ଗୌତମ ଗମ୍ଭୀର କରୋନା ପଜିଟିଭ୍
ନୂଆଦିଲ୍ଲୀ,୨୫।୧: ପୂର୍ବତନ ଭାରତୀୟ କ୍ରିକେଟର ତଥା ଭାରତୀୟ ଜନତା ପାର୍ଟିର ସାଂସଦ ଗୌତମ ଗମ୍ଭୀର କରୋନା ପଜିଟିଭ୍ ହୋଇଛନ୍ତି । ଏ ନେଇ ସେ ନିଜେ ମଙ୍ଗଳବାର ଟୁଇଟ୍ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି । ସାମାନ୍ୟ ଲକ୍ଷଣ ଅନୁଭବ...
ନାମ ଘୋଷଣା କଲା ଲକ୍ଷ୍ନୌ ଫ୍ରାଞ୍ଚାଇଜ
ଲକ୍ଷ୍ନୌ,୨୪।୧: ଚଳିତ ବର୍ଷ ଆଇପିଏଲରେ ନୂଆ କରି ସାମିଲ ହେବାକୁ ଯାଉଥିବା ଲକ୍ଷ୍ନୌ ଫ୍ରାଞ୍ଚାଇଜ ସୋମବାର ଦଳର ନାମ ଘୋଷଣା କରିଛି। ଆଇପିଏଲରେ ଏହି ଦଳ ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍ସ ଭାବେ ଜଣାଯିବ। ଏହି ନାମକୁ ପ୍ରଶଂସକମାନେ ବାଛିଛନ୍ତି ବୋଲି...
ଦଳକୁ ଜିତିବା ପାଇଁ ଅନ୍ତିମ ଓଭରରେ ଦରକାର ଥିଲା ୩୦ ରନ୍, ତା’ ପରେ ଘଟିଲା ଏମିତି
ବାରବାଡସ,୨୪।୧: ଇଂଲଣ୍ଡର ବୋଲିଂ ଲାଇନ୍ ଅପ୍ ଆଗରେ ୧୭୨ ରନ୍ର ବିଜୟ ଲକ୍ଷ୍ୟ ପିଛା କରୁଥିବା ଓ୍ବେଷ୍ଟଇଣ୍ଡିଜ ୧୫.୧ ଓଭରରେ ୯୫ ରନ୍ରେ ୮ ଉଇକେଟ ହରାଇ ସାରିଥିଲା। ଦଳ ନିଶ୍ଚିତ ପରାଜୟ ମୁହଁରେ ଛିଡ଼ା ହୋଇଥିବା ବେଳେ ରୋମାରିଓ...
ବିରାଟ କୋହଲିଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଲେ ପାକିସ୍ତାନ କ୍ରିକେଟର୍: ଶୀଘ୍ର ବିବାହ ଯୋଗୁ…
ନୂଆଦିଲ୍ଲୀ,୨୪।୧:ଭାରତୀୟ ଦଳର ଷ୍ଟାର୍ ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କ ଫର୍ମ କିଛି ଦିନ ହେବ ଖରାପ ଚାଲିଛି। ଗତ ଦୁଇ ବର୍ଷ ଧରି ସେ ଗୋଟିଏ ଶତକ ସ୍କୋର କରିବାରେ ସକ୍ଷମ ହୋଇନାହାଁନ୍ତି। ଏଥି ସହିତ ବିରାଟ କୋହଲି ମଧ୍ୟ ତିନୋଟି...
ଭୁବିଙ୍କ ସ୍ଥାନରେ ଏହି ଖେଳାଳିଙ୍କୁ ସୁଯୋଗ ଦେବାକୁ ପରାମର୍ଶ ଦେଲେ ଗାଭାସ୍କର
ନୂଆଦିଲ୍ଲୀ,୨୪।୧: ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ୍ରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ଭାରତୀୟ ପେସର ଭୁବନେଶ୍ୱର କୁମାର (ଭୁବି)। ଭେଟେରାନ ପେସର ଓଭରରେ ଅଧିକ ହାରରେ ରନ ଦେବା ସହ ପୂରା ସିରିଜ୍ରେ ଗୋଟିଏ ହେଲେ ଉଇକେଟ ନେଇ ପାରି...
‘ବ୍ଲାକମେଲ କରିବା ସହ ହାତରେ ଟଙ୍କା ଦେଇଥିଲେ, କିନ୍ତୁ ମୁଁ ସ୍ପଟ୍ ଫିକ୍ସିଂ କରି ନାହିଁ’
ହରାରେ,୨୪।୧: ଅନ୍ତର୍ଜାତୀୟ କ୍ରିକେଟ୍ରେ ସ୍ପଟ୍ ଫିକ୍ସିଂ କରିବା ପାଇଁ ଜଣେ ଭାରତୀୟ ବ୍ୟବସାୟୀ ୧୫ ହଜାର ଡଲାର (୧୧ ଲକ୍ଷରୁ ଊର୍ଦ୍ଧ୍ୱ) ଦେଇଥିଲେ। କିନ୍ତୁ ଏ ସମ୍ପର୍କରେ ଉଚିତ ସମୟରେ ଆଇସିସିକୁ ଜଣାଇବାରେ ବିଫଳ ହୋଇଥିଲେ ବୋଲି ସ୍ବୀକାର କରିଛନ୍ତି...
