Posted inଖେଳ

ନେହେରା ବାଛିଲେ ବିଶ୍ୱକପ୍‌ ପାଇଁ ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ,୧୦।୯: ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱାଧୀନ ଗୁଜରାଟ ଟାଇଟନ୍ସକୁ ଡେବ୍ୟୁ ସିଜନରେ ଆଇପିଏଲ୍‌ ଚାମ୍ପିୟନ କରିିଥିବା ମୁଖ୍ୟ କୋଚ୍‌ ତଥା ଭାରତର ପୂର୍ବ ଦ୍ରୁତ ବୋଲର୍‌ ଆଶୀଷ ନେହେରା ବାଛିଛନ୍ତି ଟିମ୍‌ ଇଣ୍ଡିଆ। ଆଗାମୀ ଟି୨୦ ବିଶ୍ୱକପ୍‌ ଲାଗି ସେ ଦଳ ବାଛିଛନ୍ତି। ଏଥିରେ ଆହତ ସମସ୍ୟା ଦେଇ ଗତି କରୁଥିବା ରବିନ୍ଦ୍ର ଜାଡେଜା ରହିଛନ୍ତି। ଏହାଛଡ଼ା ଦଳରେ ଆଉ କୌଣସି ଚମକାଇବା ଭଳି ନାମ ନାହିଁ।

ଆଇସିସି ଟି୨୦ ବିଶ୍ୱକପ୍‌ ସହ ଜଡ଼ିତ ବିଶେଷ କାର୍ଯ୍ୟକ୍ରମରେ ନେହେରା କହିଛନ୍ତି ଏସିଆ କପ୍‌ ଖେଳିବାକୁ ଯାଇଥିବା ଭାରତୀୟ ଦଳରେ ପରିବର୍ତ୍ତନର କମ୍‌ ସମ୍ଭାବନା ରହିଛି। ଏଣୁ ଟିମ୍‌ରେ ରହିବେ ରୋହିତ ଶର୍ମା(ଅଧିନାୟକ), ବିରାଟ କୋହଲି, କେଏଲ୍‌ ରାହୁଲ, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ୱିନ, ଯୁଜବେନ୍ଦ୍ର ଚହଲ, ଦିନେଶ କାର୍ତ୍ତିକ, ଜସପ୍ରିତ ବୁମ୍‌ରା, ହର୍ଷଲ ପଟେଲ, ଅର୍ଶଦୀପ ସିଂ, ଭୁବନେଶ୍ୱର କୁମାର ଏବଂ ଦୀପକ ହୁଡା ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସାବାଲେଙ୍କାଙ୍କୁ କ୍ରମାଗତ ୩ ଟାଇଟଲ

ଆବୁଧାବି, ୧୪।୧(ଏପି)- ଆବୁଧାବି ଓପନ ଫାଇନାଲରେ ଭେରୋନିକା କୁଦର୍ମେଟୋଭାଙ୍କୁ ୬-୨, ୬-୨ ସେଟ୍‌ରେ ହରାଇ ଆର୍ୟନା ସାବାଲେଙ୍କା ଟାଇଟଲ ହାସଲ କରିଛନ୍ତି। ଆବୁଧାବି ଟୁର୍‌ରେ କ୍ରମାଗତ...

ଏହି ଅଭିନେତ୍ରୀଙ୍କୁ ବିବାହ କରିବେ କ୍ରିକେଟର ମନୀଷ ପାଣ୍ଡେ

ଭାରତୀୟ ଦଳର ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ୍‌ ତଥା କର୍ନାଟକ ରଣଜୀ ଦଳର ଅଧିନାୟକ ମନୀଷ ପାଣ୍ଡେ ହାତକୁ ଦି’ ହାତ ହେବାକୁ ଯାଉଛନ୍ତି। ସେ ଦକ୍ଷିଣ ଭାରତୀୟ...

