ଖେଳ

ଶେଷ ଲିଗ୍‌ ମ୍ୟାଚ୍‌ରେ ଟସ୍‌ ଜିତିଲା ହାଇଦ୍ରାବାଦ

ମୁମ୍ବାଇ,୨୨।୫: ଆଇପିଏଲ ୨୦୨୨ର ଶେଷ ଲିଗ ମ୍ୟାଚ ଅର୍ଥାତ୍‌ ୭୦ ତମ ମ୍ୟାଚ ଖେଳାଯାଉଛି। ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ସନରାଇଜର୍ସ ହାଇଦ୍ରାବାଦ ଏବଂ ପଞ୍ଜାବ କିଙ୍ଗସ ମୁହାଁମୁହିଁ ହୋଇଛନ୍ତି। ଏହି ମ୍ୟାଚ୍‌ରେ ହାଇଦ୍ରାବାଦ୍‌ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି।…

‘ଧନ୍ୟବାଦ୍‌ ମୁମ୍ବାଇ ଇଣ୍ଡିଆନ୍ସ, ଆମେ ଏହାକୁ ମନେ ରଖିବୁ’

ମୁମ୍ବାଇ,୨୨।୫: ‘ଧନ୍ୟବାଦ୍‌ ମୁମ୍ବାଇ। ଆମେ ଏହି ସାହାଯ୍ୟକୁ ମନେ ରଖିବୁ’ ବୋଲି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଚଳିତ ଆଇପିଏଲ୍‌ ପ୍ଲେଅଫ୍‌ରେ ପ୍ରବେଶ କରିବା ପରେ ବିରାଟ କୋହଲି କହିଛନ୍ତି। ଶନିବାର ଖେଳାଯାଇଥିବା ଆଇପିଏଲ୍‌ର ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସକୁ…

ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ୍‌:ଭାରତୀୟ ଦଳ ଘୋଷଣା

ମୁମ୍ବାଇ,୨୨।୫: ଆସନ୍ତା ମାସରେ ଦକ୍ଷିଣ ଆଫ୍ରିକା ବିପକ୍ଷ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଏବଂ ଜୁଲାଇରେ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ମ୍ୟାଚ ପାଇଁ ଟିମ ଇଣ୍ଡିଆ ଘୋଷଣା କରାଯାଇଛି। ଟି-୨୦ ସିରିଜ ପାଇଁ କେ.ଏଲ ରାହୁଲଙ୍କୁ ଅଧିନାୟକ କରାଯାଇଛି। ଅଧିନାୟକ…

ଟିଭି ଆଗରେ ନାଚିଲେ କୋହଲି

ମୁମ୍ବାଇ,୨୨।୫: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ଆଇପିଏଲ ୨୦୨୨ର ପ୍ଲେ ଅଫରେ ନିଜ ସ୍ଥାନ ସୁରକ୍ଷିତ କରିଛି। ଟି -୨୦ ଲିଗର ୬୯ତମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଦିଲ୍ଲୀ ୫ ଉଇକେଟରେ କ୍ୟାପିଟାଲ୍ସକୁ ପରାସ୍ତ କରିଛି। ଆରସିବି ଦଳ ପ୍ଲେ ଅଫରେ…

ଶ୍ରାବଣୀ ଜିତିଲେ ସ୍ବର୍ଣ୍ଣ

ଭୁବନେଶ୍ୱର,୨୨।୫(ସ୍ପୋଟ୍ସ ବ୍ୟୁରୋ): ଇଣ୍ଡିଆନ ଗ୍ରାଁ ପ୍ରି ଆଥଲେଟିକ୍ସ ଇଭେଣ୍ଟରେ ଚମକଛନ୍ତି ଓଡ଼ିଆ ଆଥଲେଟ ଶ୍ରାବଣୀ ନନ୍ଦ । ୪ ବର୍ଷ ପରେ ଶ୍ରାବଣୀ ୨୦୦ ମିଟର ରେସରେ ସ୍ବର୍ଣ୍ଣ ପଦକ ଜିତିିଛନ୍ତି। ୨୪.୦୪ ସେକଣ୍ଡରେ ସେ ଏହି ରେସ ପୂରଣ କରି…

ପ୍ଲେ ଅଫ୍‌ ଲଢ଼େଇ: ଜାଣନ୍ତୁ କେବେ, କିଏ, କାହାକୁ ଭେଟିବ

ମୁମ୍ବାଇ,୨୨।୫: ଆଇପିଏଲ୍‌ ୨୦୨୨ ରେ ଶନିବାର ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ମୁମ୍ବାଇ ଇଣ୍ଡିଆନ୍ସ ବିଜୟ ଲାଭ କରିଥିଲା। ଏଥିସହ ଟୁର୍ନାମେଣ୍ଟର ପ୍ଲେ ଅଫ୍‌ରେ ପହଞ୍ଚିଥିବା ଚତୁର୍ଥ ଦଳ ସ୍ପଷ୍ଟ ହୋଇଛି। ଲିଗ୍‌ ପର୍ଯ୍ୟାୟ ଶେଷ ହେବା ପୂର୍ବରୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି)…

