ଖେଳ

କୋହଲିଙ୍କୁ ମିଳିଲା ଲାଭ

ନୂଆଦିଲ୍ଲୀ,୧୪।୯: ନିକଟରେ ଶେଷ ହୋଇଥିବା ଏସିଆ କପ୍‌ରେ ଭାରତୀୟ ଦଳର ପୂର୍ବତନ ଅଧିନାୟକ ତଥା ଭେଟେରାନ ବ୍ୟାଟ୍ସମ୍ୟାନ ବିରାଟ କୋହଲି ଚମତ୍କାର ବ୍ୟାଟିଂ ପ୍ରଦର୍ଶନ କରିଥିଲେ। ଏସିଆ କପରେ ତାଙ୍କର ଚମତ୍କାର ପ୍ରଦର୍ଶନ ଯୋଗୁ ଟି-୨୦ ର଼୍ୟାଙ୍କିଙ୍ଗରେ ତାଙ୍କୁ ଲାଭ ମିଳିଛି।…

ଆଫ୍ରିଦିଙ୍କୁ ମୁହଁତୋଡ ଜବାବ ଦେଲେ ଅମିତ ମିଶ୍ର

ନୂଆଦିଲ୍ଲୀ,୧୪।୯: ପାକିସ୍ତାନର ପୂର୍ବତନ ଅଲରାଉଣ୍ଡର ଶହିଦ ଆଫ୍ରିଦି ଭାରତୀୟ କ୍ରିକେଟର୍‌ ବିରାଟ କୋହଲିଙ୍କୁ ଅନ୍ତର୍ଜାତୀୟ କ୍ରିକେଟର୍‌ରୁ ଅବସର ନେବାକୁ ପରାମର୍ଶ ଦେଇଥିଲେ। ସେ କହିଥିଲେ, ବିରାଟ କେବଳ ତାଙ୍କ କ୍ୟାରିୟରର ଶୀର୍ଷରେ ଅଛନ୍ତି, ତାଙ୍କୁ ଏବେ କ୍ରିକେଟକୁ ବିଦାୟ ଦେବା ଉଚିତ।…

ରେଣୁକାକୁ ମିଳିଲା ୧୩ ସ୍ଥାନ, ୭ତମ ସ୍ଥାନ ବଜାୟ ରଖିଲେ ଦୀପ୍ତି

ଦୁବାଇ,୧୪।୯: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି) ଅନ୍ତର୍ଜାତୀୟ ମହିଳା ଟି୨୦ କ୍ରିକେଟର ର଼୍ୟାଙ୍କିଙ୍ଗ ତାଲିକା ପ୍ରକାଶ କରିଛି। ଏଥିରେ ଭାରତ ସିମର ରେଣୁକା ସିଂ ୫ ସ୍ଥାନ ପଦୋନ୍ନତି ପାଇ ଶ୍ରେଷ୍ଠ ବୋଲର ତାଲିକାର ୧୩ତମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ସେହିପରି ସ୍ପିନର…

ଭାରତ ବିପକ୍ଷ ସିରିଜ ପୂର୍ବରୁ ଅଷ୍ଟ୍ରେଲିଆକୁ ଝଟ୍‌କା; ୩ ଖେଳାଳି ପଡ଼ିଲେ ବାଦ୍‌

ନୂଆଦିଲ୍ଲୀ,୧୪।୯: ଟି୨୦ ବିଶ୍ୱକପ୍‌ ପୂର୍ବରୁ ଅଷ୍ଟ୍ରେଲିଆ ବିପକ୍ଷରେ ଟି୨୦ ସିରିଜ ଖେଳିବ ଭାରତ। ସେପ୍ଟେମ୍ବର ୨୦ରୁ ଏହି ସିରିଜ ଆରମ୍ଭ ହେବ। ତେବେ ଏହା ପୂର୍ବରୁ ଅଷ୍ଟ୍ରେଲିଆ ପକ୍ଷରୁ ଦଳରେ ୩ ବଡ଼ ପରିବର୍ତ୍ତନ କରାଯାଇଛି। ଆହତ ସମସ୍ୟା ଯୋଗୁ ଅଷ୍ଟ୍ରେଲିଆର…

