କୋହଲିଙ୍କ ଲଜ୍ଜାଜନକ ରେକର୍ଡ
ଅହମ୍ମଦାବାଦ,୨୮।୫: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ୍) ୨୦୨୨ ବିରାଟ କୋହଲିଙ୍କ ଲାଗି ବେଶ ନୈରାଶ୍ୟଜନକ ରହିଥିଲା। ତାଙ୍କ ଦଳ ଫାଇନାଲ ଖେଳିବାରେ ବିଫଳ ହୋଇଥିବା ବେଳେ ବ୍ୟକ୍ତିଗତ ଭାବେ ବିରାଟ ବ୍ୟାଟିଂରେ ବିଫଳ ହୋଇଛନ୍ତି। ଶୁକ୍ରବାର ଖେଳାଯାଇଥିବା ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ରେ ସେ ମାତ୍ର…
ଫାଇନାଲରେ ରାଜସ୍ଥାନ-ଗୁଜରାଟ
ଅହମଦାବାଦ,୨୮।୫: ସିନିୟର ଖେଳାଳିଙ୍କ ଦାୟିତ୍ୱହୀନ ପ୍ରଦର୍ଶନ ଯୋଗୁ ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍ସିବି) ଅଭିଯାନ କ୍ୱାଲିଫାୟର-୨ରୁ ଶେଷ ହୋଇଛି। ଅନ୍ୟପକ୍ଷରେ ଶୁକ୍ରବାର ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ରେ ଜୋସ ବଟଲରଙ୍କ ଅପରାଜିତ ଶତକ ସହାୟତାରେ ରାଜସ୍ଥାନ…
ରାଜସ୍ଥାନକୁ ୧୫୮ ରନ୍ର ଟାର୍ଗେଟ
ଅହମ୍ମଦାବାଦ,୨୭।୫: ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)ର କ୍ୱାଲିଫାୟାର-୨ ମୁକାବିଲା ଶୁକ୍ରବାର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଛି। ଏଥିରେ ପ୍ରଥମେ ବ୍ୟାଟିଂ ନିମନ୍ତ୍ରଣ ପାଇ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ନିର୍ଦ୍ଧାରିତ ୨୦ ଓଭରରେ ୮ ଉଇକେଟ ହରାଇ ୧୫୭ ରନ୍ କରିବାରେ ସକ୍ଷମ…
‘ଏହି ଦୁଇ ଟିମ୍ ଖେଳିବେ ଆଇପିଏଲ୍ ଫାଇନାଲ’
ନୂଆଦିଲ୍ଲୀ,୨୭।୫: ଭାରତର ପୂର୍ବ କ୍ରିକେଟର ସଞ୍ଜୟ ମଞ୍ଜରେକର ଆଇପିଏଲ୍ ଫାଇନାଲକୁ ନେଇ ଭବିଷ୍ୟବାଣୀ କରିଛନ୍ତି। ରବିବାର ଖେଳାଯିବାକୁ ଥିବା ମୁକାବିଲାରେ ଗୁଜରାଟ ଟାଇଟନ୍ସ ସହ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପରସ୍ପରକୁ ଭେଟିବେ ବୋଲି ସେ କହିଛନ୍ତି। ବାଙ୍ଗାଲୋର ପାଇଁ ସବୁକିଛି ଠିକ୍…
କ୍ୱାଲିଫାୟାର-୨: ଟସ୍ ଜିତିଲା ରାଜସ୍ଥାନ, ବାଙ୍ଗାଲୋରର ଜବରଦସ୍ତ ବ୍ୟାଟିଂ
ମୁମ୍ବାଇ,୨୭।୫: ରାଜସ୍ଥାନ ରୟାଲ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଶୁକ୍ରବାର କ୍ୱାଲିଫାୟାର-୨ ମୁକାବିଲା ଖେଳାଯାଉଛି। ଏଥିରେ ରାଜସ୍ଥାନ ଅଧିନାୟକ ସଞ୍ଜୁ ସାମସନ ଟସ୍ ଜିତି ପ୍ରଥମେ ବୋଲିଂ କରିବା ନିଷ୍ପତ୍ତି ନେଇଛନ୍ତି। ଉଭୟ ଟିମ୍ ଦଳରେ କୌଣସି ପରିବର୍ତ୍ତନ କରିନାହାନ୍ତି।…
ବାବର ହେବେ ‘ନମ୍ବର-୧’
ନୂଆଦିଲ୍ଲୀ,୨୭।୫: ଭାରତୀୟ କ୍ରିକେଟ ଟିମ୍ର ତାରକା ଉଇକେଟକିପର ବ୍ୟାଟ୍ସମ୍ୟାନ୍ ଦିନେଶ କାର୍ତ୍ତିକ ପାକିସ୍ତାନ ଟିମ୍ର ଅଧିନାୟକ ବାବର ଆଜମଙ୍କୁ ନେଇ ଦେଇଛନ୍ତି ବଡ଼ ବୟାନ। ସେ ଖୁବ୍ଶୀଘ୍ର ତିନୋଟି ଯାକ ଫର୍ମାଟରେ ବିଶ୍ୱର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ହେବେ ବୋଲି କାର୍ତ୍ତିକ ଭବିଷ୍ୟବାଣୀ…
ଲଗାତାର ୫ ଛକା, ଓଭରରେ ୩୪ ରନ୍
