ଖେଳ

ଆଫଗାନିସ୍ତାନ ପାଇଁ ବିଜୟ ଲକ୍ଷ୍ୟ ୧୨୮…

ସାରଜା, ୩୦।୮ : ଏସିଆ କପ୍‌ ଟି-୨୦ ଟୁର୍ଣ୍ଣାମେଣ୍ଟରେ ମଙ୍ଗଳବାର ବାଂଲାଦେଶ ଏବଂ ଆଫଗାନିସ୍ତାନ ମଧ୍ୟରେ ସାରଜାର କ୍ରିକେଟ ଷ୍ଟାଡିୟମରେ ଖେଳା ଯାଉଥିବା ମ୍ୟାଚରେ ଟସ୍‌ ଜିତି ବାଂଲାଦେଶ ପ୍ରଥମେ ବ୍ୟାଟିଂ ଆରମ୍ଭ କରିଥିଲା। ବାଂଲାଦେଶ ଅଧିନାୟକ ସକିିବ ଅଲ ହାସନଙ୍କ…

ମ୍ୟାଚ୍‌ ପୂର୍ବରୁ କୋହଲିଙ୍କୁ ନେଇ ବଡ଼ ବୟାନ ଦେଲେ ହଂକଂ ଅଧିନାୟକ; ଜାଣିଲେ ଖୁସି ହେବେ…

ନୂଆଦିଲ୍ଲୀ,୩୦।୮: ଭାରତୀୟ ଟିମ୍‌ ରବିବାର ପାକିସ୍ତାନକୁ ହରାଇ ଏସିଆ କପ୍‌ ୨୦୨୨ରେ ନିଜର ଯାତ୍ରା ଆରମ୍ଭ କରିଛି। ଏବେ ଦଳ ଗ୍ରୁପ୍‌ ଏର ଦ୍ୱିତୀୟ ମୁକାବିଲା ହଂକଂ ସହ ବୁଧବାର ଖେଳିବ। ଟୁର୍ନାମେଣ୍ଟରେ ହଂକଂର ଏହା ପ୍ରଥମ ମ୍ୟାଚ୍‌। ରୋହିତ ଶର୍ମା…

ପ୍ରଥମେ ଦଳରୁ ବାଦ୍‌, ପରେ ବାପାଙ୍କୁ ହରାଇ ଭାଙ୍ଗି ପଡ଼ିଥିଲେ…ଏବେ ସାଜିଲେ ‘ମ୍ୟାଚ୍‌ ଓ୍ବିନର’

ନୂଆଦିଲ୍ଲୀ,୩୦।୮: ବିଜୟ ସହ ଏସିଆ କପ୍‌ରେ ନିଜର ଯାତ୍ରା ଆରମ୍ଭ କରିଛି ଭାରତ। ପ୍ରଥମ ମ୍ୟାଚ୍‌ରେ ଦଳ ପାକିସ୍ତାନକୁ ୫ ଉଇକେଟରେ ହରାଇଥିଲା। ମ୍ୟାଚ୍‌ରେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ହିରୋ ପାଲଟିଥିଲେ ହେଁ ଅନ୍ୟ ଜଣେ ଖେଳାଳି ଏଭଳି ଥିଲେ, ଯିଏ…

ଅଷ୍ଟ୍ରେଲିଆକୁ ବଡ଼ ଝଟ୍‌କା: ଟି୨୦ ବିଶ୍ୱକପ୍‌ ପୂର୍ବରୁ…

ଟାଉନ୍ସଭିଲ,୩୦।୮: ଅଷ୍ଟ୍ରେଲିଆ କ୍ରିକେଟ ଟିମ୍‌କୁ ଲାଗିଛି ବଡ଼ ଝଟ୍‌କା। ଅଲରାଉଣ୍ଡର ମିଚେଲ ମାର୍ଶ ଆହତ ହେବା ଯୋଗୁ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍‌ ଏବଂ ଜିମ୍ବାଓ୍ବେ ବିପକ୍ଷ ଦିନିକିଆ ସିରିଜରୁ ବାଦ ପଡ଼ିଛନ୍ତି। ଆଗକୁ ଟି-୨୦ ବିଶ୍ୱକପ୍‌ ଥିବାରୁ ଦଳର ଚିନ୍ତା ବଢ଼ିଛି।…

