ଖେଳ

ଭଗବାନଙ୍କ ଶରଣରେ ରାହୁଲ-ଆଥିୟା

ନୂଆଦିଲ୍ଲୀ,୨୬।୨: ଭାରତୀୟ କ୍ରିକେଟର କେ.ଏଲ ରାହୁଲ ତାଙ୍କ କ୍ୟାରିୟରରେ ଏକ ଖରାପ ପର୍ଯ୍ୟାୟ ଦେଇ ଗତି କରୁଛନ୍ତି। ଉଭୟ ଟେଷ୍ଟ ଏବଂ ଦିନିକିଆରେ ତାଙ୍କ ବ୍ୟାଟରୁ ରନ ବାହାରକୁ ଆସୁନାହିଁ। ଅଷ୍ଟ୍ରେଲିଆ ବିପକ୍ଷ ଚଳିତ ଟେଷ୍ଟ ସିରିଜର ୩ ଇନିଂସରେ ସେ…

ଶର୍ଟଲିଷ୍ଟରେ ରିଚା ଏକମାତ୍ର ଭାରତୀୟ

ଦୁବାଇ, ୨୬ା୨: ଓମେନ୍ସ ଟି୨୦ ଓ୍ବାଲର୍‌ଡ କପ୍‌ ପ୍ଲେୟର ଅଫ୍‌ ଦି ଟୁର୍ନାମେଣ୍ଟ ପାଇଁ ଶର୍ଟଲିଷ୍ଟରେ ସ୍ଥାନ ପାଇଥିବା ୯ଜଣ ଖେଳାଳିଙ୍କ ମଧ୍ୟରେ ରିଚା ଘୋଷ ହେଉଛନ୍ତି ଏକମାତ୍ର ଭାରତୀୟ। ଗୁରୁବାର କେପ୍‌ଟାଉନ୍‌ଠାରେ ୫ଥର ଚାମ୍ପିୟନ ଅଷ୍ଟ୍ରେଲିଆଠାରୁ ୫ ରନରେ ପରାଜିତ…

ଦୀପ୍ତି ଶର୍ମା ୟୁପି ଓ୍ବାରିୟର୍ଜ ଉପଅଧିନାୟିକା

ଲକ୍ଷ୍ନୌ, ୨୬ା୨: ଆଗାମୀ ଓମେନ୍ସ ପ୍ରିମିୟର ଲିଗ୍‌ (ଡବ୍ଲ୍ୟୁପିଏଲ୍‌) ଲାଗି ଭାରତୀୟ ଅଲ୍‌ରାଉଣ୍ଡର ଦୀପ୍ତି ଶର୍ମାଙ୍କୁ ୟୁପି ଓ୍ବାରିୟର୍ଜର ଉପଅଧିନାୟିକା ଘୋଷଣା କରାଯାଇଛି। ଭାରତୀୟ ମହିଳା ଦଳର ଏହି ୨୫ବର୍ଷୀୟା ପ୍ରମୁଖ ଖେଳାଳିଙ୍କୁ ଫ୍ରାଞ୍ଚାଇଜ ୨.୬ କୋଟି ଟଙ୍କା ବିନିମୟରେ କ୍ରୟ…

ଷଷ୍ଠ ଟାଇଟଲ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

କେପ୍‌ଟାଉନ୍‌,୨୬ା୨: ରବିବାର କେପ୍‌ଟାଉନ୍‌ର ନ୍ୟୁଲାଣ୍ଡ୍ସରେ ଖେଳାଯିବ ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ ଫାଇନାଲ। ଷଷ୍ଠ ଟାଇଟଲ ହାସଲ ଲକ୍ଷ୍ୟରେ ରହିଥିବା ଶକ୍ତିଶାଳୀ ଅଷ୍ଟ୍ରେଲିଆ ସମ୍ମୁଖରେ ରହିଛି ଘରୋଇ ଦକ୍ଷିଣ ଆଫ୍ରିକା। ବିଗତ ଏକ ବର୍ଷ ମଧ୍ୟରେ ଘରୋଇ ଦଳ କ୍ରିକେଟରେ ବେଶ୍‌…

