ପୁରସ୍କାର ଦୌଡ଼ରେ ସିରାଜ, ଶୁବମନ
ଦୁବାଇ, ୮।୨ (ପି.ଟି.): ଜାନୁୟାରୀ ମାସରେ ଚମତ୍କାର ପ୍ରଦର୍ଶନ ପାଇଁ ଆଇସିସି ପ୍ଲେୟର ଅଫ୍ ଦି ମନ୍ଥ୍ ପୁରସ୍କାର ଦୌଡ଼ରେ ଭାରତ ପେସ୍ ବୋଲର ମହମ୍ମଦ ସିରାଜ ଓ ଓପନର ଶୁବମନ ଗିଲ୍ ରହିଛନ୍ତି। ପୁରସ୍କାର ପାଇଁ ତୃତୀୟ ଦାବିଦାର ରହିଛନ୍ତି…
ଓମେନ୍ସ ପ୍ରିମିୟର ଲିଗ୍: ନିଲାମ ହେବାକୁ ଥିବା ଖେଳାଳିଙ୍କ ମଧ୍ୟରେ ଓଡ଼ିଶାରୁ ୬
ଭୁବନେଶ୍ୱର, ୭।୨: ଓମେନ୍ସ ପ୍ରିମିୟର ଲିଗ୍ (ଡବ୍ଲ୍ୟୁପିଏଲ୍)ର ନିଲାମ ପାଇଁ ଶର୍ଟଲିଷ୍ଟ ହୋଇଛନ୍ତି ୪୦୯ ଖେଳାଳି। ସେମାନଙ୍କ ମଧ୍ୟରେ ଓଡ଼ିଶାର ୬ ଜଣ ଖେଳାଳି ସ୍ଥାନ ପାଇଛନ୍ତି। ସେମାନେ ହେଲେ ମାଧୁରୀ ମେହେଟା, ରସନାରା ପରବିନ, ସୁଶ୍ରୀ ଦିବ୍ୟଦର୍ଶିନୀ, ପ୍ରିୟଙ୍କା ପ୍ରିୟଦର୍ଶିନୀ…
ମାର୍ଚ୍ଚ ୪ ରୁ ମହିଳା ପ୍ରିମିୟର ଲିଗ୍: ନିଲାମ ତାଲିକାରେ ୪୦୯ ଖେଳାଳି, ୨୪୬ ଭାରତୀୟ-୧୬୩ ବିଦେଶୀ…
କୋଲକାତା,୭।୨ : ମହିଳା ପ୍ରିମିୟର ଲିଗ (ଡବ୍ଲୁପିଏଲ) ର ପ୍ରଥମ ସଂସ୍କରଣ ଚଳିତ ବର୍ଷ ମାର୍ଚ୍ଚ ୪ ରୁ ୨୬ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏ ସମ୍ପର୍କରେ ବିସିସିଆଇ ଏକ ପ୍ରେସ ବିଜ୍ଞପ୍ତି ଜାରି କରିଛି। ଏହି ଟୁର୍ନାମେଣ୍ଟ ମୁମ୍ବାଇର ଦୁଇଟି…
କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କଲେ ଏହି କ୍ରିକେଟର
ଇସଲାମାବାଦ,୭।୨: ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କଲେ ପାକିସ୍ତାନର ଉଇକେଟକିପର୍ ବ୍ୟାଟ୍ସମ୍ୟାନ୍ କାମରାନ ଆକମଲ। ଦୀର୍ଘ ସମୟରୁ ସେ ଦଳରୁ ବାଦ୍ ପଡ଼ିଥିବା ବେଳେ ପାକିସ୍ତାନ ସୁପର ଲିଗ୍ ସମେତ ଅନ୍ୟାନ୍ୟ ଲିଗ୍ରେ ଖେଳିବା ଜାରି ରଖିଥିଲେ। ହେଲେ ଏବେ ସେ…