ପ୍ରଥମ ଭାରତୀୟ ଭାବେ ଏମିତି ସମ୍ମାନ ପାଇଲେ ସ୍ମୃତିି
ନୂଆଦିଲ୍ଲୀ,୨୪।୧: ସମସ୍ତ ଫର୍ମାଟରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଭାରତୀୟ ଷ୍ଟାର୍ ବ୍ୟାଟ୍ସମ୍ୟାନ ସ୍ମୃତି ମନ୍ଧନା ୨୦୨୧ ମସିହା ପାଇଁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଦ୍ୱାରା ଶ୍ରେଷ୍ଠ ମହିଳା କ୍ରିକେଟର ଭାବେ ମନୋନୀତ ହୋଇଛନ୍ତି। ସେ ଇଂଲଣ୍ଡର ଟମସିନ୍ ବିମୋଣ୍ଟ,...
ଏମିତି କାମ କରି ଧରାପଡିଲେ କୋହଲି, ପ୍ରଶଂସକ କରୁଛନ୍ତି ନିନ୍ଦା: ଭିଡିଓ ଭାଇରାଲ
କେପ୍ଟାଉନ୍,୨୪।୧: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟାଚରେ ବିରାଟ କୋହଲି ଅର୍ଦ୍ଧଶତକ ହାସଲ କରିଥିଲେ। କିନ୍ତୁ ଟିମ ଇଣ୍ଡିଆ ମ୍ୟାଚକୁ ୪ ରନ୍ରେ ହାରିଥିଲା। ଏହା ସହ ଆୟୋଜକ ଦକ୍ଷିଣ ଆଫ୍ରିକା ସିରିଜକୁ ୩-୦ରେ...
ଝିଅ ଫଟୋ ଭାଇରାଲ ହେବା ପରେ ମୁହଁ ଖୋଲିଲେ କୋହଲି
କେପ୍ଟାଉନ୍,୨୪।୧: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟାଚରେ ବିରାଟ କୋହଲିଙ୍କ ଝିଅ ଭାମିକାଙ୍କ ପ୍ରଥମ ଝଲକ ଦେଖିବାକୁ ମିଳିଥିଲା। ଏହା ପରେ ବିରାଟ କୋହଲିଙ୍କ ପ୍ରଥମ ବିବୃତ୍ତି ଆସିଛି। କୋହଲି ସୋମବାର ଇନଷ୍ଟାଗ୍ରାମରେ ଏହି...
ତଥାପି ଖାତା ଖୋଲି ପାରିଲା ନାହିଁ ଟିମ୍ ଇଣ୍ଡିଆ
କେପ୍ ଟାଉନ,୨୩।୧: ୨୮୮ ରନ୍ର ବିଜୟଲକ୍ଷ୍ୟ ପିଛା କରୁଥିବା ଭାରତ ୪୦ ସୁଦ୍ଧା ୨୧୦ ରନ୍ ମଧ୍ୟରେ ୬ ଉଇକେଟ ହରାଇ ସାରିଥିଲା। ବିଜୟ ଆଶା ନ ଥିଲା। କିନ୍ତୁ ବିଶ୍ୱାସହରା ନ ହୋଇ ଖେଳିଥିଲେ ଦୀପକ ଚହର। ୩୪...
‘ଯଦି ରୋହିତ ଫିଟ୍ ରୁହନ୍ତି, କାହିଁକି ଟେଷ୍ଟରେ ଅଧିନାୟକ ହୋଇପାରିବେ ନାହିଁ’
ନୂଆଦିଲ୍ଲୀ,୨୩।୧: ରୋହିତଙ୍କୁ ଫୁଲ ଟାଇମ୍ ଅଧିନାୟକ କରାଯିବା ଉଚିତ। କିନ୍ତୁ ଏଥି ଲାଗି ସିନିୟର ବ୍ୟାଟରଙ୍କୁ ଫିଟ୍ ରହିବାକୁ ପଡ଼ିବ ବୋଲି ପୂର୍ବତନ ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ କହିଛନ୍ତି। ରୋହିତଙ୍କୁ ଗତବର୍ଷ ଡିସେମ୍ବରରେ ଟେଷ୍ଟ ଦଳର ଉପ ଅଧିନାୟକ...
ଗୋଟିଏ ଓଭରରେ ଦୁଇ ଉଇକେଟ ହରାଇଲା ଭାରତ
କେପ୍ ଟାଉନ,୨୩।୧: ସମ୍ମାନ ବଞ୍ଚାଇବା ପାଇଁ ୨୮୮ ରନ୍ର ବିଜୟଲକ୍ଷ୍ୟର ପିଛା କରୁଥିବା ଟିମ୍ ଇଣ୍ଡିଆକୁ ଶିଖର ଧାଓ୍ବନ ଓ ବିରାଟ କୋହଲି ଭଲ ଆରମ୍ଭ ଦେଇଥିଲେ। ଦୁହେଁ ୯୮ ରନ୍ ଯୋଡ଼ିବା ପରେ ଭାରତ ଗୋଟିଏ ଓଭରରେ ହରାଇଛି...
Archives


