ପନ୍ତଙ୍କ ଉପରେ ପ୍ରବଳ ରାଗିଗଲେ ରୋହିତ ଶର୍ମା: ଦେଖନ୍ତୁ ଭିଡିଓ
ଦୁବାଇ,୫।୯: ଏସିଆ କପ ୨୦୨୨ର ସୁପର-୪ ରାଉଣ୍ଡର ଏକ ମ୍ୟାଚ୍ରେ ପାକିସ୍ତାନ ୫ ଉଇକେଟ୍ରେ ଭାରତକୁ ପରାସ୍ତ କରିଛି। ଏହି ମ୍ୟାଚ୍ରେ ଭାରତ ଆରମ୍ଭ ଭଲ ବ୍ୟାଟିଂ କରିଥିଲେ ମଧ୍ୟ ମିଡିଲ ଅର୍ଡର ବ୍ୟାଟ୍ସମ୍ୟାନଙ୍କ ବିଫଳତା ଯୋଗୁ ଭାରତ ବଡ଼ ସ୍କୋର…
ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ, ୧ କୋଟି ଟଙ୍କା ପୁରସ୍କାର
ଭୁବନେଶ୍ୱର, ୫ା୯ (ସ୍ପୋଟର୍ସ ବ୍ୟୁରୋ): ଉଦ୍ଘାଟନୀ ଅଲ୍ଟିମେଟ୍ ଖୋ ଖୋ ଲିଗ୍ ଜିତି ଇତିହାସ ସୃଷ୍ଟି କରିଥିବା ଓଡ଼ିଶା ଜଗରନଟ୍ସ ଦଳକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିନନ୍ଦନ ଜଣାଇଛନ୍ତି। ଏଥିସହିତ ସଫଳତା ହାସଲ କରିଥିବାରୁ ବିଜୟୀ ଦଳ ପାଇଁ ସେ ୧…
କୋଚ୍ କହିଥିଲେ, କାମରେ ଦେଖାଇଲେ
ଭୁବନେଶ୍ୱର, ୫।୯ (ତପନ ସ୍ବାଇଁ): ଅଲ୍ଟିମେଟ ଖୋ ଖୋ ଲିଗ୍ର ସର୍ବପ୍ରଥମ ସଂସ୍କରଣରେ ଭୁବନେଶ୍ୱର ଭିତ୍ତିକ ଫ୍ରାଞ୍ଚାଇଜ୍ ଓଡ଼ିଶା ଜଗରନଟ୍ସ ଚାମ୍ପିୟନ ହୋଇଛି। ସୂରଜ ଲାଣ୍ଡେଙ୍କ ଶେଷ ମୁହୂର୍ତ୍ତ ସ୍କାଏ ଡାଇଭ୍ ବଳରେ ଓଡ଼ିଶା ଦଳ ମାତ୍ର ୧ ପଏଣ୍ଟରେ ତେଲ୍ଗୁ…
ପାକିସ୍ତାନ ୫ ଉଇକେଟରେ ବିଜୟୀ
ଦୁବାଇ,୫ା୯ : ମହମ୍ମଦ ରିଜଓ୍ବାନଙ୍କ ବିସ୍ଫୋରକ ବ୍ୟାଟିଂ ସହାୟତାରେ ପାକିସ୍ତାନ ରବିବାର ଅନୁଷ୍ଠିତ ଏସିଆ କପ୍ କ୍ରିକେଟ ଟୁର୍ନାମେଣ୍ଟର ସୁପର ଫୋର ମ୍ୟାଚରେ ଭାରତକୁ ୫ ଉଇକେଟରେ ପରାସ୍ତ କରିଛି। ଭାରତ ୨୦ ଓଭରରେ ୭ ଉଇକେଟ ହରାଇ ୧୮୧ ରନ…
ଶେଷ କ୍ଷଣରେ ବାଜି ମାରିଲା ଓଡ଼ିଶା ଜଗରନଟ୍ସ
ଭୁବନେଶ୍ୱର, ୫।୯ (କ୍ରୀଡ଼ା ପ୍ରତିନିଧି): ପୁଣେର ମହାଲୁଙ୍ଗେସ୍ଥିତ ଶ୍ରୀ ଶିବ ଛତ୍ରପତି ସ୍ପୋଟର୍ସ କମ୍ପ୍ଲେକ୍ସରେ ଅନୁଷ୍ଠିତ ଅଲ୍ଟିମେଟ ଖୋ ଖୋ ଲିଗ୍ର ପ୍ରଥମ ସଂସ୍କରଣରେ ଓଡ଼ିଶା ଜଗରନଟ୍ସ ଚାମ୍ପିୟନ ହୋଇଛି। ପୂରା ଟୁର୍ନାମେଣ୍ଟରେ ଆଟାକିଂ, ଡିଫେଣ୍ଡିଂ ଓ ଅଲ୍ରାଉଣ୍ଡ ସବୁକ୍ଷେତ୍ରରେ ଚମତ୍କାର…
କୋହଲିଙ୍କ ଜବରଦସ୍ତ ବ୍ୟାଟିଂ: ପାକିସ୍ତାନକୁ ୧୮୨ ରନ୍ର ଟାର୍ଗେଟ୍
ଦୁବାଇ,୪।୯: ଏସିଆ କପ୍ ୨୦୨୨ ସୁପର୍-୪ ଏକ ମ୍ୟାଚ୍ରେ ରବିବାର ଭାରତ ପାକିସ୍ତାନକୁ ୧୮୨ ରନ୍ର ଟାର୍ଗେଟ୍ ଦେଇଛି। ଭାରତୀୟ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୭ ଉଇକେଟ୍ ହରାଇ ୧୮୧ ରନ୍ ସଂଗ୍ରହ କରିଛି। ଟସ୍ ହାରି ପ୍ରଥମେ ବ୍ୟାଟିଂ…
ହାଇଭୋଲଟେଜ୍ ମ୍ୟାଚ୍ରେ ଟସ୍ ଜିତିଲା ପାକିସ୍ତାନ
