‘ତବ୍ଲିଘିରେ ଯୋଗଦେଇଥିବା ବିଦେଶୀଙ୍କୁ ବଳିବୋଦା କରାଯାଇଛି’
ମୁମ୍ବାଇ, ୨୩।୮: ଦିଲ୍ଲୀର ନିଜାମୁଦ୍ଦିନରେ ଗତ ମାର୍ଚ୍ଚ ମାସରେ ଅନୁଷ୍ଠିତ ତବ୍ଲିଘି ଜମାତ୍ କାର୍ଯ୍ୟକ୍ରମରେ ଯୋଗଦେଇଥିବା ବିଦେଶୀ ନାଗରିକଙ୍କୁ ବଳିବୋଦା କରାଯାଇ ସେମାନେ ଦେଶରେ କରୋନା ମହାମାରୀ ସଂକ୍ରମଣ ପାଇଁ ଦାୟୀ ବୋଲି ଅଭିଯୋଗ ଅଣାଯାଇଥିଲା। ବମ୍ବେ ହାଇକୋର୍ଟର ଔରଙ୍ଗାବାଦ ବେଞ୍ଚ୍…
ଖେଳନାରେ ବିଆଇଏସ୍ ମାନ ବାଧ୍ୟତାମୂଳକ
ନୂଆଦିଲ୍ଲୀ, ୨୩।୮: ୧୪ ବର୍ଷରୁ କମ୍ ବୟସର ପିଲାଙ୍କ ବ୍ୟବହାର ପାଇଁ ଭାରତରେ ତିଆରି ହେଉଥିବା ଏବଂ ବିଦେଶରୁ ଆମଦାନି ହେଉଥିବା ଖେଳନାଗୁଡ଼ିକୁ ସେପ୍ଟେମ୍ବର ୧ରୁ ବିଆଇଏସ୍ ମାନ ପୂରଣ କରିବାକୁ ପଡ଼ିବ। ଏହା ଚାଇନା କମ୍ପାନୀଗୁଡ଼ିକ ପାଇଁ ବଡ଼ ଝଟ୍କା…
ଆନ୍ତଃରାଜ୍ୟ ପରିବହନ ବନ୍ଦ କରନାହିଁ
ନୂଆଦିଲ୍ଲୀ, ୨୩।୮: ଅନ୍ଲକ୍ ୩ ବା କରୋନାଜନିତ ଲକ୍ଡାଉନ କଟକଣା କୋହଳ ହେବାର ତୃତୀୟ ପର୍ଯ୍ୟାୟରେ ଆନ୍ତଃରାଜ୍ୟ କିମ୍ବା ରାଜ୍ୟ ଭିତରେ ଜନସାଧାରଣଙ୍କ ଯାତାୟାତ ଓ ମାଲ୍ ପରିବହନ ଉପରେ କେନ୍ଦ୍ରୀୟ ଗାଇଡ୍ଲାଇନରେ କୌଣସି କଟକଣା ଲାଗୁ ହୋଇନାହିଁ। ତେଣୁ ଆନ୍ତଃରାଜ୍ୟ…
ଶିବୁ ସୋରେନ୍ କରୋନା ଆକ୍ରାନ୍ତ
ରାଞ୍ଚତ୍, ୨୨ା୮- ଝାଡ଼ଖଣ୍ଡ ମୁକ୍ତମୋର୍ଚ୍ଚା(ଜେଏମ୍ଏମ୍) ଅଧ୍ୟକ୍ଷ ଶିବୁ ସୋରେନ୍(୭୬) ଓ ତାଙ୍କ ସ୍ତ୍ରୀ ରୂପୀ ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏ ନେଇ ମୁଖ୍ୟମନ୍ତ୍ରୀ ତଥା ପୁଅ ହେମନ୍ତ ସୋରେନ୍ ଟୁଇଟର ଯୋଗେ ସୂଚନା ଦେଇଛନ୍ତି। ଶୁକ୍ରବାର ରାତିରେ ସାମ୍ପଲ ପଜିଟିଭ୍…
କାହିଁକି ଗିରଫ ହେଲେ ହରିୟାଣା ପୋଲିସ ଆଇଜି