ସାରାଙ୍କୁ ଡେଟ୍‌ କରୁଛନ୍ତି କି ଶୁବମନ

ଭାରତୀୟ କ୍ରିକେଟର୍‌ ଶୁବମନ ଗିଲ ଆଜିକାଲି ଇଂଲଣ୍ଡରେ ଅଛନ୍ତି। ଜିମ୍ବାୱେ ବିପକ୍ଷ ସିରିଜ ପରେ ସେ କାଉଣ୍ଟି କ୍ରିକେଟ ଖେଳିବାକୁ ସେଠାକୁ ଯାଇଛନ୍ତି। ଶୁବମନଙ୍କ ବ୍ୟାଟିଂ ପରି ସୋସିଆଲ ମିଡିଆରେ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ଚର୍ଚ୍ଚା ଉଠେ। ସେ…

କରାଟେ ସ୍କୁଲର ପ୍ରତିଷ୍ଠା ଦିବସରେ କ୍ରୀଡ଼ା ଖବରଦାତା ସମ୍ବର୍ଦ୍ଧିତ

ଭୁବନେଶ୍ୱର, ୩୦।୮ (କ୍ରୀଡ଼ା ପ୍ରତିନିଧି): ଉତ୍କଳ କରାଟେ ସ୍କୁଲର ମୁଖ୍ୟ କାର୍ଯ୍ୟାଳୟଠାରେ ୪୨ତମ ପ୍ରତିଷ୍ଠା ଦିବସ ଓ ଜାତୀୟ କ୍ରୀଡ଼ା ଦିବସ ପାଳନ ହୋଇଛି। ଏହି ଅବସରରେ ୬ ଜଣ କ୍ରୀଡ଼ା ଖବରଦାତା ଏବଂ ପ୍ରଶାସକଙ୍କୁ ସ୍କୁଲ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି।…

ଅମିୟଙ୍କ ଜାତୀୟ ରେକର୍ଡ ଭାଙ୍ଗିଲେ ଅମ୍ଳାନ

ଭୁବନେଶ୍ୱର, ୨୯।୮ (କ୍ରୀଡ଼ା ପ୍ରତିନିଧି): ଉତ୍ତର ପ୍ରଦେଶର ରାଇ ବରେଲିରେ ଅନୁଷ୍ଠିତ ୮୭ତମ ସର୍ବଭାରତୀୟ ଆନ୍ତଃ-ରେଲଓ୍ବେ ଆଥଲେଟିକ୍ସ ଚାମ୍ପିୟନଶିପ୍‌ର ୧୦୦ ମିଟରକୁ ୧୦.୨୫ ସେକେଣ୍ଡରେ ଅତିକ୍ରମ କରି ଜାତୀୟ ରେକର୍ଡର ଅଧିକାରୀ ହୋଇଛନ୍ତି ଆସାମର ଅମ୍ଳାନ ବୋରଗୋହେନ। ସମ୍ପ୍ରତି ଓଡ଼ିଶା ହାଇ…

ଶୀର୍ଷରେ ଓଡ଼ିଶା ଜଗରନଟ୍ସ

ଭୁବନେଶ୍ୱର, ୩୦।୮ (କ୍ରୀଡ଼ା ପ୍ରତିନିଧି): ପୁଣେର ମହାଲୁଙ୍ଗେସ୍ଥିତ ଶ୍ରୀ ଶିବ ଛତ୍ରପତି ସ୍ପୋଟର୍‌ସ କମ୍ପ୍ଲେକ୍ସରେ ଚାଲିଥିବା ଅଲ୍‌ଟିମେଟ୍‌ ଖୋ ଖୋ ଲିଗ୍‌ରେ ସୋମବାର ୨ଟି ମ୍ୟାଚ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଚେନ୍ନାଇ କୁଇକ୍‌ ଗନ୍ସ ୧୬ (୫୮-୪୨) ପଏଣ୍ଟରେ ମୁମ୍ବାଇ ଖିଲାଡିଜ୍‌କୁ…