ଟର୍ନିଂ ଟ୍ରାକ୍ରେ ଅଶ୍ୱିନୀ ବିପଜ୍ଜନକ: ଖ୍ବାଜା
ବେଙ୍ଗାଲୁରୁ,୭ା୨: ଭାରତୀୟ ଟର୍ନିଂ ଟ୍ରାକ୍ରେ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନଙ୍କୁ ଖେଳିବା ସବୁଠାରୁ ବିପଜ୍ଜନକ ବୋଲି କହିଛନ୍ତି ଅଷ୍ଟ୍ରେଲିଆ ଓପ୍ନର ଉସ୍ମାନ ଖ୍ବାଜା। ୪ ମ୍ୟାଚ୍ବିଶିଷ୍ଟ ଟେଷ୍ଟ ସିରିଜ୍ରେ ଅଶ୍ୱିନଙ୍କ ନେତୃତ୍ୱାଧୀନ ସ୍ପିନ୍ ବୋଲିଂ ଆଟାକ୍ ସବୁଠାରୁ ଅଧିକ ଚ୍ୟାଲେଞ୍ଜ ଦେବ ବୋଲି…
ଅଚାନକ କ୍ରିକେଟ୍କୁ ଅଲବିଦା କହିଲେ ଏହି କ୍ରିକେଟର୍
ସିଡନୀ,୭।୨: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ୪ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଫେବୃଆରୀ ୯ରେ ନାଗପୁର ଗ୍ରାଉଣ୍ଡରେ ଆରମ୍ଭ ହେବ। କିନ୍ତୁ ଏହାପୂର୍ବରୁ କଙ୍ଗାରୁ ଦଳର ପୂର୍ବତନ ଅଧିନାୟକ ଆରୋନ ଫିଞ୍ଚ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ଫିଞ୍ଚ…
ଓଏଫ୍ସିର ପ୍ଲେ-ଅଫ୍ ଆଶା ଉଜ୍ଜୀବିତ
ଭୁବନେଶ୍ୱର,୭୨ (ସ୍ପୋଟର୍ସ ବ୍ୟୁରୋ): କଳିଙ୍ଗ ଷ୍ଟାଡିୟମରେ ସୋମବାର ଅନୁଷ୍ଠିତ ଇଣ୍ଡିଆନ୍ ସୁପର ଲିଗ୍ର ଏକ ମ୍ୟାଚ୍ରେ ଏଫ୍ସି ଗୋଆ ସହିତ ପଏଣ୍ଟ ବାଣ୍ଟିଛି ଓଡ଼ିଶା ଏଫ୍ସି(ଓଏଫ୍ସି)। କଡା ସଂଘର୍ଷପୂର୍ଣ୍ଣ ମ୍ୟାଚଟି ୧-୧ରେ ଅମୀମାଂସିତ ରହିଥିଲା। ମ୍ୟାଚର ଅନ୍ତିମ ୩୦ ମିନିଟ ଓଏଫ୍ସି…
ପନ୍ତଙ୍କ ଅଭାବ ଅନୁଭୂତ ହେବ
ନାଗପୁର,୭ା୨ବର୍ଡର-ଗାଭାସ୍କର ଟ୍ରଫିରେ ଭାରତ ଷ୍ଟାର ଉଇକେଟ କିପର ବ୍ୟାଟର ରିଷଭ ପନ୍ତଙ୍କ ଅଭାବ ଅନୁଭବ କରିବ ବୋଲି କହିଛନ୍ତି ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ଇଆନ୍ ଚାପେଲ୍। ପନ୍ତଙ୍କ ଉପସ୍ଥିତି ଅଷ୍ଟ୍ରେଲିଆ ଅଧିନାୟକ ପ୍ୟାଟ କମିନ୍ସଙ୍କ ନିଦ ହଜେଇ ଦେବା ପାଇଁ ଯଥେଷ୍ଟ…
