ଜାତୀୟ

ଭାରତର ତ୍ରୟୋଦଶ ରାଷ୍ଟ୍ରପତି ଥିଲେ ପ୍ରଣବ

ନୂଆଦିଲ୍ଲୀ,୩୧।୮-ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସୋମବାର ପରଲୋକ ଘଟିଛି। ମୃତ୍ୟୁବେଳକକୁ ତାଙ୍କୁ ୮୪ ବର୍ଷ ହୋଇଥିଲା। କିଛିଦିନ ହେବ ସେ ଅସୁସ୍ଥ ଥିଲେ। ପରେ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ଆଜି ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଭାରତୀୟ ରାଜନୀତିରେ ଦୀର୍ଘ…

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପରଲୋକ

ନୂଆଦିଲ୍ଲୀ, ୩୧।୮-ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସୋମବାର ପରଲୋକ ହୋଇଯାଇଛି। ଏ ନେଇ ତାଙ୍କ ପୁଅ ଅଭିଜିତ୍‌ ମୁଖାର୍ଜୀ ଟୁଇଟ କରି ସୂଚନା ଦେଇଛନ୍ତି। ମୃତ୍ୟୁବେଳକୁ ତାଙ୍କୁ ୮୪ ବର୍ଷ ହୋଇଥିଲା। ଅଗଷ୍ଟ ୧୦ରୁ ସେ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ।…

କେବେ ଖୋଲିବ ମୋଦିଙ୍କ ନାଲି ଆଖି: କଂଗ୍ରେସ

ନୂଆଦିଲ୍ଲୀ,୩୧।୮: ଭାରତ-ଚାଇନା ସୀମା ବିବାଦକୁ ନେଇ ଏବେ ପୁଣିଥରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିଛି କଂଗ୍ରେସ। ଅଗଷ୍ଟ ୨୯-୩୦ରେ ଚାଇନା ସେନା ଦେଶର ସୀମାରେ ପ୍ରବେଶ ଉଦ୍ୟମ କରୁଥିବା ଜଣାପଡିବା ପରେ ଏବେ ମୋଦିଙ୍କୁ ଘେରିଛି କଂଗ୍ରେସ। ଚାଇନା ସେନାଙ୍କ ପ୍ରବେଶ…

ଦୀପାବଳୀ ସୁଦ୍ଧା କମିଯିବ କରୋନା ସଂକ୍ରମଣ: ସ୍ବାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୩୧।୮: କରୋନା ଭାଇରସ ସଂକ୍ରମଣ ଏବେ ବେଳକୁ ବେଳ ବଢି ଚାଲିଛି। ସଂକ୍ରମିତଙ୍କ ତୁଳନାରେ ସୁସ୍ଥତାହାର ମଧ୍ୟ ବଢିଛି। ହେଲେ ବର୍ଦ୍ଧିତ ସଂକ୍ରମଣକୁ ଦେଖି ଲୋକେ ଏବେବି କରୋନା ଭାଇରସ ନାଁ ଶୁଣି ଭୟ କରି ଯାଉଛନ୍ତି। ହେଲେ କରୋନା ଭାଇରସର…

ଗୋଟିଏ ଡୋଜ୍‌ରେ ଭଲ ହେବନାହିଁ କରୋନା ଭାଇରସ !

ନୂଆଦିଲ୍ଲୀ,୩୧।୮: କରୋନା ଭାଇରସ ମହାମାରୀର ରୂପ ନେଇଥିବା ବେଳେ ପ୍ରତିଦିନ ସାରା ବିଶ୍ୱରେ ଏହି ମହାମାରୀର ଶିକାର ହୋଇ ହଜାର ହଜାର ଜନତାଙ୍କ ଜୀବନ ଯାଉଛି। ହେଲେ ଏଥିରୁ ମୁକ୍ତି ପାଇବାକୁ ବିଶେଷଜ୍ଞମାନେ ଦିନରାତି ଏକାଠି କରି ସାରିଲେଣି। ଏବେ ଏହାକୁ…

ବର୍ଷାରେ ଉବୁଟୁବୁ ସହର: ଦେଶର ୫୬ ପ୍ରତିଶତ ସହରରେ ସ୍ବିରେଜ ବ୍ୟବସ୍ଥା ଖରାପ

ନୂଆଦିଲ୍ଲୀ, ୩୧।୮: ବର୍ଷା ହେଲେ ଦେଶର ବହୁ ସହରର ଅବସ୍ଥା ଖରାପ ହୋଇଯାଇଥାଏ। କେତେକ ସହରରେ ଉବୁଟୁବୁ ସ୍ଥିତି ଦେଖାଦେଇଥାଏ। ଏକ ପ୍ରକାଶିତ ରିପୋର୍ଟ ଅନୁସାରେ ଦେଶର ୫୬.୪ ସହରରେ ସ୍ବିରେଜ ବ୍ୟବସ୍ଥା ଅତି ଖରାପ ଅବସ୍ଥାରେ ରହିଛି। ବହୁ ସ୍ମାର୍ଟ…

ବିଗୁଡୁଛି ପ୍ରଣବ ମୁଖାର୍ଜୀଙ୍କ ସ୍ବାସ୍ଥ୍ୟାବସ୍ଥା

ନୂଆଦିଲ୍ଲୀ,୩୧।୮: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ବାସ୍ଥ୍ୟାବସ୍ଥା ବେଳକୁ ବେଳ ବିଗିଡିବାରେ ଲାଗୁଛି। ରବିବାର ଅପେକ୍ଷା ସୋମବାର ସେ ଆହୁରି ଅଧିକ ଅସୁସ୍ଥ ହୋଇ ପଡିଥିବା ସୂଚନା ଦେଇଛନ୍ତି ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତରୀ ଟିମ୍‌। ଫୁସ୍‌ଫୁସ୍‌ରେ ସଂକ୍ରମଣ ଯୋଗୁ ସେ…

ପ୍ରାକୃତିକ ବିପର୍ଯ୍ୟୟକୁ ଶୀଘ୍ର ଭୁଲି ପାରନ୍ତି ଭାରତୀୟ !