ଉର୍ବଶୀଙ୍କୁ ଫଲୋ କରି ଅନ୍‌ଫଲୋ କଲେ ଏହି କ୍ରିକେଟର

ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌତେଲା ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରୁହନ୍ତି। ନିକଟରେ ପାକିସ୍ତାନୀ କ୍ରିକେଟର ନସିମ ଶାହାଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହାରି ମଧ୍ୟରେ ଆଉ ଏକ ଖବର ସାମ୍ନାକୁ ଆସିଛି ଯେ, ନସିମ…

ବିସିସିଆଇ ମାମଲା: ଆଜି ଶୁଣାଣି

ନୂଆଦିଲ୍ଳୀ,୧୪ା୯(ପି.ଟି.): ବିସିସିଆଇ ପକ୍ଷରୁ ଦାଖଲ କରାଯାଇଥିବା ପିଟିସନ୍‌ ଉପରେ ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ। ବିସିସିଆଇ କାର୍ଯ୍ୟକର୍ତ୍ତାଙ୍କ ଦାୟିତ୍ୱ ଅବଧି ବୃଦ୍ଧି କରିବା ଉପରେ ଶୁଣାଣି କରିବା ସହିତ ଏହାକୁ ଖାରଜ କରି ଦେଇଛନ୍ତି। ଜଷ୍ଟିସ୍‌ ଡି.ଓ୍ବାଇ. ଚନ୍ଦ୍ରଚୂଡ ଓ ହିମା କୋହଲିଙ୍କ…

ମିଡିଲ ଓଭରରେ ଧିମା ବ୍ୟାଟିଂ ଦାୟୀ

ନୂଆଦିଲ୍ଳୀ,୧୪ା୯(ପି.ଟି.): ଏସିଆ କପ ଟି ୨୦ କ୍ରିକେଟ ଟୁର୍ନାମେଣ୍ଟରେ ଭାରତୀୟ ଦଳ ଅତ୍ୟନ୍ତ ଦୟନୀୟ ପ୍ରଦର୍ଶନ ସହିତ ସୁପର-୪ ପର୍ଯ୍ୟାୟରୁ ବିଦାୟ ନେଇଥିଲା। ଭାରତୀୟ ଦଳର ଏହି ବିଫଳତାକୁ ନେଇ ବିସିସିଆଇ ପକ୍ଷରୁ ଏକ ସମୀକ୍ଷା କରାଯାଇଥିଲା। ସଭାପତି ସୌରଭ ଗାଙ୍ଗୁଲି,…

ରାଇଜିଂ ଷ୍ଟାର ସେମିଫାଇନାଲରେ

ଭୁବନେଶ୍ୱର, ୧୪ା୯(କ୍ରୀଡ଼ା ପ୍ରତିନିଧି): ଫୁଟବଲ ଆସୋସିଏଶନ ଅଫ୍‌ ଓଡ଼ିଶା (ଫାଓ) ଆନୁକୂଲ୍ୟରେ କଟକରେ ଚାଲିଥିବା ସୁପର କପ୍‌ ଫୁଟବଲ ଟୁର୍ନାମେଣ୍ଟର ମଙ୍ଗଳବାର ଅନୁଷ୍ଠିତ ତୃତୀୟ କ୍ୱାର୍ଟର ଫାଇନାଲରେ ରାଇଜିଂ ଷ୍ଟାର କ୍ଲବ ୩-୧ ଗୋଲରେ ସ୍ପୋଟର୍‌ସ ହଷ୍ଟେଲକୁ ପରାସ୍ତ କରିଛି। ଏଥିସହ…

ଆମେରିକା ପ୍ରତିନିଧି ଦଳର କଳିଙ୍ଗ ଷ୍ଟାଡିୟମ ପରିଦର୍ଶନ

ଭୁବନେଶ୍ୱର, ୧୪ା୯(କ୍ରୀଡ଼ା ପ୍ରତିନିଧି): ଅକ୍ଟୋବର ୧୧ରୁ ୩୦ ପର୍ଯ୍ୟନ୍ତ ଭାରତର ୩ଟି ଭେନ୍ୟୁରେ ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ ଅନୁଷ୍ଠିତ ହେବ। ଭାଗ ନେବାକୁ ଯାଉଥିବା ୧୬ଟି ଦଳ ମଧ୍ୟରୁ ଅନ୍ୟତମ ଆମେରିକାର ଏକ ପ୍ରତିନିଧି ମଣ୍ଡଳୀ ସମ୍ପ୍ରତି…

ଭାରତ ବନାମ ପାକିସ୍ତାନ ମ୍ୟାଚ୍‌ରେ ମୋ’ ଝିଅ ହାତରେ ତ୍ରିରଙ୍ଗା ଧରିଥିଲା: ଆଫ୍ରିଦି

ଲାହୋର,୧୩।୯: ଭାରତ ବନାମ ପାକିସ୍ତାନ ମ୍ୟାଚ୍‌ରେ ହାତରେ ତ୍ରିରଙ୍ଗା ଧରିଥିଲେ ଶାହିଦ ଆଫ୍ରିଦିଙ୍କ ଝିଅ। ଏନେଇ ଏହି ପାକିସ୍ତାନର ପୂର୍ବତନ ଅଧିନାୟକ ଲାଇଭ୍‌ ଟିଭିରେ କହିଛନ୍ତି। ଏସିଆ କପ୍‌ ୨୦୨୨ର ସୁପର-୪ ମୁକାବିଲାରେ ଭାରତକୁ ପରାସ୍ତ କରିଥିଲା ପାକିସ୍ତାନ। ତେବେ ଏହି…

ସୋସିଆଲ ମିଡିଆ କିଙ୍ଗ ‘କୋହଲି’; ଟୁଇଟରରେ ଏବେ ୫୦ ମିଲିୟନ୍‌ ଫଲୋଅର୍ସ…

ନୂଆଦିଲ୍ଲୀ,୧୩।୯: ଦୀର୍ଘ ଏକ ମାସର ବିଶ୍ରାମ ପରେ ପୁଣି ମଇଦାନକୁ ଓହ୍ଲାଇଛନ୍ତି ପୂର୍ବତନ ଅଧିନାୟକ ତଥା ବ୍ୟାଟ୍ସମ୍ୟାନ୍‌ ବିରାଟ କୋହଲି। ନିକଟରେ ଖେଳାଯାଇଥିବା ଏସିଆ କପ୍‌ ଟୁର୍ନାମେଣ୍ଟରେ ଦଳ ବିଫଳ ହୋଇଥିଲେ ହେଁ ବ୍ୟକ୍ତିଗତ ଭାବେ ସେ ଚମକିଛନ୍ତି। ୨୦୧୯ ନଭେମ୍ବରଠାରୁ…

ବିଶ୍ୱକପ୍‌ ପୂର୍ବରୁ ବଡ଼ ଝଟ୍‌କା: ଏହି ଟିମ୍‌ର ମୁଖ୍ୟ କୋଚ୍‌ ପଦରୁ ଇସ୍ତଫା ଦେଲେ…

ଜୋହାନ୍ସବର୍ଗ,୧୩।୯: ଅକ୍ଟୋବରରେ ଅଷ୍ଟ୍ରେଲିଆରେ ଅନୁଷ୍ଠିତ ହେବାକୁ ଯାଉଛି ଟି୨୦ ବିଶ୍ୱକପ୍‌। ଏହାର ଠିକ୍‌ ପୂର୍ବରୁ ଦକ୍ଷିଣ ଆଫ୍ରିକା ଟିମ୍‌କୁ ଲାଗିଛି ବଡ଼ ଝଟ୍‌କା। ଦଳର ମୁଖ୍ୟ କୋଚ୍‌ ମାର୍କ ବାଉଚର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ନିକଟରେ ଦଳ ଇଂଲଣ୍ଡ ବିପକ୍ଷରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?