ବର୍ଡର-ଗାଭାସ୍କର ଟ୍ରଫି: ଅନ୍ତିମ ଟେଷ୍ଟରେ ଟିମ୍ ଇଣ୍ଡିଆରେ ଖେଳାଳି ପରିବର୍ତ୍ତନ
ଅହମଦାବାଦ,୮ା୩: ବର୍ଡର-ଗାଭାସ୍କର ଟ୍ରଫିର ଅନ୍ତିମ ଟେଷ୍ଟ ମାର୍ଚ୍ଚ ୯ରେ ଗୁଜରାଟର ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ଖେଳାଯିବ। ଟେଷ୍ଟ ସିରିଜର ଶେଷ ମ୍ୟାଚରେ ଟିମ୍ ଇଣ୍ଡିଆର ଚୂଡାନ୍ତ ଏକାଦଶରେ ପରିବର୍ତ୍ତନ ହୋଇପାରେ। ତୃତୀୟ ଟେଷ୍ଟ ମ୍ୟାଚରେ ବାଦ ପଡିଥିବା ମହମ୍ମଦ ସାମି…
ଗୁରୁବାର ଅହମଦାବାଦ ଟେଷ୍ଟ: ଭାରତ ପାଇଁ କର ବା ମର ସ୍ଥିତି…
ଅହମଦାବାଦ,୮।୩ : ଅହମଦାବାଦରେ ଗୁରୁବାର ବର୍ଡର-ଗାଭାସ୍କର ଟ୍ରଫିର ଚତୁର୍ଥ ତଥା ଅନ୍ତିମ ଟେଷ୍ଟ ମ୍ୟାଚ ଖେଳାଯିବ। ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଏହି ମ୍ୟାଚ ପୂର୍ବାହ୍ନ ସାଢ଼େ ୮ଟାରୁ ଆରମ୍ଭ ହେବ। ଭାରତ ପାଇଁ କର ବା ମର ସ୍ଥିତି ସୃଷ୍ଟି…
ଅସ୍ତ୍ରୋପଚାର ସଫଳ, ଟିମ୍କୁ ଖୁବ୍ଶୀଘ୍ର ଫେରିବେ ବୁମ୍ରା
ନୂଆଦିଲ୍ଲୀ,୮।୩: ଭାରତୀୟ ଟିମ୍କୁ ହୋଲି ଅବସରରେ ଏକ ବଡ଼ ଖୁସି ଖବର ମିଳିଛି। ଟମ୍ ଇଣ୍ଡିଆର ଦ୍ରୁତ ବୋଲର୍ ଜସପ୍ରୀତ୍ ବୁମ୍ରାଙ୍କ ପିଠିରେ ହୋଇଥିବା ସର୍ଜରୀ ସଫଳ ହୋଇଛି। ତାଙ୍କର ନ୍ୟୁଜିଲ୍ୟାଣ୍ଡରେ ଅସ୍ତ୍ରୋପଚାର କରାଯାଇଛି। ଏହି ଅସ୍ତ୍ରୋପଚାର ପରେ ବୁମ୍ରାଙ୍କୁ ମୈଦାନକୁ…
ବିଶ୍ୱର ସର୍ବକନିଷ୍ଠ କ୍ରିକେଟର ଭାବେ ବଡ଼ ଉପଲବ୍ଧି ହାସଲ କଲେ ପାଣ୍ଡ୍ୟା
ନୂଆଦିଲ୍ଲୀ,୭।୩: ଭାରତର ଦ୍ରୁତ ବୋଲର ଅଲ୍ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ସର୍ବଦା ପ୍ରାଧାନ୍ୟ ବିସ୍ତାର କରନ୍ତି। ସୋସିଆଲ ମିଡିଆରେ ଅନେକ ପ୍ରଶଂସକ ତାଙ୍କୁ ଫଲୋ କରନ୍ତି। ସୋସିଆଲ ମିଡିଆ ଦୁନିଆରେ ହାର୍ଦ୍ଦିକ ଏକ ବଡ଼ ସଫଳତା ହାସଲ କରିଛନ୍ତି।…