ନୂଆଦିଲ୍ଲୀ,୨୭।୫: ଇଂଲଣ୍ଡରେ ଆରମ୍ଭ ହୋଇଥିବା ଟି-୨୦ ବ୍ଲାଷ୍ଟ ଟୁର୍ନାମେଣ୍ଟରେ ଗୁରୁବାର ଏକ ବିସ୍ଫୋରକ ଇନିଂସ ଦେଖିବାକୁ ମିଳିଛି। ଆୟର୍ଲାଣ୍ଡର ବ୍ୟାଟ୍ସମ୍ୟାନ୍ ପଲ ଷ୍ଟିରଲିଂ ମାତ୍ର ୫୧ ବଲ୍ରେ ୧୧୯ ରନ୍ କରିଛନ୍ତି। ଏଥିରେ ୯ ଚୌକା ଏବଂ ୧୦ ଛକା ଥିଲା।…
କୋହଲିଙ୍କୁ ଆଉ ଅଧିକ ତଳକୁ ଖସୁଥିବା ଦେଖିପାରିବି ନାହିଁ: ଅଖ୍ତର
ମୁମ୍ବାଇ,୨୭।୫: ଆଇପିଏଲ୍ ୨୦୨୨ର କ୍ୱାଲିଫାୟାର-୨ ମୁକାବିଲାରେ ରାଜସ୍ଥାନକୁ ଭେଟିବ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର। ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଶୁକ୍ରବାର ସନ୍ଧ୍ୟା ୭.୩୦ ମିନିଟ ସମୟରେ ଏହି ମ୍ୟାଚ୍ ଖେଳାଯିବ। ତେବେ ଏହି ମୁକାବିଲା ପୂର୍ବରୁ ପାକିସ୍ତାନ ଟିମ୍ର ପୂର୍ବ ଦ୍ରୁତ ବୋଲର…
କ୍ୱାଲିଫାୟାର-୨ ମୁକାବିଲା ପୂର୍ବରୁ କାର୍ତ୍ତିକଙ୍କୁ ତାଗିଦ୍
ମୁମ୍ବାଇ,୨୭।୫: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ୍) ୨୦୨୨ର କ୍ୱାଲିଫାୟାର-୨ ମୁକାବିଲା ପୂର୍ବରୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଷ୍ଟାର ଉଇକେଟକିପର ବ୍ୟାଟ୍ସମ୍ୟାନ୍ ଦିନେଶ କାର୍ତ୍ତିକଙ୍କୁ ତାଗିଦ କରାଯାଇଛି। ଆଇପିଏଲ୍ ଆଚରଣ ସଂହିତା ଉଲ୍ଲଂଘନରେ ଦୋଷୀ ସାବ୍ୟସ୍ତ କରାଯାଇଛି। କାର୍ତ୍ତିକ ଏଯାବତ ସିଜନରେ ୧୫ ମ୍ୟାଚ୍…
ପୁଅ ଲଗାତର ୬ ବଲ୍ରୁ ୬ ଛକା ମାରି ରଚିଥିଲେ ଇତିହାସ: ପରଦିନ ମା’ ଭେଲ୍ପୁରୀ ବିକ୍ରେତାଙ୍କଠାରୁ ଶୁଣିଥିଲେ ଏହି ଖବର
ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ କୋଚ ରବି ଶାସ୍ତ୍ରୀ ଆଜି ୬୦ ବର୍ଷରେ ପଦାର୍ପଣ କରିଛନ୍ତି। ସେ ମେ ୨୭, ୧୯୬୨ରେ ବମ୍ବେ (ବର୍ତ୍ତମାନ ମୁମ୍ବାଇ) ରେ ଜନ୍ମଗ୍ରହଣ କରିଥିଲେ। ଜାନୁଆରୀ ୧୯୮୫ରେ ବମ୍ବେ ପାଇଁ ଖେଳୁଥିବାବେଳେ ରବି ଶାସ୍ତ୍ରୀ ବରୋଦା…
ଫାଇନାଲ୍ ଟିକେଟ୍ ପାଇଁ ‘ରୟାଲ୍’ ଆଜି ମୁକାବିଲା
ଅହମ୍ମଦାବାଦ୍,୨୭।୫: ଆଇପିଏଲ ୨୦୨୨ର କ୍ୱାଲିଫାୟାର୍-୨ରେ ସଞ୍ଜୁ ସାମସନଙ୍କ ନେତୃତ୍ୱଧୀନ ରାଜସ୍ଥାନ ରୟାଲ୍ସ ଟିମ୍ ଆଜି ଫାଫ ଡୁ ପ୍ଲେସିସଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ଭେଟିବ। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯିବ। ଆଜିର ବିଜୟୀ ଦଳ ମେ ୨୯ରେ…
ଆଇପିଏଲ୍ରେ ସ୍ବତନ୍ତ୍ର ରେକର୍ଡ କଲେ ରାହୁଲ
କୋଲକାତା,୨୬।୫: ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ଅଧିନାୟକ ଲୋକେଶ ରାହୁଲ ଆଇପିଏଲ୍ ଇତିହାସରେ ପ୍ରଥମ ଖେଳାଳି ଭାବେ ୪ ସିଜନରେ ୬୦୦ରୁ ଅଧିକ ରନ୍ କରିଛନ୍ତି। ଇଡେନ ଗାର୍ଡେନ୍ସରେ ବୁଧବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ଖେଳାଯାଇଥିବା ଏଲିମିନେଟର ମ୍ୟାଚ୍ରେ ରାହୁଲ ଏହି…

