ଖେଳ

ରାଜ୍ୟ ଫୁଟ୍‌ବଲ ଆସୋସିଏଶନକୁ ମିଳିବ ୨୪ ଲକ୍ଷ

ନୂଆଦିଲ୍ଳୀ, ୩ା୧୧ (ପି.ଟି.) ଦେଶରେ ରହିଥିବା ସମସ୍ତ ରାଜ୍ୟ ଫୁଟବଲ ଆସୋସିଏଶନଗୁଡିକୁ ବାର୍ଷିକ ୨୪ ଲକ୍ଷ ଟଙ୍କା ପ୍ରଦାନ କରିବ ସର୍ବଭାରତୀୟ ଫୁଟବଲ ଫେଡେରେଶନ (ଏଆଇଏଫ୍‌ଏଫ୍‌)। ବୁଧବାର ସ୍ଥାନୀୟ ଫୁଟବଲ ହାଉସରେ ଅଭିଜିତ୍‌ ପଲଙ୍କ ନେତୃତ୍ୱରେ ଅନୁଷ୍ଠିତ ବୈଠକ ପରେ ଏଆଇଏଫଏଫ୍‌ର…

ଡେଥ୍‌ ଓଭର ପାଇଁ ଅର୍ଶଦୀପଙ୍କୁ ପ୍ରସ୍ତୁତ କରୁଥିଲା ଟିମ୍‌ ଇଣ୍ଡିଆ:ରୋହିତ

ଆଡିଲେଡ୍‌,୨ା୧୧: ବାଲାଂଦେଶ ବିପକ୍ଷ ମ୍ୟାଚ୍‌ରେ ହିରୋ ପାଲଟିଛନ୍ତି ଅର୍ଶଦୀପ ସିଂ। ବିଶେଷକରି ଡେଥ୍‌ ଓଭରରେ ତାଙ୍କ ପ୍ରଭାବଶାଳୀ ବୋଲିଂ ଲାଗି ଭାରତୀୟ ଅଧିନାୟକ ରୋହିତ ଶର୍ମା ତାଙ୍କର ପ୍ରଶଂସାରେ ଶତମୁଖ ହୋଇଛନ୍ତି। ଡେଥ୍‌ ବୋଲିଂ ପାଇଁ ଭାରତ ଅର୍ଶଦୀପ ସିଂଙ୍କୁ ପ୍ରସ୍ତୁତ…

ଭାରତ ବିପକ୍ଷ ମ୍ୟାଚ୍‌ରେ ସବୁବେଳେ ବିଜୟ ଦ୍ୱାରଦେଶରୁ ଆମେ ଫେରୁଛୁ: ବାଲାଂଦେଶ ଅଧିନାୟକ

ଆଡିଲେଡ,୨।୧୧: ଟି୨୦ ବିଶ୍ୱକପ୍‌ ୨୦୨୨ର ସୁପର-୧୨ ମୁକାବିଲାରେ ବାଲାଂଦେଶ ବିପକ୍ଷ ମ୍ୟାଚ୍‌ରେ ୫ ରନ୍‌ରେ ବିଜେତା ହୋଇଛି ଟିମ୍‌ ଇଣ୍ଡିଆ। ବୁଧବାର ଖେଳାଯାଇଥିବା ଏହି ରୋମାଞ୍ଚକର ମୁକାବିଲାରେ ହାରିବାକୁ ନେଇ ବାଲାଂଦେଶ ଅଧିନାୟକ ଶାକିବ ଅଲ ହସନ ଦୁଃଖ ପ୍ରକାଶ କରିଛନ୍ତି।…

