Posted inଖେଳ

ଅବସର ଘୋଷଣା କଲେ ଟେନିସ୍‌ ତାରକା

ନୂଆଦିଲ୍ଲୀ, ୧୫।୯: ପ୍ରସିଦ୍ଧ କିମ୍ବଦନ୍ତୀ ଟେନିସ୍‌ ତାରକା ରୋଜର ଫେଡେରର ଗୁରୁବାର ଟେନିସ୍‌ରୁ ଅବସର ଘୋଷଣା କରିଛନ୍ତି। ୨୦ ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିବା ପରେ ୪୧ ବର୍ଷ ବୟସରେ ଟେନିସ୍‌ରୁ ଅବସର ନେଉଛନ୍ତି ବୋଲି ସେ ଟୁଇଟ୍‌ କରି ସୂଚନା ଦେଇଛନ୍ତି। ଟୁଇଟ୍‌ କରି କହିଛନ୍ତି, ମୁଁ ଯେତିକି ଆଶା କରିଥିଲି, ସ୍ବପ୍ନ ଦେଖିଥିଲି, ଟେନିସ୍‌ ମୋତେ ଏହାଠାରୁ ଅଧିକ ଦେଇଛି । ତେବେ ମୋର ପେସାଦାର କ୍ୟାରିୟରକୁ ଶେଷ କରିବାକୁ ବର୍ତ୍ତମାନ ସେହି କଠିନ ସମୟ ଆସିଯାଇଛି।

Roger Federer announces retirement from tennis

ଜୁଲାଇ ୨୦୨୧ରେ ୱିମ୍ବଲେଡନ ପରଠାରୁ ଫେଡେରର ପ୍ରତିଦ୍ୱନ୍ଦ୍ୱିତାରେ ପ୍ରତିଯୋଗିତାରେ ଭାଗ ନେଇନାହାନ୍ତି। ତେବେ ଆସନ୍ତା ସପ୍ତାହରେ ଲଣ୍ଡନରେ ଖେଳାଯିବାକୁ ଥିବା ଲାଭେର କପ୍‌ ତାଙ୍କର ଶେଷ ଟୁର୍ଣ୍ଣାମେଣ୍ଟ ହେବ। ଏହାପରେ ସେ ଟେନିସ୍‌ରୁ ଅବସର ନେବେ ବୋଲି ଘୋଷଣା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ନାଇକ୍‌ର ହାଇଟେକ୍‌ ବୁଟ୍‌ ଉପରେ ଲାଗିପାରେ ବ୍ୟାନ୍‌

ମୋନାକୋ,୧୮।୧- ବିଶ୍ୱର ଅନ୍ୟତମ କ୍ରୀଡ଼ା ଉପକରଣ ପ୍ରସ୍ତୁତକାରୀ କମ୍ପାନୀ ନାଇକ୍‌ର ଅତି ଉନ୍ନତର ଭାପୋରଫ୍ଲାଇ ବୁଟ୍‌ ଉପରେ ଲାଗିପାରେ ବ୍ୟାନ୍‌। ଅତି ଉନ୍ନତ ଟେକ୍‌ନୋଲୋଜି ବ୍ୟବହାର...

କ୍ରିକେଟକୁ ଓ୍ବାସିମ ଜାଫରଙ୍କ ଅଲ୍‌ବିଦା

ମୁମ୍ବାଇ,୭ା୩(ପି.ଟି.)- ପୂର୍ବତନ ଭାରତୀୟ ଓପନର ଓ୍ବାସିମ ଜାଫର ଶନିବାର କ୍ରିକେଟ୍‌ର ସମସ୍ତ ଫର୍ମାଟ୍‌ରୁ ଅବସର ଘୋଷଣା କରିଛନ୍ତି। ଏଥିସହ ଏକ ଯୁଗର ଅବସାନ ଘଟିଛି। ୪୨...

