ଖେଳ

ଟସ୍‌ ଜିତିଲା ଶ୍ରୀଲଙ୍କା, ବୋଲିଂ ନିଷ୍ପତ୍ତି…

ଦୁବାଇ, ୬।୯ : ଏସିଆ କପ୍‌-୨୦୨୨ ଟି-୨୦ ମ୍ୟାଚର ସୁପର ଫୋର୍‌ ଏ-୧ ଏବଂ ବି-୧ ମ୍ୟାଚ୍‌ରେ ମଙ୍ଗଳବାର ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ କଡ଼ା ମୁକାବିଲା ହେଉଛି। ଦୁବାଇର ଦୁବାଇ ଇଣ୍ଟରନ୍ୟାଶନାଲ କ୍ରିକେଟ ଷ୍ଟାଡିୟମ୍‌ରେ ଖେଳା ଯାଉଥିବା ଏହି ମ୍ୟାଚ୍‌ରେ…

ଟିମ୍‌ ଇଣ୍ଡିଆ ପାଇଁ କର ବା ମର ସ୍ଥିତି…

ସାରଜା, ୬।୯ : ପାକିସ୍ତାନଠାରୁ ପରାଜିତ ହେବା ପରେ ଟିମ୍‌ ଇଣ୍ଡିଆକୁ ଏସିଆ କପରେ ରହିବା ପାଇଁ ପ୍ରତ୍ୟେକ ମ୍ୟାଚ ଜିତିବାକୁ ପଡ଼ିବ। ଫଳରେ ଟିମ୍‌ ଇଣ୍ଡିଆ ପାଇଁ କର ବା ମର ସ୍ଥିତି ସୃଷ୍ଟି ହୋଇଛି। ଗୋଟିଏ ପରାଜୟ ଟିମ୍‌…

ଘରୋଇ କ୍ରିକେଟକୁ ଅଲବିଦା କହିଲେ ରାଇନା

ନୂଆଦିଲ୍ଲୀ,୬।୯: ଭାରତୀୟ କ୍ରିକେଟର୍‌ ସୁରେଶ ରାଇନା ଘରୋଇ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। କିନ୍ତୁ ସେ କ୍ରିକେଟ ଖେଳିବା ଜାରି ରଖିବେ। ରାଇନା ଦକ୍ଷିଣ ଆଫ୍ରିକା, ୟୁଏଇ ଏବଂ ଶ୍ରୀଲଙ୍କାର ଟି-୨୦ ଲିଗର ପରବର୍ତ୍ତୀ ସିଜନରେ ଅଂଶଗ୍ରହଣ କରିବାର ସମ୍ଭାବନା ରହିଛି।…

‘କେଉଁ ପ୍ରକାର ମେସେଜ୍‌ ଚାହୁଁଥିଲେ କୋହଲି’

ନୂଆଦିଲ୍ଲୀ,୬।୯: ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ପରାଜୟ ପରେ ବିରାଟ କୋହଲି ଏକ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ସେ କହିଥିଲେ, ମୁଁ ଟେଷ୍ଟ ଅଧିନାୟକତ୍ୱ ଛାଡିବା ପରେ କେବଳ ଜଣେ ବ୍ୟକ୍ତିଙ୍କଠାରୁ ମେସେଜ୍‌ ପାଇଥିଲି। ସେ ହେଉଛନ୍ତି ମହେନ୍ଦ୍ର ସିଂ ଧୋନୀ।…

ସୋସିଆଲ ମିଡିଆରେ ଅର୍ଶଦୀପଙ୍କୁ ଆକ୍ଷେପ

ନୂଆଦିଲ୍ଲୀ, ୬ା୯ (ପି.ଟି.):୩୬ବର୍ଷ ପୂର୍ବେ ଚେତନ ଶର୍ମାଙ୍କର ଯାହା ଘଟିଥିଲା ଏବେ ଅର୍ଶଦୀପ ସିଂଙ୍କ କ୍ଷେତ୍ରରେ ତାହା ଦେଖିବାକୁ ମିଳିଛି। ସମାନ ଦଳ ପାକିସ୍ତାନ ବିପକ୍ଷରେ ପୁଣି ତାହା ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରେ। ଅବଶ୍ୟ ଦୁବାଇ ଇଣ୍ଟରନ୍ୟାଶନାଲ ଷ୍ଟାଡିୟମର ରୂପରେଖ…

ଆଜି ଭାରତ ପାଇଁ ‘କର ବା ମର’ ମ୍ୟାଚ୍‌: ଜାଣନ୍ତୁ କେଉଁଠି, କେତେବେଳେ ଖେଳାଯିବ

ଦୁବାଇ,୬।୯: ଏସିଆ କପ ୨୦୨୨ରେ ଆଜି ଭାରତୀୟ ଦଳ ସୁପର-୪ ରାଉଣ୍ଡରେ ଦ୍ୱିତୀୟ ମ୍ୟାଚ ଖେଳିବ। ପ୍ରଥମ ମ୍ୟାଚ ପାକିସ୍ତାନଠାରୁ ହାରିବା ପରେ ଭାରତ ପାଇଁ ଏହି ମ୍ୟାଚ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବ। ଏହି ମ୍ୟାଚ ଜିତିବା ପରେ ହିଁ ଭାରତୀୟ…