ବାଂଲାଦେଶ ହାତରୁ ବିଜୟ ଛଡାଇ ଆଣିଲା ଭାରତ

ଆଡିଲେଡ,୨।୧୧: ଆଡିଲେଡ ଓଭାଲରେ ଖେଳାଯାଇଥିବା ଟି-୨୦ ବିଶ୍ୱକପର ୩୫ତମ ମ୍ୟାଚରେ ଟିମ ଇଣ୍ଡିଆ ବାଂଲାଦେଶକୁ ୫ ରନ୍‌ରେ ପରାସ୍ତ କରିଛି। ଏହି ବିଜୟ ସହିତ ଭାରତ ୬ ପଏଣ୍ଟ ପାଇ ସେମିଫାଇନାଲ ଆଡକୁ ଦୃଢ ଅଗ୍ରସର ନେଇଛି। ଭାରତ ପ୍ରଥମେ ଖେଳି…

ପାକିସ୍ତାନକୁ ବଡ ଝଟ୍‌କା

ସିଡନୀ,୨।୧୧: ପାକିସ୍ତାନ ଗୁରୁବାର ଟି୨୦ ବିଶ୍ୱକପ୍‌ର ସୁପର-୧୨ ମୁକାବିଳାରେ ଦକ୍ଷିଣ ଆଫ୍ରିକାକୁ ଭେଟିବ। ହେଲେ ଏହାପୂର୍ବରୁ ଦଳକୁ ବଡ ଝଟ୍‌କା ଲାଗିଛି। ଆଣ୍ଠୁରେ ଆଘାତ ଲାଗିବା କାରଣରୁ ପ୍ରମୁଖ ବ୍ୟାଟ୍ସମ୍ୟାନ୍‌ ଫଖର ଜମାନ ଦଳରୁ ବାଦ ପଡ଼ିଛନ୍ତି। ଏଣୁ ବାକିଥିବା ମ୍ୟାଚ୍‌…

ବିଶ୍ୱର ଏକ ନମ୍ବର ବ୍ୟାଟ୍ସମ୍ୟାନ୍‌ ହେଲେ ସୂର୍ଯ୍ୟକୁମାର

ନୂଆଦିଲ୍ଲୀ,୨।୧୧: ଆଇସିସି ଟି-୨୦ ର଼୍ୟାଙ୍କିଙ୍ଗରେ ଭାରତର ବିସ୍ଫୋରକ ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବ ବିଶ୍ୱର ଏକ ନମ୍ବର ବ୍ୟାଟ୍ସମ୍ୟାନ ହୋଇଛନ୍ତି। ସେ ଏହି ପ୍ରସଙ୍ଗରେ ପାକିସ୍ତାନର ମହମ୍ମଦ ରିଜୱାନଙ୍କୁ ପଛରେ ପକାଦେଇଛନ୍ତି। ସର୍ବଶେଷ ଆଇସିସି ର଼୍ୟାଙ୍କିଙ୍ଗରେ ସୂର୍ଯ୍ୟକୁମାର ୮୬୩ ରେଟିଂ ପଏଣ୍ଟ ପାଇଛନ୍ତି।…

‘ବିରାଟ’ ରେକର୍ଡ ହାସଲ କଲେ କୋହଲି

ଆଡିଲେଡ,୨।୧୧: ବିରାଟ କୋହଲି ଟି-୨୦ ବିଶ୍ୱକପ ୨୦୨୨ରେ ଚମତ୍କାର ଫର୍ମରେ ଅଛନ୍ତି। ଚଳିତ ବିଶ୍ୱକପରେ ସେ ଏକ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି। କୋହଲି ଟି-୨୦ ବିଶ୍ୱ ଇତିହାସରେ ସର୍ବାଧିକ ରନ ସ୍କୋରର ହୋଇଛନ୍ତି। ଏ ପର୍ଯ୍ୟନ୍ତ ବିରାଟ ମୋଟ ୧୦୩୨…

ବାଂଲାଦେଶ ପାଇଁ ୧୮୫ ରନ୍‌ର ବିଜୟ ଲକ୍ଷ୍ୟ…

ମେଲବୋର୍ନ,୨।୧୧ : ଟି-୨୦ ବିଶ୍ୱକପର ୩୫ ତମ ମ୍ୟାଚ ଆଡିଲେଡରେ ଭାରତ ଏବଂ ବାଂଲାଦେଶ ଖେଳାଯାଉଛି। ବାଂଲାଦେଶ ଟସ୍‌ ଜିତିବା ପରେ ଅଧିନାୟକ ଶାକିବ ଅଲ ହାସନ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଫଳରେ ଟିମ୍‌ ଇଣ୍ଡିଆ ଅଧିନାୟକ ରୋହିତ…

ଟସ୍‌ ଜିତିଲା ବାଂଲାଦେଶ, ବୋଲିଂ ନିଷ୍ପତ୍ତି…

ମେଲବୋର୍ନ,୨।୧୧ : ଟି-୨୦ ବିଶ୍ୱକପର ୩୫ ତମ ମ୍ୟାଚ ଆଡିଲେଡରେ ଭାରତ ଏବଂ ବାଂଲାଦେଶ ଖେଳାଯାଉଛି। ବାଂଲାଦେଶ ଟସ୍‌ ଜିତିବା ପରେ ଅଧିନାୟକ ଶାକିବ ଅଲ ହାସନ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଟିମ୍‌ ଇଣ୍ଡିଆ ଅଧିନାୟକ ରୋହିତ…

ଜିମ୍ବାଓ୍ବେ ବିଶ୍ୱକପରୁ ବାହାର, ୫ ଓ୍ବିକେଟରେ ଜିତିଲା ନେଦରଲାଣ୍ଡ…

ନୂଆଦିଲ୍ଲୀ,୨।୧୧ : ଆଡିଲେଡରେ ଜିମ୍ବାୱେ ଏବଂ ନେଦରଲାଣ୍ଡ ମଧ୍ୟରେ ଟି-୨୦ ବିଶ୍ୱକପର ୩୪ ତମ ମ୍ୟାଚରେ ନେଦରଲାଣ୍ଡ ୫ ଓ୍ବିକେଟରେ ଜିତିଛି। ଜିମ୍ବାୱେ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇ ୧୯.୨ଓଭରରେ ୧୦ ଓ୍ବିକେଟ ହରାଇ ୧୧୭ ରନ୍‌…

ଭାରତ-ବାଂଲାଦେଶ ମ୍ୟାଚ୍‌ : ତୃତୀୟ ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବ ଟିମ୍‌ ଇଣ୍ଡିଆ…

ମେଲବୋର୍ନ,୨।୧୧ : ଟି -୨୦ ବିଶ୍ୱକପର ୩୫ ତମ ମ୍ୟାଚ ଆଡିଲେଡରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ବୁଧବାର ଅପରାହ୍ନରେ ଖେଳାଯିବ। ପାକିସ୍ତାନ ଏବଂ ନେଦରଲାଣ୍ଡ ବିପକ୍ଷରେ ବିଜୟ ପରେ ଭାରତ ତୃତୀୟ ବିଜୟ ଉପରେ ନଜର ରଖିଛି। ଭାରତ ଦକ୍ଷିଣ…

ନେଦରଲାଣ୍ଡ ପାଇଁ ବିଜୟ ଲକ୍ଷ୍ୟ ୧୧୮ ରନ…

ମେଲବୋର୍ନ,୨।୧୧ : ଆଡିଲେଡରେ ଜିମ୍ବାୱେ ଏବଂ ନେଦରଲାଣ୍ଡ ମଧ୍ୟରେ ଟି-୨୦ ବିଶ୍ୱକପର ୩୪ ତମ ମ୍ୟାଚ ଖେଳାଯାଉଛି। ଜିମ୍ବାୱେ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଜିମ୍ବାୱେ ଦଳ ୧୯.୨ଓଭରରେ ୧୦ ଓ୍ବିକେଟ ହରାଇ ୧୧୭ ରନ୍‌ ସଂଗ୍ରହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?