ଅଲିମ୍ପିକ୍ସ କ୍ରୀଡ଼ା ଗ୍ରାମରେ ଦୂତୀ

ଭୁବନେଶ୍ୱର, ୨୫।୭(କ୍ରୀଡ଼ା ପ୍ରତିନିଧି)- ଭାରତୀୟ ସ୍ପ୍ରିଣ୍ଟ କୁଇନ୍‌ ଦୂତୀ ଚାନ୍ଦ ଶନିବାର ଟୋକିଓ ଅଲିମ୍ପିକ୍ସ କ୍ରୀଡ଼ା ଗ୍ରାମରେ ପ୍ରବେଶ କରିଛନ୍ତି। ଆସନ୍ତା ୩୦ ତାରିଖରେ ସେ...

କ୍ରିକେଟ୍‌ ଛାଡି ପାଇଲଟ୍‌ ହେଲେ ଏହି କ୍ରିକେଟର୍‌

ସାଧାରଣତଃ କ୍ରିକେଟରମାନେ କ୍ରିକେଟ ଛାଡି ଖେଳ ସହ ଯୋଡି ହୋଇରହିଥାନ୍ତି। କିଏ କମେଣ୍ଟଟର୍‌ ହୁଅନ୍ତି ତ ଆଉ କିଏ କ୍ରିକେଟ ଏକ୍ସପର୍ଟ, କୋଚ୍‌ ଭାବେ କାର୍ଯ୍ୟ...

ଚତୁର୍ଥ ଟେଷ୍ଟରେ ଭାରତକୁ ନିୟନ୍ତ୍ରଣ ଆଣି ଦେଲା ପନ୍ତ-ସୁନ୍ଦରଙ୍କ ଭାଗୀଦାରିତା

ଅହମ୍ମଦାବାଦ,୫।୩ : ରିଷଭ ପନ୍ତ ଓ ଓ୍ବାଶିଂଟନ ସୁନ୍ଦରଙ୍କ ଭାଗୀଦାରିତା ଭାରତ ପାଇଁ ମୂଲ୍ୟବାନ ସାବ୍ୟସ୍ତ ହୋଇଛି। ଇଂଲଣ୍ଡ ବିପକ୍ଷରେ ସ୍ଥାନୀୟ ନରେନ୍ଦ୍ର ମୋଦି ଷ୍ଟାଡିୟମରେ...

ରୋହିତଙ୍କ ଦ୍ୱିଶତକ: ଖେଳ ରୋକିଲା ଖରାପ ଆଲୋକ

ରାଞ୍ଚି,୨୦।୧୦- ଏଠାରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ତୃତୀୟ ଟେଷ୍ଟର ଦ୍ୱିତୀୟ ଦିନ ମଧ୍ୟ ଖରାପ ଆଲୋକ ଯୋଗୁ ଶୀଘ୍ର ଖେଳ ବନ୍ଦ...

ବାରବାଟୀରେ ଲିଜେଣ୍ଡ୍ସ ଲଢ଼େଇ

କଟକ, ୨୮।୯(ସ୍ପୋଟର୍‌ସ ବ୍ୟୁରୋ): ବାରବାଟୀ ଷ୍ଟାଡିୟମରେ ସୋମବାର ଅନୁଷ୍ଠିତ ଲିଜେଣ୍ଡ୍ସ ଲିଗର ନବମ ମ୍ୟାଚରେ ଭିଲୱାରା କିଙ୍ଗ୍ସ ୫୭ ରନରେ ଗୁଜରାଟ ଜାଏଣ୍ଟ୍ସକୁ ପରାସ୍ତ କରିଛି।...

ବିଶ୍ୱ ଟାଇଟଲ ବଜାୟ ରଖିଲେ ଗୁର୍ଜାର

ଦୁବାଇ, ୧୧ା୧୧ (ପି.ଟି.)-ଭାରତର ସୁନ୍ଦର ସିଂ ଗୁର୍ଜାର ପୁରୁଷ ଏଫ୍‌୪୬ ଜାଭେଲିନ୍‌ ଥ୍ରୋ ଇଭେଣ୍ଟରେ ବିଶ୍ୱ ପାରା ଆଥଲେଟିକ୍ସ ଟାଇଟଲ ବଜାୟ ରଖିଛନ୍ତି। ଏଥିସହିତ ସେ...

Advertisement
Archives

Model This Week