ରିଷଭ ପନ୍ତଙ୍କୁ ନେଇ ଏମିତି କହିଲେ ଜାଡେଜା, ସମସ୍ତେ ହସି ହସି ଗଡିଲେ
ଦୁବାଇ,୩୧।୮: ଭାରତ ଏସିଆ କପ ୨୦୨୨ରେ ପ୍ରଥମ ମ୍ୟାଚ ଜିତିଛି। ଆଜିର ମ୍ୟାଚରେ ହଂକଂକୁ ପରାସ୍ତ କରି ଭାରତ ଶୀର୍ଷ ୪ରେ ସ୍ଥାନ ପାଇବାକୁ ଚାହୁଁଛି। ପାକିସ୍ତାନ ବିପକ୍ଷ ମ୍ୟାଚରେ ଦଳର ଗୋଟିଏ ନିଷ୍ପତ୍ତି ଆଶ୍ଚର୍ଯ୍ୟଜନକ ଥିଲା ଯେ ରିଷଭ ପନ୍ତଙ୍କ…
ଗୋଟିଏ ଦଳ ପାଇଁ ଖେଳୁଛନ୍ତି ୨ ଦେଶର ଖେଳାଳି: ଅଧିନାୟକ ପାକିସ୍ତାନର, ଉପଅଧିନାୟକ ଭାରତୀୟ
ଦୁବାଇ,୩୧।୮: ଏସିଆ କପ ୨୦୨୨ରେ ଭାରତର ଦ୍ୱିତୀୟ ମ୍ୟାଚ ହଂକଂ ଦଳ ସହିତ। କ୍ରିକେଟ ଦୁନିଆରେ ଏହି ଦଳର ନାମ କ୍ୱଚିତ୍ ଶୁଣାଯାଏ। ଭାରତ ବର୍ତ୍ତମାନ ପର୍ଯ୍ୟନ୍ତ ହଂକଂ ବିପକ୍ଷରେ କେବଳ ଦୁଇଟି ଦିନିକିଆ ଖେଳିଛି ଏବଂ ଉଭୟ ଜିତିଛି। ଭାରତୀୟ…
ସନ୍ୟାସ ଘୋଷଣା କଲେ ଏହି ତାରକା ଅଲରାଉଣ୍ଡର, ଦଳକୁ କରିଥିଲେ ବିଶ୍ୱ ଟେଷ୍ଟ ଚାମ୍ପିୟନ
ନୂଆଦିଲ୍ଲୀ,୩୧।୮: ନ୍ୟୁଜିଲ୍ୟାଣ୍ଡର ତାରକା ଅଲରାଉଣ୍ଡର କଲିନ ଡି ଗ୍ରାଣ୍ଡହୋମେ କ୍ରିକେଟରୁ ସନ୍ୟାସ ଘୋଷଣା କରିଛନ୍ତି। ୩୬ ବର୍ଷୀୟ ଏହି ଖେଳାଳି ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇ ଘୋଷଣା କରି ସମସ୍ତଙ୍କୁ ଚମକାଇଛନ୍ତି। ସେ ୧୦ ବର୍ଷ ଧରି ଅନ୍ତର୍ଜାତୀୟ କ୍ରିକେଟର ଅଂଶବିଶେଷ…
ଆଜି ଭାରତ-ହଂକଂ ଲଢ଼େଇ: ଜାଣନ୍ତୁ କେବେ,କେଉଁଠି ଆଉ କେତେବେଳେ ଦେଖିବେ ମ୍ୟାଚ୍…
ଦୁବାଇ,୩୧।୮: ଏସିଆ କପ୍ ଟି୨୦ ଟୁର୍ନାମେଣ୍ଟର ଚତୁର୍ଥ ମୁକାବିଲା ବୁଧବାର ଖେଳାଯିବ। ଏଥିରେ ହଂକଂକୁ ଭେଟିବ ଭାରତ। ଟୁର୍ନାମେଣ୍ଟରେ ଏହା ଭାରତର ଦ୍ୱିତୀୟ ମ୍ୟାଚ୍ ହୋଇଥିବା ବେଳେ ହଂକଂ ପ୍ରଥମ ମୁକାବିଲା ଖେଳିବ। ଭାରତ ପାଇଁ ଏହି ମୁକାବିଲାଟି ଏକ ନେଟ୍…