ଚେସ୍ ଖେଳୁଛନ୍ତି ପନ୍ତ
ନୂଆଦିଲ୍ଲୀ,୭।୩: କାର ଦୁର୍ଘଟଣା ପରେ ଭାରତର ଷ୍ଟାର ଉଇକେଟ୍କିପର ବ୍ୟାଟ୍ସମ୍ୟାନ ରିଷଭ ଅନ୍ତର୍ଜାତୀୟ କ୍ରିକେଟ୍ଠାରୁ ଦୂରରେ ଅଛନ୍ତି। ତାଙ୍କୁ କ୍ରିକେଟ୍ ଜଗତକୁ ଫେରିବା ପାଇଁ ଆହୁରି ଅନେକ ମାସ ଲାଗିବ। ପନ୍ତଙ୍କ ଗୋଡ଼ ଅସ୍ତ୍ରୋପଚାର ହୋଇଛି। ନିକଟରେ ସେ ଇନ୍ଷ୍ଟାଗ୍ରାମରେ ଏକ…
ଅଭିନାଶ-ଅଂଶିକାଙ୍କୁ ସ୍ବର୍ଣ୍ଣ ପଦକ
ଭୁବନେଶ୍ୱର, ୭।୩ (କ୍ରୀଡ଼ା ପ୍ରତିନିଧି): ଚଣ୍ଡିଗଡ଼ସ୍ଥିତ ପଞ୍ଜାବ ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ ଚାଲିଥିବା ସର୍ବଭାରତୀୟ ଆନ୍ତଃ ବିଶ୍ୱବିଦ୍ୟାଳୟ ରୋଇଂ ଚାମ୍ପିୟନଶିପ୍ରେ କିଟ୍ର ଅଭିନାଶ କୌର ଓ ଅଂଶିକା ଭାରତୀ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ଅଭିନାଶ ଓ ଅଂଶିକାଙ୍କୁ ନେଇ ଗଠିତ କିଟ୍…
ମୁମ୍ବାଇର ଦ୍ୱିତୀୟ ବିଜୟ
ମୁମ୍ବାଇ, ୭।୩: ହିଲି ମାଥ୍ୟୁସଙ୍କ ଅଲ୍ରାଉଣ୍ଡ ପ୍ରଦର୍ଶନ ବଳରେ ମୁମ୍ବାଇ ଇଣ୍ଡିଆନ୍ସ ଚଳିତ ମହିଳା ପ୍ରିମିୟର ଲିଗ୍ (ଡବ୍ଲ୍ୟୁପିଏଲ୍)ରେ କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଛି। ସ୍ଥାନୀୟ ବ୍ରାବୋର୍ନ ଷ୍ଟାଡିୟମରେ ସୋମବାର ଅନୁଷ୍ଠିତ ମ୍ୟାଚରେ ମୁମ୍ବାଇ ଦଳ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର…
ମହିଳା ପ୍ରିମିୟର ଲିଗ୍ : ବ୍ୟାଟିଂ ନିଷ୍ପତ୍ତି ନେଲା ଆରସିବି
ମୁମ୍ବାଇ: ମହିଳା ପ୍ରିମିୟର ଲିଗ୍ (ଡବ୍ଲୁପିଏଲ)ର ମ୍ୟାଚରେ ସୋମବାର ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଆରସିବି ମଧ୍ୟରେ ଖେଳାଯାଇଛି। ତେବେ ମ୍ୟାଚ୍ରେ ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି ଆରସିବି। ପ୍ରଥମ ମୁକାବିଲାରେ ମୁମ୍ବାଇ ଇଣ୍ଡିଆନ୍ସ ଟିମ ଗୁଜୁରାଟକୁ ୧୪୩ ରନରେ ପରାଜିତ…
