ଖେଳ

ବିଶ୍ୱକପ୍‌ ପୂର୍ବରୁ ବଡ଼ ଝଟ୍‌କା: ଏହି ଟିମ୍‌ର ମୁଖ୍ୟ କୋଚ୍‌ ପଦରୁ ଇସ୍ତଫା ଦେଲେ…

ଜୋହାନ୍ସବର୍ଗ,୧୩।୯: ଅକ୍ଟୋବରରେ ଅଷ୍ଟ୍ରେଲିଆରେ ଅନୁଷ୍ଠିତ ହେବାକୁ ଯାଉଛି ଟି୨୦ ବିଶ୍ୱକପ୍‌। ଏହାର ଠିକ୍‌ ପୂର୍ବରୁ ଦକ୍ଷିଣ ଆଫ୍ରିକା ଟିମ୍‌କୁ ଲାଗିଛି ବଡ଼ ଝଟ୍‌କା। ଦଳର ମୁଖ୍ୟ କୋଚ୍‌ ମାର୍କ ବାଉଚର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ନିକଟରେ ଦଳ ଇଂଲଣ୍ଡ ବିପକ୍ଷରେ…

ସନ୍ୟାସ ନେଲେ ଈଶ୍ୱର: କହିଲେ- ଧୋନୀ ଚାହିଁଥିଲେ, ମୋ କ୍ୟାରିୟର ଆଉ କିଛି ହୋଇଥାନ୍ତା…

ନୂଆଦିଲ୍ଲୀ,୧୩।୭: ମଧ୍ୟପ୍ରଦେଶ ଟିମ୍‌କୁ ପ୍ରଥମ ଥର ଲାଗି ରଣଜୀ ଟ୍ରଫି ଜିତାଇଥିବା ତାରକା ଦ୍ରୁତ ବୋଲର୍‌ ଈଶ୍ୱର ପାଣ୍ଡେ ଅନ୍ତର୍ଜାତୀୟ ଏବଂ ଘରୋଇ କ୍ରିକେଟରୁ ଅବସର ନେଇଛନ୍ତି। ସେ ନିଜେ ସୋସିଆଲ ମିଡିଆ ଜରିଆରେ ନିଜ ନିଷ୍ପତ୍ତି ସମସ୍ତଙ୍କୁ ଜଣାଇଛନ୍ତି। ଏଥିସହ…

ଶେଷରେ ପନ୍ତଙ୍କୁ ହାତ ଯୋଡ଼ି କ୍ଷମା ମାଗିଲେ ଅଭିନେତ୍ରୀ

ନୂଆଦିଲ୍ଲୀ,୧୩।୭: ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌତେଲା ଆଜିକାଲି ଅଛନ୍ତି ଚର୍ଚ୍ଚାରେ। କେତେବେଳେ ଭାରତୀୟ କ୍ରିକେଟର ଋଷଭ ପନ୍ତ ତ କେବେ ପାକିସ୍ତାନୀ ବୋଲର୍‌ ନସିମ ଶାହଙ୍କ ସହ ତାଙ୍କ ନାମ ଯୋଡ଼ାଯାଉଛି। ଉଭୟ ଘଟଣାରେ ଉର୍ବଶୀ ମୁହଁ ଖୋଲି ଜବାବ ରଖୁଛନ୍ତି।…

୫ କୋଟି ଟଙ୍କାରେ ବିକ୍ରି ହୋଇଥିଲା ଏହି କ୍ରିକେଟର୍‌ଙ୍କ ଟୋପି

ଅଷ୍ଟ୍ରେଲିଆ କ୍ରିକେଟ ମହାନ ଖେଳାଳି ତାଲିକାରେ ସେନ୍‌ ୱାର୍ଣ୍ଣ ଅନ୍ୟତମ। ଅନେକ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ପାଇଁ ୱାର୍ଣ୍ଣ ଚମତ୍କାର ପ୍ରଦର୍ଶନ କରିଥିଲେ। ଆଜି ୱାର୍ଣ୍ଣଙ୍କ ଜନ୍ମବାର୍ଷିକୀ। ଟେଷ୍ଟ ଫର୍ମାଟରେ ୱାର୍ଣ୍ଣ ୭୦୦ରୁ ଅଧିକ ଉଇକେଟ ନେଇଛନ୍ତି। ଏଥି ସହିତ ଦିନିକିଆ ଫର୍ମାଟରେ…

