ଖେଳ

ବିଶ୍ୱ ରେକର୍ଡ କଲା ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ,୨୦।୧୧: ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ୱିତୀୟ ଟି୨୦ ମୁକାବିଲା ରବିବାର ଖେଳାଯାଉଛି। ଏହି ମ୍ୟାଚ୍‌ର ଟସ୍‌ ପଡ଼ିବା ମାତ୍ରେ ଭାରତୀୟ ଦଳ ଏକ ବଡ ରେକର୍ଡ କରିଛି। ଏକ କ୍ୟାଲେଣ୍ଡର ବର୍ଷରେ ସର୍ବାଧିକ ସଂଖ୍ୟକ ମ୍ୟାଚ୍‌ ଖେଳିବାର ବିଶ୍ୱ ରେକର୍ଡ ଦଳ ନିଜ…

ଟସ୍‌ ଜିତି ନ୍ୟୁଜିଲାଣ୍ଡର ବୋଲିଂ ନିଷ୍ପତ୍ତି, ୧୫ ଓଭର ସୁଦ୍ଧା ଭାରତର ସ୍କୋର ୧୨୨/୩

ମାଉଣ୍ଟ ମଙ୍ଗାନୁଇ, ୨୦।୧୧: ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ୱିତୀୟ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍‌ ରବିବାର ଏଠାରେ ଖେଳାଯାଉଛି। ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି। ଭାରତ ବ୍ୟାଟିଂ ନିମନ୍ତ୍ରଣ ପାଇ ଭଲ ଆରମ୍ଭ କରିଛି। ତେବେ ଖବର ଲେଖାଯିବା…

ମନେପଡ଼ିବେ ମାରାଡୋନା

ରେଫରିଙ୍କ ହ୍ବିସିଲ ବାଜିବ। ପଡ଼ିଆରେ ଖେଳାଳିମାନଙ୍କ ମଧ୍ୟରେ ଲଢ଼େଇ ଆରମ୍ଭ ହେବ। ସମର୍ଥକମାନେ ଗ୍ୟାଲେରିରେ ନାଚିବେ। ଏସବୁ ଦେଖିବାକୁ ମିଳିବ କାତାରରେ। କିନ୍ତୁ ଜଣେ ଅନୁପସ୍ଥିତ ରହିବେ। ଲୋକେ ତାଙ୍କୁ ‘ଗଡ୍‌ ଅଫ୍‌ ଫୁଟ୍‌ବଲ’ କହୁଥିବା ବେଳେ ଅନ୍ୟ କେତେକ ତାଙ୍କୁ…

ପୁଅଙ୍କୁ ଭେଟି ଭାବବିହ୍ବଳ ହେଲେ ଧାଓ୍ବନ

ନୂଆଦିଲ୍ଲୀ,୧୯।୧୧: ଟିମ୍‌ ଇଣ୍ଡିଆ ଓପନର୍‌ ଶିଖର ଧାଓ୍ବନ ନ୍ୟୁଜିଲାଣ୍ଡ ଗସ୍ତରେ ଦିନିକିଆ ଟିମ୍‌ରେ ନେତୃତ୍ୱ ନେବେ। ନଭେମ୍ବର ୨୫ରୁ ସିରିଜ ଆରମ୍ଭ ହେବାକୁ ଯାଉଛି। ଏହା ପୂର୍ବରୁ ଧାଓ୍ବନ ଅଷ୍ଟ୍ରେଲିଆରେ ପହଞ୍ଚିଛନ୍ତି। ସେଠାରେ ସେ ପୁଅ ଜୋରାଓ୍ବରଙ୍କୁ ଭେଟି ଭାବବିହ୍ବଳ ହୋଇଛନ୍ତି।…

ରବିବାର ନ୍ୟୁଜିଲାଣ୍ଡ ବିପକ୍ଷରେ ଦ୍ୱିତୀୟ ଟି୨୦ ଖେଳିବ ଭାରତ; ଏମିତି ହୋଇପାରେ ସମ୍ଭାବ୍ୟ ଏକାଦଶ

ନୂଆଦିଲ୍ଲୀ,୧୯।୧୧: ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ୱିତୀୟ ଟି୨୦ ରବିବାର ଖେଳାଯିବ। ଏହି ମ୍ୟାଚ୍‌ରେ ବର୍ଷା ବାଧକ ସାଜିପାରେ ବୋଲି କୁହାଯାଉଥିବା ବେଳେ ନ୍ୟୁଜିଲାଣ୍ଡ ଅଧିନାୟକ କେନ୍‌ ଓ୍ବିଲିୟମସନ ଖରା ହେବ ବୋଲି କହିଛନ୍ତି। ତେବେ ଯଦି ଏହି ମ୍ୟାଚ୍‌ ଖେଳାଯାଏ ତେବେ ଭାରତ…

ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖୁସିଖବର, ଆଇପିଏଲ୍‌ ୨୦୨୩ରେ ଖେଳିବେ ଏହି ଘାତକ ବୋଲର୍‌!

ନୂଆଦିଲ୍ଲୀ,୧୯।୧୧: ଇଂଲଣ୍ଡର ତାରକା ଫାଷ୍ଟ ବୋଲର୍‌ ଜୋଫ୍ରା ଆର୍ଚରଙ୍କୁ ଆଇପିଏଲ୍‌ ୨୦୨୨ ମେଗା ନିଲାମରେ ୮ କୋଟି ଟଙ୍କାରେ ମୁମ୍ବାଇ ଇଣ୍ଡିଆନ୍ସ(ଏମ୍‌ଆଇ) କିଣିଥିଲା। ମାତ୍ର ଆହତ ସମସ୍ୟା ଯୋଗୁ ଗତ ସିଜନ୍‌ରେ ସେ ଖେଳିପାରି ନ ଥିଲେ। ଏବେ କିନ୍ତୁ ମୁମ୍ବାଇ…

ଜାତୀୟ ଚୟନ କମିଟି ବହିଷ୍କୃତ ହେବା ପରେ ଖୁସି ମନାଉଛନ୍ତି କୋହଲିଙ୍କ ପ୍ରଶଂସକ

ନୂଆଦିଲ୍ଲୀ,୧୯।୧୧: ଟି୨୦ ବିଶ୍ୱକପ୍‌ ସେମିଫାଇନାଲରେ ପରାଜିତ ହୋଇ ଫେରିବା ପରଠାରୁ ସମାଲୋଚିତ ହେଉଛି ଟିମ୍‌ ଇଣ୍ଡିଆ। ଏଭଳି ସ୍ଥିତିରେ ବିସିସିଆଇ ଶୁକ୍ରବାର ରାତିରେ ଚେତନ ଶର୍ମାଙ୍କ ନେତୃତ୍ୱାଧୀନ ୪ଜଣିଆ ସଦସ୍ୟ ବିଶିଷ୍ଟ ସିନିୟର ସିଲେକ୍ସନ କମିଟିକୁ ବହିଷ୍କାର କରିଛି। ଏନେଇ ଘୋଷଣା…

କିଏ ହେବ ଭାରତୀୟ ଟିମ୍‌ର ନୂତନ ମୁଖ୍ୟ ଚୟନକର୍ତ୍ତା? ସବୁଠୁ ଆଗରେ ଏହି ଭେଟେରାନ୍‌

ନୂଆଦିଲ୍ଲୀ,୧୯।୧୧: ବିସିସିଆଇ ଶୁକ୍ରବାର ଚେତନ ଶର୍ମାଙ୍କ ନେତୃତ୍ୱାଧୀନ ୪ ଜଣିଆ ସଦସ୍ୟ ବିଶିଷ୍ଟ ସିନିୟର ସିଲେକ୍ସନ କମିଟିକୁ ବହିଷ୍କାର କରିଛି। ଭାରତୀୟ କ୍ରିକେଟ ଦଳ ଟି୨୦ ବିଶ୍ୱକପ୍‌ ଫାଇନାଲରେ ପ୍ରବେଶ କରି ନ ପାରିବାରୁ ବୋର୍ଡ ଏହି ପଦକ୍ଷେପ ନେଇଛି। ଏଭଳି…

ଇଷ୍ଟବେଙ୍ଗଲକୁ ହରାଇଲା ଓଡ଼ିଶା ଏଫ୍‌ସି

କୋଲକାତା, ୧୯।୧୧: ସ୍ଥାନୀୟ ବିବେକାନନ୍ଦ ଯୁବଭାରତୀ କ୍ରୀଡ଼ାଙ୍ଗନରେ ଶୁକ୍ରବାର ଅନୁଷ୍ଠିତ ଇଣ୍ଡିଆନ ସୁପରଲିଗ୍‌ (ଆଇଏସ୍‌ଏଲ୍‌) ମ୍ୟାଚରେ ଓଡ଼ିଶା ଏଫ୍‌ସି ୪-୨ ଗୋଲରେ ଇଷ୍ଟବେଙ୍ଗଲକୁ ପରାସ୍ତ କରିଛି। ଭୁବନେଶ୍ୱର ଭିତ୍ତିକ ଓଡ଼ିଶା ଏଫ୍‌ସି ପକ୍ଷରୁ ପେଦ୍ରୋ ମାର୍ଟିନ ୪୭ ଓ ୪୮ତମ ମିନିଟରେ…

ରାଜ୍ୟସ୍ତରୀୟ ଦୃଷ୍ଟିବାଧିତ କ୍ରିକେଟ ଆରମ୍ଭ

ଭୁବନେଶ୍ୱର, ୧୯।୧୧(କ୍ରୀଡ଼ା ପ୍ରତିନିଧି): ଭୁବନେଶ୍ୱର ଟାଉନ୍‌ କ୍ଲବ ପଡ଼ିଆରେ ଓଡ଼ିଶା ଦୃଷ୍ଟିବାଧିତ କ୍ରିକେଟ ସଂଘ (କାଭି) ଓଡ଼ିଶା ଆନୁକୂଲ୍ୟରେ ରାଜ୍ୟସ୍ତରୀୟ ପୁରୁଷ ଦୃଷ୍ଟିବାଧିତ କ୍ରିକେଟ୍‌ ଟୁର୍ନାମେଣ୍ଟ୍‌ ଶୁକ୍ରବାର ଉଦ୍‌ଘାଟିତ ହୋଇଯାଇଛି। ଭୁବନେଶ୍ୱର ମେୟର ସୁଲୋଚନା ଦାସ ମୁଖ୍ୟ ଅତିଥି, ଭୁବନେଶ୍ୱରର ୩…

କଳିଙ୍ଗରେ ଖେଲୋ ଇଣ୍ଡିଆ ଜୁନିୟର ମହିଳା ସନ୍ତରଣ

ଭୁବନେଶ୍ୱର, ୧୯।୧୧(କ୍ରୀଡ଼ା ପ୍ରତିନିଧି): କଳିଙ୍ଗ ଷ୍ଟାଡିୟମସ୍ଥିତ ବିଜୁ ପଟ୍ଟନାୟକ ସୁଇମିଂ ପୁଲ୍‌ରେ ଶନିବାରଠାରୁ ଖେଲୋ ଇଣ୍ଡିଆ ଜୁନିୟର ମହିଳା ସନ୍ତରଣ ସିରିଜ ରାଉଣ୍ଡ-୨ ଆରମ୍ଭ ହେବ। ଏଥିରେ ଓଡ଼ିଶା, ବିହାର, ଛତିଶଗଡ଼, ଝାଡ଼ଖଣ୍ଡ ଓ ମଧ୍ୟପ୍ରଦେଶ ଆଦି ୫ଟି ରାଜ୍ୟର ପ୍ରତିଯୋଗୀ…

ଷ୍ଟାଡିୟମରେ ବିୟର ବିକ୍ରିକୁ ନା

ଦୋହା,୧୮ା୧୧: କାତାର ବିଶ୍ୱକପ୍‌ ରବିବାର ଆରମ୍ଭ ହେବାର ଦୁଇ ଦିନ ପୂର୍ବରୁ ଏକ ବଡ଼ ଘୋଷଣା କରାଯାଇଛି। ଷ୍ଟାଡିୟମରେ ବିୟର ବିକ୍ରି ହେବ ନାହିଁ ବୋଲି ବିଶ୍ୱ ଫୁଟବଲ ପରିଚାଳନା ସଂସ୍ଥା (ଫିଫା) ଶୁକ୍ରବାର ଏକ ବିବୃତିରେ ପ୍ରକାଶ କରିଛି। ଏପରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?