ଧୋନିଙ୍କ ପରେ ଫିଲ୍ମ ଜଗତରେ ଏଣ୍ଟ୍ରି କଲେ ଜାଡେଜା, ଶେୟାର କଲେ ନିଜ ପ୍ରଥମ ଫିଲ୍ମର ପୋଷ୍ଟର
ନୂଆଦିଲ୍ଲୀ,୬।୩: ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ପରେ ବର୍ତ୍ତମାନ କ୍ରିକେଟର ରବିନ୍ଦ୍ର ଜାଡେଜା ମଧ୍ୟ ଚଳଚ୍ଚିତ୍ର ଜଗତରେ ପାଦ ଦେଇଛନ୍ତି। ରବିନ୍ଦ୍ର ଜାଡେଜା ତାଙ୍କ ସ୍ତ୍ରୀ ରିବାବାଙ୍କ ସହ ଏକ ଫିଲ୍ମ ନିର୍ମାଣ କରୁଛନ୍ତି। ଏନେଇ ରବିନ୍ଦ୍ର ଜାଡେଜା…
ଅନ୍ତିମ ଟେଷ୍ଟରେ ସ୍ମିଥ୍ ଅଧିନାୟକ
ଅହମଦାବାଦ,୬ା୩: ବର୍ଡର-ଗାଭାସ୍କର ଟ୍ରଫିର ଅନ୍ତିମ ଟେଷ୍ଟ ମାର୍ଚ୍ଚ ୯ରେ ଗୁଜରାଟର ନରେନ୍ଦ୍ର ମୋଦୀ କ୍ରିକେଟ ଷ୍ଟାଡିୟମରେ ଖେଳାଯିବ। ଏହି ମ୍ୟାଚରେ ଷ୍ଟିଭ୍ ସ୍ମିଥ୍ ଅଧିନାୟକ ରହିବା ନେଇ ଅଷ୍ଟ୍ରେଲିଆ କ୍ରିକେଟ ସୋମବାର କୁହାଯାଇଛି। ନିୟମିତ ଅଧିନାୟକ ପ୍ୟାଟ କୁମିନ୍ସ ଦ୍ୱିତୀୟ ଟେଷ୍ଟ…
ମୋଦିଙ୍କୁ ସୈତାନ କହିଲେ ପାକିସ୍ତାନର ପୂର୍ବତନ କ୍ରିକେଟର୍
ଇସଲାମାବାଦ୍,୬।୩: ପାକିସ୍ତାନ ଏକ ଭୟଙ୍କର ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଛି ଏବଂ ଲୋକଙ୍କ ପାଖରେ ଖାଇବାକୁ ମଧ୍ୟ ଟଙ୍କା ନାହିଁ। ଶେହଓ୍ବାଜ୍ ସରକାର ଋଣ ପାଇଁ ଅନ୍ୟ ଦେଶମାନଙ୍କ ନିକଟରେ ନିବେଦନ କରୁଛନ୍ତି। ଦୁର୍ଭାଗ୍ୟବଶତଃ, ଅର୍ଥନୈତିକ ଦୁଃଖ ମଧ୍ୟରେ ମଧ୍ୟ…
ଅଷ୍ଟ୍ରେଲିଆ ଦଳକୁ ବଡ଼ ଝଟ୍କା
ନୂଆଦିଲ୍ଲୀ,୬।୩: ଇନ୍ଦୋର ଟେଷ୍ଟ ଜିତିବା ପରେ ଅଷ୍ଟ୍ରେଲୀୟ ଦଳକୁ ଏକ ବଡ଼ ଝଟ୍କା ଲାଗିଛି। ଅଷ୍ଟ୍ରେଲିଆର ଅଧିନାୟକ ପ୍ୟାଟ କମିନ୍ସ ସିରିଜର ଚତୁର୍ଥ ତଥା ଅନ୍ତିମ ଟେଷ୍ଟ ପାଇଁ ଦଳକୁ ଫେରିବେ ନାହିଁ। କମିନ୍ସ ତାଙ୍କ ମା’ଙ୍କ ଚିକିତ୍ସା ପାଇଁ ଅଷ୍ଟ୍ରେଲିଆରେ…