ବୋଲିଂରେ ସନ୍ତୁଳନ ଉପରେ ଗୁରୁତ୍ୱ

ଦୁବାଇ, ୬।୯: ଚଳିତ ଏସିଆ କପ୍‌ କ୍ରିକେଟ ଟୁର୍ନାମେଣ୍ଟର ସୁପର ଫୋର୍‌ରେ ମଙ୍ଗଳବାର ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ। ଏହି ପର୍ଯ୍ୟାୟରେ ଭାରତ ନିଜର ପ୍ରଥମ ମ୍ୟାଚ ପାକିସ୍ତାନଠାରୁ ହାରି ଯାଇଛି। ତେଣୁ ଆଗାମୀ ମ୍ୟାଚରେ ଟିମ୍‌…

ମେଡ୍‌ଭେଡେଭ ବିଦା, କ୍ୱାର୍ଟରରେ ଗଫ୍‌

ନ୍ୟୁୟର୍କ, ୬।୯ :ଡିଫେଣ୍ଡିଂ ଚାମ୍ପିୟନ ତଥା ବିଶ୍ୱର ନମ୍ବର ଓ୍ବାନ୍‌ ଖେଳାଳି ଡାନିଲ ମେଡ୍‌ଭେଡେଭ ଚଳିତ ୟୁଏaସ୍‌ ଓପନ ଗ୍ରାଣ୍ଡସ୍ଲାମ ଟେନିସର ପ୍ରି-କ୍ୱାର୍ଟର ଫାଇନାଲରୁ ବିଦାୟ ନେଇଛନ୍ତି। ଅନ୍ୟପକ୍ଷରେ ପ୍ରଥମଥର ପାଇଁ ୟୁଏସ୍‌ ଓପନ ଗ୍ରାଣ୍ଡସ୍ଲାମ ଟେନିସ କ୍ୱାର୍ଟର ଫାଇନାଲରେ ପ୍ରବେଶ…

ସମ୍ବିତଙ୍କୁ ଦ୍ୱିତୀୟ ଆଇଏମ୍‌ ନର୍ମ

ଭୁବନେଶ୍ୱର, ୬।୯ (କ୍ରୀଡ଼ା ପ୍ରତିନିଧି): ଓଡ଼ିଶା ଚେସ୍‌ ତାରକା ସମ୍ବିତ ପଣ୍ଡା ଅନ୍ତର୍ଜାତୀୟ ମାଷ୍ଟର (ଆଇଏମ୍‌) ଟାଇଟଲ ହାସଲ ଦିଗରେ ଆଉ ଏକପାଦ ଆଗକୁ ବଢ଼ିଛନ୍ତି। ଅଗଷ୍ଟ ୨୭ରୁ ସେପ୍ଟେମ୍ବର ୪ ପର୍ଯ୍ୟନ୍ତ ଅନୁଷ୍ଠିତ ଦୁବାଇ ଓପନ ଚେସ୍‌ ଟୁର୍ନାମେଣ୍ଟରେ ସେ…

ରିଜଓ୍ବାନଙ୍କ ହେବ ଏମ୍‌ଆରଆଇ ସ୍କାନ

ଦୁବାଇ,୫ା୯: ସତର୍କତାମୂଳକ ପଦକ୍ଷେପ ସ୍ବରୂପ ପାକିସ୍ତାନ ଉଇକେଟକିପର ବ୍ୟାଟର ମହମ୍ମଦ ରିଜଓ୍ବାନଙ୍କର ଏମ୍‌ଆର୍‌ଆଇ ସ୍କାନ କରାଯିବ। ଚାଲିଥିବା ଏସିଆ କପ୍‌ କ୍ରିକେଟ ଭାରତ ବିପକ୍ଷ ୫ ଉଇକେଟ ବିଜୟ ମ୍ୟାଚ ବେଳେ ତାଙ୍କ ଡାହାଣ ଗୋଡ଼ରେ ଆଘାତ ଲାଗିଥିଲା। ରିପୋର୍ଟ ଅନୁସାରେ…

ଟେଷ୍ଟ ଅଧିନାୟିକତ୍ୱ ଛାଡିବା ପରେ କେବଳ ଜଣେ ବ୍ୟକ୍ତି ହିଁ ମୋତେ ମେସେଜ୍‌ କରିଥିଲେ: କୋହଲି

ଦୁବାଇ,୪।୯: ଏସିଆ କପ୍‌ ୨୦୨୨ରେ ସୁପର-୪ ରାଉଣ୍ଡର ପ୍ରଥମ ମ୍ୟାଚରେ ଭାରତକୁ ପରାଜୟର ସାମ୍ନା କରିବାକୁ ପଡିଛି। ପାକିସ୍ତାନ ଦଳ ପୂର୍ବ ପରାଜୟର ପ୍ରତିଶୋଧ ନେଇ ଭାରତକୁ ପାଞ୍ଚ ଉଇକେଟରେ ପରାସ୍ତ କରିଛି। ଏହି ମ୍ୟାଚ୍‌ରେ ଭାରତର ଅଧିକାଂଶ ବ୍ୟାଟ୍ସମ୍ୟାନ ଭଲ…

ପରାଜୟର ପ୍ରକୃତ କାରଣ କହିଲେ ରୋହିତ ଶର୍ମା

ଦୁବାଇ,୫।୯: ଏସିଆ କପ ୨୦୨୨ର ସୁପର-୪ ରାଉଣ୍ଡ ମ୍ୟାଚରେ ପାକିସ୍ତାନ ଭାରତକୁ ୫ ଉଇକେଟରେ ପରାସ୍ତ କରିଛି। ଟସ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳ ୨୦ ଓଭରରେ ୭ ଉଇକେଟ ହରାଇ ୧୮୧ ରନ ସଂଗ୍ରହ କରିଥିଲା। ଏହିପରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?