ଚଣ୍ଡିଗଡ଼, ୨୨।୮: ଜବରଦସ୍ତି ଘରେ ପଶି ୨ଜଣ ମହିଳାଙ୍କ ସହ ଖରାପ ବ୍ୟବହାର କରିବା ଅଭିଯୋଗରେ ହରିୟାଣା ପୋଲିସର ଜଣେ ବରିଷ୍ଠ ଆଇଜି ଗିରଫ ହୋଇଛନ୍ତି। ସୂଚନା ମୁତାବକ ହରିୟାଣା ପୋଲିସର ଇନ୍ସପେକ୍ଟର ଜେନେରାଲ (ଆଇଜି) ହେମନ୍ତ କଲସନ ଶୁକ୍ରବାର ପଞ୍ଚକୁଲାର…
୨ କୋଟି ୫୫ ଲକ୍ଷ ଟଙ୍କାରେ ନିଲାମୀ ହେଲା ଗାନ୍ଧୀଙ୍କ ଚଷମା
ଲଣ୍ଡନ, ୨୨।୮: ସାରା ବିଶ୍ୱରେ ମହାତ୍ମା ଗାନ୍ଧୀଙ୍କ ବିଚାରଧାରା ଓ ଆଦର୍ଶକୁ ସମ୍ମାନ ଦେଉଥିବା ତାଙ୍କର କୋଟି କୋଟି ପ୍ରଶଂସକ ରହିଛନ୍ତି। ଇହଲୀଳା ସମ୍ବରଣ କରିବାର ଏତେବର୍ଷ ପରେ ମଧ୍ୟ ତାଙ୍କର ବିଚାରଧାରାକୁ ଏବେ ମଧ୍ୟ ପୂଜା କରାଯାଏ। ଗାନ୍ଧୀଙ୍କର ଏକ…
ସ୍ବଚ୍ଛତା ସିଟି ସର୍ଭେ ରିପୋର୍ଟ ପ୍ରକାଶ: ସବୁଠୁ ଅପରିଷ୍କାର ଏହି ସହର
ନୂଆଦିଲ୍ଲୀ,୨୨ା୮: ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ସ୍ବଚ୍ଛତା ପରିମାପକରେ ସହର ଏବଂ ରାଜ୍ୟର ର଼୍ୟାଙ୍କ ପ୍ରକାଶ ପାଇଛି। ୨୦୨୦ ସିଟି ସର୍ଭେରେ ଝାଡ଼ଖଣ୍ଡ ୧୦୦ରୁ କମ୍ ସ୍ଥାନୀୟ ସହରୀ ସଂସ୍ଥା ଥିବା ରାଜ୍ୟଗୁଡ଼ିକରେ ସ୍ବଚ୍ଛତା ଦୃଷ୍ଟିରୁ ସବୁଠାରୁ ସ୍ବଚ୍ଛ ରାଜ୍ୟ ଭାବରେ…
ଏପିସିଓର ପୂର୍ବତନ ଅଧିକାରୀଙ୍କ ଘରୁ ଏକ କୋଟି ଟଙ୍କା ସମେତ ୩ କେଜି ସୁନା ଜବତ
ଅମରାବତୀ, ୨୨।୮: ଆନ୍ଧ୍ରପ୍ରଦେଶର ହସ୍ତତନ୍ତ ବୁଣାକାର ସମବାୟ ସମିତି (ଏପିସିଓ)ର ପୂର୍ବତନ ଚେୟାରମ୍ୟାନ ଗୁଜାଲ ଶ୍ରୀନିବାସୁଲୁଙ୍କ ଘରୁ ନଗଦ ଏକ କୋଟି ଟଙ୍କା ଏବଂ ୫ କେଜି ଓଜନର ଅଳଙ୍କାର ଜବତ ହୋଇଛି। ରାଜ୍ୟର କ୍ରାଇମବ୍ରାଞ୍ଚ ତଦନ୍ତ ବିଭାଗ (ସିଆଇଡି)ର ଅଧିକାରୀମାନେ…
ଗୋଟିଏ ଦିନରେ ୮୩ କୋଟି ଟଙ୍କାର ସାନିଟାଇଜର ବ୍ୟବହାର କରୁଛନ୍ତି ଭାରତୀୟ !
ନୂଆଦିଲ୍ଲୀ,୨୨।୮: କରୋନା ଭାଇରସ ସଂକ୍ରମଣ ହେବା ପରେ ବୈଜ୍ଞାନିକ, ଗବେଷକ, ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହୁଛନ୍ତି ସାନିଟାଇଜର ବ୍ୟବହାର କରୋନା ସଂକ୍ରମଣକୁ ଅନେକାଂଶରେ ରୋକି ପାରିବ। ବିଶେଷଜ୍ଞମାନଙ୍କ ମତରେ ପ୍ରତି ୨୦ ମିନିଟରେ ଥରେ ଓ ବାହାରକୁ ଯିବା ବେଳେ ବାରମ୍ବାର ହାତକୁ…
ପଢ଼ିବା ପାଇଁ ଏମିତି ପଦକ୍ଷେପ ନେଲେ ଏହି ଗରିବ ଛାତ୍ରୀ, ଜାଣିଲେ କରିବେ ପ୍ରଶଂସା
ମୁମ୍ବାଇ,୨୨ା୮: ମହାରାଷ୍ଟ୍ରର ସିନ୍ଧୁଦୁର୍ଗ ଜିଲାରେ ରହୁଥିବା ଜଣେ ଛାତ୍ରୀ ଗାଁରେ ଇଣ୍ଟରନେଟ୍ ସୁବିଧା ନ ଥିବାରୁ ଉତ୍ସର୍ଗୀକୃତ ମନୋଭାବ ଏବଂ ପରିଶ୍ରମ ଯୋଗୁ ସେ ପାହାଡ଼ିଆ ଅଞ୍ଚଳରେ ଏକ ଝୁମ୍ପୁଡ଼ି ତିଆରି କରିଛନ୍ତି। କୋକଣ ଅଞ୍ଚଳ ପାହାଡ଼ ଏବଂ ଖାଲଖମାରେ ପରିପୂର୍ଣ୍ଣ।…
ଅନ୍ଲାଇନରେ ପାଠ ପଢିବାକୁ ୫୦ କିଲୋମିଟର ଯାତ୍ରା କରୁଛନ୍ତି ୨ଶହ ଛାତ୍ରୀଛାତ୍ର
ମୁମ୍ବାଇ,୨୨।୮: ମହାରାଷ୍ଟ୍ରର ଉପକୂଳ ଅଞ୍ଚଳରେ ଅନ୍ଲାଇନରେ ପାଠ ପଢିବାକୁ ପାଖାପାଖି ୨ଶହ ଛାତ୍ରୀଛାତ୍ର ଦୈନିକ ୫୦ କିଲୋମିଟର ଯାତ୍ରା କରୁଥିବା ଜଣାପଡିଛି। ପ୍ରଥମେ କରୋନା ମହାମାରୀ ଓ ପରେ ନିସର୍ଗ ବାତ୍ୟାରେ ପ୍ରଭାବିତ ହୋଇଥିବା ଉପକୂଳ ଅଞ୍ଚଳରେ ରହୁଥିବା ପିଲାମାନେ ଗତ…
୬୫ ବର୍ଷୀୟା ବୃଦ୍ଧା ୧୪ ମାସ ଭିତରେ ଜନ୍ମ ଦେଇଛନ୍ତି ୮ ସନ୍ତାନ!
ପାଟନା,୨୨ା୮: ବିହାରରେ ବିଭିନ୍ନ ବିଭାଗରେ ଅନିୟମିତତା ହେଉଥିବା ଖବର ଅନେକ ସମୟରେ ଜାଣିବାକୁ ମିଳିଥାଏ। ଏବେ ଏଠାରେ ଆଉ ଏକ ସରକାରୀ ଯୋଜନାରେ ଘୋଟାଲା ହୋଇଥିବା ଜଣାପଡ଼ିଛି। ଆଶ୍ଚର୍ଯ୍ୟର କଥା, ଲୋକମାନେ ଏହି ଦୁର୍ନୀତିରେ ପ୍ରକୃତିର ନିୟମ ମଧ୍ୟ ଭୁଲି ଯାଇଛନ୍ତି।…
Archives


