Posted inଖେଳ

ଦକ୍ଷିଣ ଆଫ୍ରିକାକୁ ବଡ଼ ଝଟକା

ଲଣ୍ଡନ,୧୪ା୮: ଇଂଲଣ୍ଡ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ୍‌ ପୂର୍ବରୁ ଦକ୍ଷିଣ ଆଫ୍ରିକାକୁ ଲାଗିଛି ବଡ଼ ଝଟକା। ହାର୍ମଷ୍ଟ୍ରିଙ୍ଗ୍‌ ଆଘାତ କାରଣରୁ ସିରିଜରୁ ବାଦ୍‌ ପଡ଼ିଛନ୍ତି ଦ୍ରୁତ ବୋଲର ଡୁନାନ୍‌ ଓଲିଭର। ଇଂଲଣ୍ଡ ଲାୟନ୍ସ ବିପକ୍ଷ ଅଭ୍ୟାସ ମ୍ୟାଚ୍‌ ବେଳେ ଓଲିଭରଙ୍କ ହାର୍ମଷ୍ଟ୍ରିଙ୍ଗ୍‌ ଟାଣି ହୋଇଯାଇଥିଲା। ପରେ ଏମ୍‌ଆର୍‌ଆଇ କରାଯାଇଥିଲା। ଡାକ୍ତର ହଶେନ୍ଦ୍ର ରାମଜୀଙ୍କ ସୂଚନା କ୍ରମେ ତାଙ୍କୁ ଦଳରୁ ବାଦ୍‌ ଦିଆଯାଇଥିଲା। କାଗିସୋ ରାବାଡା ସୁସ୍ଥ ହେଉଥିବାରୁ ବିକଳ୍ପ ପେସ୍‌ ବୋଲରଙ୍କୁ ଦଳରେ ସାମିଲ କରାଯାଇନାହିଁ। ବୁଧବାର ଲର୍ଡସରେ ପ୍ରଥମ ଟେଷ୍ଟ ଆରମ୍ଭ ହେବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇପିଏଲରେ ଖେଳିବା ପାଇଁ ଫିଟ୍‌ ହେଲେ ଟିମ୍‌ ଇଣ୍ଡିଆର ଖେଳାଳି

ନୂଆଦିଲ୍ଲୀ,୨୦।୪: ଆଇପିଏଲ ଖେଳିବା ପାଇଁ ଏବେ ଟିମ୍‌ ଇଣ୍ଡିଆ ଖେଳାଳି ଈଶାନ୍ତ ଶର୍ମା ସମ୍ପୂର୍ଣ୍ଣ ଫିଟ୍‌। ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚ୍‌ରେ ତାଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସ...

‘ଦୋଷୀ ସାବ୍ୟସ୍ତ ହେଲେ ଫାଶୀରେ ଝୁଲିପଡିବି’, ଡବ୍ଲୁଏଫଆଇ ମୁଖ୍ୟ କହିଲେ- ମୁଁ କ’ଣ ରାବଣ, ପ୍ରମାଣ ଦେଖାନ୍ତୁ କୁସ୍ତିଯୋଦ୍ଧା

ନୂଆଦିଲ୍ଲୀ,୭।୫: ଡବ୍ଲୁଏଫଆଇର ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂଙ୍କ ଏକ ବଡ ବୟାନ ସାମ୍ନାକୁ ଆସିଛି। ସେ କହିଛନ୍ତି କି ତାଙ୍କ ବିରୋଧରେ ଆସିଥିବା ଗୋଟିଏ ବି...

ମହିଳା ହକି: ସୋମବାରଠାରୁ କୋରିଆ ବିପକ୍ଷ ସିରିଜ

ବେଙ୍ଗାଲୁରୁ, ୧୯ା୫ (ପି.ଟି.)-ଭାରତୀୟ ମହିଳା ହକି ଦଳ କୋରିଆ ବିପକ୍ଷରେ ୩ ମ୍ୟାଚ ବିଶିଷ୍ଟ ସିରିଜ ଖେଳିବ। ସୋମବାର ଜିନ୍‌ଚୁନ୍‌ଠାରେ ପ୍ରଥମ ମ୍ୟାଚ ଖେଳାଯିବ। ଦଳ...

