କୋହଲିଙ୍କୁ କାହିଁକି ଏତେ ପ୍ରଶଂସା କରନ୍ତି ପାକିସ୍ତାନ ବୋଲର ଶୋଏବ ଅଖତର: ନିଜେ କଲେ ଖୁଲାସା
ଇସଲାମାବାଦ୍,୫।୩: ପାକିସ୍ତାନୀ କ୍ରିକେଟ ଦଳର ପୂର୍ବତନ ଦ୍ରୁତ ବୋଲର ଶୋଏବ ଅଖତର ଭାରତୀୟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କୁ ଖୋଲାଖୋଲି ପ୍ରଶଂସା କରନ୍ତି। ଯେତେବେଳେ ବିରାଟ କୋହଲି ବହୁତ ଖରାପ ପର୍ଯ୍ୟାୟ ଦେଇ ଗତି କରୁଥିଲେ, ସେତେବେଳେ ଶୋଏବ ଅଖତର…
ଇନ୍ଦୋର ପିଚ୍ ନେଇ ବିବାଦ, ଗାଭାସ୍କରଙ୍କ ମନ୍ତବ୍ୟର ଜବାବ ଦେଲେ ମାର୍କ ଟେଲର…
କୋଲକାତା,୫।୩ : ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଚାରି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ତୃତୀୟ ମ୍ୟାଚ ଇନ୍ଦୋରର ହୋଲକର ଷ୍ଟାଡିୟମରେ ଖେଳାଯାଇଥିଲା। ଏହି ମ୍ୟାଚ ତିନି ଦିନ ମଧ୍ୟରେ ଶେଷ ହୋଇଥିଲା। ତୃତୀୟ ଦିନରେ ଅଷ୍ଟ୍ରେଲିଆ ଟିମ ଇଣ୍ଡିଆକୁ…
କ୍ରିକେଟ କୂଟନୀତି: ଅହମଦାବାଦ ଟେଷ୍ଟ ଦେଖିବେ ମୋଦି-ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ…
ଆହମଦାବାଦ,୫।୩ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କୂଟନୀତି ବିଶ୍ୱସ୍ତରରେ ଚର୍ଚ୍ଚିତ। ଏବେ ମୋଦି କ୍ରିକେଟ କୂଟନୀତି ଆରମ୍ଭ କରିବାକୁ ଯାଉଛନ୍ତି। ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆଣ୍ଟୋନି ଆଲବାନେ ଭାରତ ଗସ୍ତରେ ଆସିବେ। ଜାଣିବାକୁ ମିଳିଛି ଯେ ପ୍ରଧାନମନ୍ତ୍ରୀ ମୋଦି ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ଆଲବାନେଙ୍କ…
ଚତୁର୍ଥ ଟେଷ୍ଟରେ ଖେଳିପାରନ୍ତି ଶାମି
ନୂଆଦିଲ୍ଲୀ, ୫ା୩: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ସିରିଜର ଚତୁର୍ଥ ତଥା କ୍ରିକେଟ ଟେଷ୍ଟ ମାର୍ଚ୍ଚ ୯ରୁ ଅହମଦାବାଦରେ ଖେଳାଯିବ। ଏହି ମ୍ୟାଚ ପାଇଁ ଭାରତର ସବୁଠାରୁ ସିନିୟର ସ୍ପିଡ୍ଷ୍ଟର ମହମ୍ମଦ ଶାମି ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇବେ ବୋଲି ଆଶା…
ଡବ୍ଲ୍ୟୁପିଏଲ୍ ଉଦ୍ଘାଟନୀ ମ୍ୟାଚ୍: ମୁମ୍ବାଇ ଇଣ୍ଡିଆନ୍ସର ବୃହତ ବିଜୟ
ମୁମ୍ବାଇ,୫ା୩: ଶନିବାର ମହିଳା ପ୍ରିମିୟର୍ ଲିଗ୍ (ଡବ୍ଲ୍ୟୁପିଏଲ୍) ଉଦ୍ଘାଟନୀ ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସର ବୃହତ ବିଜୟ। ଡି. ଓ୍ବାଇ ପାଟିଲ ଷ୍ଟାଡିୟମରେ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇ ୨୦୭ ରନ୍ କରିଥିବାବେଳେ ଗୁଜରାଟ ଜାଏଣ୍ଟ୍ସ ୬୪ ରନ୍ରେ ଅଲଆଉଟ…
ପ୍ରଥମ ଶ୍ରାଦ୍ଧବାର୍ଷିକୀରେ ଓ୍ବର୍ନଙ୍କୁ ମନେ ପକାଇ ଭାବୁକ ହେଲେ ସଚିନ, କହିଲେ…
ନୂଆଦିଲ୍ଲୀ,୪।୩: ପ୍ରଥମ ଶ୍ରାଦ୍ଧବାର୍ଷିକୀରେ ବନ୍ଧୁ ତଥା ଅଷ୍ଟ୍ରେଲିଆର ମହାନ କ୍ରିକେଟରଙ୍କ ମଧ୍ୟରୁ ଅନ୍ୟତମ ଶେନ୍ ଓ୍ବର୍ନଙ୍କୁ ମନେ ପକାଇଛନ୍ତି ସଚିନ ତେନ୍ଦୁଲକର। ସେ ଟୁଇଟ୍ କରି ଓ୍ବର୍ନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ସଚିନ କହିଛନ୍ତି, ଆମେ ମଇଦାନରେ ଅନେକ ସ୍ମରଣୀୟ ମୁକାବିଲା ଖେଳିଛେ।…
