ଖେଳ

ଗୁକେଶ ପ୍ଲେୟର ଅଫ୍‌ ଦି ଇୟର

ଆବୁଧାବି, ୩ା୩ (ପି.ଟି.):ଭାରତୀୟ ଗ୍ରାଣ୍ଡମାଷ୍ଟର ଡି. ଗୁକେଶ ଏସିଆନ ଚେସ୍‌ ଫେଡେରେଶନ (ଏସିଏଫ୍‌) ଦ୍ୱାରା ପ୍ଲେୟର ଅଫ୍‌ ଦି ଇୟର ପୁରସ୍କାରରେ ସମ୍ମାନିତ ହୋଇଛନ୍ତି। ଗତବର୍ଷ ମହାବଳିପୁରମରେ ଅନୁଷ୍ଠିତ ୪୪ତମ ଚେସ୍‌ ଅଲିମ୍ପିଆଡ୍‌ରେ ରେକର୍ଡ ବ୍ରେକିଙ୍ଗ ୯/୧୧ ସ୍କୋର ସହ ସ୍ବର୍ଣ୍ଣ…

ଲିଓନେଲ ମେସିଙ୍କୁ ବନ୍ଧୁକଧାରୀଙ୍କ ଧମକ

ବୁଏନ୍ସ ଏରିସ୍‌,୩ା୩: ଆର୍ଜେଣ୍ଟିନା ଫୁଟବଲ ଅଧିନାୟକ ଲିଓନେଲ ମେସିଙ୍କୁ ବନ୍ଧୁକଧାରୀ ଦୁର୍ବୃତ୍ତ ଧମକ ଦେଇଛନ୍ତି। ମେସିଙ୍କ ଶ୍ୱଶୁରଘର ମାଲିକାନାରେ ଥିବା ରୋସାରିଓର ଏକ ସୁପରମାର୍କେଟରେ ଏହି ଘଟଣା ଘଟିଛି। ଦୁଇ ବ୍ୟକ୍ତି ଏକ ମୋଟରସାଇକେଲରେ ଆସି ୧୨ ରାଉଣ୍ଡ ଫାଙ୍କା ଗୁଳି…

ତୃତୀୟ ଟେଷ୍ଟ: ଅଷ୍ଟ୍ରେଲିଆ ଆଗରେ ୭୬ ରନ୍‌ର ବିଜୟ ଟାର୍ଗେଟ୍‌

ଇନ୍ଦୋର,୨।୩: ଇନ୍ଦୋର ହୋଲ୍‌କର ଷ୍ଟାଡିୟମରେ ଖେଳାଯାଉଥିବା ତୃତୀୟ ଟେଷ୍ଟର ଗୁରୁବାର ଦ୍ୱିତୀୟ ଦିନରେ ଭାରତ ପୁଣି ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଭାରତ ପ୍ରଥମ ଇନିଂସରେ ୧୦୯ ରନ୍‌ରେ ଅଲ୍‌ଆଉଟ ହୋଇଥିବା ବେଳେ ଦ୍ୱିତୀୟ ଇନିଂସରେ ୧୬୩ ରନ୍‌ କରି ଅଲ୍‌ଆଉଟ…

ଲାନିଙ୍ଗ ହେଲେ ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟିକା

ନୂଆଦିଲ୍ଲୀ,୨।୩: ୨୦୨୩ ମାର୍ଚ୍ଚ ୪ ତାରିଖରୁ ଆରମ୍ଭ ହେବ ଓମେନ୍ସ ପ୍ରିମିୟର ଲିଗ୍‌(ଡବ୍ଲ୍ୟୁପିଏଲ୍‌)। ଏହାପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସ ଏହାର ଅଧିନାୟିକାଙ୍କ ନାମ ଘୋଷଣା କରିଛି। ଅଷ୍ଟ୍ରେଲିଆର ମେଗ୍‌ ଲାନିଙ୍ଗଙ୍କୁ ଫ୍ରାଞ୍ଚାଇଜ୍‌ ଏହାର ଅଧିନାୟିକା ଭାବେ ନିଯୁକ୍ତି ଦେଇଛି। କହିରଖୁଛୁ, ନିକଟରେ ଲାନିଙ୍ଗଙ୍କ…

ଶାହାଙ୍କୁ ଭେଟିଲେ ଇଂଲଣ୍ଡର ପୂର୍ବତନ ଅଧିନାୟକ, କହିଲେ…

ନୂଆଦିଲ୍ଲୀ,୨।୩: ସୋସିଆଲ ମିଡିଆରେ ହିନ୍ଦୀରେ ପୋଷ୍ଟ ଶେୟାର କରି ଚର୍ଚ୍ଚାରେ ରହୁଥିବା ଇଂଲଣ୍ଡର ପୂର୍ବତନ ଅଧିନାୟକ ଏବେ ଭାରତ ଗସ୍ତରେ ଅଛନ୍ତି। ୪୨ ବର୍ଷର କେଭିନ ପିଟରସେନ ଗୁରୁବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଛନ୍ତି। ଏହି ସମୟରେ ଉଭୟଙ୍କ ମଧ୍ୟରେ…

ନ୍ୟୁଜିଲାଣ୍ଡରେ ହେବ ବୁମ୍‌ରାଙ୍କ ସର୍ଜରୀ, ଏତିକି ମାସ ଯାଏ…

ନୂଆଦିଲ୍ଲୀ,୨।୩: ଆହତ ସମସ୍ୟାକୁ ନେଇ ଆଇପିଏଲ୍‌ ୨୦୨୩ରୁ ବାଦ ପଡ଼ିଛନ୍ତି ଭାରତୀୟ ଦ୍ରୁତ ବୋଲର ଜସପ୍ରୀତ ବୁମ୍‌ରା। ତାଙ୍କ ପିଠିରେ ଯନ୍ତ୍ରଣା ହେଉଥିବାରୁ ସେ ଆଗାମୀ ଦିନରେ ଅସ୍ତ୍ରୋପଚାର କରିବେ। ଅସ୍ତ୍ରୋପଚାର ଲାଗି ସେ ନ୍ୟୁଜିଲାଣ୍ଡ ଯିବେ। ବିସିସିଆଇ ମେଡିକାଲ ଟିମ୍‌…

ବଡ଼ ଉପଲବ୍ଧି ହାସଲ କଲେ ଅଶ୍ୱିନ୍‌

ଇନ୍ଦୋର,୨।୩: ବର୍ଡର-ଗାଭାସ୍କର ଟ୍ରଫି ୨୦୨୩ର ତୃତୀୟ ଟେଷ୍ଟ ମ୍ୟାଚର ଦ୍ୱିତୀୟ ଦିନରେ ଆର ଅଶ୍ୱିନ ଏକ ବଡ଼ ସଫଳତା ଅର୍ଜନ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟରେ ଭାରତୀୟ ଦଳ ପାଇଁ ତୃତୀୟ ସର୍ବାଧିକ ଉଇକେଟ ନେଇଛନ୍ତି। ସେ ଭେଟେରାନ ଅଲରାଉଣ୍ଡର କପିଲ…

ଦ୍ୱିତୀୟ ଇନିଂସରେ ବି ଭାରତର ଫ୍ଲପ୍‌ ଶୋ’

ଇନ୍ଦୋର,୨।୩: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ୪ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ତୃତୀୟ ଟେଷ୍ଟ ଇନ୍ଦୋରରେ ଖେଳାଯାଉଛି। ଟସ ଜିତିବା ପରେ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ପ୍ରଥମ ଇନିଂସରେ ୧୦୯ ରନ୍‌ରେ ଅଲଆଉଟ୍‌ ହୋଇଛି। ଏହାର ଜବାବରେ ଅଷ୍ଟ୍ରେଲିଆର…

ଅଷ୍ଟ୍ରେଲିଆ ୧୯୭ରେ ଅଲଆଉଟ, ଭାରତର ଦ୍ୱିତୀୟ ଇନିଂସ ଆରମ୍ଭ..

ଇନ୍ଦୋର,୨।୩ : ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ଟେଷ୍ଟରେ ଭାରତ ପ୍ରଥମ ଇନିଂସରେ ୧୦୯ କରିଥିଲା। ଏହାର ଜବାବରେ ଅଷ୍ଟ୍ରେଲିଆ ସମସ୍ତ ଓ୍ବିକେଟ ହରାଇ ୧୯୭ ରନ୍‌ କରିଛି। ଏହାରେ ଭାରତ ଦ୍ୱିତୀୟ ଇନିଂସ ଆରମ୍ଭ ହୋଇଛି। ଭାରତ ଗୋଟିଏ…

ଅଧିକ ନୋ ବଲ ପକାଇ ଅଡୁଆରେ ଜାଡେଜା, ବର୍ଷିଲେ ଗାଭାସ୍କର…

ଇନ୍ଦୋର,୨।୩ : ଚାରି ମ୍ୟାଚ ବିଶିଷ୍ଟ ବର୍ଡର-ଗାଭାସ୍କର ଟେଷ୍ଟ ସିରିଜର ତୃତୀୟ ମ୍ୟାଚ ଇନ୍ଦୋରରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଛି। ଟସ ଜିତିବା ପରେ ପ୍ରଥମେ ବ୍ୟାଟିଂ କରି ଭାରତ ପ୍ରଥମ ଇନିଂସରେ ୧୦୯ ରନ ସଂଗ୍ରହ କରିଥିଲା। ଏହାର…

୭ ଦିନ ତଳେ ପିତାଙ୍କୁ ହରାଇଥିଲେ, ଏବେ ଛକା ମାରି କୋହଲିଙ୍କ ସମକକ୍ଷ ହେଲେ

ଇନ୍ଦୋର,୨।୩: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାରି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ତୃତୀୟ ମ୍ୟାଚ ଇନ୍ଦୋରର ହୋଲକର ଷ୍ଟାଡିୟମରେ ଖେଳାଯାଉଛି। ଟିମ ଇଣ୍ଡିଆ ପ୍ରଥମ ଇନିଂସରେ ୧୦୯ ରନ କରି ଅଲଆଉଟ୍‌ ହୋଇଯାଇଛି। ପ୍ରଥମ ଇନିଂସରେ ବିରାଟ କୋହଲି (୨୨)…

ଇରାନୀ କପ୍‌ରେ ଜୟସ୍ବାଲଙ୍କ ଦ୍ୱିଶତକ

ଗ୍ବାଲିୟର,୨ା୩: ଗ୍ବାଲିୟରର କ୍ୟାପଟେନ୍‌ ରୁପ୍‌ ସିଂ ଷ୍ଟାଡିୟମରେ ଖେଳା ଯାଇଥିବା ଇରାନୀ କପ୍‌ ମୁକାବିଲାରେ ଅବଶିଷ୍ଟ ଭାରତ ଏକ ବୃହତ ସ୍କୋର ଆଡକୁ ଅଗ୍ରସର ହେଉଛି। ୨୦୨୧-୨୨ ସିଜନର ରଣଜୀ ଟ୍ରଫି ଚାମ୍ପିୟନ ମଧ୍ୟପ୍ରଦେଶ ଓ ଅବଶିଷ୍ଟ ଭାରତ ମଧ୍ୟରେ ଅନୁଷ୍ଠିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?