ଖେଳ

ଇରଫାନ-ଗମ୍ଭୀରଙ୍କ ମଧ୍ୟରେ ଫାଇନାଲ ଲଢେଇ

ଇନ୍ଦୋର,୫।୧୦: ଲିଜେଣ୍ଡ୍‌ସ କ୍ରିକେଟ ଲିଗ ର ଦ୍ୱିତୀୟ ସିଜିନର ଅନ୍ତିମ ମ୍ୟାଚ ଆଜି ଖେଳାଯିବ। ଏଥିରେ ଭିଲୱାରା କିଙ୍ଗ୍ସ ଏବଂ ଇଣ୍ଡିଆ କ୍ୟାପିଟାଲର ଦଳ ମୁହାଁମୁହିଁ ହେବେ। କ୍ୱାଲିଫାୟର ମ୍ୟାଚରେ ଭିଲୱାରା କିଙ୍ଗ୍ସକୁ ପରାସ୍ତ କରିବା ପରେ ହିଁ ଇଣ୍ଡିଆ କ୍ୟାପିଟାଲ୍ସ…

ଧୋନୀଙ୍କ ପଦାଙ୍କ ଅନୁସରଣ କଲେ ରୋହିତ, ସମସ୍ତେ କଲେ ପ୍ରଶଂସା

ଇନ୍ଦୋର,୫।୧୦: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜରେ ଟିମ ଇଣ୍ଡିଆ ୨-୧ରେ ଜିତିଛି। ଏହି ସିରିଜରେ ଭାରତୀୟ ଦଳ ପ୍ରଥମ ଦୁଇଟି ମ୍ୟାଚ ଜିତି ଟ୍ରଫି ଜିତିଛି। ଏଥି ସହିତ ଇନ୍ଦୋରର ହୋଲକର ଷ୍ଟାଡିୟମରେ ଖେଳାଯାଇଥିବା…

୨-୧ରେ ସିରିଜ୍‌ ହାତେଇଲା ଟିମ୍‌ ଇଣ୍ଡିଆ

ଇନ୍ଦୋର,୫।୧୦: ମଧ୍ୟପ୍ରଦେଶର ଇନ୍ଦୋର ହୋଲକର ଷ୍ଟାଡିୟମରେ ଖେଳାଯାଇଥିବା ସିରିଜ୍‌ର ତୃତୀୟ ତଥା ଅନ୍ତିମ ଟି-୨୦ ମ୍ୟାଚରେ ଭାରତକୁ ଦକ୍ଷିଣ ଆଫ୍ରିକା ୪୯ ରନ୍‌ରେ ପରାସ୍ତ କରିଛି। ଭାରତ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଫଳରେ ଆମନ୍ତ୍ରଣ ପାଇ ଦକ୍ଷିଣ…

ଟିମ୍‌ ଇଣ୍ଡିଆ ଚିନ୍ତା ବଢ଼ିଲା; ଯନ୍ତ୍ରଣା ଯୋଗୁ ବାଦ୍‌ ପଡ଼ିଲେ ଅର୍ଶଦୀପ

ଇନ୍ଦୋର,୪।୧୦: ଭାରତ ଏବଂ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜର ଶେଷ ଟି୨୦ ମ୍ୟାଚ୍‌ ମଙ୍ଗଳବାର ଖେଳାଯାଉଛି। ଏହି ମ୍ୟାଚ୍‌ ଲାଗି ଭାରତୀୟ ଟିମ୍‌ ତିନୋଟି ପରିବର୍ତ୍ତନ ସହ ଓହ୍ଲାଇଛି। ଟି୨୦ ବିଶ୍ୱକପ୍‌ ପୂର୍ବରୁ ଏହା ଦଳ ଲାଗି ଶେଷ ଟି୨୦ ମ୍ୟାଚ୍‌…

ଅନ୍ତିମ ଟି୨୦: ଭାରତକୁ ୨୨୮ ଟାର୍ଗେଟ ଦେଲା ଦକ୍ଷିଣ ଆଫ୍ରିକା

ଇନ୍ଦୋର,୪।୧୦: ଭାରତ ଏବଂ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜର ଶେଷ ଟି୨୦ ମ୍ୟାଚ୍‌ ମଙ୍ଗଳବାର ଖେଳାଯାଉଛି। ଏହି ମ୍ୟାଚ୍‌ ଲାଗି ଭାରତ ଦଳରେ ତିନୋଟି ପରିବର୍ତ୍ତନ କରିଛି। ବିରାଟ କୋହଲି ଏବଂ କେଏଲ୍‌ ରାହୁଲଙ୍କୁ ବିଶ୍ରାମ ଦିଆଯାଇଛି। ସେହିଭଳି ଅର୍ଶଦୀପ ସିଂହ…

୩ ସ୍ଥାନରେ ଗୋଡ ଭାଙ୍ଗିଛି, ଖସିଯାଇଛି ଗୋଇଠି: ଫଟୋ ଶେୟାର କଲେ କ୍ରିକେଟର

ଲଣ୍ଡନ,୪।୧୦: ଇଂଲଣ୍ଡର ଷ୍ଟାର ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ ଜନି ବେୟାରଷ୍ଟୋ ଗୁରୁତର ଭାବେ ଆହତ ହୋଇଛନ୍ତି। ଏହି କାରଣରୁ ସେ ଆଗାମୀ ଦିନରେ ହେବାକୁ ଥିବା ବିଶ୍ୱକପ୍‌ରୁ ବାଦ୍‌ ପଡ଼ିଛନ୍ତି। ତେବେ କ୍ରିକେଟରଙ୍କ ବାମଗୋଡର ୩ ସ୍ଥାନରେ ହାଡ ଭାଙ୍ଗିଛି। ତାଙ୍କର ଗୋଇଠିଟି…