ପନ୍ତଙ୍କ ୫ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଲେ ତିଳକ

ମୁମ୍ବାଇ,୨୨।୫: ଆଇପିଏଲ୍‌ ୨୦୨୨ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ନିରାଶଜନକ ରହିଥିଲେ ହେଁ ଦଳର କିଛି ଖେଳାଳି ନିଜର ବ୍ୟକ୍ତିଗତ ପ୍ରଦର୍ଶନକୁ ନେଇ ଚର୍ଚ୍ଚାରେ ଅଛନ୍ତି। ସେଥିରୁ ଜଣେ ହେଲେ ଯୁବ ବ୍ୟାଟ୍ସମ୍ୟାନ୍‌ ତିଳକ ବର୍ମା। ଚଳିତ ସିଜନରେ ତିଳକ ଦଳ ପାଇଁ…

ଆଇପିଏଲ୍‌ର ୧୫ ବର୍ଷର ଇତିହାସରେ ମୁମ୍ବାଇ ଇଣ୍ଡିଆନ୍ସ ସହ ଘଟିଲା ଏପରି

ମୁମ୍ବାଇ,୨୨।୫: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ୧୫ତମ ସଂସ୍କରଣ ପାଞ୍ଚ ଥର ଚାମ୍ପିୟନ ହୋଇଥିବା ମୁମ୍ବାଇ ଲାଗି ନିରାଶାଜନକ ଥିଲା। ଲଗାତାର ଭାବେ ୮ ଥର ପରାଜିତ ହେବା ପରେ ଦଳ ଶେଷରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚ୍‌କୁ ଜିତି ଟୁର୍ନାମେଣ୍ଟରେ ଯାତ୍ରା…

ଏମ୍‌ଆଇ ବିଜୟୀ…

ମୁମ୍ବାଇ, ୨୧।୫ : ଆଇପିଏଲ୍‌ ସିଜିନ୍‌ର ୧୫ତମ ସଂସ୍କରଣର ୬୯ ତମ ମ୍ୟାଚରେ ଶନିବାର ଦିଲ୍ଲୀ କ୍ୟାପିଟାଲ୍ସ୍‌‌ (ଡିସି) ବିପକ୍ଷରେ ମୁମ୍ବାଇ ଇଣ୍ଡିଆନ୍ସ୍‌(ଏମ୍‌ଆଇ) ବିଜୟ ହାସଲ କରିଛି । ଧାର୍ଯ୍ୟ ୧୬୦ ରନ୍ ଲକ୍ଷ୍ୟର ପିଛା କରି ଏମଆଇ ୧୯.୧ ଓଭରରେ…

ଏମ୍‌ଆଇ ପାଇଁ ବିଜୟ ଲକ୍ଷ୍ୟ ୧୬୦…

ମୁମ୍ବାଇ, ୨୧।୫ : ଆଇପିଏଲ୍‌ ସିଜିନ୍‌ର ୧୫ତମ ସଂସ୍କରଣର ୬୯ ତମ ମ୍ୟାଚରେ ଶନିବାର ଦିଲ୍ଲୀ କ୍ୟାପିଟାଲ୍ସ୍‌୍‌ (ଡିସି) ବିପକ୍ଷରେ ମୁମ୍ବାଇ ଇଣ୍ଡିଆନ୍ସ୍‌(ଏମ୍‌ଆଇ) ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ମହାରାଷ୍ଟ୍ର ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମ୍‌ରେ ଖେଳାଯାଉଥିବା ଏହି…

ସଲମାନ ତୁମ ଭାଇ ହୋଇଥିବେ, ମୋର କିନ୍ତୁ ‘ଜାନ୍‌’: ନିଖତ୍‌

ନୂଆଦିଲ୍ଲୀ,୨୧।୫: ବିଶ୍ୱ ବକ୍ସିଂ ଚାମ୍ପିୟନଶିପ୍‌ରେ ସ୍ବର୍ଣ୍ଣ ଜିତି ଇତିହାସ ସୃଷ୍ଟି କରିଥିବା ଭାରତୀୟ ବକ୍ସର ନିଖତ୍‌ ଜରିନ ବଲିଉଡ୍‌ ଅଭିନେତା ସଲମାନ ଖାନଙ୍କ ବଡ଼ ପ୍ରଶଂସକ। ନିଜର ବିଜୟ ପରେ ସେ ତାଙ୍କର ଦୁଇଟି ସ୍ବପ୍ନ ଥିବା କଥା ପ୍ରକାଶ କରିଛନ୍ତି।…

ଟସ୍‌ ଜିତିଲା ଏମ୍‌ଆଇ, ବୋଲିଂ ନିଷ୍ପତ୍ତି…

ମୁମ୍ବାଇ, ୨୧।୫ : ଆଇପିଏଲ୍‌ ସିଜିନ୍‌ର ୧୫ତମ ସଂସ୍କରଣର ୬୯ ତମ ମ୍ୟାଚରେ ଶନିବାର ଦିଲ୍ଲୀ କ୍ୟାପିଟାଲ୍ସ୍‌୍‌ (ଡିସି) ବିପକ୍ଷରେ ମୁମ୍ବାଇ ଇଣ୍ଡିଆନ୍ସ୍‌(ଏମ୍‌ଆଇ) ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ମହାରାଷ୍ଟ୍ର ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମ୍‌ରେ ଖେଳାଯାଉଥିବା ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?