ଖେଳ

ଜିମ୍ବାଓ୍ବେ ପାଇଁ ବିଜୟ ଲକ୍ଷ୍ୟ ୧୫୧…

ବ୍ରିସବେନ ,୩୦।୧୦ : ଟି-୨୦ ବିଶ୍ୱକପର ୨୮ ତମ ମ୍ୟାଚ ବାଂଲାଦେଶ ଏବଂ ଜିମ୍ବାୱେ ମଧ୍ୟରେ ଖେଳାଯାଉଛି। ବାଂଲାଦେଶ ଅଧିନାୟକ ଶାକିବ ଅଲ ହାସନ ଟସ ଜିତି ରବିବାର ବ୍ରିସବେନ ଗ୍ରାଉଣ୍ଡରେ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଜିମ୍ବାଓ୍ବେ ଅଧିନାୟକ…

ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ୍‌ରେ ଖଳନାୟକ ସାଜିବ କି ବର୍ଷା ?…

ମେଲବୋର୍ନ,୩୦।୧୦ : ରବିବାର ଟି -୨୦ ବିଶ୍ୱକପର ୩୦ ତମ ମ୍ୟାଚ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ। ଏହି ମ୍ୟାଚ ପର୍ଥରେ ଅନୁଷ୍ଠିତ ହେବ । ପାକିସ୍ତାନ ଏବଂ ନେଦରଲ୍ୟାଣ୍ଡକୁ ପରାସ୍ତ କରିବା ପରେ ଭାରତୀୟ ଦଳ ଶକ୍ତିଶାଳୀ…

ରବିବାର ଭାରତ-ଦକ୍ଷିଣ ଆଫ୍ରିକା ମୁହାଁମୁହିଁ: ହାଟ୍ରିକ୍‌ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବ ଭାରତ…

ମେଲବୋର୍ନ,୨୯।୧୦ : ଟି-୨୦ ବିଶ୍ୱକପରେ ଭାରତ ନିଜର ତୃତୀୟ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ସହିତ ମୁହାଁମୁହିଁ ହେବାକୁ ଯାଉଛି। ପର୍ଥ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ରେ ଭାରତ ହାଟ୍ରିକ୍‌ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବ। ତେବେ ଭାରତ ପାଇଁ…

ଭାଙ୍ଗି ପଡ଼ିଛନ୍ତି ପାକିସ୍ତାନୀ ଖେଳାଳି; ଉପଅଧିନାୟକ ଭୋ-ଭୋ ହୋଇ କାନ୍ଦିବା ଭିଡିଓ ଭାଇରାଲ

ପର୍ଥ,୨୯।୧୦: ଅଷ୍ଟ୍ରେଲିଆରେ ଖେଳାଯାଉଥିବା ଟି୨୦ ବିଶ୍ୱକପ୍‌ ୨୦୨୨ରେ ଖରାପ ପ୍ରଦର୍ଶନକୁ ନେଇ ସମାଲୋଚିତ ହେଉଛି ପାକିସ୍ତାନ। ଭାରତ ପରେ ଜିମ୍ବାଓ୍ବେ ଭଳି ଦୁର୍ବଳ ଦଳ ବିପକ୍ଷରେ ମାତ୍ର ଗୋଟିଏ ରନ୍‌ରେ ପରାଜିତ ହେବାକୁ ପଡ଼ିଥିଲା। ଏହାକୁ ନେଇ ଦଳର ସମସ୍ତ ଖେଳାଳି…

ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍‌ରୁ ବାଦ୍‌ ପଡ଼ିବେ କେଏଲ୍‌ ରାହୁଲ? ବ୍ୟାଟିଂ କୋଚ୍‌ କହିଲେ…

