ଖେଳ ପଡ଼ିଆ ପାଲଟିଲା ମୃତ୍ୟୁର ମଇଦାନ, ୧୭୪ ମୃତ, ୧୮୦ରୁ ଅଧିକ ଆହତ
ଜାକର୍ତ୍ତା,୨ ।୧୦: ଇଣ୍ଡୋନେସିଆରେ ଚାଲିଥିବା ଏକ ଫୁଟବଲ ମ୍ୟାଚ ସମୟରେ ଭୟଙ୍କର ଦୃଶ୍ୟ ଦେଖିବାକୁ ମିଳିଛି । ଏଠାରେ ଦୁଇ ଦଳର ସମର୍ଥକଙ୍କ ମଧ୍ୟରେ ହୋଇଥିବା ସଂଘର୍ଷ ଶେଷରେ ହିଂସାର ରୂପ ନେଇଥିଲା । ଏହା ଏତେ ତୀବ୍ର ହେଲା ଯେ…
ଆଜି ଦ୍ୱିତୀୟ ଟି୨୦: ସିରିଜ ବିଜୟ ଲକ୍ଷ୍ୟରେ ଭାରତ
ଗୁଆହାଟୀ,୨।୧୦: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଟି୨୦ ସିରିଜର ଦ୍ୱିତୀୟ ମ୍ୟାଚ ରବିବାର ଗୁଆହାଟୀରେ ଖେଳାଯିବ। ଭାରତ ଏହି ମ୍ୟାଚକୁ ଜିତିବା ସହିତ ପ୍ରଥମ ଥର ପାଇଁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଏକ ଘରୋଇ ସିରିଜ ଜିତିବାକୁ ପ୍ରୟାସ…
୧୭ ବର୍ଷରୁ କମ୍ ଫିଫା ବିଶ୍ୱକପ୍: କାଉଣ୍ଟରରେ ଟିକେଟ ବିକ୍ରି ଆରମ୍ଭ
ଭୁବନେଶ୍ୱର, ୨।୧୦: ଭାରତରେ ପ୍ରଥମଥର ପାଇଁ ହେବାକୁ ଯାଉଥିବା ୧୭ ବର୍ଷରୁ କମ୍ ଫିଫା ବିଶ୍ୱକପ୍ ପାଇଁ ଉତ୍ସାହ ବଢ଼ିବାରେ ଲାଗିଛି। ଟୁର୍ନାମେଣ୍ଟ ଆରମ୍ଭ ହେବାକୁ ଆଉ ୧୦ ଦିନ ବାକି ରହିଥିବାବେଳେ ଶନିବାର ପ୍ରତିଯୋଗିତାର ୩ ଭେନ୍ୟୁ ଭୁବନେଶ୍ୱର, ଗୋଆ…
ପୁଟିନ୍ଙ୍କ ଆମନ୍ତ୍ରଣକୁ ସ୍ବିକାର କଲେ ୭ ଫୁଟ୍ର ଏହି ବକ୍ସିଂ ଚାମ୍ପିୟନ: ୟୁକ୍ରେନ୍ ସହ ଲଢ଼ିବେ ଯୁଦ୍ଧ
ମସ୍କୋ,୧।୧୦: ରୁଷିଆ-ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ଏବେ ବି ଜାରି ରହିଛି। ପ୍ରାୟ ୭ ମାସ ଧରି ଲାଗିରହିଥିବା ଏହି ଯୁଦ୍ଧରେ ବହୁ ଧନଜୀବନ ହାନି ହୋଇଥିବା ବେଳେ ୟୁକ୍ରେନ୍ର ୪ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳ ରୁଷିଆରେ ବିଲୟ ହୋଇଛି। ଏବେ ଏହି ଯୁଦ୍ଧରେ…
ସମାନ ଶର୍ଟକୁ ଏକା ଭଳି ଚୁଟି…କୋହଲି-ବାବର ଲାଗୁଛନ୍ତି ଯାଆଁଳା ଭାଇ
ନୂଆଦିଲ୍ଲୀ,୧।୧୦: ଭାରତୀୟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ସହ ପାକିସ୍ତାନ ଅଧିନାୟକ ବାବର ଆଜମଙ୍କ ତୁଳନା କରାଯାଇଥାଏ। କେତେବେଳେ ରେକର୍ଡକୁ ନେଇ ତ କେବେ ଖେଳ ଏବଂ ବ୍ୟାଟିଂଶୈଳୀକୁ ନେଇ ଚର୍ଚ୍ଚା ହୋଇଥାଏ। ହେଲେ ଏବେ କିଛି ଭିନ୍ନ କାରଣକୁ…
ପୁଅକୁ କୋଳରେ ଧରି କ୍ଷୀର ପିଆଉଛନ୍ତି ଯୁବରାଜ, ଫଟୋ ଶେୟାର କଲେ ସ୍ତ୍ରୀ
ଭାରତର ପୂର୍ବତନ କ୍ରିକେଟର ଯୁବରାଜ ସିଂ ପୁଅକୁ ବୋତଲରେ କ୍ଷୀର ପିଆଉଥିବାର ଫଟୋ ଶେୟାର କରିଛନ୍ତି ତାଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ ହାଜେଲ କିଚ୍। ଉଭୟ କ୍ୟାମେରାକୁ ଚାହିଁଛନ୍ତି। ଶେଷ ଫଟୋରେ ଉଭୟ ଷ୍ଟାଡିୟମରେ ବସି ମ୍ୟାଚ ଦେଖୁଛନ୍ତି। ତୃତୀୟ ଫଟୋରେ…
ଶ୍ରୀଲଙ୍କା ୪୧ ରନ୍ରେ ପରାଜିତ…
ସିଲହଟ, ୧।୧୦ : ମହିଳା ଏସିଆ କପର ଦ୍ୱିତୀୟ ମ୍ୟାଚ୍ରେ ବାଂଲାଦେଶର ସିଲହଟରେ ଶନିବାର ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ହୋଇଥିବା ମ୍ୟାଚ୍ରେ ଶ୍ରୀଲଙ୍କା ୪୧ ରନ୍ରେ ପରାଜିତ ହୋଇଛି। ଭାରତର ୧୫୦ ରନ୍ର ଜବାବରେ ଶ୍ରୀଲଙ୍କା ଦଳ ୧୮.୨ ଓଭରରେ…
ଷ୍ଟାଡିୟମରେ ଥିଲେ ୭୭ ହଜାର ଲୋକ, ହଠାତ୍ ଭୁଶୁଡ଼ି ପଡ଼ିଲା ଗ୍ୟାଲେରି
ସାଣ୍ଟିଆଗୋ,୧ା୧୦: ମ୍ୟାଚ୍ ସମୟରେ ପ୍ରଶଂସକଙ୍କ କ୍ରେଜ୍ ବେଳେବେଳେ ସମସ୍ତ ସୀମା ଅତିକ୍ରମ କରେ। ଦକ୍ଷିଣ ଆମେରିକାର ଚିଲିରେ ଶୁକ୍ରବାର ଏକ ଫୁଟବଲ ମ୍ୟାଚ୍ ସମୟରେ ସେମିତି ଏକ ଘଟଣା ଘଟିଛି। କୁହାଯାଉଛି, ଷ୍ଟାଡିୟମରେ ମାତ୍ର ୫୦ ହଜାର ଲୋକଙ୍କ ପାଇଁ ବସିବାର…
ଶ୍ରୀଲଙ୍କା ଆଗରେ ୧୫୧ ରନ୍ର ବିଜୟ ଲକ୍ଷ୍ୟ…
ସିଲହଟ, ୧।୧୦ : ମହିଳା ଏସିଆ କପର ଦ୍ୱିତୀୟ ମ୍ୟାଚ୍ ଶନିବାର ବାଂଲାଦେଶର ସିଲହଟରେ ଆରମ୍ଭ ହୋଇଛି। ଟୁର୍ନାମେଣ୍ଟର ଦ୍ୱିତୀୟ ମ୍ୟାଚ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଛି। ଶ୍ରୀଲଙ୍କା ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଧାର୍ଯ୍ୟ…
୨୦୨୩ ଭାରତରେ ଆୟୋଜନ ହେବ ମୋଟୋଜିପି ଗ୍ରାଁ ପ୍ରି
ନୂଆଦିଲ୍ଲୀ, ୧ା୧୦: ଭାରତରେ ୨୦୨୩ରୁ ମୋଟରସାଇକେଲ ରେସିଂ ଗ୍ରାଁ ପ୍ରି (ମୋଟୋଜିପି) ଆୟୋଜିତ ହେବ। ୯ ବର୍ଷ ପୂର୍ବେ ଫର୍ମୁଲା ଓ୍ବାନର ବିଦାୟ ପରେ ଦେଶକୁ ମୋଟରସ୍ପୋଟର୍ସ ଇଭେଣ୍ଟ ଫେରିବ। ବିଶ୍ୱର ପ୍ରିମିୟର ମୋଟରସାଇକେଲ ରେସିଂ ଚାମ୍ପିୟନଶିପ୍ ବୁଦ୍ଧ ଇଣ୍ଟରନ୍ୟାଶନାଲ ସର୍କିଟରେ…
ରାଜ୍ୟପାଳଙ୍କ ଦ୍ୱାରା ଆରାଧ୍ୟା ସମ୍ବର୍ଦ୍ଧିତ
ଭୁବନେଶ୍ୱର, ୧।୧୦(କ୍ରୀଡ଼ା ପ୍ରତିନିଧି): ଗତ ଜୁନ୍ରେ ୬ ଦିନ ମଧ୍ୟରେ ୬ଟି ଗିରିଶୃଙ୍ଗ ଆରୋହଣ କରିଥିବା ରାଜ୍ୟର ଶିଶୁ ପର୍ବତାରୋହୀ ଆରାଧ୍ୟାଙ୍କୁ ଗୁରୁବାର ରାଜ୍ୟପାଳ ଗଣେଶୀ ଲାଲ ରାଜଭବନରେ ସମ୍ବର୍ଦ୍ଧିତ କରିଛନ୍ତି। ରାଜ୍ୟପାଳ ତାଙ୍କୁ ଆଶୀର୍ବାଦ କରିବା ସହ ମହାତ୍ମା ଗାନ୍ଧୀଙ୍କର…
ଓଡ଼ିଶା ମହିଳା ରଗ୍ବୀ ଦଳକୁ ସ୍ବର୍ଣ୍ଣ ପଦକ
ଭୁବନେଶ୍ୱର, ୧।୧୦(କ୍ରୀଡ଼ା ପ୍ରତିନିଧି): ଗୁଜରାଟର ବିଭିନ୍ନ ସହରରେ ଚାଲିଥିବା ଜାତୀୟ କ୍ରୀଡ଼ାର ୩୬ତମ ସଂସ୍କରଣରେ ଓଡ଼ିଶା ମହିଳା ରଗ୍ବୀ ଦଳ ଗୌରବ ଆଣିଛି। ଶୁକ୍ରବାର ଅନୁଷ୍ଠିତ ଫାଇନାଲରେ ଓଡ଼ିଶା ୨୨-୦ରେ ମହାରାଷ୍ଟ୍ରକୁ ହରାଇ ସ୍ବର୍ଣ୍ଣ ପଦକ ହାସଲ କରିଛି। ସେମିଫାଇନାଲରେ ବିହାରକୁ…

