ଶ୍ରୀଲଙ୍କା ଆଗରେ ୧୮୪ ରନ୍ର ଟାର୍ଗେଟ୍
ଦୁବାଇ,୧।୯: ଏସିଆ କପ୍ ପାଇଁ ଆଜି ମୁହାଁମୁହିଁ ହୋଇଛନ୍ତି ବାଂଲାଦେଶ- ଶ୍ରୀଲଙ୍କା। ଉଭୟ ଟିମ୍ ମଧ୍ୟରେ ଟକ୍କର ବରାବର ଚାଲିଛି। ତେବେ ଶ୍ରୀଲଙ୍କା ଅଧିନାୟକ ଦସୁନ ଶଣକା ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିବା ବେଳେ ବାଂଲାଦେଶ ବ୍ୟାଟିଂ କରିଥିଲା।…
ବାଂଲାଦେଶ- ଶ୍ରୀଲଙ୍କା ଟକ୍କର: ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଲା ଶ୍ରୀଲଙ୍କା
ଦୁବାଇ,୧।୯: ଏସିଆ କପ୍ ପାଇଁ ଆଜି ମୁହାଁମୁହିଁ ହୋଇଛନ୍ତି ବାଂଲାଦେଶ- ଶ୍ରୀଲଙ୍କା। ତେବେ ଆଜିର ଏହି ମ୍ୟାଚ୍ରେ ଶ୍ରୀଲଙ୍କା ଅଧିନାୟକ ଦସୁନ ଶଣକା ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି। ଏହି ମ୍ୟାଚ୍ରେ ଯିଏ ଜିତିବ, ସେ ଗ୍ରୁପ୍ ବି’ର…
କିଶୋର କୁମାରଙ୍କ ବଙ୍ଗଳାକୁ ଭଡ଼ାରେ ନେଲେ କୋହଲି
ମୁମ୍ବାଇ: ବଲିଉଡ୍ର ଭେଟେରାନ ଅଭିନେତା ତଥା ଗାୟକ କିଶୋର କୁମାରଙ୍କର ମୁମ୍ବାଇର ଜୁହୁରେ ଏକ ବିଳାସପୂର୍ଣ୍ଣ ବଙ୍ଗଳା ରହିଛି। ତେବେ ଭାରତୀୟ କ୍ରିକେଟର ବିରାଟ କୋହଲି ଏହି ଅଭିନେତାଙ୍କ ବଙ୍ଗଳାକୁ ୫ ବର୍ଷ ପାଇଁ ଭଡ଼ାରେ ନେଇଛନ୍ତି। କାରଣ କୋହଲି ଖୁବ୍ଶୀଘ୍ର…
ହକି ପ୍ରତିଯୋଗିତାରେ କପିଳାସ ସରକାରୀ ଉଚ୍ଚ ବିଦ୍ୟାଳୟ ରନର୍ସଅପ୍
ଢେଙ୍କାନାଳ ଅଫିସ,୧ା୯: କପିଳାସ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ୧୬ ଜଣ ଖେଳାଳି ନେହରୁ କପ୍ ହକି ପ୍ରତିଯୋଗିତାରେ ରନର୍ସଅଫ୍ ହୋଇ ଟ୍ରଫି ସହ ଗୁରୁବାର ଢେଙ୍କାନାଳ ରେଳଷ୍ଟେଶନଠାରେ ପହଞ୍ଚିବା ପରେ ଖେଳାଳିମାନଙ୍କୁ ଜିଲା ହକି ସଂଘ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଥିଲା।…
ଷ୍ଟାଡିୟମରେ ଗର୍ଲଫ୍ରେଣ୍ଡଙ୍କୁ ଆଣ୍ଠୁମାଡି ପ୍ରପୋଜ କଲେ ଏହି କ୍ରିକେଟର୍
ଦୁବାଇ,୧।୯: ଏସିଆ କପ୍ର ଏକ ମ୍ୟାଚ୍ରେ ହଂକଂ ଦଳକୁ ୪୦ ରନ୍ରେ ପରାସ୍ତ କରିଛି ଭାରତ। ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଭାରତ ୨ ଉଇକେଟ ହରାଇ ୧୯୨ ରନ ସଂଗ୍ରହ କରିଥିଲା। ଏହି ଟାର୍ଗେଟକୁ ପଛରେ ପକାଇ ହଂକଂ…
ପାକିସ୍ତାନ ପାଇଁ ଖେଳିବାକୁ ଚାହୁଁଥିଲେ ହଂକଂ ଅଧିନାୟକ
ଦୁବାଇ,୧।୯: ଏସିଆ କପ ୨୦୨୨ରେ ଭାରତ ବିପକ୍ଷ ମ୍ୟାଚ ସହିତ ହଂକଂ ଦଳ ଟୁର୍ନାମେଣ୍ଟରେ ଅଭିଯାନ ଆରମ୍ଭ କରିଛି। ଯୋଗ୍ୟତା ମ୍ୟାଚରେ ସମସ୍ତ ଦଳକୁ ପରାସ୍ତ କରି ମୁଖ୍ୟ ରାଉଣ୍ଡରେ ପହଞ୍ଚିଥିବା ହଂକଂ ଦଳ ଏହି ମ୍ୟାଚ୍ରେ ଭାରତଠାରୁ ପରାଜିତ ହୋଇଛି।…