ଜାତୀୟ ଜୁନିୟର ଟେବୁଲ ଟେନିସ୍ ପାଇଁ ଓଡ଼ିଶା ଦଳ
ଭୁବନେଶ୍ୱର,୭।୨(କ୍ରୀଡ଼ା ପ୍ରତିନିଧି): ଚେନ୍ନାଇର ଜବାହରଲାଲ ନେହେରୁ ଇନ୍ଡୋର ଷ୍ଟାଡିୟମରେ ଚଳିତ ମାସ ୮ରୁ ୧୬ ପର୍ଯ୍ୟନ୍ତ ହେବାକୁଥିବା ୮୪ତମ ଜାତୀୟ ଜୁନିୟର ଓ ଯୁବ ଆନ୍ତଃରାଜ୍ୟ ଟେବୁଲ ଟେନିସ୍ ଟୁର୍ନାମେଣ୍ଟ ପାଇଁ ସୋମବାର ଓଡ଼ିଶା ଦଳ ଘୋଷିତ ହୋଇଛି। ପ୍ରତିଯୋଗିତାରେ ଓଡ଼ିଶାର…
କ୍ୱାର୍ଟରରେ ଓଡ଼ିଶା ମହିଳା ଦଳ
ପୁରୀ ଅଫିସ, ୭ା୨: ତାଳବଣିଆ ସ୍ପୋଟର୍ସ କମ୍ପ୍ଲେକ୍ସରେ ଚାଲିଥିବା ୪୪ତମ ଜାତୀୟ ସଫ୍ଟବଲ ପୁରୁଷ ଓ ମହିଳା ଚାମ୍ପିୟନଶିପ୍ର ଦ୍ୱିତୀୟ ଦିବସରେ ସୋମବାର ଓଡ଼ିଶା ମହିଳା ଦଳର ପ୍ରାଧାନ୍ୟ ଦେଖିବାକୁ ମିଳିଛି। ମହିଳା ବିଭାଗ ପ୍ରି କ୍ୱାର୍ଟର ମ୍ୟାଚରେ ହିମାଚଳ ପ୍ରଦେଶ…
ମଣିପୁରରେ ହେବ ଅନ୍ତର୍ଜାତୀୟ ଫୁଟବଲ ମ୍ୟାଚ
ଇମ୍ଫାଲ,୬ା୨: ଭାରତର ଫୁଟବଲ ପାଓ୍ବାର ହାଉସ୍ ମଣିପୁର ଆୟୋଜନ କରିବ ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ୍। ଭାରତ ସହିତ ମିଆଁମାର ଓ କିର୍ଗିଜସ୍ତାନ ଏହି ତ୍ରିରାଷ୍ଟ୍ରୀୟ ଟୁର୍ନାମେଣ୍ଟରେ ଭାଗ ନେବେ। ଆସନ୍ତା ମାର୍ଚ୍ଚ ମାସରେ ଏହି ଟୁର୍ନାମେଣ୍ଟ ଆୟୋଜିତ ହେବ। ମାର୍ଚ୍ଚ ୨୨,…
ଏସିଆ କପ୍ କ୍ରିକେଟ ଭେନ୍ୟୁ ନେଇ ମାର୍ଚ୍ଚରେ ହେବ ଚୂଡାନ୍ତ
ନୂଆଦିଲ୍ଲୀ,୬।୨: ୨୦୨୩ ଏସିଆ କପ୍ କ୍ରିକେଟ ଆୟୋଜକ ନେଇ ଅନିଶ୍ଚିତତା ଜାରି ରହିଛି। ପ୍ରତିଯୋଗିତା ସେପ୍ଟେମ୍ବରରେ ହେବାକୁ ଥିବା ବେଳେ ପାକିସ୍ତାନକୁ ଆୟୋଜନ କରିବା ଅଧିକାର ମିଳିଛି। ହେଲେ ସୁରକ୍ଷାକୁ ନେଇ ନିଜର ବିସିସିଆଇ ପ୍ରତିକ୍ରିୟା ରଖିଛି। ଯଦି ଏସିଆ କପ…