‘ସ୍ବପ୍ନ ସାକାର ହୁଏ’

ନୂଆଦିଲ୍ଲୀ,୧୩।୯: ଅଷ୍ଟ୍ରେଲିଆରେ ଅନୁଷ୍ଠିତ ହେବାକୁ ଥିବା ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଉଇକେଟ କିପର ବ୍ୟାଟ୍ସମ୍ୟାନ ଦୀନେଶ କାର୍ତ୍ତିକ ମଧ୍ୟ ଏହି ଦଳରେ ସ୍ଥାନ ପାଇବାରେ ସଫଳ ହୋଇଛନ୍ତି। କାର୍ତ୍ତିକ କ୍ରମାଗତ ଭାବରେ ଏହି ଫର୍ମାଟରେ ଭଲ…

ରାଜା, ମ୍ୟାକ୍‌ଗ୍ରା ପ୍ଲେୟର ଅଫ୍‌ ଦି ମନ୍ଥ୍‌

ଦୁବାଇ, ୧୩ା୯ (ପି.ଟି.):ଅଷ୍ଟ୍ରେଲିଆର ଟାହଲିଆ ମ୍ୟାକ୍‌ଗ୍ରା ଓ ଜିମ୍ବାଓ୍ବେର ସିକନ୍ଦର ରାଜା ଅଗଷ୍ଟ ମାସ ପାଇଁ ପ୍ଲେୟର ଅଫ୍‌ ଦି ମନ୍ଥ୍‌ ବିବେଚିତ ହୋଇଛନ୍ତି। ଭାରତର ଜେମିମା ରୋଡ୍ରିଗୁଏଜ୍‌ ଏହି ପୁରସ୍କାର ଦୌଡ଼ରେ ପଛରେ ପଡ଼ିଯାଇଛନ୍ତି। ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ବର୍ଣ୍ଣ ବିଜୟୀ…

ଇରଫାନ-ହରଭଜନ ପ୍ରଥମ ମ୍ୟାଚ

ଭୁବନେଶ୍ୱର,୧୩ା୯(ସ୍ପୋଟର୍‌ସ ବ୍ୟୁରୋ):ଭାରତରେ ଲିଜେଣ୍ଡ୍ସ ଲିଗ୍‌ ଟି୨୦ କ୍ରିକେଟର ଦ୍ୱିତୀୟ ସଂସ୍କରଣ ଖେଳାଯିବ। ସେପ୍ଟେମ୍ବର ୧୮ରୁ ଦେଶର ୬ଟି ସହରରେ ସମୁଦାୟ ୧୬ଟି ମ୍ୟାଚ ଖେଳାଯିବ। ରାଉଣ୍ଡ ରବିନ୍‌ ଲିଗ୍‌ ଫର୍ମାଟ୍‌ରେ ସମ୍ପୂର୍ଣ୍ଣ ଟୁର୍ନାମେଣ୍ଟଟି ଅନୁଷ୍ଠିତ ହେବ। କଟକର ବାରବାଟୀ ଷ୍ଟାଡିୟମରେ ଆସନ୍ତା…

ଅଲ୍‌କାରାଜ୍‌ ଚାମ୍ପିୟନ

ନ୍ୟୁୟର୍କ,୧୩ା୯(ପି.ଟି):ୟୁଏସ୍‌ ଓପନ ଟେନିସ ପୁରୁଷ ସିଙ୍ଗଲ୍ସ ଟାଇଟଲ ହାତେଇ ନେଇଛନ୍ତି ସ୍ପେନର କାର୍ଲୋସ୍‌ ଅଲକାରାଜ୍‌ ଗାର୍ଫିଆ। ରବିବାର ରାତିରେ ଖେଳା ଯାଇଥିବା ଫାଇନାଲରେ ନରଓ୍ବେ କାସ୍ପର ରୁଡ୍‌ଙ୍କୁ ୪ସେଟ୍‌ ବିଶିଷ୍ଟ ମୁକାବିଲାରେ ହରାଇବା ସହିତ ମାତ୍ର ୧୯ ବର୍ଷରେ ଏଟିପି ର଼୍ୟାଙ୍କିଙ୍ଗର…