ଦୁବାଇ,୪।୯:ଏସିଆ କପରେ ରବିବାର ଦୁଇ ଚିରପ୍ରତିଦ୍ୱନ୍ଦୀ ଭାରତ ଏବଂ ପାକିସ୍ତାନ ପରସ୍ପରକୁ ଭେଟୁଛନ୍ତି। ସୁପର୍-୪ର ଏହି ହାଇଭୋଲଟେଜ୍ ମ୍ୟାଚ୍ରେ ପାକିସ୍ତାନ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି। ଫଳରେ ଭାରତ ପ୍ରଥମେ ବ୍ୟାଟିଂ କରିବ। ଏହି ମ୍ୟାଚ୍ ପାଇଁ ଦଳରେ…
ଧୋନୀଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର
ଚେନ୍ନାଇ,୪।୯: ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର ଅଛି। ଚାରିଥର ଚେନ୍ନାଇ ସୁପର କିଙ୍ଗ୍ସକୁ ଆଇପିଏଲ ଚାମ୍ପିଅନ କରାଇଥିବା ଧୋନୀ ପୁଣି ଥରେ ଦଳର ଅଧିନାୟକ ଭାବେ ନଜର ଆସିବେ। ଦଳର ସିଇଓ…
ଆଜି ଭାରତ-ପାକିସ୍ତାନ ହାଇଭୋଲଟେଜ୍ ମ୍ୟାଚ୍: ଜାଣନ୍ତୁ କେବେ, କେଉଁଠି ଖେଳାଯିବ ମ୍ୟାଚ୍
ଦୁବାଇ,୪।୯: ଏସିଆ କପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହାଇ ଭୋଲଟେଜ ମ୍ୟାଚ ରବିବାର ଦୁବାଇ ଆନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଖେଳାଯିବ। ଆଠ ଦିନ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଉଭୟ ଦଳ ମୁହାଁମୁହିଁ ହେବେ। ସୁପର-୪ ରାଉଣ୍ଡରେ ଭାରତ ଏବଂ…
ହଠାତ୍ ଟି-୨୦ରୁ ଅବସର ନେଲେ ଏହି ପ୍ରସିଦ୍ଧ କ୍ରିକେଟର୍
ଦୁବାଇ,୪।୯: ଏସିଆ କପ ୨୦୨୨ରେ ଲଗାତାର ଦୁଇଟି ମ୍ୟାଚ୍ରେ ବାଂଲାଦେଶର ପରାଜୟ ପରେ ଅନ୍ତର୍ଜାତୀୟ ଟି-୨୦ରୁ ଅବସର ଘୋଷଣା କରିଛନ୍ତି ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ତଥା ଉଇକେଟ କିପର ମୁଶଫିକୁର ରହିମ। ବାଂଲାଦେଶର ପୂର୍ବତନ ଅଧିନାୟକ ରହିମ ଦିନିକିଆ ଏବଂ ଟେଷ୍ଟ…
ଆଜି ଭାରତ-ପାକିସ୍ତାନ ମୁକାବିଲା
ଦୁବାଇ,୪।୯: ଏସିଆ କପ୍ ଟି୨୦ କ୍ରିକେଟରେ ରବିବାର ପାକିସ୍ତାନ ବିପକ୍ଷରେ ସୁପର-୪ ମ୍ୟାଚ୍ ଖେଳିବ ଭାରତ। ଲିଗ୍ ପର୍ଯ୍ୟାୟରେ ଭାରତ ଅପରାଜେୟ ରହି ସୁପର୍-୪ରେ ପ୍ରବେଶ କରିଥିବା ବେଳେ ହଂକଂ ବିପକ୍ଷରେ ବୃହତ ବିଜୟ ସହିତ ପାକିସ୍ତାନ ଦଳ ପ୍ରବେଶ କରିଥିଲା।…
ଶାଜି ପ୍ରଭାକରନ ଏଆଇଏଫ୍ଏଫ୍ ସାଧାରଣ ସମ୍ପାଦକ
ନୂଆଦିଲ୍ଲୀ, ୪।୯: ଫୁଟ୍ବଲ ଦିଲ୍ଲୀ ସଭାପତି ଶାଜି ପ୍ରଭାକରନ ଶନିବାର ସର୍ବଭାରତୀୟ ଫୁଟ୍ବଲ ମହାସଂଘ (ଏଆଇଏଫ୍ଏଫ୍)ର ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ପାଇଛନ୍ତି। ସଭାପତି କଲ୍ୟାଣ ଚୌବେଙ୍କ ଅଧ୍ୟକ୍ଷତାରେ ନବଗଠିତ ଏଆଇଏଫ୍ଏଫ୍ର କାର୍ଯ୍ୟନିର୍ବାହୀ କମିଟି ପ୍ରଭାକରନଙ୍କୁ ମନୋନୀତ କରିଥିଲା, ଯାହା ପୂର୍ବରୁ…