ନୂଆଦିଲ୍ଲୀ,୨୯।୧୦: ଟି୨୦ ବିଶ୍ୱକପ୍‌ ୨୦୨୨ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ତୃତୀୟ ମ୍ୟାଚ୍‌ ଖେଳିବ ଟିମ୍‌ ଇଣ୍ଡିଆ। ପର୍ଥରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ ଅନେକ ଦୃଷ୍ଟିରୁ ଭାରତ ଲାଗି ଗୁରୁତ୍ୱପୂର୍ଣ୍ଣ। ହେଲେ ଦଳରେ କେ.ଏଲ୍‌. ରାହୁଲଙ୍କ ପ୍ରଦର୍ଶନକୁ ନେଇ ସେ ଏହି…

କିୱି ଦଳ ବୋଲିଂରେ ଶ୍ରୀଲଙ୍କା ଚିତ୍‌ପଟାଙ୍ଗ, ୬୫ ରନ୍‌ରେ ହାରିଲା…

ମେଲବୋର୍ନ,୨୯।୧୦ : ଟି-୨୦ ବିଶ୍ୱକପରେ ଶନିବାର ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ନ୍ୟୁଜିଲାଣ୍ଡ ଶ୍ରୀଲଙ୍କା ମଧ୍ୟରେ ମ୍ୟାଚ୍‌ ଖେଳାଯାଉଥିବା ମ୍ୟାଚ୍‌ରେ କିୱି ଦଳ ବୋଲିଂରେ ଶ୍ରୀଲଙ୍କା ଚିତ୍‌ପଟାଙ୍ଗ ମାରିଛି। ଶ୍ରୀଲଙ୍କା ଦଳ ୧୯.୨ ଓଭରରେ ୧୦ ଓ୍ବିକେଟ ହରାଇ ମାତ୍ର ୧୦୨ ରନ୍‌…

ଶ୍ରୀଲଙ୍କା ପାଇଁ ବିଜୟ ଲକ୍ଷ୍ୟ ୧୬୮ ରନ…

ମେଲବୋର୍ନ,୨୯।୧୦ : ଟି-୨୦ ବିଶ୍ୱକପରେ ଶନିବାର ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ନ୍ୟୁଜିଲାଣ୍ଡ ଶ୍ରୀଲଙ୍କା ମଧ୍ୟରେ ମ୍ୟାଚ୍‌ ଖେଳାଯାଉଛି। ଦୁଇ ଦଳ ମଧ୍ୟରେ ପ୍ରଥମ ସ୍ଥାନ ପାଇଁ ଲଢ଼େଇ ଜାରି ରହିଛି। ନ୍ୟୁଜିଲାଣ୍ଡର ଦୁଇଟି ମ୍ୟାଚରୁ ତିନୋଟି ପଏଣ୍ଟ ରହିଛି ଏବଂ ଦଳ…

ରବିବାର ଭାରତ-ଦକ୍ଷିଣ ଆଫ୍ରିକା ହାଇଭୋଲ୍‌ଟେଜ ମୁକାବିଲା

ନୂଆଦିଲ୍ଲୀ,୨୯ା୧୦: ଟି-୨୦ ବିଶ୍ୱକପ୍‌ରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ରବିବାର ହେବ ହାଇଭୋଲ୍‌ଟେଜ ମୁକାବିଲା। ଦୁଇ ଦଳ ମଧ୍ୟରେ ମ୍ୟାଚ ବେଶ୍‌ ରୋମାଞ୍ଚକର ହେବ ବୋଲି ଆଶା କରାଯାଉଛି। ପର୍ଥ ଗ୍ରାଉଣ୍ଡରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ରେ ଭାରତୀୟ ବ୍ୟାଟିଂ ଏବଂ ଦକ୍ଷିଣ…

ଟସ୍‌ ଜିତି ନ୍ୟୁଜିଲାଣ୍ଡର ବ୍ୟାଟିଂ ଜାରି, ଶ୍ରୀଲଙ୍କା ପାଇଁ ‘କର ବା ମର’ ସ୍ଥିତି

ସିଡନୀ,୨୯।୧୦ : ଟି-୨୦ ବିଶ୍ୱକପ୍‌ ସୁପର-୧୨ ଶନିବାର ନ୍ୟୁଜିଲାଣ୍ଡ-ଶ୍ରୀଲଙ୍କା ମ୍ୟାଚରେ ନ୍ୟୁଜିଲାଣ୍ଡ ଅଧିନାୟକ କେନ୍‌ ୱିଲିୟମସନ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି। ଅନ୍ୟପକ୍ଷେ ନ୍ୟୁଜିଲାଣ୍ଡ ୪ ଓଭର ଖେଳ ସୁଦ୍ଧା ୨ ଉଇକେଟ ହରାଇ ୧୫ ରନ୍‌ କରିଛି।…

