ଖେଳ

ସଚିନଙ୍କୁ ଜାଣିଶୁଣି ଆହତ କରିବାକୁ ଚାହୁଁଥିଲେ ଏହି ପାକିସ୍ତାନ ବୋଲର୍‌: ନିଜେ କଲେ ଖୁଲାସା

ଇସଲାମାବାଦ୍‌,୫।୬: ପୂର୍ବତନ ମହାନ ଭାରତୀୟ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର ପ୍ରାୟ ୨୪ ବର୍ଷ ଧରି କ୍ରିକେଟ୍‌ରେ ରାଜୁତି କରିଥିଲେ। ନିଜ କ୍ୟାରିୟରରେ ସଚିନ ଅନେକ କିମ୍ବଦନ୍ତୀ ବୋଲରଙ୍କ ସମ୍ମୁଖୀନ ହୋଇଥିଲେ। ଏଥିରେ ସାମିଲ ଥିଲେ ପାକିସ୍ତାନ କ୍ରିକେଟ ଦଳର ପୂର୍ବତନ ଦ୍ରୁତ…

୧୪ ବର୍ଷ ପରେ କ୍ଷମା ମାଗିଲେ ହରଭଜନ

ନୂଆଦିଲ୍ଲୀ,୫।୬: ପୂର୍ବତନ କ୍ରିକେଟର୍‌ ହରଭଜନ ସିଂ ଭାରତର ଅନ୍ୟତମ ସଫଳ ବୋଲର। ଅନେକ ବିବାଦ କାରଣରୁ ହରଭଜନ ଚର୍ଚ୍ଚାରେ ଥିଲେ। ୧୪ ବର୍ଷ ପୂର୍ବେ ହୋଇଥିବା ଭୁଲ ପାଇଁ ହରଭଜନ ସିଂ ନିକଟରେ କ୍ଷମା ମାଗିଛନ୍ତି। ୨୦୦୮ରେ ଆଇପିଏଲ ଆରମ୍ଭ ହୋଇଥିଲ।…

ଏମ୍‌ପି ସତ୍ତ୍ୱେ ଆଇପିଏଲ୍‌ରେ କାହିଁକି କରୁଛନ୍ତି କାମ? ସମାଲୋଚକଙ୍କ ମୁହଁ ବନ୍ଦ କଲେ…

ନୂଆଦିଲ୍ଲୀ,୪।୬: ପୂର୍ବତନ କ୍ରିକେଟର ତଥା ବର୍ତ୍ତମାନର ଏମ୍‌ପି ଗୌତମ ଗମ୍ଭୀର ଆଇପିଏଲ୍‌ରେ କମେଣ୍ଟ୍ରି କରୁଥିବା ନଜର ଆସିଥିଲେ। ଏହାକୁ ନେଇ ତାଙ୍କୁ ସମାଲୋଚିତ ହେବାକୁ ପଡ଼ିଥିଲା। ଏମ୍‌ପି ହେବା ସତ୍ତ୍ୱେ ସେ କମେଣ୍ଟ୍ରି କରି ରୋଜଗାର କରୁଥିବା ଲୋକେ କହୁଥିଲେ। ଏବେ…

ମାତ୍ର ୮ ରନ୍‌ରେ ଅଲଆଉଟ୍‌; ୭ ବଲ୍‌ରେ ମ୍ୟାଚ୍‌ ଜିତିନେଲା ବିରୋଧୀ ଟିମ୍‌

ନୂଆଦିଲ୍ଲୀ,୪।୬: ମାତ୍ର ୮ ରନ୍‌ କରି ଅଲଆଉଟ୍‌ ହେଲା ଟିମ୍‌। ୭ ବଲ୍‌ରେ ବିରୋଧୀ ଟିମ୍‌ ଜିତିନେଲା ମ୍ୟାଚ୍‌। କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ହେଁ ସତ। ଅଣ୍ଡର ୧୯ ମହିଳା ବିଶ୍ୱକପ୍‌ର ଏସିଆ ଯୋଗ୍ୟତା ପର୍ଯ୍ୟାୟରେ ଏଭଳି କିଛି ଦୃଶ୍ୟ ଦେଖିବାକୁ…

‘ରୋହିତ-ବିରାଟଙ୍କ ଶେଷ ବିଶ୍ୱକପ୍‌ ହୋଇପାରେ’

ନୂଆଦିଲ୍ଲୀ,୪।୬: କିଛି ଦିନ ଧରି ଖରାପ ଫର୍ମରେ ନଜର ଆସୁଛନ୍ତି ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ଏବଂ ପୂର୍ବ ଅଧିନାୟକ ବିରାଟ କୋହଲି। କୋହଲି ଆଇପିଏଲ୍‌ରେ ସାମାନ୍ୟ ଉନ୍ନତି କରିବା ନଜର ଆସିଥିଲେ ହେଁ ରୋହିତଙ୍କ ବ୍ୟାଟ୍‌ ଆଦୌ ଚାଲି…

ଆସିଲା ଦକ୍ଷିଣ ଆଫ୍ରିକା କ୍ରିକେଟ ଟିମ୍‌ର କୋଭିଡ୍‌ ଟେଷ୍ଟ ରିପୋର୍ଟ

ନୂଆଦିଲ୍ଲୀ, ୩ା୬: ଭାରତ ଭ୍ରମଣରେ ଆସିଥିବା ଦକ୍ଷିଣ ଆଫ୍ରିକା କ୍ରିକେଟ ଦଳର ସମସ୍ତ ସଦସ୍ୟଙ୍କ କୋଭିଡ୍‌ ଟେଷ୍ଟ ନେଗେଟିଭ୍‌ ଆସିଛି। ଏହାପରେ ଦଳ ଅଭ୍ୟାସ ଆରମ୍ଭ କରିଛି। ଏହି ସମୟରେ ସ୍ପିନ ଯୋଡ଼ି ଟାବ୍ରେଜ୍‌ ଶାମ୍‌ସି ଓ କେଶବ ମହାରାଜ ବୋଲିଂ…

ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସର ଶୁଭାରମ୍ଭ କରିବେ ଅମିତ ଶାହା

ଚଣ୍ଡିଗଡ଼, ୩ା୬: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଶନିବାର ପଞ୍ଚକୁଲାଠାରେ ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସ-୨୦୨୧ର ଶୁଭାରମ୍ଭ କରିବେ। ଏହା ଜୁନ୍‌ ୧୩ ପର୍ଯ୍ୟନ୍ତ ଚାଲିବ। ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସର ୪ର୍ଥ ସଂସ୍କରଣରେ ସମଗ୍ର ଦେଶରୁ ପ୍ରାୟ ୮,୫୦୦…

୨୩ତମ ଓଭରରେ ୨୩ ସେକେଣ୍ଡ

ଲର୍ଡସ,୩।୬: ଅଷ୍ଟ୍ରେଲିଆର କିମ୍ବଦନ୍ତୀ ପୂର୍ବତନ ସ୍ପିନର ଶେନ ଓ୍ବର୍ନ ଆଉ ନାହାନ୍ତି ସତ, ହେଲେ ତାଙ୍କୁ ବିଶ୍ୱର କୋଣ ଅନୁକୋଣରେ ଥିବା ପ୍ରଶଂସକମାନେ ମନେ ପକାଉଛନ୍ତି। ଏପରିକି ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି। ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ…

ମାଲିଙ୍ଗାଙ୍କୁ ମିଳିଲା ନୂଆ ଦାୟିତ୍ୱ

ନୂଆଦିଲ୍ଲୀ,୩।୬: ଶ୍ରୀଲଙ୍କାର ପୂର୍ବତନ ଦ୍ରୁତ ବୋଲର୍‌ ଲାସିଥ ମାଲିଙ୍ଗାଙ୍କୁ ମିଳିଛି ନୂଆ ଦାୟିତ୍ୱ। ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯିବାକୁ ଥିବା ଘରୋଇ ସିରିଜ ପୂର୍ବରୁ ତାଙ୍କୁ ଦଳର ବୋଲିଂ ଷ୍ଟ୍ରାଟେଜୀ କୋଚ୍‌ ଭାବେ ନିଯୁକ୍ତି ମିଳିଛି। ଆସନ୍ତା ସପ୍ତାହରୁ ଏହି ସିରିଜ ଆରମ୍ଭ…

ଡାଇବେଟିସର ଶିକାର ହୋଇ ମଧ୍ୟ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଅନେକ ରେକର୍ଡ କରିଥିଲେ ଏହି ବୋଲର୍‌

ପାକିସ୍ତାନର ପୂର୍ବତନ ଅଧିନାୟକ ୱାସିମ ଆକ୍ରାମ ଦୁନିଆର ଶ୍ରେଷ୍ଠ ବାମହାତୀ ପେସର ଭାବରେ ଜଣାଶୁଣା। ଆକ୍ରାମ ଜୁନ ୩, ୧୯୬୬ରେ ପାକିସ୍ତାନର ଲାହୋରରେ ଜନ୍ମଗ୍ରହଣ କରିଥିଲେ। ଆକ୍ରାମଙ୍କ ଅନ୍ତର୍ଜାତୀୟ କ୍ୟାରିଅର୍‌ ୧୯ ବର୍ଷ ଧରି ଚାଲିଥିଲା, କିନ୍ତୁ ଏହି ସମୟ ମଧ୍ୟରେ…

ବିଳାସପୂର୍ଣ୍ଣ କାର୍‌ କିଣିଲେ ଶ୍ରେୟାସ, ଦାମ୍‌ ଜାଣିଲେ…

ମୁମ୍ବାଇ,୩।୬: ଭାରତୀୟ ବ୍ୟାଟ୍ସମ୍ୟାନ ତଥା କୋଲକାତା ନାଇଟ ରାଇଡର୍ସ (କେକେଆର୍‌) ଅଧିନାୟକ ଶ୍ରେୟାସ ଆୟର ଏକ ବିଳାସପୂର୍ଣ୍ଣ କାର୍‌ କିଣିଛନ୍ତି। ସେ ମର୍ସିଡିଜ- ଏଏମ୍‌ଜି ଜି ୬୩ ୪ମେଟିକ୍‌ ଏସ୍‌ୟୁଭି କିଣିଛନ୍ତି। ଏହି କାରର ମୂଲ୍ୟ ୨.୪୫ କୋଟି ଟଙ୍କା। ଶ୍ରେୟାସ…

୧୩୨ରେ ନ୍ୟୁଜିଲାଣ୍ଡ ଅଲଆଉଟ୍‌

ଲଣ୍ଡନ,୨।୬: ଐତିହାସିକ ଲଡର୍‌ସ ଗ୍ରାଉଣ୍ଡରେ ଗୁରୁବାରଠାରୁ ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ଆରମ୍ଭ ହୋଇଯାଇଛି। ପ୍ରଥମ ଦିନ ଟସ୍‌ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା ଭ୍ରମଣକାରୀ ନ୍ୟୁଜିଲାଣ୍ଡ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୧୩୨ ରନ୍‌ରେ ଅଲଆଉଟ୍‌ ହୋଇଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?