ସଚିନଙ୍କ ଶ୍ରେଷ୍ଠ ଆଇପିଏଲ ଏକାଦଶରେ ରୋହିତ, କୋହଲିଙ୍କ ସ୍ଥାନ ନାହିଁ
ମୁମ୍ବାଇ,୩୧।୫: ଭାରତର ମହାନ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର ଆଇପିଏଲ ୨୦୨୨ରେ ଭଲ ପ୍ରଦର୍ଶନ କରିଥିବା ଏକରୁ ଅଧିକ ଖେଳାଳି ଚୟନ କରି ନିଜର ସର୍ବଶ୍ରେଷ୍ଠ ଆଇପିଏଲ ଏକାଦଶ ପ୍ରସ୍ତୁତ କରିଛନ୍ତି। ସଚିନ ଏହି ଦଳର ଅଧିନାୟକ ଭାବରେ ଗୁଜରାଟ ଟାଇଟାନ୍ସ ଦଳର…
ଗୁଜରାଟ ଚାମ୍ପିଅନ୍ ହେବା ପରେ କାନ୍ଦିଲେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଭାଇ-ଭାଉଜ
ଅହମ୍ମଦାବାଦ୍,୩୧।୫: ଆଇପିଏଲ ୨୦୨୨ର ଫାଇନାଲରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରି ଗୁଜରାଟ ଟାଇଟାନ୍ସ ଟାଇଟଲ ଜିତିଛି। ଏହି ବିଜୟ ପରେ ଦଳର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ସମେତ ସମସ୍ତେ ଭାବପ୍ରବଣ ହୋଇଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ପ୍ରଥମ ଥର ପାଇଁ ଆଇପିଏଲରେ ଅଧିନାୟକତ୍ୱରେ…
କ୍ୟୁରେଟର୍ସ, ଗ୍ରାଉଣ୍ଡ୍ସମ୍ୟାନ୍ଙ୍କ ପାଇଁ ୧.୨୫ କୋଟି ଘୋଷଣା କଲା ବିସିସିଆଇ
ମୁମ୍ବାଇ,୩୦।୫: ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)ର ୧୫ତମ ସଂସ୍କରଣ ଲାଗି ପିଚ୍ ଓ ଗ୍ରାଉଣ୍ଡ ପ୍ରସ୍ତୁତ କରିଥିବା କ୍ୟୁରେଟର ଓ ଗ୍ରାଉଣ୍ଡ୍ସମ୍ୟାନ୍ଙ୍କୁ ‘ପ୍ରଚ୍ଛଦପଟର ନାୟକ’ ଭାବେ ଅବିହିତ କରି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ୧.୨୫ କୋଟି ଟଙ୍କାର ପୁରସ୍କାର…
ପଡ଼ିଲା ଦୁଇ ସମଲିଙ୍ଗୀ ମହିଳା କ୍ରିକେଟ୍ରଙ୍କ ହାତଗଣ୍ଠି
ଲଣ୍ଡନ,୩୦।୫: ଇଂଲଣ୍ଡ ବିଶ୍ୱକପ୍ର ବିଜେତା ମହିଳା କ୍ରିକେଟର କ୍ୟାଥେରିନ ବ୍ରଣ୍ଟ ଓ ନାଟାଲି ସ୍କିଭର ବିବାହ କରିଛନ୍ତି। ଏ ନେଇ ଇଂଲଣ୍ଡ କ୍ରିକେଟ୍ ବୋର୍ଡ ପକ୍ଷରୁ ସୋମବାର ଟୁଇଟ୍ ଯୋଗେ ସୂଚନା ଦିଆଯାଇଛି। ବିବାହରେ ବହୁ ପୂର୍ବତନ ଓ ବର୍ତ୍ତମାନ ଇଂଲିଶ…
‘ବେଷ୍ଟ ଇଣ୍ଡିଆନ୍ ଟାଇମ୍’ ହାସଲ କଲେ ମାନା ପଟେଲ
ନୂଆଦିଲ୍ଲୀ,୩୦।୫: ଭାରତୀୟ ଅଲିମ୍ପିଆନ୍ ମାନା ପଟେଲ ମହିଳା ୧୦୦ ମିଟର ବ୍ୟାକଷ୍ଟ୍ରୋକ୍ ଇଭେଣ୍ଟରେ ‘ବେଷ୍ଟ ଇଣ୍ଡିଆନ୍ ଟାଇମ୍’ ହାସଲ କରିଛନ୍ତି। ଫ୍ରାନ୍ସରେ ଚାଲିଥିବା ମାରେ ନୋଷ୍ଟ୍ରମ ସୁଇମିଂ ପ୍ରତିଯୋଗିତାର କାନେଟ୍ ଲେଗ୍ରେ ସେ ଏହି ସଫଳତା ପାଇଛନ୍ତି। ୨୨ ବର୍ଷୀୟା ସନ୍ତରଣକାରୀ…
ଉମ୍ରାନଙ୍କୁ ପଛରେ ଛାଡ଼ିଲେ ଫର୍ଗୁସନ
ଅହମଦାବାଦ,୨୯।୫: ନ୍ୟୁଜିଲାଣ୍ଡ ପେସର ଲୋକି ଫର୍ଗୁସନ ଆଇପିଏଲ ୨୦୨୨ରେ ଦ୍ରୁତତମ ବଲ ପକାଇବାର ରେକର୍ଡ ନିଜ ନାମରେ କରିଛନ୍ତି। ଗୁଜରାଟ ଟାଇଟାନ୍ସ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଫର୍ଗୁସନ ରବିବାର ରାଜସ୍ଥାନ ରୟାଲ୍ସ ବିପକ୍ଷ ଫାଇନାଲରେ ଘଣ୍ଟା ପ୍ରତି ୧୫୭.୩ କିମି ବେଗରେ…
