ଖେଳ

ଫିଫା ବିଶ୍ୱକପ: ସୋମବାର ୩ ମ୍ୟାଚ୍‌…

ଦୋହା,୨୧।୧୧ : ସୋମବାର ଫିଫା ଫୁଟବଲ ବିଶ୍ୱକପରେ ତିନୋଟି ମ୍ୟାଚ ଖେଳାଯିବ। ଗ୍ରୁପ ବିରେ ଇଂଲଣ୍ଡ ଦଳ ସନ୍ଦ୍ୟା ଋଟା ୩୦ରେ ଇରାନ ବିପକ୍ଷରେ ଖେଳିବ। ଅନ୍ୟପକ୍ଷରେ ନେଦରଲାଣ୍ଡ୍ସ ଗ୍ରୁପ-ଏରେ ଆଫ୍ରିକୀୟ କପ ଚାମ୍ପିୟନ ସେନେଗାଲ ସହିତ ମୁହାଁମୁହିଁ ହେବ। ଏହି…

କୋରାପୁଟ ଚାମ୍ପିୟନ

ଭୁବନେଶ୍ୱର,୨୧।୧୧(କ୍ରୀଡ଼ା ପ୍ରତିନିଧି): ପୁରୁଣାଭୁବନେଶ୍ବରସ୍ଥିତ ମୂଳାପଡିଆରେ ରାଜ୍ୟସ୍ତରୀୟ ଦୃଷ୍ଟିବାଧିତ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଛି। ରାଜ୍ୟ ଦୃଷ୍ଟିବାଧିତ କ୍ରିକେଟ ସଂଘ (କାଭି) ଏବଂ ଦୟାଭାବ ଫାଉଣ୍ଡେଶନର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ପ୍ରତିଯୋଗିତାରେ କୋରାପୁଟ ଚାମ୍ପିୟନ ହୋଇଛି। ଫାଇନାଲରେ କୋରାପୁଟ ପ୍ରତିପକ୍ଷ…

କେଟି ଗ୍ଲୋବାଲରେ ହାଇପରଫର୍ମାନ୍ସ ଟେନିସ କୋଚିଂ

ଭୁବନେଶ୍ୱର, ୨୧।୧୧(କ୍ରୀଡ଼ା ପ୍ରତିନିଧି): ମିଶନ ଅଲିମ୍ପିକ୍ସ ସ୍ପୋଟର୍‌ସ ଫାଉଣ୍ଡେଶନ(ଏମ୍‌ଓଏସ୍‌ଏଫ୍‌) ଓ ଇନ୍‌ଜେନ୍ୟୁଟି ଆଣ୍ଡ ଇନୋଭେଶନ୍‌ ଗ୍ଲୋବାଲ୍‌ ସ୍ପୋଟର୍‌ସ ଏକାଡେମୀ (ଆଇଆଇଜି ସ୍ପୋଟର୍‌ସ ଏକାଡେମୀ) ସହଯୋଗରେ କେଟି ଗ୍ଲୋବାଲ୍‌ ସ୍କୁଲ୍‌ ପରିସରରେ ୭ ଦିନିଆ ହାଇପରଫର୍ମାନ୍ସ ଟେନିସ ଟ୍ରେନିଂ କ୍ୟାମ୍ପ ସୋମବାରଠାରୁ ଆରମ୍ଭ…

ଖେଲୋ ଇଣ୍ଡିଆ ଜୁନିୟର ମହିଳା ସନ୍ତରଣ ଉଦ୍‌ଯାପିତ

ଭୁବନେଶ୍ୱର, ୨୧।୧୧ (କ୍ରୀଡ଼ା ପ୍ରତିନିଧି): କଳିଙ୍ଗ ଷ୍ଟାଡିୟମସ୍ଥିତ ବିଜୁ ପଟ୍ଟନାୟକ ସୁଇମିଂ ପୁଲ୍‌ରେ ୨ ଦିନିଆ ଖେଲୋ ଇଣ୍ଡିଆ ଜୁନିୟର ମହିଳା ସନ୍ତରଣ ସିରିଜ ରାଉଣ୍ଡ-୨(ଜୋନ-୪) ରବିବାର ଶେଷ ହୋଇଛି। ଦ୍ୱିତୀୟ ଦିବସରେ ମୋଟ ୧୪ଟି ଇଭେଣ୍ଟ ଅନୁଷ୍ଠିତ ହୋଇଥିଲା। ଅଲିମ୍ପିଆନ…

