ଜାତୀୟ

ଡେଲିଭରୀ ଫି ଦେଇ ନ ପାରିବାରୁ ନବଜାତ ଶିଶୁକୁ ୧ ଲକ୍ଷ ଟଙ୍କାରେ ବିକିଦେଲେ ଦମ୍ପତି

ଲକ୍ଷ୍ନୌ, ୧।୯: ଉତ୍ତର ପ୍ରଦେଶର ଆଗ୍ରା ସହରରୁ ଏକ ନିନ୍ଦନୀୟ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ମା ଡେଲିଭରୀ ଫି ବାବଦକୁ ୩୫ ହଜାର ଟଙ୍କା ହସ୍ପିଟାଲକୁ ପଇଠ କରିପାରି ନ ଥିଲେ। ଏହାପରେ ହସ୍ପିଟାଲ କର୍ତ୍ତୃପକ୍ଷ ଦମ୍ପତ୍ତିଙ୍କଠାରୁ ଏକ…

କରୋନାରେ ମୃତ୍ୟୁବରଣ କରିଥିବା ବାପାଙ୍କ ଅନ୍ତିମ ସଂସ୍କାର କଲେ ୩ ଝିଅ

ଭାରୁଚ, ୧।୯: ଗୁଜରାଟର ଭାରୁଚ ସହରରୁ ଝିଅଙ୍କ କର୍ତ୍ତବ୍ୟକୁ ନେଇ ଏଭଳି ଏକ ଖବର ସାମ୍ନାକୁ ଆସିଛି ଯାହାକୁ ଶୁଣି କୌଣସି ବାପା ଗର୍ବ ଅନୁଭବ କରିବେ। ଏଠାରେ କରୋନାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା। ଏହାପରେ ତାଙ୍କର ୩ ଜଣ…

ବିମୁଦ୍ରୀକରଣ ପରଠାରୁ ବିଗିଡିଛି ଦେଶର ଅର୍ଥବ୍ୟବସ୍ଥା: ରାହୁଲ

ନୂଆଦିଲ୍ଲୀ,୧।୯: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଜିଡିପି ବିକାଶ ଦରରେ ହୋଇଥିବା ପତନକୁ ଦେଖି ମଙ୍ଗଳବାର କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ରାହୁଲ କହିଛନ୍ତି ବିମୁଦ୍ରୀକରଣ ପରଠାରୁ ଦେଶର ଆର୍ଥିକ ସ୍ଥିତି ବିଗିଡିବାରେ ଲାଗିଛି। ଆଉ ଏହାପରେ ସରକାର ଗୋଟିଏ…

ପଞ୍ଚଭୂତରେ ବିଲୀନ ହେଲେ ଭାରତ ରତ୍ନ

ନୂଆଦିଲ୍ଲୀ, ୧।୯: ପୂର୍ବତନ ରାଷ୍ଟ୍ରପତି ଭାରତ ରତ୍ନ ପ୍ରଣବ ମୁଖାର୍ଜୀଙ୍କ ପାର୍ଥିବ ଶରୀର ପଞ୍ଚଭୂତରେ ବିଲୀନ ହୋଇଛି। ଦିଲ୍ଲୀର ଲୋଧି ରୋଡ ସ୍ଥିତ ଶ୍ମଶାନରେ ପ୍ରଣବଙ୍କ ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଛି। ଏଠାରେ ଉପସ୍ଥିତ ଥିବା ବହୁ ନେତା ପୁଅ ଅଭିଜିତ୍‌…

ଡିଜେ ଡ୍ୟାନ୍ସ୍‌ରେ ଫାଙ୍କା ଗୁଳି ଚାଳନା: ଭିଡ଼ିଓ ଭାଇରାଲ

ଲକ୍ଷ୍ନୌ, ୧।୯: ଡିଜେ ଡ୍ୟାନ୍ସ୍‌ ସମୟରେ ଜଣେ ବ୍ୟକ୍ତି ମହିଳାଙ୍କ ସହିତ ନାଚୁଥିବା ସମୟରେ ଖୁସିରେ ଫାଙ୍କା ଗୁଳି ଚାଳନା କରୁଥିବାର ଏକ ଭିଡ଼ିଓ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଭିଡ଼ିଓଟି ଉତ୍ତରପ୍ରଦେଶର ମିର୍ଜାପୁର ଅଞ୍ଚଳର ବୋଲି କୁହାଯାଉଛି।…

କରୋନା ଯୋଗୁ ମିଳିଲାନି ଗନ୍‌ କ୍ୟାରେଜ, ଭ୍ୟାନରେ ଗଲା ପୂର୍ବତନ ରାଷ୍ଟ୍ରପତିଙ୍କ ପାର୍ଥିବ ଶରୀର

ନୂଆଦିଲ୍ଲୀ,୧।୯: ଦେଶର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ କିଛିଦିନର ଅସୁସ୍ଥତା ପରେ ସୋମବାର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ବ୍ରେନ୍‌ ସର୍ଜରୀ ସହ କରୋନାରେ ଆକ୍ରାନ୍ତ ଥିବା ମୁଖାର୍ଜୀଙ୍କର ୮୪ ବର୍ଷ ବୟସରେ ପରଲୋକ ହୋଇଛି। ମଙ୍ଗଳବାର ଦିଲ୍ଲୀର ଲୋଧିରୋଡ ଶ୍ମଶାନ…