ନୂଆଦିଲ୍ଲୀ, ୩୧।୮: ପୃଥିବୀରେ ଦକ୍ଷିଣ ଏସିଆ ବାସିନ୍ଦାଙ୍କର ଏକ ସ୍ବତନ୍ତ୍ର ସ୍ଥିତି ରହିଛି। ଏଠାରେ ବହୁ ସମୟରେ ପ୍ରାକୃତିକ ବିପର୍ଯ୍ୟୟ ଅନୁଭୁତ ହୋଇଥାଏ। କେବେ ଭୂମିକମ୍ପ ତ କେବେ ବାତ୍ୟା। ପୁଣି କେବେ ମହାମାରୀ ଅବା ସୁନାମୀ। ଏସବୁ ପ୍ରାକୃତିକ ବିପର୍ଯ୍ୟୟକୁ…

୫ କୋଟି ଟଙ୍କାର ରାଜ ସିଂହାସନ ଗାଏବ

ଲକ୍ଷ୍ନୌ,୩୧ା୮: ସମସ୍ତେ ଜାଣିଛନ୍ତି ସ୍ବାଧୀନତା ପୂର୍ବରୁ ଭାରତରେ ଅନେକ ରାଜା ଶାସନ କରୁଥିଲେ। ୧୯୪୭ ପରେ ଏହି ଶାସନରେ ପୂର୍ଣ୍ଣଚ୍ଛେଦ ପଡ଼ିଥିଲା। ମାତ୍ର ଆଜି ମଧ୍ୟ ରାଜପରିବାରରେ ସମ୍ପତ୍ତିକୁ ନେଇ ତୁମ୍ବି ତୋଫାନ ଚାଲିଛି। ଏମିତି ଏକ ଘଟଣା ଉତ୍ତରପ୍ରଦେଶରେ ଦେଖିବାକୁ…

ଜେଲ୍‌ରେ ବଢୁଛି କଏଦୀଙ୍କ ଭିଡ଼: କର୍ମଚାରୀଙ୍କ ସଂଖ୍ୟା ଆବଶ୍ୟକତାଠାରୁ କମ୍‌

ନୂଆଦିଲ୍ଲୀ, ୩୧।୮: ଭାରତୀୟ ଜେଲ୍‌ଗୁଡ଼ିକରେ କଏଦୀଙ୍କ ସଂଖ୍ୟା ବଢିବାରେ ଲାଗିଛି। ଜେଲ୍‌ଗୁଡ଼ିକରେ କ୍ଷମତାଠାରୁ ଅଧିକ ସଂଖ୍ୟକ କଏଦୀ ରହିଛନ୍ତି। ରାଷ୍ଟ୍ରୀୟ ଅପରାଧ ରେକର୍ଡ ବ୍ୟୁରୋ ରିପୋର୍ଟ ଅନୁସାରେ ୨୦୧୯ରେ ଜେଲ୍‌ରେ କଏଦୀଙ୍କ ସଂଖ୍ୟା ୪ ଲକ୍ଷ ୭୮ ହଜାର ରହିଛି। ତେବେ…

ସ୍ଥାୟୀଭାବେ ଘରେ ରହି କାମ କରିବାକୁ ଅନୁମତି ଦେଲା ଏହି କମ୍ପାନୀ!

ନୂଆଦିଲ୍ଲୀ,୩୧।୮: କରୋନା ଭାଇରସ ସଂକ୍ରମଣକୁ ଦୃଷ୍ଟିରେ ରଖି ବିଶ୍ୱର ଅଧିକାଂଶ କମ୍ପାନୀ ତା’ର କର୍ମଚାରୀଙ୍କୁ ଓ୍ବାର୍କ ଫ୍ରମ୍‌ ହୋମ୍‌ ସୁବିଧା ଯୋଗାଇ ଦେଇଛି। ଏମିତିକି ଗୁଗଲ ଓ ଫେସବୁକ୍‌ ତା’ର କର୍ମଚାରୀଙ୍କୁ ଆସନ୍ତା ବର୍ଷ ଜୁନ ମାସ ପର୍ଯ୍ୟନ୍ତ ଘରେ ରହି…

ପ୍ରଶାନ୍ତ ଭୂଷଣଙ୍କୁ ଟଙ୍କାଏ ଜରିମାନା: ଜମା ନ କଲେ ୩ ମାସ ଜେଲଦଣ୍ଡ

ନୂଆଦିଲ୍ଲୀ, ୩୧।୮: ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କ ମାମଲାର ବିଚାର କରି ସୁପ୍ରିମ୍‌କୋର୍ଟ ସୋମବାର ଟଙ୍କାଏ ଜରିମାନା ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେପ୍ଟେମ୍ବର ୧୫ ସୁଦ୍ଧା ଏହାକୁ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜମା ନ କଲେ ୩ ମାସ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri