ଖେଳ

ବୁମ୍‌ରା-ଜାଡେଜାଙ୍କ ଅନୁପସ୍ଥିତିରେ ନୂତନ ଚାମ୍ପିୟନ ଖୋଜିବାର ସୁଯୋଗ ମିଳିବ: ଶାସ୍ତ୍ରୀ

ନୂଆଦିଲ୍ଲୀ,୭।୧୦: ଆସନ୍ତା ଟି୨୦ ବିଶ୍ୱକପ୍‌ରେ ଭାରତୀୟ ଟିମ୍‌ରେ ଜସପ୍ରୀତ ବୁମ୍‌ରା ଏବଂ ରବିନ୍ଦ୍ର ଜାଡେଜାଙ୍କ ଅନୁପସ୍ଥିତି ବାରି ହୋଇ ପଡ଼ିବ। ହେଲେ ଏହାଦ୍ୱାରା ନୂତନ ଚାମ୍ପିୟନ ଖୋଜିବାର ସୁଯୋଗ ମିଳିବ ବୋଲି ଆଶା ପ୍ରକାଶ କରିଛନ୍ତି ଭାରତର ପୂର୍ବତନ ମୁଖ୍ୟ ପ୍ରଶିକ୍ଷକ…

ପର୍ଥରେ ଅଭ୍ୟାସ କଲା ଭାରତୀୟ ଦଳ

ମୁମ୍ବାଇ,୭ା୧୦: ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି୨୦ ବିଶ୍ୱକପ୍‌ ପାଇଁ ଭାରତୀୟ ଦଳ ଶୁକ୍ରବାର ଅଷ୍ଟ୍ରେଲିଆରେ ପହଞ୍ଚିଛି। ଅଧିନାୟକ ରୋହିତ ଶର୍ମା ଓ କୋଚ୍‌ ରାହୁଲ ଡ୍ରାଭିଡ୍‌ଙ୍କ ନେତୃତ୍ୱରେ ଭାରତୀୟ ଦଳ ପର୍ଥରେ ପହଞ୍ଚିବା ମାତ୍ରେ ଅଭ୍ୟାସ ଆରମ୍ଭ କରିଛି। ବିସିସିଆଇ ଭାରତୀୟ…

ମହିଳା ଏସିଆ ଟି-୨୦: ପାକିସ୍ତାନଠାରୁ ହାରିଲା ଭାରତ

ଢାକା,୭।୧୦: ସିଲହଟ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଶୁକ୍ରବାର ମହିଳା ଏସିଆ କପ୍‌ ଟି-୨୦ ଭାରତ-ପାକିସ୍ତାନ ମହାମୁକାବିଲାରେ ପାକିସ୍ତାନ ୧୩ରନରେ ବିଜୟୀ ହୋଇଛି। ଅଧିନାୟକ ବିସ୍‌ମାହ ମୋରୋଫ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ପାକିସ୍ତାନ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ…

୧୩୭ରେ ଅଟକିଲା ପାକିସ୍ତାନ, ଭାରତର ବ୍ୟାଟିଂ ଜାରି

ଢାକା,୭।୧୦: ସିଲହଟ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଶୁକ୍ରବାର ମହିଳା ଏସିଆ କପ୍‌ ଟି-୨୦ ଭାରତ-ପାକିସ୍ତାନ ମୁକାବିଲାରେ ପାକିସ୍ତାନ ଅଧିନାୟକ ବିସ୍‌ମାହ ମୋରୋଫ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ପାକିସ୍ତାନ ବ୍ୟାଟିଂ ଆରମ୍ଭ କରି ନିର୍ଦ୍ଧାରିତ ୨୦ ଓଭରରେ ୬ ଉଇକେଟ…

ମହିଳା ଫୁଟ୍‌ବଲ ଯୋଡ଼ିଲା ନୂଆ ଅଧ୍ୟାୟ

ଭୁବନେଶ୍ୱରରେ ଏବେ ମହିଳା ଫୁଟ୍‌ବଲ୍‌ର ରାଇଜିଂ ଷ୍ଟାର୍‌ଙ୍କ ସମାଗମ। ଅକ୍ଟୋବର ୧୧ରୁ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେଉଛି ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ। ଏହା ଭୁବନେଶ୍ୱର ସମେତ ଗୋଆ ଓ ନଭି ମୁମ୍ବାଇରେ ଅନୁଷ୍ଠିତ ହେବ। ହକି ବିଶ୍ୱକପ…

ଭାରତର ପରାଜୟ ପରେ ତାଳି ମାରୁଥିଲେ କାର୍ତ୍ତିକ, ରୋହିତ ଦେଲେ ପାନେ: ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୭।୧୦: ଆସନ୍ତା ଟି-୨୦ ବିଶ୍ୱକପ ପାଇଁ ଉଇକେଟ କିପର ବ୍ୟାଟ୍ସମ୍ୟାନ ଦୀନେଶ କାର୍ତ୍ତିକ ଭାରତୀୟ ଦଳର ଅଂଶ ହୋଇଛନ୍ତି। ଏହି ବିଶ୍ୱସ୍ତରୀୟ ଟୁର୍ନାମେଣ୍ଟ ପାଇଁ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳ ଅଷ୍ଟ୍ରେଲିଆରେ ପହଞ୍ଚିଛି। ଖେଳାଳିମାନେ ଟୁର୍ନାମେଣ୍ଟ ପୂର୍ବରୁ ପର୍ଥରେ ଟ୍ରେନିଂ…

ମହାମୁକାବିଲାରେ ଟସ୍‌ ଜିତିଲା ପାକିସ୍ତାନ

ଢାକା,୭।୧୦: ମହିଳା ଏସିଆ କପ ଟି-୨୦ ୨୦୨୨ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଆଜି ମ୍ୟାଚ୍‌ ଖେଳାଯାଉଛି। ପାକିସ୍ତାନ ଅଧିନାୟିକା ବିସ୍‌ମାହ ମାରୋଫ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଫଳରେ ହରମାନପ୍ରୀତ କୌରଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ…

ଆଜି ଭାରତ-ପାକିସ୍ତାନ ଲଢେଇ

ଢାକା,୬।୧୦: ମହିଳା ଏସିଆ କପ ଟି-୨୦ କ୍ରିକେଟ ଟୁର୍ନାମେଣ୍ଟରେ ଆଜି ଭାରତ-ପାକିସ୍ତାନ ମଧ୍ୟରେ ମୁକାବିଲା ହେବ। ପାକିସ୍ତାନ ବିପକ୍ଷ ମ୍ୟାଚରେ ବିଜୟ ଅଭିଯାନ ଜାରି ରଖିବା ପାଇଁ ଭାରତ ଚେଷ୍ଟା କରିବ। ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ମ୍ୟାଚକୁ ନେଇ…

ଲିଜେଣ୍ଡ୍ସ ଲିଗ୍‌: ଇଣ୍ଡିଆ କ୍ୟାପିଟାଲ୍ସ ଚାମ୍ପିୟନ

ଜୟପୁର,୭ା୧୦: ଲିଜେଣ୍ଡ୍ସ ଲିଗ୍‌ ଟି୨୦ କ୍ରିକେଟ ଟୁର୍ନାମେଣ୍ଟର ଦ୍ୱିତୀୟ ସଂସ୍କରଣରେ ଚାମ୍ପିୟନ ଆଖ୍ୟା ଅର୍ଜନ କରିଛି ଗୌତମ ଗମ୍ଭୀରଙ୍କ ଇଣ୍ଡିଆ କ୍ୟାପିଟାଲ୍ସ। ଜୟପୁରର ସଓ୍ବାଇ ମାନସିଂହ କ୍ରିକେଟ ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲ ମ୍ୟାଚରେ ୧୦୪ ରନରେ ଭିଲଓ୍ବାରା କିଙ୍ଗ୍‌ସକୁ ପରାସ୍ତ କରିଥିଲା…

ଟି ୨୦ରେ କର୍ନଓ୍ବାଲଙ୍କ ଦ୍ୱିଶତକ

ଆଟଲାଣ୍ଟା, ୭ା୧୦: ଟି୨୦ ମ୍ୟାଚରେ ଦ୍ୱିଶତକ ହାସଲ କରିଛନ୍ତି ଓ୍ବେଷ୍ଟ ଇଣ୍ଡିଆନ୍‌ ଅଲରାଉଣ୍ଡର ରଖିମ୍‌ କର୍ନଓ୍ବାଲ। ଆଟଲାଣ୍ଟା ଓପନ୍‌ ଟି ୨୦ କ୍ରିକେଟରେ ଆଟଲାଣ୍ଟା ଫାୟାର ପକ୍ଷରୁ ଖେଳୁଥିବା କର୍ନଓ୍ବାଲ ୭୭ ବଲରୁ ୨୦୫ ରନର ଇନିଂସ ଖେଳିଛନ୍ତି। ଟି ୨୦ରେ…

ଶ୍ରୀଜେଶ, ସବିତା ବର୍ଷର ଶ୍ରେଷ୍ଠ ଗୋଲକିପର

ନୂଆଦିଲ୍ଲୀ, ୭ା୧୦(ପି.ଟି.):ଅନ୍ତର୍ଜାତୀୟ ହକି ମହାସଂଘ (ଏଫ୍‌ଆଇଏଚ୍‌) ଦ୍ୱାରା ଭାରତର ପି.ଆର୍‌. ଶ୍ରୀଜେସ ଓ ସବିତା ପୁନିଆ ଯଥାକ୍ରମେ ବର୍ଷର ଶ୍ରେଷ୍ଠ ପୁରୁଷ ଓ ମହିଳା ଗୋଲ୍‌କିପର ବିବେଚିତ ହୋଇଛନ୍ତି। ଭାରତୀୟ ଫରଓ୍ବାର୍ଡ ମମ୍‌ତାଜ ଖାଁ ଏଫ୍‌ଆଇଏଚ୍‌ ରାଇଜିଂ ଷ୍ଟାର ଅଫ୍‌ ଦି…

୯ ରନ୍‌ରେ ହାରିଲା ଭାରତ

ଲକ୍ଷ୍ନୌ,୬।୧୦: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରଜ୍‌ର ପ୍ରଥମ ମ୍ୟାଚରେ ଭାରତ ୯ ରନ୍‌ରେ ହାରି ଯାଇଛି। ଫଳରେ ଦକ୍ଷିଣ ଆଫ୍ରିକା ୧-୦ରେ ସିରିଜ ଆଗୁଆ ହୋଇଛି। ସଞ୍ଜୁ ସାମସନ ଓ ଶ୍ରେୟସ ଆୟାରଙ୍କ ଅର୍ଦ୍ଧଶତକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?