ଭାରତ ସହିତ ୨୦୨୩ ବିଶ୍ୱକପ ଖେଳିବାକୁ ପାକିସ୍ତାନ ପ୍ରସ୍ତୁତ: ବାବର ଆଜମ…
ଇସଲାମାବାଦ,୪।୩ : ପାକିସ୍ତାନ କ୍ରିକେଟ ଦଳ ବର୍ତ୍ତମାନ ପାକିସ୍ତାନ ସୁପର ଲିଗରେ ବ୍ୟସ୍ତ ଅଛନ୍ତି। ଭାରତରେ ଅନୁଷ୍ଠିତ ହେବାକୁ ଥିବା ୨୦୨୩ ଏକଦିବସୀୟ ବିଶ୍ୱକପ ବିଷୟରେ ଅଧିନାୟକ ବାବର ଆଜମ ଏକ ବଡ଼ କଥା କହିଛନ୍ତି। ଭାରତରେ ଅନୁଷ୍ଠିତ ହେବାକୁ ଥିବା…
ଇନ୍ଦୋର ପିଚ୍ ବିରୋଧରେ ଆଇସିସି ନେଲା କଡ଼ା କାର୍ଯ୍ୟାନୁଷ୍ଠାନ
ଦୁବାଇ,୪।୩: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ତୃତୀୟ ଟେଷ୍ଟ ମ୍ୟାଚ୍ର ପିଚ୍କୁ ଖରାପ ବୋଲି କହିଛି ଆଇସିସି। ଇନ୍ଦୋରର ହୋଲକର ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍ ମାତ୍ର ଅଢ଼େଇ ଦିନରେ ଶେଷ ହୋଇଥିଲା। ଟେଷ୍ଟର ପ୍ରଥମ ଇନିଂସରେ ବ୍ୟାଟିଂ କରିବାକୁ…
ଶାହାଙ୍କ ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ପିଟରସେନ
ନୂଆଦିଲ୍ଲୀ,୪।୩: ଇଂଲଣ୍ଡ କ୍ରିକେଟ ଟିମ୍ର ପୂର୍ବତନ ଅଧିନାୟକ କେଭିନ୍ ପିଟରସେନ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି। ପିଟରସେନ ଏବେ ଏକ ଗଣମାଧ୍ୟମ ସଂସ୍ଥାର କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଭାରତ ଗସ୍ତରେ ଅଛନ୍ତି। ଏହି ସମୟରେ ସେ ପ୍ରଥମେ ଗୃହମନ୍ତ୍ରୀ ଅମିତ…
୪ର୍ଥ ଟେଷ୍ଟ ମ୍ୟାଚ୍ ପୂର୍ବରୁ ମହାକାଳଙ୍କ ଦର୍ଶନ କଲେ ବିରୁଷ୍କା
ନୂଆଦିଲ୍ଲୀ,୪।୩: ଭାରତୀୟ କ୍ରିକେଟର ବିରାଟ କୋହଲି ଏବଂ ତାଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ ଅନୁଷ୍କା ଶର୍ମା ଭୋପାଳର ମହାକାଳେଶ୍ୱର ମନ୍ଦିରରେ ପହଞ୍ଚିଛନ୍ତି। ବର୍ତ୍ତମାନ ଉଭୟଙ୍କ ଫଟୋ ସୋସିଆଲ ମିଡିଆରେ ଶେୟାର ଭାଇରାଲ ହେବାରେ ଲାଗିଛି। ଅଷ୍ଟ୍ରେଲିଆ ସହ ୪ର୍ଥ ତଥା ଶେଷ…
ଦ୍ୱିତୀୟ ଦିବସରେ ଓଡ଼ିଶାକୁ ୩ ରୌପ୍ୟ, ୧ ବ୍ରୋଞ୍ଜ
ଭୁବନେଶ୍ୱର, ୪।୩ (କ୍ରୀଡ଼ା ପ୍ରତିନିଧି): ସ୍ଥାନୀୟ କିଟ୍ ଷ୍ଟାଡିୟମରେ ଚାଲିଥିବା କର୍ମଚାରୀ ଭବିଷ୍ୟନିଧି ସଂଗଠନ ସର୍ବଭାରତୀୟ ଆଥଲେଟିକ୍ ଓ ଇନ୍ଡୋର କ୍ରୀଡ଼ାର ଦ୍ୱିତୀୟ ଦିବସରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଦଳଗତ ଚାମ୍ପିୟନ ପାଇଁ କର୍ନାଟକ ଓ ମହାରାଷ୍ଟ୍ର ମଧ୍ୟରେ କଡ଼ା…
ଗୁଜରାଟ -ମୁମ୍ବାଇ ଉଦ୍ଘାଟନୀ ମୁକାବିଲା
ମୁମ୍ବାଇ, ୪ା୩ (ପି.ଟି.): ବହୁ ପ୍ରତିକ୍ଷୀତ ଓମେନ୍ସ ପ୍ରିମିୟର ଲିଗ୍ (ଡବ୍ଲ୍ୟୁପିଏଲ୍) ୫ଟି ଦଳକୁ ନେଇ ଶନିବାରଠାରୁ ଆରମ୍ଭ ହେବ। ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍) ଢାଞ୍ଚାରେ ୨୧ଟି ମ୍ୟାଚ ବିଶିଷ୍ଟ ଏହି ମହିଳା ଟି୨୦ କ୍ରିକେଟ ଟୁର୍ନାମେଣ୍ଟର ଉଦ୍ଘାଟନୀ ମ୍ୟାଚ…

