Posted inଖେଳ

ମୋର ଭାଗ୍ୟ ଯେ ମୁଁ ଜଣେ ଭାରତୀୟ: ଧୋନୀ

ନୂଆଦିଲ୍ଲୀ,୧୩।୮: ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଭାରତ ‘ଆଜାଦି କା ଅମୃତ ମହୋତ୍ସବ’ ପାଳନ କରାଯାଉଛି। କେନ୍ଦ୍ର ସରକାରଙ୍କ ଅପିଲ କ୍ରମେ ‘ହର୍‌ ଘର୍‌ ତ୍ରିରଙ୍ଗା’ ଅଭିଯାନରେ ସମସ୍ତେ ସାମିଲ ହେଉଛନ୍ତି। ଦେଶବାସୀ ସୋସିଆଲ ମିଡିଆ ନିଜର ପ୍ରୋଫାଇଲ ଫଟୋରେ ତ୍ରିରଙ୍ଗା ଫଟୋ ବି ଲଗାଉଛନ୍ତି। ଏହି କ୍ରମରେ ଏବେ ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ମଧ୍ୟ ଇନଷ୍ଟାଗ୍ରାମରେ ନିଜର ପ୍ରୋଫାଇଲ ଫଟୋ ବଦଳାଇ ତ୍ରିରଙ୍ଗା ଫଟୋ ଲଗାଇଛନ୍ତି। ଏହି ଫଟୋରେ ସ୍ବତନ୍ତ୍ର ବାର୍ତ୍ତା ‘ଭାଗ୍ୟ ମୋର ଯେ ମୁଁ ଜଣେ ଭାରତୀୟ’ ମଧ୍ୟ ରହିଛି।

କହିରଖୁଛୁ, ଧୋନୀ ସୋସିଆଲ ମିଡିଆରେ ଖୁବ୍‌ କମ୍‌ ଆକ୍ଟିଭ୍‌ ରୁହନ୍ତି। ଫେସ୍‌ବୁକ ହେଉ ଅବା ଟୁଇଟର ଏବଂ ଇନଷ୍ଟାଗ୍ରାମରେ ଦୀର୍ଘଦିନ ଧରି ସେ ପୋଷ୍ଟ କରି ନ ଥିଲେ। ହେଲେ ‘ହର୍‌ ଘର ତ୍ରିରଙ୍ଗା’ ଅଭିଯାନରେ ସେ ସାମିଲ ହୋଇ ସମସ୍ତଙ୍କ ହୃଦୟ ଜିଣୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଲଜ୍ଜାଜନକ ସ୍କୋର ୩୬/୯: ସେହଓ୍ବାଗ କହିଲେ ‘ମ୍ୟାଚ୍‌କୁ ଭୁଲିବା ପାଇଁ ଓଟିପି ୪୯୨୦୪୦୮୪୦୪୧’

ନୂଆଦିଲ୍ଲୀ,୧୯।୧୨:ଆଡିଲେଡ୍‌ରେ ଖେଳାଯାଇଥିବା ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ମ୍ୟାଚ୍‌ର ଦ୍ୱିତୀୟ ଇନିଂସରେ ୯/୧ରୁ ଖେଳ ଆରମ୍ଭ କରିଥିଲା ଭାରତୀୟ ଦଳ। ମାତ୍ର ୩୬ ରନ୍‌ କରି ଦଳ...

କରୋନା ଭାଇରସ ଲଢେଇ: ଗାଭାସ୍କର ଦେଲେ ୫୯ ଲକ୍ଷ ଟଙ୍କା, ପୂଜାରା, କାଶ୍ୟପ୍‌ ମଧ୍ୟ ଦାନ କଲେ

ନୂଆଦିଲ୍ଲୀ,୭।୪(ପି.ଟି.)- କରୋନା ଭାଇରସ ଲଢେଇରେ ସାମିଲ ହୋଇଛନ୍ତି କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସୁନୀଲ ଗାଭାସ୍କର। ସେ ୫୯ ଲକ୍ଷ ଟଙ୍କା ଦାନ କରିଛନ୍ତି। ସେହିପରି ଟେଷ୍ଟ ସ୍ପେଶାଲିଷ୍ଟ...

ଅଷ୍ଟ୍ରେଲିଆ ପାଇଁ ବଢ଼ିଲା ସଙ୍କଟ

ମେଲବୋର୍ନ,୨୯ା୧୦(ପି.ଟି.): ଅଷ୍ଟ୍ରେଲିଆରେ ଅନୁଷ୍ଠିତ ଟି୨୦ ବିଶ୍ୱକପ୍‌ର ଦୁଇଟି ମ୍ୟାଚ୍‌ ବର୍ଷା ପାଇଁ ବାଧାପ୍ରାପ୍ତ ହୋଇଛି। ଶୁକ୍ରବାର ଖେଳାଯିବାକୁ ଥିବା ଅଷ୍ଟ୍ରେଲିଆ ବନାମ ଇଂଲଣ୍ଡ ଓ ଆୟର୍ଲାଣ୍ଡ...