ପାନ୍ଥର୍ସ ବିପକ୍ଷରେ ଥାଲାଇଭାସ୍‌ ବିଜୟୀ

ବେଙ୍ଗାଲୁରୁ,୨୯ା୧୦: ପ୍ରୋ କବାଡି ଲିଗ୍‌ରେ ଶୁକ୍ରବାର ଜୟପୁର ପିଙ୍କ ପାନ୍ଥର୍ସକୁ ପରାସ୍ତ କରିଛି ତାମିଲ ଥାଲାଇଭାସ୍‌। ରେଡର୍‌ ନରେନ୍ଦରଙ୍କ ଉଲ୍ଲେଖନୀୟ ପ୍ରଦର୍ଶନ ବଳରେ ୩୮-୨୭ରେ ମ୍ୟାଚକୁ ଜିତି ନେଇଛି ଥାଲାଇଭାସ୍‌। ଏହା ସହିତ ଚଳିତ ଟୁର୍ନାମେଣ୍ଟରେ ନିଜର ଦ୍ୱିତୀୟ ବିଜୟ ହାସଲ…

ଶଙ୍କର ମୁଥୁସାମି ସେମିଫାଇନାଲରେ

ସାଣ୍ଟାଣ୍ଡର (ସ୍ପେନ୍‌), ୨୯ା୧୦ (ପି.ଟି.): ଭାରତର ଉଦୀୟମାନ ବ୍ୟାଡ୍‌ମିଣ୍ଟନ ଖେଳାଳି ଶଙ୍କର ମୁଥୁସାମି ବିଡବ୍ଲ୍ୟୁଏଫ୍‌ ବିଶ୍ୱ ଜୁନିୟର ଚାମ୍ପିୟନଶିପ୍‌ର ସେମିଫାଇନାଲରେ ପ୍ରବେଶ ସହ ପଦକ ପକ୍କା କରିଛନ୍ତି। ଶୁକ୍ରବାର ୧୯ ବର୍ଷରୁ କମ୍‌ ପୁରୁଷ ସିଙ୍ଗଲ୍ସ କ୍ୱାର୍ଟର ଫାଇନାଲରେ ସେ ଚାଇନାର…

ଆକାଂକ୍ଷାଙ୍କ ଦ୍ୱାରା ୩ ନୂଆ ଜାତୀୟ ରେକର୍ଡ

ଗାଜିଆବାଦ, ୨୯ା୧୦ (ପି.ଟି.): ଖେଲୋ ଇଣ୍ଡିଆ ନ୍ୟାଶନାଲ ଓମେନ୍ସ ଓ୍ବେଟ୍‌ଲିଫ୍ଟିଂ ର଼୍ୟାଙ୍କିଙ୍ଗ୍‌ ଟୁର୍ନାମେଣ୍ଟରେ ମହାରାଷ୍ଟ୍ରର ଆକାଂକ୍ଷା ବ୍ୟବହାରେ ୪୦କେଜି କାଟେଗୋରିରେ ତିନୋଟି ନୂଆ ଜାତୀୟ ରେକର୍ଡ ପ୍ରତିଷ୍ଠା କରିଛନ୍ତି। ଟାର୍ଗେଟ୍‌ ଅଲିମ୍ପିକ ପୋଡିୟମ ସ୍କିମ୍‌ (ଟପ୍ସ)ର ଅଂଶବିଶେଷ ଏହି ଓ୍ବେଟ୍‌ଲିଫ୍ଟର ସ୍ନାଚ୍‌,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?