ ଧୋନୀ କୁକୁଡ଼ା ଫାର୍ମ କରିବାକୁ ଯୋଜନା କରିଛନ୍ତି। ସେ ରାଞ୍ଚିରେ କଡ଼କନାଥ...

ଜାତୀୟ ସବ୍‌ଜୁନିୟର ବାସ୍କେଟବଲ୍‌ : ବାଳିକାରେ ତାମିଲନାଡୁ, ବାଳକରେ ମିଜୋରାମ ଚାମ୍ପିୟନ

କଟକ ଅଫିସ,୧୦ା୯- ଜାତୀୟ ସବଜୁନିୟର ବାସ୍କେଟବଲ ଚାମ୍ପିୟନଶିପର ୪୬ତମ ସଂସ୍କରଣ ସୋମବାର ସନ୍ଧ୍ୟାରେ ଏଠାରେ ଉଦ୍‌ଯାପିତ ହୋଇଛି। ବାଳକ ବର୍ଗରେ ମିଜୋରାମ ଓ ବାଳିକା ବର୍ଗରେ...

Advertisement
Archives

Model This Week