ଆଇସିସି ବୋର୍ଡ ବୈଠକ: ଭାରତରେ ୨୦୨୧ ଟି୨୦ ବିଶ୍ୱକପ୍‌

ଦୁବାଇ, ୮ା୮(ପି.ଟି.)-ଭାରତ ଟି୨୦ ବିଶ୍ୱକପ୍‌ ୨୦୨୧ ଆୟୋଜନ ଅଧିକାର ବଜାୟ ରଖିଛି। ଅନ୍ୟପକ୍ଷରେ କୋଭିଡ୍‌-୧୯ ଯୋଗୁ ଚଳିତବର୍ଷ ସ୍ଥଗିତ ରହିଥିବା ସଂସ୍କରଣ ୨୦୨୨ରେ ଅଷ୍ଟ୍ରେଲିଆ ଆୟୋଜନ...

କୋହଲିଙ୍କ ଜଣେ ବଡ଼ ପ୍ରଶଂସକ ଏହି ପାକିସ୍ତାନ କ୍ରିକେଟର୍‌ଙ୍କ ସ୍ତ୍ରୀ

ଭାରତର ଅଧିନାୟକ ବିରାଟ କୋହଲି ଏବେ ଦୁନିଆର ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନ। ପ୍ରତ୍ୟେକ ଫର୍ମାଟରେ ତାଙ୍କର ରେକର୍ଡ ହେଉଛି ତାଙ୍କର ପ୍ରାଧାନ୍ୟର ପ୍ରମାଣ। ‘ରନ ମେସିନ’ ଭାବରେ...

କାହିଁକି ଟିମ୍‌ରେ ହେଉଛି ଏତେ ପରିବର୍ତ୍ତନ? ରୋହିତ ଦେଲେ ବଡ଼ ବୟାନ..

ନୂଆଦିଲ୍ଲୀ,୧୦।୮: ଭାରତୀୟ କ୍ରିକେଟ ଟିମ୍‌ ଏବେ ଜବରଦସ୍ତ ଫର୍ମରେ ଅଛି। ନିକଟରେ ଭାରତ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ସୀମିତ ଓଭର ସିରିଜରେ ବିଜେତା ହୋଇଥିଲା। ଏହାପୂର୍ବରୁ ଇଂଲଣ୍ଡ...

ଗାଙ୍ଗୁଲିଙ୍କ ନଜରରେ ଏହି ଦୁଇ ଖେଳାଳି ଭାରତର ଶ୍ରେଷ୍ଠ ଉଇକେଟକିପର: ପ୍ରଶଂସାରେ କହିଲେ ଏଭଳି

ନୂଆଦିଲ୍ଲୀ,୨୭।୧୧: ଭାରତୀୟ ଟିମ୍‌ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଅଗଷ୍ଟରୁ ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ସନ୍ୟାସ ଘୋଷଣା କରିଛନ୍ତି। ଏହାପରେ ଭାରତୀୟ ଦଳରେ ଉଇକେଟ୍‌କିପର କିଏ...

ବିଶ୍ୱକପ୍‌ ମୁକାବିଲା ପୂର୍ବରୁ ଭାରତକୁ ଚେତାବନୀ ଦେଲେ ପାକିସ୍ତାନ ଅଧିନାୟକ; କହିଲେ…

ନୂଆଦିଲ୍ଲୀ, ୧୮।୮: ଆଇସିସି ପକ୍ଷରୁ ୟୁଏଇରେ ଖେଳାଯିବାକୁ ଥିବା ଟି-୨୦ ବିଶ୍ୱକପ୍‌ ୨୦୨୧ ପାଇଁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ଏଥିରେ ଭାରତର ପ୍ରଥମ ମ୍ୟାଚ୍‌ ପାକିସ୍ତାନ...

ବୋଲିଂ ବାଛିଲା ପଞ୍ଜାବ

ଚେନ୍ନାଇ,୨୩।୪: ଏଠାକାର ପିଚ୍‌ରେ ଟାର୍ଗେଟର ପିଛା କରିବା ସହଜ ନୁହେଁ। ଏହା ସତ୍ତ୍ୱେ ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି କିଙ୍ଗ୍ସ ପଞ୍ଜାବ ଅଧିନାୟକ...

Advertisement
Archives

Model This Week