ଯୋଗଦେଲେ ଭାରତର ଉପରାଷ୍ଟ୍ରପତି

ଦୋହା, ୨୧ା୧୧ (ପି.ଟି.): ଫିଫା ବିଶ୍ୱକପ୍‌ର ଉଦ୍‌ଘାଟନୀ ଉତ୍ସବରେ ଭାରତରୁ ପ୍ରତିନିଧିତ୍ୱ କରିଥିଲେ ଉପରାଷ୍ଟ୍ରପତି ଜଗଦୀପ ଧନକର। କାତାର ଏମିର ଶେଖ୍‌ ତମିମ ବିନ୍‌ ହମାଦ ଅଲ୍‌ ଥାନିଙ୍କ ଆମନ୍ତ୍ରଣ କ୍ରମେ ଧନକର ଦୁଇଦିନିଆ କାତାର ଗସ୍ତରେ ଯାଇଛନ୍ତି। ବିଶ୍ୱକପ୍‌ ଉଦ୍‌ଘାଟନୀ…

ଫିଫା ବିଶ୍ୱକପ ଉଦ୍‌ଘାଟନୀ ଝଲକ

ଦୋହା, ୨୧ା୧୧: କାତାରର ଅଲ୍‌ ବାୟଟ ଷ୍ଟାଡିୟମରେ ରବିବାର ଫିଫା ବିଶ୍ୱକପର ୨୨ତମ ସଂସ୍କରଣ ଉଦ୍‌ଘାଟିତ ହୋଇଯାଇଛି। କେ ପପ୍‌ ବ୍ୟାଣ୍ଡ ବିଟିଏସ୍‌ର ସଦସ୍ୟ କିମ୍‌ ଜଙ୍ଗକୁକ୍‌ ଉଦ୍‌ଘାଟନୀ ସମାରୋହରେ ଆକର୍ଷଣର କେନ୍ଦ୍ରବିନ୍ଦୁ ରହିଥିଲେ। ମନ ମୋହିଲେ ଜଙ୍ଗକୁକ କାତାର ବିଶ୍ୱକପର…

ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ଫିଫା ବିଶ୍ୱକପ୍‌ ଉଦ୍‌ଘାଟିତ

ଦୋହା,୨୦।୧୧: ଫିଫା ବିଶ୍ୱକପ୍‌ର ୨୨ତମ ସଂସ୍କରଣ ରବିବାର ଉଦ୍‌ଘାଟିତ ହୋଇଛି। ମ୍ୟାଚ ପୂର୍ବରୁ ଟୁର୍ନାମେଣ୍ଟର ଉଦଘାଟନୀ ସମାରୋହ କତାରର ଅଲ ବାଇଡ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଛି। ଏହି ରଙ୍ଗୀନ ଇଭେଣ୍ଟରେ ଅଭିନେତ୍ରୀ ତଥା ମଡେଲ ନୋରା ଫତେହି ନିଜ ଜଲଓ୍ବା ଦେଖାଇଛନ୍ତି।…

ଗର୍ଲଫ୍ରେଣ୍ଡଙ୍କ ସହ ଏକାଠି ରହିବା ଖବରକୁ ନେଇ ଏମିତି କହିଲେ ହ୍ରିତିକ

ଅଭିନେତା ହ୍ରିତିକ ରୋଶନ ଏବେ ଅଭିନେତ୍ରୀ ସବା ଆଜାଦଙ୍କ ପ୍ରେମରେ ପଡିଛନ୍ତି। ଉଭୟଙ୍କୁ ସର୍ବସାଧାରଣ ସ୍ଥାନରେ ଏକାଠି ଦେଖିବାକୁ ମିଳୁଛି। କେବଳ ଏତିକି ନୁହେଁ, ସୋସିଆଲ ମିଡିଆରେ ମଧ୍ୟ ଉଭୟ ଖୋଲାଖୋଲି ପ୍ରେମ ପ୍ରକାଶ କରୁଛନ୍ତି। ନିକଟରେ ଚର୍ଚ୍ଚା ହେଉଥିଲା, ହ୍ରିତିକ…