ଟି-୨୦ ବିଶ୍ୱକପ୍‌ ପାଇଁ ଭାରତୀୟ ଦଳ ଘୋଷଣା

ନୂଆଦିଲ୍ଲୀ,୧୨।୯: ଅଷ୍ଟ୍ରେଲିଆରେ ଖେଳାଯିବାକୁ ଥିବା ୨୦୨୨ ଟି-୨୦ ବିଶ୍ୱକପ ପାଇଁ ବୋର୍ଡ ଅଫ କଣ୍ଟ୍ରୋଲ ଫର୍‌ କ୍ରିକେଟ ଇନ ଇଣ୍ଡିଆ (ବିସିସିଆଇ) ଦଳ ଘୋଷଣା କରିଛି। ଏହି ଦଳରେ ବାମହାତୀ ଦ୍ରୁତ ବୋଲର ଅର୍ଶଦୀପ ସିଂ ସ୍ଥାନ ପାଇଛନ୍ତି। ଏଥି ସହ…

ପାକିସ୍ତାନର ପରାଜୟ ପରେ ରାଗିଗଲେ ପିସିବି ସଭାପତି, ଭାରତୀୟ ଖବରଦାତାଙ୍କ ଫୋନ ଛଡାଇନେଲେ

ଦୁବାଇ,୧୨।୯: ଏସିଆ କପ୍‌ ୨୦୨୨ ଫାଇନାଲ୍‌ରେ ପାକିସ୍ତାନକୁ ୨୩ ରନ୍‌ରେ ପରାସ୍ତ କରି ଚାମ୍ପିଅନ ହୋଇଛି ଶ୍ରୀଲଙ୍କା। ଏହି ମ୍ୟାଚ ଦେଖିବାକୁ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ମୁଖ୍ୟ ରମିଜ ରାଜା ଏବଂ ବୋର୍ଡ ଅଫ କଣ୍ଟ୍ରୋଲ ଫର୍‌ କ୍ରିକେଟ ଇନ…

ଏସିଆ କପ୍‌ ଚାମ୍ପିଅନ୍‌ ଦଳକୁ ମିଳିଲା ଏତିକି ଟଙ୍କା ପୁରସ୍କାର ରାଶି

ଦୁବାଇ,୧୨।୯: ଏସିଆ କପର ୧୫ତମ ସିଜନ ଶେଷ ହୋଇଛି। ରବିବାର ଖେଳାଯାଇଥିବା ଟି-୨୦ ଟୁର୍ନାମେଣ୍ଟର ଫାଇନାଲରେ ଶ୍ରୀଲଙ୍କା ପାକିସ୍ତାନକୁ ୨୩ ରନରେ ପରାସ୍ତ କରି ଶ୍ରୀଲଙ୍କା ଟାଇଟଲ ଜିତିଛି। ସାମଗ୍ରିକ ଭାବେ ଏହା ହେଉଛି ଦଳର ଷଷ୍ଠ ଟାଇଟଲ। ଭାରତ ସର୍ବାଧିକ…

ରଣଜୀ କ୍ରିକେଟରଙ୍କୁ ମନ ଦେଇ ବସିଲେ ବେଦା

ନୂଆଦିଲ୍ଲୀ,୧୨।୯: ଭାରତୀୟ କ୍ରିକେଟର ବେଦା କ୍ରିଷ୍ଣାମୂର୍ତ୍ତି ଗତ କିଛି ଦିନ ହେବ ଦଳରୁ ବାଦ୍‌ ପଡିଛନ୍ତି। ସେ ଏବେ ଜୀବନର ନୂଆ ଇନିଂସ ଆରମ୍ଭ କରିବାକୁ ଯାଉଛନ୍ତି। ସେ ଖୁବ୍‌ଶୀଘ୍ର ହାତକୁ ଦି ହାତ ହେବାକୁ ଯାଉଛନ୍ତି। ବେଦା ନିଜେ ସୋସିଆଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?