ପାକିସ୍ତାନ ଖେଳାଳିଙ୍କ ଇଚ୍ଛା ପୂରଣ କଲେ ବିରାଟ କୋହଲି

ଦୁବାଇ,୩୦।୮: ଏସିଆ କପ ୨୦୨୨ର ଏକ ମ୍ୟାଚ୍‌ ପାକିସ୍ତାନକୁ ୫ ଉଇକେଟ୍‌ରେ ପରାସ୍ତ କରିଛି ଭାରତ। ଭାରତର ପୂର୍ବତନ ଅଧିନାୟକ ବିରାଟ କୋହଲି ଏହି ମ୍ୟାଚ ସମୟରେ ପାକିସ୍ତାନର ଦ୍ରୁତ ବୋଲର ହରିସ ରୌଫ୍‌ଙ୍କ ଇଚ୍ଛା ପୂରଣ କରିଥିଲେ। ହରିସ କୋହଲିଙ୍କୁ…

ଭାରତଠାରୁ ହାରିବା ପରେ କାନ୍ଦି କାନ୍ଦି ଡ୍ରେସିଂ ରୁମ୍‌କୁ ଫେରିଲେ ପାକିସ୍ତାନ ଖେଳାଳି

ଦୁବାଇ,୩୦।୮: ଏସିଆ କପ ୨୦୨୨ରେ ପାକିସ୍ତାନର ଦ୍ରୁତ ବୋଲର ନସିମ ଶାହା ଭାରତ ବିପକ୍ଷରେ ଅନ୍ତର୍ଜାତୀୟ ଟି-୨୦ ଡେବ୍ୟୁ କରିଥିଲେ। ଡେବ୍ୟୁ ମ୍ୟାଚ୍‌ରେ ସେ ତାଙ୍କ ବୋଲିଂ ବ୍ୟତୀତ କ୍ରିକେଟ୍‌ ପ୍ରତି ଥିବା ଉତ୍ସାହ ଜରିଆରେ ପ୍ରଶଂସକଙ୍କ ହୃଦୟ ଜିତିଥିଲେ। ନସିମ…

ଟିଭିରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଚୁମ୍ବନ ଦେଲେ ଆଫଗାନିସ୍ତାନ ପ୍ରଶଂସକ

ଦୁବାଇ,୨୯।୮: ଏସିଆ କପ୍‌ର ଏକ ମ୍ୟାଚରେ ଭାରତୀୟ ଦଳ ପାକିସ୍ତାନ ବିପକ୍ଷରେ ରୋମାଞ୍ଚକର ବିଜୟ ହାସଲ କରିଛି। ଏହି ବିଜୟର ହିରୋ ଥିଲେ ହାର୍ଦ୍ଦିକ ପାଣ୍ଡ୍ୟା। ସେ ପ୍ରଥମେ ୩ଟି ଉଇକେଟ୍‌ ନେବା ପରେ ୩୩ ରନ୍‌ର ଏକ ମ୍ୟାଚ୍‌ ବିଜୟୀ…

୧୩ ଭାରତୀୟ ବକ୍ସର ଇରାନରେ ନେବେ ପ୍ରଶିକ୍ଷଣ

ନୂଆଦିଲ୍ଲୀ,୨୯ା୮: ଏସିଆନ୍‌ ବକ୍ସିଂ ଚାମ୍ପିୟନଶିପ୍‌ ରୌପ୍ୟ ପଦକ ବିଜେତା ଦୀପକ କୁମାର ଭୋରିଆ(୫୧ କିଗ୍ରା) ଓ କବିନ୍ଦର ସିଂ ବିଷ୍ଟ(୫୭ କିଗ୍ରା)ଙ୍କ ନେତୃତ୍ୱରେ ଇରାନରେ ୧୩ ଜଣିଆ ଭାରତୀୟ ବକ୍ସିଂ ଦଳ ପ୍ରଶିକ୍ଷଣ ନେବ। ଭାରତ ୧୦ ଦିନିଆ ଅଭ୍ୟାସ ଶିବିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?