ବୁମ୍‌ରାଙ୍କ ସ୍ଥାନ ନେବେ ଶାମି

ନୂଆଦିଲ୍ଲୀ,୪।୧୦: ଟି୨୦ ବିଶ୍ୱକପ୍‌ ପର୍ବରୁ ଟିମ୍‌ ଇଣ୍ଡିଆକୁ ବଡ ଝଟ୍‌କା ଲାଗିଛି। କାରଣ ଦଳର ପ୍ରମୁଖ ବୋଲରଙ୍କ ମଧ୍ୟରୁ ଅନ୍ୟତମ ଜସପ୍ରିତ ବୁମ୍‌ରା ପିଠିରେ ସମସ୍ୟା କାରଣରୁ ଦଳରୁ ବାଦ୍‌ ପଡ଼ିଛନ୍ତି। ତାଙ୍କୁ ଠିକ୍‌ ହେବାକୁ ପ୍ରାୟ ୬ ସପ୍ତାହ ସମୟ…

ପନ୍ତଙ୍କୁ ଫ୍ଲାଇଂ କିସ୍‌ ଦେଲେ ଉର୍ବଶୀ! କିଛି ଏଭଳି ଢ଼ଙ୍ଗରେ ଜଣାଇଲେ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ,୪।୧୦: ପୁଣି ଚର୍ଚ୍ଚାରେ ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌତେଲା। କ୍ରିକେଟର ଋଷଭ ପନ୍ତଙ୍କୁ ସେ ବେଶ ନିଆରା ଢଙ୍ଗରେ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ପନ୍ତଙ୍କ ୨୫ତମ ଜନ୍ମଦିନରେ ଉର୍ବଶୀ ନିଜର ସୋସିଆଲ ମିଡିଆରେ ବହୁତ ସୁନ୍ଦର ଭିଡିଓ ଶେୟାର କରିଛନ୍ତି। ଏଥିରେ…

ରିଷଭ ପନ୍ତଙ୍କୁ ରୋମାଣ୍ଟିକ୍‌ ଅନ୍ଦାଜ୍‌ରେ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ଗର୍ଲଫ୍ରେଣ୍ଡ

ଭାରତର ଯୁବ ଉଇକେଟ କିପର-ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ଆଜି ତାଙ୍କର ୨୫ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ବିଶେଷ ଅବସରରେ ପନ୍ତଙ୍କୁ ତାଙ୍କ ପ୍ରେମିକା ଇଶା ନେଗି ଏକ ରୋମାଣ୍ଟିକ ଅନ୍ଦାଜରେ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ଇଶା ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମ…

ଟି-୨୦ ବିଶ୍ୱକପ୍‌ରୁ ବାଦ୍‌ ପଡିବା ପରେ ମୁହଁ ଖୋଲିଲେ ବୁମ୍‌ରା

ନୂଆଦିଲ୍ଲୀ,୪।୧୦: ଅଷ୍ଟ୍ରେଲିଆରେ ଅନୁଷ୍ଠିତ ହେବାକୁ ଥିବା ୨୦୨୨ ଟି-୨୦ ବିଶ୍ୱକପ ପୂର୍ବରୁ ଭାରତ ଏକ ବଡ଼ ଝଟ୍‌କା ଲାଗିଛି। ଆହତ କାରଣରୁ ଷ୍ଟାର ଫାଷ୍ଟ ବୋଲର ଜଶପ୍ରୀତ ବୁମ୍‌ରାଙ୍କୁ ଟି-୨୦ ବିଶ୍ୱକପରୁ ବାଦ ଦିଆଯାଇଛି। ସୋମବାର ରାତିରେ ବିସିସିଆଇ ବୁମରାଙ୍କ ବିଶ୍ୱକପରୁ…

ଭାରତ ପ୍ରଥମେ ପାକିସ୍ତାନକୁ ଭେଟିବ

ଦୁବାଇ,୪ା୧୦: ଆଇସିସି ମହିଳା ଟି୨୦ ବିଶ୍ୱକପ୍‌ ୨୦୨୩ ପାଇଁ ସୋମବାର ଅନ୍ତର୍ଜାତୀୟ କ୍ରୀଡ଼ା ପରିଷଦ (ଆଇସିସି) ତରଫରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ତଦନୁସାରେ ଭାରତ ଏହାର ପ୍ରଥମ ମ୍ୟାଚ ପାକିସ୍ତାନ ବିପକ୍ଷରେ ଫେବୃୟାରୀ ୧୨ରେ କେପ୍‌ଟାଉନ୍‌ଠାରେ ଖେଳିବ। ଦକ୍ଷିଣ ଆଫ୍ରିକାରେ ଫେବୃୟାରୀ…

ଓକିନଓ୍ବା କରାଟେ ସ୍କୁଲର ପ୍ରଶିକ୍ଷଣ ଶିବିର

ଭୁବନେଶ୍ୱର, ୪।୧୦(କ୍ରୀଡ଼ା ପ୍ରତିନିଧି): ଓକିନୱା କରାଟେ ସ୍କୁଲ ଆନୁକୂଲ୍ୟରେ କରାଟେ ପ୍ରଶିକ୍ଷଣ ଶିବିର ସ୍ଥାନୀୟ କଳିଙ୍ଗ ନଗରସ୍ଥିତ ଡିଏଭି ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ବିଭିନ୍ନ ବୟସ ବର୍ଗର ଛାତ୍ରୀଛାତ୍ର ଯୋଗଦେଇଥିଲେ। ପ୍ରଶିକ୍ଷଣ ପରେ ବେଲ୍ଟ ଗ୍ରେଡିଂ ପରୀକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?