ଖେଳ

ଦିଲ୍ଲୀରେ ଦକ୍ଷିଣ ଆଫ୍ରିକା ଦଳ, ଶନିବାର ଅଭ୍ୟାସ ଆରମ୍ଭ

ନୂଆଦିଲ୍ଳୀ,୨।୬: ଆସନ୍ତା ୯ ତାରିଖରୁ ଆରମ୍ଭ ହେବାକୁ ଥିବା ଭାରତ ବିପକ୍ଷ ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ ଲାଗି ଦକ୍ଷିଣ ଆଫ୍ରିକା ଦଳ ଗୁରୁବାର ଦିଲ୍ଲୀରେ ପହଞ୍ଚିଛି। ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯିବ। ତେମ୍ବା ବଭୁମାଙ୍କ…

ଧୋନୀଙ୍କୁ ନେଇ ବଡ଼ ଖୁଲାସା କଲେ ସେହ୍ବାଗ: ତାଙ୍କ ପାଇଁ ମୁଁ…..

ନୂଆଦିଲ୍ଲୀ,୨।୬: ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ ବୀରେନ୍ଦ୍ର ସେହ୍ବାଗ ମହେନ୍ଦ୍ର ସିଂ ଧୋନୀଙ୍କୁ ନେଇ ବଡ଼ ଖୁଲାସା କରିଛନ୍ତି। ସେ କହିଛନ୍ତି, ୨୦୦୮ ଅଷ୍ଟ୍ରେଲିଆ ଗସ୍ତ ସମୟରେ ଦିନିକିଆ କ୍ରିକେଟରୁ ଅବସର ନେବାକୁ ଚାହୁଁଥିଲି। ଏହାର କାରଣ ଥିଲେ…

ହାତକୁ ଦି’ ହାତ ହେଲେ ଏହି କ୍ରିକେଟର୍‌

ଟିମ୍‌ ଇଣ୍ଡିଆର ମଧ୍ୟମ ପେସର୍‌ ଦୀପକ ଚହର ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଦୀର୍ଘଦିନର ପ୍ରେମିକା ଜୟା ଭରଦ୍ୱାଜଙ୍କ ସହ ତାଙ୍କ ବିବାହ ସମ୍ପନ୍ନ ହୋଇଛି। ସମ୍ପର୍କୀୟଙ୍କ ଉପସ୍ଥିତିରେ ଉଭୟ ସାତ ଫେରା ନେଇଛନ୍ତି। ଦୀପକ ଏବଂ ଜୟାଙ୍କ ବିବାହର ଅନେକ…

ବିସିସିଆଇ ସଭାପତି ପଦରୁ ଇସ୍ତଫା ଦେବେ କି ଗାଙ୍ଗୁଲି, ଟୁଇଟ୍‌କୁ ନେଇ ବଢୁଛି ଚର୍ଚ୍ଚା

ନୂଆଦିଲ୍ଲୀ,୧।୬: କ୍ରିକେଟ ବୋର୍ଡ ଅଫ ଇଣ୍ଡିଆ (ବିସିସିଆଇ) ର ସଭାପତି ସୌରଭ ଗାଙ୍ଗୁଲି କ୍ରିକେଟରେ ୩୦ ବର୍ଷ ପୂରଣ କରିଛନ୍ତି। ଏହି ଅବସରରେ ସେ ଏକ ନୂଆ ଇନିଂସ ଆରମ୍ଭ କରିବେ ବୋଲି ବୁଧବାର ଟୁଇଟ୍‌ କରି ସୂଚନା ଦେଇଛନ୍ତି। ଯଦିଓ…

ଶାସ୍ତ୍ରୀଙ୍କ ଅଜବ ଡିମାଣ୍ଡ୍‌

ମୁମ୍ବାଇ,୧।୬: ଭାରତୀୟ ଦଳର ପୂର୍ବତନ ପ୍ରଶିକ୍ଷକ ରବି ଶାସ୍ତ୍ରୀ ଟି-୨୦ ସିରିଜ୍‌କୁ ନେଇ ଏକ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି, ଟି -୨୦ ଫର୍ମାଟ ଦ୍ୱିପାକ୍ଷିକ ସିରିଜ ପାଇଁ ଉଦ୍ଦିଷ୍ଟ ନୁହେଁ, ଏହା କେବଳ ବିଶ୍ୱକପରେ ସୀମିତ ରହିବା ଉଚିତ୍‌। ଦକ୍ଷିଣ…

ବାରବାଟୀ ମ୍ୟାଚ୍‌ ବନ୍ଦ ଲାଗି ହାଇକୋର୍ଟରେ ଦାୟର ହେଲା ମାମଲା

କଟକ ଅଫିସ,୧।୬: ଆସନ୍ତା ଜୁନ ୧୨ରେ ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ମ୍ୟାଚ୍‌ ଖେଳାଯିବ। ଏହି ମ୍ୟାଚ୍‌ ବନ୍ଦ ପାଇଁ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାୟର ହୋଇଛି। ଢେଙ୍କାନାଳ ଭୁବନର ଜନୈକ ବ୍ୟକ୍ତିଙ୍କ ପକ୍ଷରୁ ଏହି ମାମଲା ଦାୟର କରାଯାଇଥିବା…

