ପାକିସ୍ତାନୀଙ୍କ ସହ ମାର୍ପିଟ; ହେଲେ ଭାରତୀୟଙ୍କୁ ଆଲିଙ୍ଗନ କରି ଆଫଗାନ ପ୍ରଶଂସକ ଦେଲେ ସ୍ଲୋଗାନ୍
ଦୁବାଇ,୯।୯: ଏସିଆ କପ୍ ୨୦୨୨ରେ ଆଫଗାନିସ୍ତାନ-ପାକିସ୍ତାନ ମଧ୍ୟରେ ବୁଧବାର ଅନୁଷ୍ଠିତ ମ୍ୟାଚ୍ରେ ଦୁଇ ଦଳର ଖେଳାଳିଙ୍କ ବ୍ୟତିତ ପ୍ରଶଂସକଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ମଇଦାନରେ ଖେଳାଳିମାନେ ମୁହାଁମୁହିଁ ହୋଇଥିବା ବେଳେ ଦର୍ଶକ ଗ୍ୟାଲେରୀ ଏବଂ ଷ୍ଟାଡିୟମ ବାହାରେ ପ୍ରଶଂସକଙ୍କ ମଧ୍ୟରେ…
ବିଶ୍ୱକପ୍ ପ୍ରସ୍ତୁତି: ପାକିସ୍ତାନ ଟିମ୍ର ମେଣ୍ଟର ଭାବେ ନିଯୁକ୍ତ ହେଲେ ମାଥ୍ୟୁ ହେଡେନ୍
ନୂଆଦିଲ୍ଲୀ,୯।୯: ଏସିଆ କପ୍ରେ ନିଜ ପ୍ରଦର୍ଶନକୁ ନେଇ ଚର୍ଚ୍ଚାରେ ଥିବା ପାକିସ୍ତାନ ଟିମ୍ର ଲକ୍ଷ୍ୟ ଏବେ ଟି୨୦ ବିଶ୍ୱକପ୍ ଉପରେ। ଏହାକୁ ନେଇ ଶୁକ୍ରବାର ଅଷ୍ଟ୍ରେଲିଆର ମହାନ ବ୍ୟାଟ୍ସମ୍ୟନ୍ ମାଥ୍ୟୁ ହେଡେନ୍ଙ୍କୁ ଦଳର ମେଣ୍ଟର ଭାବେ ନିଯୁକ୍ତ କରାଯାଇଛି। ପାକିସ୍ତାନ କ୍ରିକେଟ…
ରୋହିତଙ୍କ ହିନ୍ଦୀ ଶୁଣି ହସିଲେ କୋହଲି
ଦୁବାଇ,୯।୯: ଆଫଗାନିସ୍ତାନ ବିପକ୍ଷରେ ବିରାଟ କୋହଲି ୧୨୨ ରନର ଚମତ୍କାର ଇନିଂସ ଖେଳି ୭୧ ତମ ଶତକର ଅପେକ୍ଷା ଶେଷ କରିଥିଲେ। ଚମତ୍କାର ଇନିଂସ ପରେ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ତାଙ୍କ ସାକ୍ଷାତକାର ଦେଇଥିଲେ। ରୋହିତ ପ୍ରଥମେ ବିରାଟଙ୍କୁ…
ଅନେକ ରେକର୍ଡର ଅଧିକାରୀ ହେଲେ କୋହଲି
ଦୁବାଇ,୯।୯: ଏସିଆ କପ ୨୦୨୨ର ସୁପର-୪ ରାଉଣ୍ଡ ମ୍ୟାଚରେ ଆଫଗାନିସ୍ତାନ ବିପକ୍ଷରେ ଭାରତୀୟ ଦଳ ଜବରଦସ୍ତ ବିଜୟ ହାସଲ କରିଛି। ଟସ ହାରି ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଭାରତୀୟ ଦଳ ଆଫଗାନିସ୍ତାନ ବିପକ୍ଷରେ ଜିତିବା ପାଇଁ ୨୦ ଓଭରରେ ୨୧୩…
ବିଗ୍ ସର୍ଭର
ଦ୍ରୁତଗତିରେ ବଲ୍ ସର୍ଭ କରି ଏସେସ୍ ହାସଲ କରିବାରେ ସମ୍ପ୍ରତି ଆମେରିକା ଟେନିସ୍ ତାରକା ଜନ୍ ରବର୍ଟ ଇଜନର୍ ରେକର୍ଡର ଅଧିକାରୀ ଅଛନ୍ତି। ଏହି ସଫଳତା ତାଙ୍କୁ ‘କିଙ୍ଗ୍ ଅଫ୍ ଏସେସ୍’ ପରିଚୟ ଆଣିଦେଇଛି… କୋଟି କୋଟି ଟଙ୍କା ପ୍ରାଇଜ୍ ମନି…
ଲସ୍ ଏଞ୍ଜେଲ୍ସରୁ ଟୋକିଓ
‘ଆଧୁନିକ ଅଲିମ୍ପିକ୍ସରେ ଭାରତ’ର ପ୍ରଥମଭାଗ ଜାତୀୟ କ୍ରୀଡ଼ା ଦିବସ ସ୍ବତନ୍ତ୍ର ପୃଷ୍ଠାରେ ପ୍ରକାଶ ପାଇଥିଲା। ଏଥିରେ ୧୮୯୬ରେ ଏଥେନ୍ସରେ ଅନୁଷ୍ଠିତ ପ୍ରଥମ ଆଧୁନିକ ଅଲିମ୍ପିକ୍ କ୍ରୀଡ଼ାରୁ ୧୯୨୮ ଆମ୍ଷ୍ଟରଡାମ୍ ଅଲିମ୍ପିକ୍ସ ପର୍ଯ୍ୟନ୍ତ ସ୍ଥାନ ପାଇଥିଲା। ଦ୍ୱିତୀୟ ଭାଗରେ ୧୯୩୨ର ଲସ୍ ଏଞ୍ଜେଲ୍ସରୁ…
