ଖେଳ

ସୌରଭ କୁମାରଙ୍କ ଅଲ୍‌ରାଉଣ୍ଡ ପ୍ରଦର୍ଶନ

ରାଜକୋଟ୍‌, ୩ା୧୦(ପି.ଟି.): ଇରାନୀ କପ୍‌ର ଦ୍ୱିତୀୟ ଦିବସରେ ଅଲ୍‌ରାଉଣ୍ଡର ସୌରଭ କୁମାରଙ୍କ ଅଲ୍‌ରାଉଣ୍ଡ ପ୍ରଦର୍ଶନ ଯୋଗୁ ସୌରାଷ୍ଟ୍ର ବିପକ୍ଷରେ ଅବଶିଷ୍ଟ ଭାରତ ଏକାଦଶ ଏହାର ସ୍ଥିତିକୁ ମଜଭୁତ କରିଦେଇଛି। ସୌରଭ ଷ୍ଟ୍ରୋକ୍‌ଭରା ଅର୍ଦ୍ଧଶତକ ହାସଲ କରିଥିବା ବେଳେ ୨ଟି ଉଇକେଟ ଅକ୍ତିଆର…

ନବାଗତ ଆମୋସ କିପ୍‌ରୁଟୋ ଜିତିଲେ ଲଣ୍ଡନ ମାରାଥନ

ଲଣ୍ଡନ, ୩ା୧୦(ଏପି): ନବାଗତ ଆମୋସ କିପ୍‌ରୁଟୋ ରବିବାର ଲଣ୍ଡନ ମାରାଥନ ପୁରୁଷ ରେସ୍‌ ଜିତିଛନ୍ତି। କେନିଆର ଏହି ୩୦ ବର୍ଷୀୟ ଧାବକ ୨ ଘଣ୍ଟା ୪ ମିନିଟ୍‌ ୩୯ ସେକେଣ୍ଡରେ ଦ୍ୱିତୀୟ ସ୍ଥାନରେ ରହିଥିବା ଇଥିଓପିଆର ଲିଉଲ୍‌ ଜେବ୍ରେସେଲାସିଙ୍କୁ ପଛରେ ପକାଇ…

ଟାଇଟଲ ଜିତିଲେ ନିଶିଓକା

ସିଓଲ, ୩ା୧୦(ଏପି): ଜାପାନର ୟୋଶିହିତୋ ନିଶିଓକା କୋରିଆନ ଓପନ୍‌ ଟେନିସ ଟୁର୍ନାମେଣ୍ଟ ଟାଇଟଲ ବିଜୟୀ ହୋଇଛନ୍ତି। ପ୍ରତିଯୋଗିତାର ଫାଇନାଲରେ ସେ ଚତୁର୍ଥ ସିଡ୍‌ ତଥା କାନାଡ଼ାର ଡେନିସ ଶାପୋଭାଲୋଭ୍‌ଙ୍କୁ ୬-୪, ୭-୬ (୫) ସେଟ୍‌ରେ ହରାଇ ଦେଇଛନ୍ତି। ତାଙ୍କ କ୍ୟାରିୟରର ଏହା…

କବୀର ହଂସଙ୍କୁ ଡବଲ ଟାଇଟଲ

ଭୁବନେଶ୍ୱର,୩ା୧୦(ସ୍ପୋଟର୍‌ସ ବ୍ୟୁରୋ): କେଟି ଗ୍ଲୋବାଲ ସ୍କୁଲ ସର୍ବଭାରତୀୟ ଟେନିସ ଓଟିଏ ପୁରୁଷ ବର୍ଗରେ ଡବଲ ଟାଇଟଲ ହାସଲ କରିଛନ୍ତି କବୀର ହଂସ। ଭୁବନେଶ୍ୱରସ୍ଥିତ କେଟି ଗ୍ଲୋବାଲ ସ୍କୁଲ ପରିସରରେ ଶନିବାର ଫାଇନାଲ ମ୍ୟାଚ୍‌ ଖେଳାଯାଇଥିଲା। ପ୍ରଥମେ ତାମିଲନାଡୁର ଦୀପକ ଶ୍ରୀଧରଙ୍କୁ ୬-୧,…

ମୁକେଶ, ରଜତ ନୂଆ ମୁହଁ

ନୂଆଦିଲ୍ଲୀ, ୩ା୧୦(ପି.ଟି.): ଦକ୍ଷିଣ ଆଫ୍ରିକା ବିପକ୍ଷ ୩ ମ୍ୟାଚ୍‌ବିଶିଷ୍ଟ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ସିରିଜ୍‌ ପାଇଁ ରବିବାର ଭାରତୀୟ ଦଳ ଘୋଷଣା କରାଯାଇଛି। ଦଳରେ ଦୁଇଜଣ ନୂଆ ଖେଳାଳି ସ୍ଥାନ ପାଇଛନ୍ତି। ସେମାନେ ହେଲେ ବେଙ୍ଗଲ ସିମ୍‌ ବୋଲର ମୁକେଶ କୁମାର…

ସିରିଜ କବ୍‌ଜାରେ ଭାରତ

ଗୁଆହାଟୀ,୨।୧୦: ସ୍ଥାନୀୟ ବର୍ଷାପଡା ଗ୍ରାଉଣ୍ଡରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ରବିବାର ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ହାଇସ୍କୋରିଂ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆ ୧୬ ରନ୍‌ରେ ବିଜୟୀ ହୋଇଛି। ଏହି ବିଜୟ ୩ ମ୍ୟାଚ ବିଶିଷ୍ଟ ସିରିଜକୁ ୨-୦ରେ ଆଗୁଆ କବଜା…

ଦକ୍ଷିଣ ଆଫ୍ରିକାକୁ ୨୩୮ ରନ୍‌ର ଟାର୍ଗେଟ୍‌ ଦେଲା ଭାରତ

ଗୁଆହାଟୀ,୨।୧୦: ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟି-୨୦ରେ ଭାରତ ଜବରଦସ୍ତ ବ୍ୟାଟିଂ କରିଛି। ପ୍ରଥମ ବ୍ୟାଟିଂ କରି ଭାରତ ୨୦ ଓଭରରେ ୩ ଉଇକେଟ ହରାଇ ୨୩୭ ରନ ସଂଗ୍ରହ କରିଛନ୍ତି।ଏହି ମ୍ୟାଚ୍‌ରେ କେ.ଏଲ ରାହୁଲ ଏବଂ ସୂର୍ଯ୍ୟକୁମାରଙ୍କ ବିସ୍ଫୋରକ ଅର୍ଦ୍ଧଶତକ…

ବ୍ରାଡମ୍ୟାନଙ୍କ ରେକର୍ଡ ଭାଙ୍ଗିଲେ ସରଫରାଜ

ନୂଆଦିଲ୍ଲୀ,୨।୧୦: ଆଜିକାଲି ଇରାନୀ କପ ଖେଳାଯାଉଛି। ସୌରାଷ୍ଟ୍ର ଏବଂ ରେଷ୍ଟ ଅଫ୍‌ ଇଣ୍ଡିଆ ମଧ୍ୟରେ ଖେଳାଯାଉଥିବା ଏକ ମ୍ୟାଚରେ ସରଫରାଜ ଖାନ ପୁଣି ଥରେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ରେଷ୍ଟ ଅଫ୍‌ ଇଣ୍ଡିଆ ପାଇଁ ଖେଳୁଥିବା ସରଫରାଜ ପ୍ରଥମ ଇନିଂସରେ ଏକ…

ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା

ନୂଆଦିଲ୍ଲୀ,୨।୧୦: ଦକ୍ଷିଣ ଆଫ୍ରିକା ବିପକ୍ଷ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଏହି ଦଳର ଅଧିନାୟକ ଦାୟିତ୍ୱ ଶିଖର ଧାୱନଙ୍କ ହାତରେ ରହିଛି। ଏଥିସହିତ ଦଳର ଉପ-ଅଧିନାୟକ ଶ୍ରେୟାସ ଆୟାରଙ୍କୁ କରାଯାଇଛି। ଭାରତ ଏବଂ…

ଟସ୍‌ ଜିତିଲା ଦକ୍ଷିଣ ଆଫ୍ରିକା

ଗୁଆହାଟୀ,୨।୧୦: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ ଗୁଆହାଟୀରେ ହୋଇଛି। ଏହି ମ୍ୟାଚ ଜିତି ପ୍ରଥମ ଥର ପାଇଁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି-୨୦ ସିରିଜ ଜିତିବାକୁ ଚାହୁଁଛି ଭାରତ। ଏହି…

ଇଣ୍ଡିଆ ଲିଜେଣ୍ଡ୍ସ ପୁଣି ଚାମ୍ପିୟନ୍‌

ରାୟପୁର,୧ା୧୦: ରୋଡ ସେଫ୍ଟି ଓ୍ବାଲର୍‌ଡ ସିରିଜର ଚଳିତ ସଂସ୍କରଣକୁ ଜିତି ନେଇଛି ଇଣ୍ଡିଆ ଲିଜେଣ୍ଡ୍ସ। ନମନ ଓଝାଙ୍କ ଶତକ ବଳରେ ଇଣ୍ଡିଆ ଲିଜେଣ୍ଡ୍ସ ୬ ଉଇକେଟରେ ୧୯୫ ରନ୍‌ କରିଥିଲା। ଜବାବରେ ଶ୍ରୀଲଙ୍କା ଲିଜେଣ୍ଡ୍ସ ୧୬୨ ରନ୍‌ରେ ଅଲ୍‌ଆଉଟ ହୋଇ ୩୩…

ଆଜି ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି-୨୦: ଜାଣନ୍ତୁ କେତେବେଳେ ଆରମ୍ଭ ହେବ ମ୍ୟାଚ୍‌

ଗୁଆହାଟୀ,୨।୧୦: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ ରବିବାର ଗୁଆହାଟୀରେ ଖେଳାଯିବ। ଉଭୟ ଦଳ ପ୍ରଥମ ଥର ପାଇଁ ଏହି ଗ୍ରାଉଣ୍ଡରେ ପରସ୍ପର ବିପକ୍ଷରେ ଟି-୨୦ ମ୍ୟାଚ ଖେଳିବେ। ଭାରତ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?