ଏସିଆ କପ୍‌ରେ ବ୍ରୋଞ୍ଜ ଜିତିଲା ଭାରତ

ଜାକର୍ତ୍ତା,୧।୬: ଇଣ୍ଡୋନେସିଆରେ ଚାଲିଥିବା ଏସିଆ କପ୍‌ ହକିରେ ଭାରତ ଏକ ବଡ଼ ଉପଲବ୍ଧି ହାସଲ କରିଛି। ବୁଧବାର ଜାକର୍ତ୍ତାରେ ଖେଳାଯାଇଥିବା ମ୍ୟାଚ୍‌ରେ ଭାରତ ଜାପାନକୁ ୧-୦ ଗୋଲ୍‌ରେ ପରାସ୍ତ କରି ବ୍ରୋଞ୍ଜ ପଦକ ଜିତିଛି। ଭାରତ ପକ୍ଷରୁ ଏକମାତ୍ର ଗୋଲ ରାଜ…

ପ୍ରସିଦ୍ଧ କ୍ରିକେଟର୍‌ଙ୍କ ପରଲୋକ

ଲଣ୍ଡନ,୧।୬: ଇଂଲଣ୍ଡର ପୂର୍ବତନ ଉଇକେଟ କିପର-ବ୍ୟାଟ୍ସମ୍ୟାନ ଜିମ ପାର୍କଙ୍କ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା। ପାର୍କ ଇଂଲଣ୍ଡର ସର୍ବ ପୁରାତନ ଟେଷ୍ଟ କ୍ରିକେଟର ଥିଲେ। ସେ ୧୯୫୪ରୁ ୧୯୬୮ ମଧ୍ୟରେ ଇଂଲଣ୍ଡ ପାଇଁ ୪୬ଟି ଟେଷ୍ଟ…

ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦: ଆଜିଠାରୁ ଅନ୍‌ଲାଇନ୍‌ରେ ଟିକେଟ ବିକ୍ରି

କଟକ ଅଫିସ,୧।୬: ଜୁନ ୧୨ରେ ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ମ୍ୟାଚ୍‌ ଖେଳାଯିବ। ବାରବାଟୀ ଟି-୨୦ ପାଇଁ ବୁଧବାରଠାରୁ ଅନ୍‌ଲାଇନ୍‌ରେ ଟିକେଟ ବିକ୍ରି ହେବ। ପେଟିଏମ୍‌କୁ ଟିକେଟ ବିକ୍ରି ପାଇଁ ଓସିଏ ପକ୍ଷରୁ ଦାୟିତ୍ୱ ଦିଆଯାଇଛି। ଅନ୍‌ଲାଇନ୍‌ରେ ସକାଳ ୧୧ଟାରୁ…

ସମାଲୋଚିତ ହେବା ପରେ ନେତୃତ୍ୱ ଛାଡ଼ିଲେ

ଢାକା,୩୧।୫: ବାଂଲାଦେଶ ଟେଷ୍ଟ ଅଧିନାୟକ ମୋମିନୁଲ ହକ୍‌ ମଙ୍ଗଳବାର ନିଜ ପଦରୁ ଓହରି ଯାଇଛନ୍ତି। ଚଳିତ ବର୍ଷ ନିଜର ଖରାପ ପ୍ରଦର୍ଶନ କାରଣରୁ ସେ ବ୍ୟାଟିଂ ଉପରେ ଅଧିକ ଧ୍ୟାନ ଦେବା ଲାଗି ଏଭଳି ନିଷ୍ପତ୍ତି ନେଇଥିବା ସେ କହିଛନ୍ତି। ବାଂଲାଦେଶ…

ଫାଇନାଲରେ ପହଞ୍ଚି ପାରିଲାନି ଭାରତ, ବ୍ରୋଞ୍ଜ ପାଇଁ ଖେଳିବ

ଜାକର୍ତ୍ତା,୩୧।୫: ଏସିଆ କପ ୨୦୨୨ର ଫାଇନାଲରେ ପହଞ୍ଚି ପାରିନାହିଁ ଭାରତୀୟ ହକି ଟିମ୍‌। ମଙ୍ଗଳବାର ଖେଳାଯାଇଥିqବା ସୁପର ୪ର ଅନ୍ତିମ ମୁକାବିଲାରେ ଭାରତ ଏବଂ ଦକ୍ଷିଣ କୋରିଆ ମ୍ୟାଚ୍‌ ୪-୪ ମ୍ୟାଚ ଡ୍ର ରହିଛି। ଏହି ମ୍ୟାଚ ଜିତିଥିଲେ ଭାରତ ଫାଇନାଲରେ…

ଆଇପିଏଲ୍‌ର ସର୍ବଶ୍ରେଷ୍ଠ ଚାଣକ୍ୟ ‘ନେହେରା ଜି’

ନୂଆଦିଲ୍ଲୀ,୩୧।୫: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ସର୍ବଶ୍ରେଷ୍ଠ ଚାଣକ୍ୟ ସାବ୍ୟସ୍ତ ହୋଇଛନ୍ତି ଗୁଜରାଟ ଟାଇଟନ୍ସର ମୁଖ୍ୟ କୋଚ୍‌ ଆଶିଷ ନେହେରା। ପ୍ରଥମ କରି ଆଇପିଏଲ୍‌ ଖେଳୁଥିବା ଏକ ଟିମ୍‌ର କୋଚ୍‌ ଦାୟିତ୍ୱ ନିର୍ବାହ କରିଥିଲେ ସେ, ଯାହାକୁ ନେଇ ସନ୍ଦେହ ଉପୁଜିଥିଲା। ହେଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?