କଟକ ‘ଏ’, ଢେଙ୍କାନାଳ, କେନ୍ଦୁଝରର ବୃହତ୍‌ ବିଜୟ

ଭୁବନେଶ୍ୱର, ୫।୪ (କ୍ରୀଡ଼ା ପ୍ରତିନିଧି): ଚଳିତ କଳାହାଣ୍ଡି କପ୍‌ କ୍ରିକେଟ ଟୁର୍ନାମେଣ୍ଟର ଡାଇମଣ୍ଡ-ବି ଓ ଗୋଲ୍ଡ-ବି ଗ୍ରୁପ୍‌ର ୬ଟି ମ୍ୟାଚ ମଙ୍ଗଳବାର କଟକର ବିଭିନ୍ନ ଗ୍ରାଉଣ୍ଡରେ...

କୋଭିଡ୍‌-୧୯: ସିଡ୍‌ନୀ ଟେଷ୍ଟର ବିକଳ୍ପ ଭେନ୍ୟୁ ମେଲବୋର୍ନ: କ୍ରିକେଟ ଅଷ୍ଟ୍ରେଲିଆ

ମେଲବୋର୍ନ,୨୫।୧୨(ପି.ଟି.): ସିଡନୀରେ କୋଭିଡ୍‌-୧୯ ପ୍ରକୋପ ବଢିବାରେ ଲାଗିଥିବା ବେଳେ ଏଠାରେ ଆୟୋଜନ ହେବାକୁ ଥିବା ଭାରତ- ଅଷ୍ଟ୍ରେଲିଆ ତୃତୀୟ ଟେଷ୍ଟ ନେଇ ଆଶଙ୍କା ପ୍ରକାଶ ପାଇଛି।...

ଲଙ୍ଗ୍‌ ଜମ୍ପ୍‌ରେ ମନୀଷାଙ୍କୁ ରୌପ୍ୟ

ଭୁବନେଶ୍ୱର, ୩।୧୧(ସ୍ପୋଟର୍‌ସ ବ୍ୟୁରୋ)- ଆନ୍ଧ୍ର ପ୍ରଦେଶର ଗୁଣ୍ଟୁରଠାରେ ଚାଲିଥିବା ୩୫ତମ ଜାତୀୟ ଜୁନିୟର ଆଥ୍‌ଲେଟିକ୍ସ ଚାମ୍ପିୟନଶିପ୍‌ର ପ୍ରଥମ ଦିନରେ ଓଡ଼ିଶାକୁ ସଫଳତା ମିଳିଛି। ୨୦ ବର୍ଷରୁ...

ଚାଞ୍ଚଲ୍ୟକର ଖୁଲାସା କଲେ ମହାନ୍‌ ଅଲରାଉଣ୍ଡର

ସିଡନୀ,୩୦।୧୧: ଆସେଶ ସିରିଜ୍‌ ପୂର୍ବରୁ ଇଂଲଣ୍ଡର ଅଲରାଉଣ୍ଡର ବେନ ଷ୍ଟୋକ୍ସ ଏକ ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି। ଥରେ ଏକ ବଟିକା ତାଙ୍କ ଗଳାରେ ଫସିଯିବା ପରେ...

ମହିଳା ହକି: ଆର୍ଜେଣ୍ଟିନା ସହ ଡ୍ର ରଖିଲା ଭାରତ

ବୁଏନ୍ସ ଏୟାର୍ସ, ୨ା୨ (ପି.ଟି.)- ଭାରତୀୟ ସିନିୟର ମହିଳା ହକି ଦଳ ବିଶ୍ୱର ୨ ନମ୍ବର ର଼୍ୟାଙ୍କିଙ୍ଗପ୍ରାପ୍ତ ଆର୍ଜେଣ୍ଟିନା ବିପକ୍ଷ ମ୍ୟାଚ ୧-୧ ଗୋଲ୍‌ରେ ଡ୍ର...

Advertisement
Archives

Model This Week