ସୁପର-୧୨ ଗ୍ରୁପ୍‌ର ଚିତ୍ର ସ୍ପଷ୍ଟ: କିଛି ଏଭଳି ରହିଛି ଟିମ୍‌ ଇଣ୍ଡିଆର ସମ୍ପୂର୍ଣ୍ଣ ମ୍ୟାଚ୍‌ ବିବରଣୀ

ମେଲବୋର୍ନ,୨୧।୧୦: ଟି୨୦ ବିଶ୍ୱକପ୍‌ର ଅନ୍ତିମ କ୍ୱାଲିଫାଇଂ ମୁକାବିଲା ପରେ ସୁପର-୧୨ ଗ୍ରୁପକୁ ନେଇ ଚିତ୍ର ସ୍ପଷ୍ଟ ହୋଇଛି। ଗ୍ରୁପ୍‌-ଏରୁ ଶ୍ରୀଲଙ୍କା ଏବଂ ନେଦରଲ୍ୟାଣ୍ଡ ଟିମ୍‌ ଏହି...

ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତୀୟ ଦଳ ଘୋଷଣା: ବାଦ୍‌ ପଡିଲେ ରୋହିତ ଶର୍ମା

ମୁମ୍ବାଇ,୨୭।୧୦: ଆଇପିଏଲ ପରେ ଭାରତୀୟ ଦଳର ଅଷ୍ଟ୍ରେଲିଆ ଗସ୍ତ ଆରମ୍ଭ ହେବ। ଏଥିପାଇଁ ବିସିସିଆଇ ଚୟନ କମିଟି ଖେଳାଳି ଚୟନ କରିଛି। ଅଷ୍ଟ୍ରେଲିଆ ଗସ୍ତରୁ ଆହତ...

ଶ୍ରୀକାନ୍ତ, ଅଞ୍ଜୁମ ପାଇବେ ଲାଇଫ୍‌ ଟାଇମ୍‌ ଆଚିଭ୍‌ମେଣ୍ଟ ପୁରସ୍କାର

ନୂଆଦିଲ୍ଲୀ, ୨୮ା୧୨(ପି.ଟି.)-ଭାରତର ପୂର୍ବତନ ଅଧିନାୟକ ତଥା ୧୯୮୩ ବିଶ୍ୱକପ୍‌ ବିଜୟୀ ଭାରତୀୟ ଦଳର ଅନ୍ୟତମ ସଦସ୍ୟ କ୍ରିଷ୍ଣାମାଚାରୀ ଶ୍ରୀକାନ୍ତ ଚଳିତବର୍ଷ ସମ୍ମାନଜନକ ସିକେ ନାୟୁଡୁ ଲାଇଫ୍‌...

ଇମ୍ରାନ, ସଚିନଙ୍କୁ ନେଇ ଦ୍ୱନ୍ଦ୍ୱରେ ପାକ୍‌ ପ୍ରଧାନମନ୍ତ୍ରୀଙ୍କ ସହଯୋଗୀ

ନୂଆଦିଲ୍ଲୀ,୨୩ା୬: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଜଣେ ସହଯୋଗୀ କିମ୍ବଦନ୍ତୀ ଭାରତୀୟ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କୁ ନେଇ ଦ୍ୱନ୍ଦ୍ୱରେ ଥିବା ଜଣାପଡ଼ିଛି। ପାକିସ୍ତାନ ପିଏମ୍‌ଙ୍କ ସ୍ପେଶାଲ...

କୋଟ୍‌ଲା ହେଲା ଅରୁଣ ଜେଟ୍‌ଲୀ ଷ୍ଟାଡିୟମ

ନୂଆଦିଲ୍ଲୀ,୧୩।୯(ପି.ଟି.)- ସ୍ଥାନୀୟ ଫିରୋଜ ଶାହା କୋଟ୍‌ଲା ଷ୍ଟାଡିୟମ ଏବେ ଅରୁଣ ଜେଟ୍‌ଲୀ ଷ୍ଟାଡିୟମରେ ପରିଣତ ହୋଇଛି। ଦିଲ୍ଲୀ ଓ ଡିଷ୍ଟ୍ରିକ୍ଟ କ୍ରିକେଟ ଆସୋସିଏଶନ (ଡିଡିସିଏ) ଗୁରୁବାର...

Advertisement
Archives

Model This Week