ସ୍ବତନ୍ତ୍ର ରେକର୍ଡର ଅଧିକାରୀ ହେଲେ ଗୁଜରାଟ ଟାଇଟାନ୍ସ କୋଚ
ଅହମଦାବାଦ,୩୦।୫: ଆଇପିଏଲ୍ ୨୦୨୨ରେ ଗୁଜରାଟ ଟାଇଟାନ୍ସ (ଜିଟି)ର ସଫଳତା ପଛରେ ଖେଳାଳି ତଥା କୋଚିଂ ଷ୍ଟାଫ୍ ମଧ୍ୟ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଆଇପିଏଲ୍ର ଏହି ନୂତନ ଦଳ ଆଶିଷ ନେହେରାଙ୍କୁ ମୁଖ୍ୟ କୋଚ୍ ଭାବେ ଦାୟିତ୍ୱ ଦେଇଥିଲା। ମୁଖ୍ୟ…
ରାୟଗଡ଼ାକୁ ୩ ସ୍ବର୍ଣ୍ଣ, ୧ ରୌପ୍ୟ
ରାୟଗଡା ଅଫିସ,୩୦ା୫: ପଶ୍ଚିମବଙ୍ଗର ହାୱଡାଠାରେ ଅନୁଷ୍ଠିତ ଜାତୀୟ ସ୍ତରୀୟ ଭାରୋତ୍ତଳନ ପ୍ରତିଯୋଗିତାରେ ରାୟଗଡ଼ାର ଶହୀଦ ଲକ୍ଷ୍ମଣ ନାୟକ ଜିମ୍ର ଲିପ୍ସା ଖୋସଲା(୧୩) ୫୩ ବର୍ଗରେ ଭାଗ ନେଇ ୮୫ କେଜି ଭାରୋତ୍ତଳନ କରି ପ୍ରଥମ ସ୍ଥାନ ଅଧିକାର କରି ସ୍ବର୍ଣ୍ଣ ପଦକ…
ଭାରତୀୟ ଟିମ୍ରେ ଗୁଣପୁରର ଦୁଇ ଖେଳାଳି
ଗୁଣପୁର,୩୦ା୫(ଡି.ଏନ୍.ଏ.): ନେପାଳର ପୋଖରାଠାରେ ମେ ୨୯ରୁ ୩୧ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଥିବା ଅନ୍ତର୍ଜାତୀୟ ଫୁଟସାଲ ଚମ୍ପିୟନଶିପ୍ ପାଇଁ ରାୟଗଡ଼ା ଜିଲା ଗୁଣପୁରର ୨ ଖେଳାଳି ଚୟନ ହୋଇଛନ୍ତି। ଦୁହେଁ ହେଲେ ଜିଆଇଇଟି ବିଶ୍ୱବିଦ୍ୟାଳୟର ବି.ଟେକ୍(କୃଷି ବୈଷୟିକ ବିଭାଗ) ତୃତୀୟ ବର୍ଷର ଛାତ୍ର…
ଆଇପିଏଲ୍ ଟ୍ରଫି ହାରିବା ସତ୍ତ୍ୱେ ଇତିହାସ ରଚିଲେ ଏହି ବୋଲର୍
ଅହମ୍ମଦାବାଦ୍,୩୦।୫: ଆଇପିଏଲ ୨୦୨୨ର ଫାଇନାଲ ରାଜସ୍ଥାନ ରୟାଲ୍ସ ପାଇଁ ଆଦୌ ଭଲ ନ ଥିଲା। ରାଜସ୍ଥାନର ଉଭୟ ବ୍ୟାଟ୍ସମ୍ୟାନ ଏବଂ ବୋଲରମାନେ ଏହି ମ୍ୟାଚରେ ବିଫଳ ହୋଇଥିଲେ। ଯଦିଓ ଦଳ ଚଳିତ ସିଜନରେ ଆଇପିଏଲ ଟାଇଟଲ ଜିତି ନ ଥିଲା, ଅନେକ…
ସରିଲା ଆଇପିଏଲ୍: କାହାକୁ ମିଳିଲା କେତେ ପୁରସ୍କାର ରାଶି ଜାଣନ୍ତୁ
ଅହମ୍ମଦାବାଦ୍,୩୦।୫: ଆଇପିଏଲ୍ ୨୦୨୨ ଶେଷ ହୋଇଛି। ଟାଇଟଲ ମ୍ୟାଚରେ ଗୁଜରାଟ ଟାଇଟାନ୍ସ ୭ ଉଇକେଟରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଛି । ଏହି ମ୍ୟାଚ ପରେ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା ଗତ ବର୍ଷ ଭଳି, ଏହି ବର୍ଷ ମଧ୍ୟ…
୧.୦୪ ଲକ୍ଷ ଦର୍ଶକ ଫାଇନାଲ ଦେଖିଲେ
ଅହମଦାବାଦ,୨୯।୫: ଗୁଜରାଟ ଟାଇଟାନ୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ରବିବାର ଖେଳାଯାଇଥିବା ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୨ ଫାଇନାଲକୁ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରେକର୍ଡ ସଂଖ୍ୟାରେ ଦର୍ଶକ ଉପଭୋଗ କରିଥିଲେ। ଏକ ଲକ୍ଷ ୩୨ ହଜାର ଦର୍ଶକଙ୍କ କ୍ଷମତା ବିଶିଷ୍ଟ…