କ୍ରୀଡ଼ା ପ୍ରତି ସଚ୍ଚୋଟ ମନୋଭାବ ଆବଶ୍ୟକ: କୋହଲି

ନୂଆଦିଲ୍ଲୀ,୨୬ା୨(ପି.ଟି.): ଆଇସିସି ଟ୍ରଫିକୁ ନେଇ ବିରାଟ କୋହଲିଙ୍କୁ କିଛି କ୍ରିକେଟ ସମୀକ୍ଷକ ବିଫଳ ଅଧିନାୟକର ଟ୍ୟାଗ ଦେଇଛନ୍ତି। ତାଙ୍କ ନେତୃତ୍ୱରେ ଭାରତ ୪ ବର୍ଷରେ ଗୋଟିଏ ଆଇସିସି ଟ୍ରଫି ଜିତି ନ ଥିଲା। ଆର୍‌ସିବିର ପୋଡକାଷ୍ଟରେ କୋହଲି ଏହା ଉପରେ ପ୍ରତିକ୍ରିୟା…

ଦୁଇ ଥର ଆଇସିସି ଟ୍ରଫି ଫାଇନାଲରେ ପହଞ୍ଚିଥିଲୁ, ତଥାପି ବିଫଳ ଅଧିନାୟକ କୁହାଯାଇଥିଲା: କୋହଲି

ନୂଆଦିଲ୍ଲୀ,୨୫।୨: ନିକଟରେ ଟି୨୦ ବିଶ୍ୱକପ୍‌ ୨୦୨୩ ଫାଇନାଲରେ ପହଞ୍ଚିବାର ସୁଯୋଗ ହାତଛଡ଼ା କରିଛି ଭାରତୀୟ ମହିଳା ଟିମ୍‌। ଫଳରେ ଦଳ ବିଶ୍ୱକପ୍‌ ଜିତିବା ସ୍ବପ୍ନ ଭାଙ୍ଗିଯାଇଛି। ତେବେ ମହିଳା ଦଳ ଭଳି ପୁରୁଷ ଟିମ୍‌ ମଧ୍ୟ ୧୦ ବର୍ଷ ହେଲାଣି ଆଇସିସି…

ଆଇପିଏଲ୍‌ ପ୍ରସ୍ତୁତି ଆରମ୍ଭ କଲା ଲକ୍ଷ୍ନୌ ଟିମ୍‌, ଗମ୍ଭୀରଙ୍କ ସହ ନଜର ଆସିଲେ…

ନୂଆଦିଲ୍ଲୀ,୨୫।୨: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରେ ଦ୍ୱିତୀୟ ସିଜନ ଖେଳିବାକୁ ଯାଉଛି ଲକ୍ଷ୍ନୌ ସୁପର ଜିଆଣ୍ଟସ୍‌। ଏହାକୁ ନେଇ ଦଳ ପ୍ରସ୍ତୁତି ଆରମ୍ଭ କରିଛି। ଫ୍ରାଞ୍ଚାଇଜ୍‌ର ଟୁଇଟର ହ୍ୟାଣ୍ଡେଲରୁ ଏକ ଫଟୋ ଶେୟାର କରାଯାଇଛି। ଫଟୋରେ ଦଳର ପରାମର୍ଶଦାତା(ମେଣ୍ଟର) ଗୌତମ ଗମ୍ଭୀର, ଅଲରାଉଣ୍ଡର…

କେବଳ ଧୋନୀ ନୁହନ୍ତି, ଏବି ଡି ଭିଲିୟର୍ସ ମଧ୍ୟ କୋହଲିଙ୍କ ପ୍ରକୃତ ବନ୍ଧୁ…

ନୂଆଦିଲ୍ଲୀ,୨୫।୨: ଭାରତର ପୂର୍ବତନ ବ୍ୟାଟ୍ସମ୍ୟାନ ବିରାଟ କୋହଲି ଏବଂ ଏବି ଡି ଭିଲିୟର୍ସଙ୍କ ମଧ୍ୟରେ ବନ୍ଧୁତ୍ୱର କାହାଣୀ ସମସ୍ତ କ୍ରିକେଟ ପ୍ରଶଂସକ ଜାଣନ୍ତି। କେବଳ ଆର୍‌ସିବିରେ ଥିବା ବେଳେ ନୁହେଁ ବରଂ ଏହା ପରେ ମଧ୍ୟ ଉଭୟ ପରସ୍ପର ସହ ବନ୍ଧୁତା…

୯୯% ଥର ଏମିତି ହୁଏ, ଯେତେବେଳେ ଧୋନୀ ଭାଇ ମୋ’ ଫୋନ୍‌ ଉଠାନ୍ତି ନାହିଁ: କୋହଲି

ନୂଆଦିଲ୍ଲୀ,୨୫।୨: ଭାରତୀୟ ଦଳର ତାରକା ଖେଳାଳି ବିରାଟ କୋହଲି ଗତ ବର୍ଷ ଏସିଆ କପ ୨୦୨୨ ପୂର୍ବରୁ ଖରାପ ଫର୍ମରେ ଥିଲେ। ସେତେବେଳେ ତାଙ୍କ ବ୍ୟାଟ୍‌ରୁ ରନ ସ୍କୋର ହେବା କଷ୍ଟକର ମନେ ହେଉଥିଲା। ଏହାକୁ ନେଇ ସୋସିଆଲ ମିଡିଆରେ ତାଙ୍କୁ…

ବାଲାଂଦେଶ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଗାଙ୍ଗୁଲି

ନୂଆଦିଲ୍ଲୀ,୨୫।୨: ବିସିସିଆଇର ପୂର୍ବତନ ମୁଖ୍ୟ ତଥା ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲି ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ବାଂଲାଦେଶ କ୍ରିକେଟ ପକ୍ଷରୁ ଏହାର ଟୁଇଟର ହ୍ୟାଣ୍ଡେଲରେ ଏହି ଭେଟର କିଛି ଫଟୋ ପୋଷ୍ଟ କକରାଯାଇଛି। ଫଟୋଗୁଡ଼ିକରେ…

ହାତକୁ ଦୁଇ ହାତ ହେବେ ଶାର୍ଦ୍ଦୁଳ

ନୂଆଦିଲ୍ଲୀ,୨୫।୨: ଟିମ୍‌ ଇଣ୍ଡିଆର ତାରକା ଅଲରାଉଣ୍ଡର ଶାର୍ଦ୍ଦୁଳ ଠାକୁର ବିବାହ କରିବାକୁ ଯାଉଛନ୍ତି। ମିତାଲୀ ପାରୁଲକରଙ୍କ ହାତ ଧରିବେ ସେ। ଆସନ୍ତା ଫେବୃୟାରୀ ୨୭ରେ ମୁମ୍ବାଇରେ ଏହି ବିବାହ ଅନୁଷ୍ଠିତ ହେବ। ଏଥିରେ ୨୦୦ରୁ ଅଧିକ ଅତିଥି ସାମିଲ ହେବେ। ବିବାହ…

ଆନନ୍ଦ-ସୌରଭ ଯୋଡ଼ି ଚାମ୍ପିୟନ

ରେଢାଖୋଲ ୨୫ା୨ (ଡି.ଏନ.ଏ): ରେଢାଖୋଲର ପଞ୍ଚଖଣ୍ଡା ବ୍ୟାଡ୍‌ମିଣ୍ଟନ ଆସୋସିଏଶନ ଆନୁକୂଲ୍ୟରେ ରାଜ୍ୟ ବ୍ୟାଡ୍‌ମିଣ୍ଟନ ସଂଘର ଅନୁମୋଦନ କ୍ରମେ ସ୍ଥାନୀୟ ଇନ୍‌ଡୋର ଷ୍ଟାଡିୟମରେ ଗୁରୁବାର ସପ୍ତମ ରାଜ୍ୟସ୍ତରୀୟ ପୁରୁଷ ଡବଲ୍ସ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସମ୍ବଲପୁରର ଆନନ୍ଦ ଓ ସୌରଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?