ପିପିଇ କିଟ୍‌ ପିନ୍ଧି ପ୍ରଣବ ମୁଖାର୍ଜୀଙ୍କୁ କାନ୍ଧେଇଲେ ଯବାନ

ନୂଆଦିଲ୍ଲୀ,୧।୯: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କର ସୋମବାର ପରଲୋକ ହୋଇଛି। ମଙ୍ଗଳବାର ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯିବାର ବ୍ୟବସ୍ଥା କରାଯାଇଥିଲା। ଏହି ସମୟରେ ଯବାନ ମାନେ ତାଙ୍କ ପାର୍ଥିିବ ଶରୀରକୁ କାନ୍ଧେଇ ନେବା ବେଳେ ପିପିଇ…

କୋଟିପତି ଖଣି ଅଧିକାରୀଙ୍କ ଘରେ ଆୟକର ଚଢ଼ାଉ: ବିଡ଼ା ବିଡ଼ା ଟଙ୍କା ଜବତ

ଇନ୍ଦୋର, ୧।୯: ମଧ୍ୟପ୍ରଦେଶ ଇନ୍ଦୋର ଜିଲାର କୋଟିପତି ଖଣି ଅଧିକାରୀ ପ୍ରଦୀପ ଖାନ୍ନାଙ୍କ ଘରେ ମଙ୍ଗଳବାର ଆୟକର ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ତାଙ୍କ ଘରୁ ବିଡ଼ା ବିଡ଼ା ଟଙ୍କା ଜବତ ହୋଇଛି। ଇନ୍ଦୋରର ପଟେଲ ନଗର ସ୍ଥିତ ପ୍ରଦୀପଙ୍କ ଫ୍ଲାଟ୍‌…

ଏଲ୍‌ଏସିରେ ଚାଇନାର ସର୍ଭେଲାନ୍ସ୍‌ କ୍ୟାମେରାକୁ ଭାଙ୍ଗିଲେ ଭାରତୀୟ ସେନା

ଲଦାଖ, ୧।୯: ଏଲ୍‌ଏସିରେ ଚାଇନାର ଅନୁପ୍ରବେଶ ଉଦ୍ୟମ ଜାରି ରହିଛି। ପୂର୍ବ ଲଦାଖର ପଙ୍ଗୋଙ୍ଗ୍‌ ହ୍ରଦ ଅଞ୍ଚଳରେ ଥିବା ଚୁଶୁଲଠାରେ ଚାଇନା ସୈନ୍ୟ ଭାରତ ସୀମାକୁ ଚାଇନା ସୈନ୍ୟ ଅନୁପ୍ରବେଶ କରୁଥିଲେ। ତେବେ ଏହାକୁ ଭାରତୀୟ ସେନା ପକ୍ଷରୁ ପଣ୍ଡ କରିଦିଆଯାଇଥିଲା।…

ପୂର୍ବତନ ରାଷ୍ଟ୍ରପତିଙ୍କୁ ଅନ୍ତିମ ବିଦାୟ ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧।୯: ଦେଶର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କର ସୋମବାର ପରଲୋକ ହୋଇଛି। ଦିଲ୍ଲୀସ୍ଥିତ ଆର୍ମି ହସ୍ପିଟାଲରେ ତାଙ୍କର ପରଲୋକ ହେବାପରେ ତାଙ୍କର ପାର୍ଥିବ ଶରୀରକୁ ଶେଷ ଦର୍ଶନ ପାଇଁ ୧୦ ରାଜାଜୀ ମାର୍ଗରେ ରଖାଯାଇଛି। ମଙ୍ଗଳବାର ସକାଳେ ରାଷ୍ଟ୍ରପତି ରାମନାଥ କୋବିନ୍ଦ,…

ଅନୁପ୍ରବେଶ ପାଇଁ ୫ ସ୍ଥାନରେ ସୁଯୋଗ ଉଣ୍ଡି ବସିଛି ଚାଇନା: ହାଇ ଆଲର୍ଟରେ ଭାରତୀୟ ସେନା

ଲଦାଖ, ୧।୯: ସୀମାରେ ଭାରତ ଚାଇନା ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି। ଭାରତରେ ଅନୁପ୍ରବେଶ ପାଇଁ ୫ଟି ସ୍ଥାନରେ ଚାଇନା ସୁଯୋଗ ଉଣ୍ଡି ବସିଛି। ଗୋଇନ୍ଦା ବିଭାଗ ପକ୍ଷରୁ ଜାରି ହୋଇଥିବା ସତର୍କ ସୂଚନା ଅନୁସାରେ ଉତ୍ତରଖଣ୍ଡ ଏବଂ ହିମାଚଳ ପ୍ରଦେଶରେ…

ଏଚ୍‌ଆଇଭି ପଜିଟିଭ ସତ୍ତ୍ୱେ ବିବାହ କଲେ ଯୁବକ: ସ୍ତ୍ରୀ ଆକ୍ରାନ୍ତ ହେବାରୁ ନେଲେ ଏଭଳି ପଦକ୍ଷେପ

ଚଣ୍ଡିଗଡ଼, ୧।୯: ହରିୟାଣାର ଜିନ୍ଦର ଜଣେ ଯୁବକ ଏଚ୍‌ଆଇଭି ସଂକ୍ରମିତ ହୋଇଥିଲେ। ଏହାକୁ ଲୁଚାଇ ସେ ବିବାହ କଲେ। ପରେ ତାଙ୍କ ସ୍ତ୍ରୀ ମଧ୍ୟ ଏଥିରେ ସଂକ୍ରମିତ ହେଲେ। ଏହା ଜଣାପଡ଼ିବା ପରେ ପୀଡିତା ସ୍ତ୍ରୀ ମହିଳା ପୋଲିସ ଷ୍ଟେଶନରେ ସ୍ବାମୀଙ୍କ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri