ଖେଳ

ଜାଏଣ୍ଟ୍ସ ବିପକ୍ଷରେ ପାଇରେଟ୍ସର ବୃହତ୍‌ ବିଜୟ

ପୁଣେ, ୩୧ା୧୦ :ପ୍ରୋ-କବାଡ଼ି ଲିଗ୍‌ରେ ସଚିନଙ୍କ ଚିତ୍ତାକର୍ଷକ ପ୍ରଦର୍ଶନ ସହାୟତାରେ ପାଟ୍‌ନା ପାଇରେଟ୍ସ ୩୪-୨୮ ଗୁଜରାଟ ଜାଏଣ୍ଟ୍ସକୁ ପରାସ୍ତ କରିଛି। ବାଲଓ୍ବୋଡିସ୍ଥିତ ଶ୍ରୀ ଶିବଛତ୍ରପତି ସ୍ପୋଟର୍‌ସ କମ୍ପ୍ଲେକ୍ସରେ ସୋମବାର ଖେଳାଯାଇଥିବା ଏହି ମ୍ୟାଚରେ ସଚିନ ପାଟ୍‌ନା ଦଳର ଶ୍ରେଷ୍ଠ ଖେଳାଳି ଥିଲେ।…

ଓଡ଼ିଶା ସେକ୍ରେଟାରିଏଟ୍‌ ଚାମ୍ପିୟନ୍‌

ଭୁବନେଶ୍ୱର,୧ା୧୧(ସ୍ପୋଟର୍‌ସ ବ୍ୟୁରୋ): କିଟ୍‌ ବିଶ୍ୱବିଦ୍ୟାଳୟ ପରିସରରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସିନିୟର ମହିଳା ହକି ଚାମ୍ପିୟନଶିପ୍‌ରେ ଓଡ଼ିଶା ସେକ୍ରେଟାରିଏଟ ଚାମ୍ପିୟନ ଆଖ୍ୟା ଅର୍ଜନ କରିଛି। ପ୍ରଥମ ସଂସ୍କରଣରେ ଚାମ୍ପିୟନ ଓଡ଼ିଶା ସେକ୍ରେଟାରିଏଟ ଫାଇନାଲରେ ଖୋର୍ଦ୍ଧାକୁ ୪-୧ରେ ପରାସ୍ତ କରିଛି। ତୃତୀୟ ସ୍ଥାନ ପାଇଁ…

ପାଣ୍ଡ୍ୟା ଟି୨୦, ଧାଓ୍ବନ ଦିନିକିଆ ଅଧିନାୟକ

ଆଡିଲେଡ୍‌, ୩୧ା୧୦: ନ୍ୟୁଜିଲାଣ୍ଡ ଟୁର୍‌ ପାଇଁ ସୋମବାର ଭାରତୀୟ କ୍ରିକେଟ ଦଳ ଘୋଷଣା କରାଯାଇଛି। ସେଠାରେ ନଭେମ୍ବର ୧୮ରୁ ୩ ମ୍ୟାଚ ବିଶିଷ୍ଟ ଅନ୍ତର୍ଜାତୀୟ ଟି୨୦ ସିରିଜ ପାଇଁ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ ମନୋନୀତ କରାଯାଇଛି। ‘ଓ୍ବାର୍କଲୋଡ୍‌ ମ୍ୟାନେଜମେଣ୍ଟ ଅଫ୍‌…

କୋହଲିଙ୍କ ହୋଟେଲ୍‌ ରୁମ୍‌ ଭିଡିଓ ଭାଇରାଲ ପ୍ରସଙ୍ଗ: ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

ପର୍ଥ,୩୧।୧୦: ଭାରତୀୟ କ୍ରିକେଟର୍‌ ବିରାଟ କୋହଲିଙ୍କ ରହୁଥିବା ହୋଟେଲ ରୁମ୍‌ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏଥିରେ ରାଗିଯାଇ କୋହଲି ଗୋପନୀୟତା ପ୍ରସଙ୍ଗକୁ ଗମ୍ଭୀରତାର ସହ ନେଇଛନ୍ତି। ବିରାଟଙ୍କ ଜଣେ ପ୍ରଶଂସକ ହୋଟେଲରେ ଥିବା ତାଙ୍କ ରୁମ୍‌ ଭିତରକୁ ଯାଇ…

ଭାରତ ପାଇଁ ସହଜ ହେବନି ସେମିଫାଇନାଲ୍‌ ରାସ୍ତା: ଜାଣନ୍ତୁ କ’ଣ କହୁଛି ସମୀକରଣ

ପର୍ଥ,୩୧।୧୦: ଟି-୨୦ ବିଶ୍ୱକପ ୨୦୨୨ରେ ଭାରତୀୟ ଦଳକୁ ଗତକାଲି ରାତିରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା। ଏହି ପରାଜୟ ଦ୍ୱାରା ଭାରତୀୟ ଦଳ ଅଧିକ ଅସୁବିଧାରେ ପଡ଼ିବ ନାହିଁ କାରଣ ଦଳ ପରବର୍ତ୍ତୀ ଦୁଇଟି ମ୍ୟାଚ ଜିତି…

ଫ୍ରେଞ୍ଚ ଓପନ ପୁରୁଷ ଡବଲ ଜିତିଲେ ସାତ୍ତ୍ୱିକ-ଚିରାଗ

ପ୍ୟାରିସ୍‌,୩୧।୧୦: ଭାରତର ତାରକା ବ୍ୟାଡ୍‌ମିଣ୍ଟନ ଯୋଡି ସାତ୍ତ୍ୱିକ ସାଇରାଜ-ଚିରାଗ ସେଟ୍ଟୀ ତାଇୱାନର ଲୁ ଚିଙ୍ଗ-ୟା / ୟାଙ୍ଗ ପୋ ହାନଙ୍କୁ ପରାସ୍ତ କରି ଫ୍ରେଞ୍ଚ ଓପନ ବ୍ୟାଡମିଣ୍ଟନ ପୁରୁଷ ଡବଲ ଜିତିଛନ୍ତି। ଏହା ହେଉଛି ଉଭୟଙ୍କର ଏକାଦଶ ଟାଇଟଲ। ଏକପାଖିଆ ମ୍ୟାଚ…

ଅଷ୍ଟ୍ରେଲିଆ-ଆୟର୍ଲାଣ୍ଡ ମ୍ୟାଚ୍‌ : ଖୋଲିବ ସେମିଫାଇନାଲ ଖେଳିବାର ରାସ୍ତା…

ବ୍ରିସବେନ୍‌,୩୧।୧୦ : ଟି-୨୦ ବିଶ୍ୱକପ ୨୦୨୨ ରେ ଅଷ୍ଟ୍ରେଲିଆ ଏବଂ ଆୟର୍ଲାଣ୍ଡ ଦଳ ସୋମବାର ମୁହାଁମୁହିଁ ହେବେ। ଏହି ମ୍ୟାଚ ବ୍ରିସବେନରେ ଖେଳାଯିବ। ଏହି ମ୍ୟାଚ ଭାରତୀୟ ସମୟ ଅପରାହ୍ନ ୧:୩୦ରେ ଆରମ୍ଭ ହେବ। ଉଭୟ ଦଳ ପାଇଁ ଏହା ଏକ…

ରାଗିକି ନିଆଁବାଣ ହେଲେ କୋହଲି

ପର୍ଥ,୩୧।୧୦: ଭାରତର ପୂର୍ବତନ ଅଧିନାୟକ ବିରାଟ କୋହଲି ବର୍ତ୍ତମାନ ଟି-୨୦ ବିଶ୍ୱକପ ୨୦୨୨ ପାଇଁ ଅଷ୍ଟ୍ରେଲିଆରେ ଅଛନ୍ତି। ସେପଟେ ବିରାଟ କୋହଲିଙ୍କ ହୋଟେଲ ରୁମର ଏକ ଭିଡିଓ ଲିକ ହୋଇଛି। ଭିଡିଓ ଲିକ୍‌ ହେବା ପରେ କୋହଲି ରାଗିକି ନିଆଁବାଣ ହୋଇପଡିଛନ୍ତି।…

ସେମିଫାଇନାଲରେ ପାକିସ୍ତାନ ପାଇଁ ସୁଯୋଗ ଅଛି କି ?, ଏସବୁ ତିନି ସମୀକରଣ ଗୁରୁତ୍ୱପୂର୍ଣ୍ଣ……

ମେଲବୋର୍ନ,୩୧।୧୦ : ଟି -୨୦ ବିଶ୍ୱକପ ୨୦୨୨ ରେ ଦକ୍ଷିଣ ଆଫ୍ରିକା ରବିବାର ଟିମ ଇଣ୍ଡିଆକୁ ୫ ୱିକେଟରେ ପରାସ୍ତ କରିଛି। ଏହି ମ୍ୟାଚର ଫଳାଫଳ ପାକିସ୍ତାନ ଦଳ ଉପରେ ସବୁଠାରୁ ବଡ ପ୍ରଭାବ ପକାଇଛି। ଭାରତର ପରାଜୟ ପାକିସ୍ତାନ ଦଳକୁ…

ରୋହିତ ଶର୍ମାଙ୍କ ବଡ଼ ରେକର୍ଡ

ପର୍ଥ,୩୧।୧୦: ଭାରତୀୟ ଅଧିନାୟକ ରୋହିତ ଶର୍ମା ମଧ୍ୟ ଟି-୨୦ ବିଶ୍ୱକପରେ ଏକ ବଡ଼ ରେକର୍ଡ କରିଛନ୍ତି। ସେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପଡ଼ିଆକୁ ଓହ୍ଲାଇବା ମାତ୍ରେ ଟି-୨୦ ବିଶ୍ୱକପ୍‌ରେ ସର୍ବାଧିକ ମ୍ୟାଚ ଖେଳିଥିବା ଖେଳାଳି ହୋଇପାରିଛନ୍ତି। ଏହି ମ୍ୟାଚ ସମେତ ରୋହିତ…

ବଡ଼ ଉପଲବ୍ଧି ହାସଲ କଲେ କୋହଲି

ପର୍ଥ,୩୧।୧୦: ଟି-୨୦ ବିଶ୍ୱକପ୍‌ର ଏକ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ୫ ଉଇକେଟ୍‌ରେ ଭାରତକୁ ପରାସ୍ତ କରିଛି। ଏହି ମ୍ୟାଚ୍‌ରେ ବିରାଟ କୋହଲିଙ୍କୁ ଏକ ସ୍ବତନ୍ତ୍ର ରେକର୍ଡର ଅଧିକାରୀ ହୋଇଥିଲେ। ଯଦିଓ ସେ ମାତ୍ର ୧୨ ରନ୍‌ ସ୍କୋର କରିବା ପରେ ଆଉଟ…

ନାଇଜେରିଆ ତୃତୀୟ

ଭୁବନେଶ୍ୱର, ୩୧।୧୦, (କ୍ରୀଡ଼ା ପ୍ରତିନିଧି): ଆଫ୍ରିକୀୟ ଦେଶ ନାଇଜେରିଆ ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ୍‌ରେ ଆଉ ଏକ ବିପର୍ଯ୍ୟୟ ଘଟାଇ ଶ୍ରେଷ୍ଠ ସଫଳତା ଲାଭ କରିଛି। ରବିବାର ଅନୁଷ୍ଠିତ ପ୍ଲେ-ଅଫ୍‌ରେ ଏହି ଦଳ ଶକ୍ତିଶାଳୀ ଜର୍ମାନୀକୁ ପେନାଲ୍ଟି ଶୁଟ୍‌ଆଉଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?