ଦ୍ରାବିଡଙ୍କ ସମର୍ଥନରେ ବାହାରିଲେ ଅଶ୍ୱିନ

ନୂଆଦିଲ୍ଲୀ,୨୦।୧୧: ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ୍‌ ରାହୁଲ ଦ୍ରାବିଡଙ୍କ ବିଶ୍ରାମକୁ ନେଇ କଡ଼ା ମନ୍ତବ୍ୟ ରଖିଥିଲେ ପୂର୍ବତନ କୋଚ୍‌ ରବି ଶାସ୍ତ୍ରୀ। ଏବେ ଏହି ମାମଲାରେ ରାହୁଲଙ୍କ ସପକ୍ଷରେ ବାହାରିଛନ୍ତି ବୋଲର୍‌ ରବିଚନ୍ଦ୍ରନ ଅଶ୍ୱିନ। ଅଶ୍ୱିନ ନିଜ ୟୁଟ୍ୟୁବ୍‌ ଚ୍ୟାନେଲରେ କହିଛନ୍ତି,…

ନ୍ୟୁଜିଲାଣ୍ଡ ବିପକ୍ଷରେ ଜବରଦସ୍ତ ବିଜୟ ହାସଲ କଲା ଭାରତ

ମାଉଣ୍ଟ ମଙ୍ଗାନୁଇ,୨୦।୧୧: ନ୍ୟୁଜିଲାଣ୍ଡ ବିପକ୍ଷ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ୍‌ରେ ଭାରତ ଜବରଦସ୍ତ ବିଜୟ ହାସଲ କରିଛି। ସୂର୍ଯ୍ୟକୁମାର ଯାଦବଙ୍କ ଚମତ୍କାର ଶତକ ପରେ ଦୀପକ ହୁଡାଙ୍କ ବୋଲିଂ ଯାଦୁରେ ଘରୋଇ ଦଳ ଧରାଶାୟୀ ହୋଇଛି। ପ୍ରଥମେ…

ରେକର୍ଡ ବର୍ଷା କଲେ ସୂର୍ଯ୍ୟକୁମାର

ମାଉଣ୍ଟ ମାଙ୍ଗାନୁଇ,୨୦।୧୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ ମାଉଣ୍ଟ ମାଙ୍ଗାନୁଇରେ ଖେଳାଯାଉଛି। ଏହି ମ୍ୟାଚରେ ବିଶ୍ୱର ଏକ ନମ୍ବର ଟି-୨୦ ବ୍ୟାଟ୍ସମ୍ୟାନ ଭାରତର ସୂର୍ଯ୍ୟକୁମାର ଯାଦବ ୫୧ ବଲରେ ୧୧୧ ରନର…

ସୂର୍ଯ୍ୟକୁମାରଙ୍କ ଶତକ: ନ୍ୟୁଜିଲାଣ୍ଡକୁ ୧୯୨ ରନ୍‌ ଟାର୍ଗେଟ୍‌ ଦେଲା ଭାରତ

ମାଉଣ୍ଟ ମଙ୍ଗାନୁଇ,୨୦।୧୧: ଭାରତର ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ୱିତୀୟ ଟି-୨୦ ମାଉଣ୍ଟ ମଙ୍ଗାନୁଇରେ ଖେଳାଯାଉଛି। ଏହି ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ସମ୍ମୁଖରେ ଭାରତ ୧୯୨ ରନ ଲକ୍ଷ୍ୟ ଧାର୍ଯ୍ୟ କରିଛି। ଟସ ହାରି ପରେ ପ୍ରଥମେ ବ୍ୟାଟିଂ କରି ଭାରତର ଆରମ୍ଭ ଭଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?