ଇତିହାସ ରଚିଲେ ସୁନା ପୁଅ
ନୂଆଦିଲ୍ଲୀ,୯।୯: ଜୁରିଚରେ ଡାଏମଣ୍ଡ ଲିଗ୍ ଫାଇନାଲରେ ପ୍ରଥମ ସ୍ଥାନ ଅଧିକାର କରି ନୀରଜ ଚୋପ୍ରା ଇତିହାସ ସୃଷ୍ଟି କରିଛନ୍ତି। ଡାଏମଣ୍ଡ ଟ୍ରଫି ଜିତିବାରେ ନୀରଜ ଚୋପ୍ରା ପ୍ରଥମ ଭାରତୀୟ ହୋଇଛନ୍ତି। ସେ ୮୮.୪୪ ମିଟର ଜାଭେଲିନ ଥ୍ରୋରେ ଚେକ ରିପବ୍ଲିକର ଜାକୋବ…
ବିରାଟଙ୍କ ଶତକ ଦେଖି ଅନୁଷ୍କା କହିଲେ…
ଦୁବାଇ,୯।୯: ଗୁରୁବାର ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଏସିଆ କପ ୨୦୨୨ର ୧୧ତମ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଏହି ମ୍ୟାଚରେ ୩ ବର୍ଷ ପରେ ବିରାଟ କୋହଲି ଏକ ଶତକ ହାସଲ କରିଥିଲେ। ବିରାଟଙ୍କୁ ସବୁଠାରେ ପ୍ରଶଂସା କରାଯାଉଛି। ଏଥିରେ ସାମିଲ…
ଅଷ୍ଟ୍ରେଲିଆ,ନ୍ୟୁଜିଲାଣ୍ଡକୁ ଭେଟିବ ଭାରତ
ଦୁବାଇ, ୯ା୯(ପି.ଟି.):ଆଇସିସି ଟି୨୦ ବିଶ୍ୱକପ୍ ଓ୍ବାର୍ମଅପ୍ରେ ଭାରତ ଗତଥରର ଚାମ୍ପିୟନ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡକୁ ଭେଟିବ। ଏହି ମ୍ୟାଚ ଯଥାକ୍ରମେ ଅକ୍ଟୋବର ୧୭ ଓ ଅକ୍ଟୋବର ୧୯ରେ ଖେଳାଯିବ। ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଭାରତ ଉଭୟ ଓ୍ବାର୍ମଅପ୍ ମ୍ୟାଚ୍ ବ୍ରିସ୍ବେନ୍ର ଗାବାଠାରେ…
ପ୍ରଣୟ ନମ୍ବର ଓ୍ବାନ୍
କୁଆଲାଲାମ୍ପୁର, ୯ା୯ (ପି.ଟି) : ଭାରତୀୟ ଷ୍ଟାର ସଟଲର ଏଚ୍ ଏସ୍ ପ୍ରଣୟ ବିଶ୍ୱ ମାନ୍ୟତାର ଏକ ନମ୍ବର ସ୍ଥାନ ଅଳଙ୍କୃତ କରିଛନ୍ତି। ପୁରୁଷ ସିଙ୍ଗଲ୍ସ ବର୍ଗରେ ପ୍ରଣୟ ବିଡବ୍ଲ୍ୟୁଏଫ୍ ଓ୍ବାଲର୍ଡ ଟୁର୍ ର଼୍ୟାଙ୍କିଙ୍ଗରେ ପଦୋନ୍ନତିକୁ ନେଇ ଭାରତୀୟ ବ୍ୟାଡମିଣ୍ଟନ ସଂଘି(ବାଇ)…
ବିଶ୍ୱକପ ପୂର୍ବରୁ ଭାରତ ପାଇଁ ଶୁଭସଙ୍କେତ
ଦୁବାଇ,୮ା୯ : ଏସିଆ କପରେ ଭାରତ ଅନ୍ତିମ ସୁପର-୪ ମ୍ୟାଚରେ ଲଢୁଆ ପ୍ରଦର୍ଶନ ସହ ବିଜୟ ହାସଲ କରିଛି । ବିରାଟ କୋହଲିଙ୍କ ଅପରାଜିତ ୧୨୨ ଓ ଭୁବନେଶ୍ୱର କୁମାରଙ୍କ ୫ ଉଇକେଟ ବଳରେ ଭାରତ ଆଫଗାନିସ୍ତାନକୁ ୧୦୧ ରନ୍ରେ ପରାସ୍ତ…
୩ବର୍ଷ ପରେ କୋହଲିଙ୍କ ଶତକ
ଦୁବାଇ,୮।୯: ଦୀର୍ଘ ଦିନର ବିଫଳତା ପରେ ଏସିଆ କପର ଗୁରୁବାର ଭାରତ-ଆଫଗାନିସ୍ତାନ ଶେଷ ମ୍ୟାଚରେ ବିରାଟ କୋହଲିିଙ୍କ ଦମ୍ଦାର ଶତକୀୟ ଇନିଂସ ଦେଖିବାକୁ ମିଳିଛି। ଏହି ଇନିଂସ୍ ବଳରେ କୋହଲି ନିଜ ୭୧ତମ ଇଣ୍ଟରନ୍ୟାସନାଲ ଶତକ ପୂରା କରିଛନ୍ତି। କୋହଲି ୬୧…

