ବାପାଙ୍କଠାରୁ ମାଡ଼ ଖାଇ ଚର୍ଚ୍ଚାରେ ଧାଓ୍ବନ
ନୂଆଦିଲ୍ଲୀ,୨୬।୫: ବାପାଙ୍କଠାରୁ ମାଡ଼ ଖାଇ ଚର୍ଚ୍ଚାରେ ପଞ୍ଜାବ କିଙ୍ଗ୍ସ ଓପନର ଶିଖର ଧାଓ୍ବନ। ଆଇପିଏଲ୍ ପ୍ଲେଅଫ୍ ଲାଗି ଚୟନ ହୋଇ ନ ଥିବା ଯୋଗୁ ତାଙ୍କୁ ବାପା ନକ୍ଆଉଟ୍ କରିଥିବା ନେଇ ସେ ଏକ ଭିଡିଓ ପୋଷ୍ଟ କରି କହିଛନ୍ତି। ଏହି…
ଆର୍ସିବିି ବିଜୟ ପରେ ମାତ୍ର ୩ଟି ଶବ୍ଦ କହିଲେ ଏବି ଡି ଭିଲିୟର୍ସ
କୋଲକତା,୨୬।୫: ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ୨୦୨୨ର ଏଲିମିନେଟର ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲରୁ (ଆରସିବି) ୧୪ ରନ୍ରେ ଲକ୍ଷ୍ନୌ ସୁପର ଜିଆଣ୍ଟସକୁ ପରାସ୍ତ କରିଛି। ଏହି ବିଜୟ ପରେ ଆରସିବି ଶୁକ୍ରବାର କ୍ୱାଲିଫାୟର-୨ରେ ରାଜସ୍ଥାନ ରୟାଲ୍ସକୁ ଭେଟିବ। ଏହି ମ୍ୟାଚ୍ରେ…
ହୁଡାଙ୍କ ଛକାରେ ପୋଲିସକର୍ମୀ ଆହତ
କୋଲକତା,୨୬।୫: ଆଇପିଏଲ ୨୦୨୨ରେ ଖେଳାଯାଇଥିବା ଏଲିମିନେଟର ମ୍ୟାଚରେ ଲକ୍ଷ୍ନୌ ସୁପର ଜିଆଣ୍ଟସ (ଏଲ୍ଏସ୍ଜି) ୧୪ ରନ୍ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି)ଠାରୁ ପରାସ୍ତ ହୋଇ ଚଳିତ ସିଜିନ୍ରୁ ବିଦାୟ ନେଇଛି। ଏହି ମ୍ୟାଚରେ ଲକ୍ଷ୍ନୌ ସୁପର ଜିଆଣ୍ଟସ (ଏଲ୍ଏସ୍ଜି) ବ୍ୟାଟ୍ସମ୍ୟାନ ଦୀପକ…
ଆଇପିଏଲ୍ରେ କୌଣସି ଦଳ କିଣି ନ ଥିଲେ, ଚମତ୍କାର ଭାବେ ଦଳରେ ପ୍ରବେଶ କରି ରଚିଲେ ଇତିହାସ
କୋଲକତା,୨୬।୫: ଆଇପିଏଲ ୨୦୨୨ର ଏଲିମିନେଟର ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ଦଳ ଲକ୍ଷ୍ନୌ ସୁପର ଜିଆଣ୍ଟସ (ଏଲ୍ଏସ୍ଜି)କୁ ୧୪ ରନ୍ରେ ପରାସ୍ତ କରି କ୍ୱାଲିଫାୟର୍ ୨ ରେ ପ୍ରବେଶ କରିଛି। କ୍ୱାଲିଫାୟର୍ ୨ରେ ଆରସିବି ମେ ୨୭ରେ ରାଜସ୍ଥାନ ରୟାଲ୍ସକୁ…
ରୋମାଞ୍ଚକ ମୁକାବିଲାରେ ଲକ୍ଷ୍ନୌକୁ ପରାସ୍ତ କଲା ବେଙ୍ଗାଲୁରୁ
କୋଲକତା,୨୬।୫: ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ୨୦୨୨ର ଏଲିମିନେଟର ମ୍ୟାଚ୍ ରେ ଲକ୍ଷ୍ନୌ ସୁପର ଜିଆଣ୍ଟସ (ଏଲ୍ଏସ୍ଜି)କୁ ୧୪ ରନ୍ ରେ ପରାସ୍ତ କରିଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) । ଆରସିବିର ବିଶାଳ ୨୦୮ ରନ୍ ର ଟାର୍ଗେଟକୁ ପିଛା…
ଲକ୍ଷ୍ନୌକୁ ବିଶାଳ ଟାର୍ଗେଟ ଦେଲା ବେଙ୍ଗାଲୁରୁ
କୋଲକତା,୨୫।୫: ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ୨୦୨୨ର ଏଲିମିନେଟର ମ୍ୟାଚ୍ ରେ ଲକ୍ଷ୍ନୌ ସୁପର ଜିଆଣ୍ଟସ (ଏଲ୍ଏସ୍ଜି) ଆଗରେ ବିଶାଳ ଟାର୍ଗେଟ ରଖିଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) । କୋଲକାତାର ଇଡେନ ଗାର୍ଡେନ୍ସରେ ଖେଲାଯାଉଥିବା ଏହି ମ୍ୟାଚରେ ଟସ୍ ହାରି…
ଟସ୍ ଜିତିଲା ଲକ୍ଷ୍ନୌ ସୁପର ଜିଆଣ୍ଟସ