ଶାମିଙ୍କୁ କାହିଁକି ଟି୨୦ ଦଳରେ ଚୟନ କରାଯାଉନାହିଁ? ପ୍ରଶ୍ନ ଉଠାଇ ବର୍ଷିଲେ…
ନୂଆଦିଲ୍ଲୀ,୩୧।୮: ୧୯୮୩ ବିଶ୍ୱକପ୍ ବିଜେତା ଭାରତୀୟ ଟିମ୍ର ସଦସ୍ୟ ମଦନ ଲାଲ ଏସିଆ କପ୍ରେ ମହମ୍ମଦ ଶାମିଙ୍କ ଚୟନ କରା ନ ଯିବାକୁ ନେଇ ପ୍ରଶ୍ନ ଉଠାଇବା ସହ ଚୟନକର୍ତ୍ତାଙ୍କ ଉପରେ ବର୍ଷିଛନ୍ତି। ଶାମିଙ୍କୁ ନିଶ୍ଚିତ ଭାବେ ଆସନ୍ତା ବିଶ୍ୱକପ୍(ଟି୨୦) ଲାଗି…
‘ମୁଁ ମରିଯାଇଛି ବୋଲି କହିଦେଲେ’ ସମାଲୋଚକ ମାନଙ୍କୁ କଟାକ୍ଷ କରି…
ଦୁବାଇ,୩୦।୮: ଟିମ୍ ଇଣ୍ଡିଆ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କ ବିରୋଧରେ ଅନେକ ଗୁଜବ ଶୁଣିବାକୁ ମିଳିଥାଏ। ତେବେ ସେ ଗୁଜବ ଉପରେ ଧ୍ୟାନ ଦିଅନ୍ତି ନାହିଁ ବୋଲି ହଂକଂ ବିପକ୍ଷରେ ଖେଳାଯିବାକୁ ଥିବା ଦ୍ୱିତୀୟ ଏସିଆ କପ୍ ମୁକାବିଲା ପୂର୍ବରୁ କହିଛନ୍ତି। ତାଙ୍କର…
ସ୍ବର୍ଣ୍ଣ ପଦକ ବିଜୟିନୀଙ୍କୁ ସମ୍ବର୍ଦ୍ଧନା
ପୁରୁଣା ଭୁବନେଶ୍ୱର, ୩୧ା୮(ଡ଼ି.ଏନ୍.ଏ.): ଅଗଷ୍ଟ ୨୬ରୁ୨୮ ୩ଦିନ ଧରି ପଞ୍ଜାବ ଅମୃତସରର ଗୁରୁନାନକ ଦେବ ୟୁନିଭର୍ସିଟିଠାରେ ୧୩ତମ ଥାଇବକ୍ସିଂ ଚମ୍ପିୟନଶିପ୍ ଅନୁଷ୍ଠିତ ହୋଇଥିଲା ଏଥିରେ ଓଡ଼ିଶାରୁ ଉଭୟ ବାଳକ ବାଳିକା ବର୍ଗରୁ ୪୫ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ। ଏଥିରେ ୪୪ଟି…
ଏସିଆନ୍ ଭଲିବଲ: ଭାରତ ରନର୍ସ ଅପ୍
ଭୁବନେଶ୍ୱର,୩୧ା୮(ସ୍ପୋଟର୍ସ ବ୍ୟୁରୋ): ବାହାରିନର ରିଫାରେ ଚାଲିଥିବା ୨୦ ବର୍ଷରୁ କମ୍ ଏସିଆନ୍ ଭଲିବଲ ଚାମ୍ପିୟନଶିପରେ ଭାରତ ରୌପ୍ୟ ପଦକ ଜିତିଛି। ୫ଥର ଚାମ୍ପିୟନ ଇରାନ ନିକଟରୁ ଦଳ ଫାଇନାଲରେ ୩-୧(୨୫-୧୨, ୨୫-୧୯, ୨୨-୨୫ ଓ ୨୫-୧୫) ରେ ପରାଜିତ ହୋଇଥିଲା। ଆଟାକର…
ସୁପର-୪ରେ ଆଫଗାନିସ୍ତାନ
ଦୁବାଇ,୩୧ା୮(ପି.ଟି): ଏସିଆ କପ୍ ଟି୨୦ ଟୁର୍ନାମେଣ୍ଟରେ ପ୍ରଥମ ଦଳ ଭାବେ ସୁପର୍-୪ରେ ପ୍ରବେଶ କରିଛି ଆଫଗାନିସ୍ତାନ। ଗ୍ରୁପ୍ ବିରେ କ୍ରମାଗତ ଦ୍ୱିତୀୟ ବିଜୟ ସହିତ ସୁପର-୪ ବର୍ଥ ପକ୍କା କରିଛି ଦଳ। ସ୍ପିନର ଓ ନଜିବୁଲଲ୍ଲା ଜାର୍ଦାନଙ୍କ ଧୂଆଁଧାର ୪୩ ରନ…
ଭାରତ ଆଜି ହଂକଂକୁ ଭେଟିବ
ଦୁବାଇ,୩୧ା୮(ପି.ଟି): ଏସିଆ କପ୍ ଟି୨୦ ଟୁର୍ନାମେଣ୍ଟରେ ପ୍ରଥମ ମ୍ୟାଚରେ ବିଜୟ ହାସଲ କରିବା ପରେ ଆତ୍ମବିଶ୍ୱାସରେ ରହିଛି ରୋହିତ ଶର୍ମାଙ୍କ ଭାରତୀୟ ଦଳ। ବୁଧବାର ଯୋଗ୍ୟତାପର୍ଯ୍ୟାୟରୁ ମୁଖ୍ୟ ଡ୍ରରେ ସାମିଲ ହୋଇଥିବା ହଂକଂ ସହିତ ଭାରତ ଏହାର ଦ୍ୱିତୀୟ ମୁକାବିଲା ଖେଳିବ।…
ଓଡ଼ିଶା-ଗୁଜରାଟ କ୍ବାଲିଫାୟର-୧
ପୁଣେ, ୩୧ା୮ (କ୍ରୀଡ଼ା ପ୍ରତିନିଧି): ମହାଲୁଙ୍ଗେସ୍ଥିତ ଶ୍ରୀ ଶିବ ଛତ୍ରପତି ସ୍ପୋଟର୍ସ କମ୍ପ୍ଲେକ୍ସରେ ଚାଲିଥିବା ଅଲ୍ଟିମେଟ ଖୋ ଖୋ ଲିଗ୍ର ମଙ୍ଗଳବାର ଅନୁଷ୍ଠିତ ଏକ ଲିଗ୍ ମ୍ୟାଚରେ ଓଡ଼ିଶା ଜଗରନଟ୍ସ ଆଶାନୁରୂପ ପ୍ରଦର୍ଶନ କରି ନ ପାରି ମୁମ୍ବାଇ ଖିଲାଡିଜ୍ ନିକଟରୁ୪୮…
ସ୍ବଦେଶୀ ଖେଳ ଯୋଡ଼ିଲା ନୂଆ ଅଧ୍ୟାୟ
ପୁଣେ, ୩୧ା୮: ମହାଲୁଙ୍ଗେସ୍ଥିତ ଶ୍ରୀ ଶିବ ଛତ୍ରପତି ସ୍ପୋଟର୍ସ କମ୍ପ୍ଲେକ୍ସରେ ଚାଲିଥିବା ଅଲ୍ଟିମେଟ ଖୋ ଖୋ ଲିଗ୍ ଭାରତୀୟ କ୍ରୀଡ଼ା ଇତିହାସରେ ନୂଆ ଫର୍ଦ୍ଦ ଯୋଡ଼ିଛି। ରଙ୍ଗ ବେରଙ୍ଗର ଆଲୋକମାଳା, ମ୍ୟୁଜିକ୍ରେ ଝଙ୍କାର ସହ ଢୋଲ ଏବଂ ଆତସବାଜୀର ରୋଷଣୀରେ ମ୍ୟାଚ…