୬.୫ ବର୍ଷ ପରେ ଅନ୍ତର୍ଜାତୀୟ ଟି-୨୦ରେ ବୋଲିଂ କଲେ କୋହଲି: ଦେଲେ ଏତିକି ରନ୍
ଦୁବାଇ,୧।୯: କ୍ରିକେଟର ସମସ୍ତ ତିନୋଟି ଫର୍ମାଟରେ ବ୍ୟାଟ୍ସମ୍ୟାନ ଭାବରେ ବିରାଟ କୋହଲି ଅନେକ ରେକର୍ଡ ହାସଲ କରିଛନ୍ତି। ୩ ଫର୍ମାଟରେ ବିରାଟ ହାରାହାରି ୫୦ ପାଖାପାଖି ସ୍କୋର କରିଛନ୍ତି। କିନ୍ତୁ ଅନେକ ଥର ତାଙ୍କୁ ବୋଲିଂ ମଧ୍ୟ କରୁଥିବା ଦେଖିବାକୁ ମିଳେ।…
ଏସିଆ କପ୍ ସୁପର-୪ରେ ଭାରତ
ଦୁବାଇ,୧ା୯(ପି.ଟି): ଏସିଆ କପ୍ ଟି୨୦ କ୍ରିକେଟ ହଂକଂ ବିପକ୍ଷ ଅନ୍ତିମ ଲିଗ୍ ମ୍ୟାଚରେ ବିଜୟ ସହିତ ସୁପର୍ -୪ରେ ପ୍ରବେଶ କରିଛି ଭାରତ। ସୂର୍ଯ୍ୟକୁମାର ଓ କୋହଲିଙ୍କ ଅର୍ଦ୍ଧଶତକ ବଳରେ ଭାରତ ୧୯୨ ରନର ବିଶାଳ ସ୍କୋର କରିଥିଲା। ଜବାବରେ ହଂକଂ…
ଇତିହାସ ରଚିଲେ ହିଟ୍ମ୍ୟାନ୍
ଦୁବାଇ,୧।୯: ଭାରତୀୟ ଅଧିନାୟକ ରୋହିତ ଶର୍ମା ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରେ ଏକ ନୂଆ ଇତିହାସ ସୃଷ୍ଟି କରିଛନ୍ତି। ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରେ ୩୫୦୦ ରନ ସ୍କୋର କରିବାର ସଫଳତା ଡାହାଣହାତୀ ବ୍ୟାଟ୍ସମ୍ୟାନ ରୋହିତଙ୍କ ନାମରେ ରେକର୍ଡ କରାଯାଇଛି। ସେ ଏସିଆ କପ…
ୟୁଏସ୍ ଓପନରେ ସେରେନା ପିନ୍ଧିଲେ ୪୦୦ ହୀରା ଖଚିତ ଜୋତା
ନୂଆଦିଲ୍ଲୀ,୩୧।୮: ଆମେରିକୀୟ ଟେନିସ ତାରକା ସେରାନା ଓ୍ବିଲିୟମ୍ସ ନିକଟରେ ତାଙ୍କର ଅବସର ଘୋଷଣା କରିଛନ୍ତି। ହେଲେ ସେ ଏବେ ୟୁଏସ୍ ଓପନ ଖେଳୁଛନ୍ତି। ସେ ନିଜ କ୍ୟାରିୟରର ଅନ୍ତିମ ଟୁର୍ନାମେଣ୍ଟର ପ୍ରଥମ ରାଉଣ୍ଡ ମ୍ୟାଚ୍ ଜିତିଛନ୍ତି। ମୋଣ୍ଟେନେଗ୍ରୋର ୮୦ତମ ଖେଳାଳି ଡଙ୍କା…
ଟସ୍ ଜିତିଲା ହଂକଂ: ପ୍ରଥମେ ବ୍ୟାଟିଂ କରିବ ଭାରତ
ଦୁବାଇ,୩୧।୮: ଏସିଆ କପ୍ ୨୦୨୨ରେ ଭାରତ ଦ୍ୱିତୀୟ ମ୍ୟାଚ୍ ଆଜି ହଂକଂକୁ ଭେଟୁଛି। ଏହି ମ୍ୟାଚ୍ରେ ହଂକଂ ପ୍ରଥମେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଛି। ଏହି ମ୍ୟାଚ୍ରେ ଭାରତର ଅଧିନାୟକ ରୋହିତ ଶର୍ମା ଟିମ୍ ଏକାଦଶରେ ଗୋଟିଏ ପରିବର୍ତ୍ତନ କରିଛନ୍ତି।…
ଜରିମାନା ଦେବେ ଭାରତ, ପାକିସ୍ତାନ ଦଳ
ନୂଆଦିଲ୍ଲୀ,୩୧।୮: ଏସିଆ କପ ୨୦୨୨ ଗ୍ରୁପ ଏ ମ୍ୟାଚ୍ରେ ଭାରତ ଏବଂ ପାକିସ୍ତାନ ଦଳକୁ ‘ମନ୍ଥର ଓଭର ହାର’ ପାଇଁ ୪୦% ଜରିମାନା କରାଯାଇଛି। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ପକ୍ଷରୁ ବୁଧବାର ଏହି ସୂଚନା ଦିଆଯାଇଛି। ରବିବାର ମ୍ୟାଚ ସମୟରେ…