କୋଲକତା,୨୫।୫: ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ୨୦୨୨ରେ ଏଲିମିନେଟର ମ୍ୟାଚ୍ ଆଜି କୋଲକାତାର ଇଡେନ ଗାର୍ଡେନ୍ସରେ ଲକ୍ଷ୍ନୌ ସୁପର ଜିଆଣ୍ଟସ (ଏଲ୍ଏସ୍ଜି) ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚ୍ରେ ଲକ୍ଷ୍ନୌ ସୁପର ଜିଆଣ୍ଟସଟସ୍ ଜିତି ପ୍ରଥମେ…
ୟାସିନ ମଲିକଙ୍କ ସମର୍ଥନରେ ବାହାରିଲେ ଆଫ୍ରିଦି: ଅମିତ୍ ମିଶ୍ର ଦେଲେ ମୁହଁତୋଡ଼ ଜବାବ
ନୂଆଦିଲ୍ଲୀ, ୨୫।୫: ଆତଙ୍କବାଦୀ ପାଣ୍ଠି ଯୋଗାଣ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଜମ୍ମୁ କଶ୍ମୀର ବିଚ୍ଛିନ୍ନତାବାଦୀ ନେତା ୟାସିନ ମଲିକଙ୍କୁ ନେଇ ପାକିସ୍ତାନର ପୂର୍ବତନ କ୍ରିକେଟର ଶାହିଦ ଆଫ୍ରିଦି ଏକ ବିବାଦୀୟ ତଥା ଉତ୍ତେଜନାମୂଳକ ଟୁଇଟ କରିଛନ୍ତି। ସେ ଏହି ଟୁଇଟରେ…
ଫାଇନାଲ୍ରେ ଦଳକୁ ପହଞ୍ଚାଇବା ପରେ ଏମିତି କଥା କହିଦେଲେ ପାଣ୍ଡ୍ୟା
କୋଲକତା,୨୫।୫: ଆଇପିଏଲ ୨୦୨୨ର କ୍ୱାଲିଫାୟାର୍-୧ ମ୍ୟାଚରେ ଗୁଜରାଟ ଟାଇଟାନ୍ସ (ଜିଟି) ରାଜସ୍ଥାନ ରୟାଲ୍ସ (ଆର୍ଆର୍)କୁ ୭ ଉଇକେଟରେ ପରାସ୍ତ କରି ଫାଇନାଲ ଟିକେଟ ପାଇଛି। ଗୁଜରାଟ ଟାଇଟାନ୍ସ (ଜିଟି)ର ଏହି ବିଜୟ ପରେ ଦଳର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଏବେ ବହୁତ…
ଆଜି ଏଲିମିନେଟର୍ ମ୍ୟାଚ୍
କୋଲକତା,୨୫।୫: ଆଇପିଏଲ ୨୦୨୨ର ଏଲିମିନେଟର ମ୍ୟାଚ ଆଜି ଲକ୍ଷ୍ନୌ ସୁପର ଜିଆଣ୍ଟସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ କୋଲକାତାର ଇଡେନ ଗାର୍ଡେନ ଷ୍ଟାଡିୟମରେ ଖେଳାଯିବ। ଏହି ମ୍ୟାଚ୍ ଉଭୟ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ। କାରଣ ଫାପ ଡୁ ପ୍ଲେସିସ ବନାମ…
ଦଳକୁ ଫାଇନାଲ୍ ନେବା ପରେ କ୍ଷମା ମାଗିଲେ ମିଲର୍
କୋଲକତା,୨୫।୫: ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ୨୦୨୨ର ଫାଇନାଲ୍ରେ ପହଞ୍ଚିଛି ଗୁଜରାଟ ଟାଇଟାନ୍ସ। କୋଲକାତାର ଇଡେନ ଗାର୍ଡେନ୍ସ ଗ୍ରାଉଣ୍ଡରେ ଖେଳାଯାଇଥିବା କ୍ୱାଲିଫାୟାର-୧ରେ ଦଳ ରାଜସ୍ଥାନ ରୟାଲ୍ସକୁ ୭ ଉଇକେଟ୍ରେ ପରାସ୍ତ କରି ଫାଇନାଲ୍ ଟିକେଟ୍ ହାସଲ କରିଛି। ଗୁଜରାଟର ବିଜୟର ହିରୋ…
ଜେଲ ଜୀବନ: କ୍ରିକେଟର, କମେଣ୍ଟେଟର ପରେ ଏବେ କ୍ଲର୍କ ସିଦ୍ଧୁ, ମିଳିବ ନାହିଁ ୩ ମାସର ପାରିଶ୍ରମିକ
ଚଣ୍ଡିଗଡ଼,୨୫ ।୫: ପଞ୍ଜାବର ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ନବଜୋତ ସିଂ ସିଦ୍ଧୁ କ୍ରିକେଟର, କମେଣ୍ଟେଟର ପରେ ଏବେ କ୍ଲର୍କ ହୋଇଯାଇଛନ୍ତି । ୩୪ ବର୍ଷ ପୂର୍ବର ରୋଡ ରେଜ ମାମଲାରେ ପଟିଆଲା ସେଣ୍ଟ୍ରାଲ ଜେଲରେ ବନ୍ଦ ଥିବା ସିଦ୍ଧୁ ଏବେ ଜେଲ…

