ଜାତୀୟ

ଦେଶୀ କରୋନା ଟିକାର ହେଲା ପରୀକ୍ଷଣ: ନାହିଁ କୌଣସି ପାର୍ଶ୍ୱ ପ୍ରତିକ୍ରିୟା

ନୂଆଦିଲ୍ଲୀ,୧୭।୭: ଦେଶୀ କରୋନା ଭ୍ୟାକ୍ସିନ କୋଭାକ୍ସିନ(Covaxin)କୁ ନେଇ ଆସିଛି ଖୁସି ଖବର। ଏବେ ଏହା ମାନବ ଶରୀରରେ ପରୀକ୍ଷଣ କରାଯାଇଛି। ହରିୟାଣାର ରୋହତକରେ ପିଜିଆଇରେ ଭଲ୍ୟୁଣ୍ଟିୟର୍ସଙ୍କ ପ୍ରଥମ ଗ୍ରୁପକୁ କୋଭାକ୍ସିନର ପ୍ରଥମ ଡୋଜ୍‌ ଦିଆଯାଇଛି। ହରିୟାଣାର ସ୍ବାସ୍ଥ୍ୟମନ୍ତ୍ରୀ ଅନିଲ ବିଜ କହିଛନ୍ତି…

ଏଠାରେ ଭଗବାନଙ୍କୁ ପ୍ରସାଦ ରୂପେ ଅର୍ପଣ କରାଯାଉଛି ମାସ୍କ

ବାରାଣସୀ,୧୭।୭: ଦେଶରେ ମହାମାରୀ କରୋନା ସଙ୍କଟ ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ପ୍ରତିଦିନ ହଜାର ହଜାର ସଂଖ୍ୟାରେ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ସଂକ୍ରମଣକୁ ରୋକିବା ପାଇଁ ପ୍ରତ୍ୟେକ ଜିନିଷ ଉପରେ ପ୍ରତିବନ୍ଧକ ଲଗାଯାଇଛି। କରୋନା କାଳରେ ସବୁ…

ଏହି ରାଜ୍ୟରେ ସପ୍ତାହକୁ ପ୍ରତ୍ୟେକ ଶନିବାର-ରବିବାର ଲାଗୁ ହେବ ଲକ୍‌ଡାଉନ

ଡେରାଡୁନ,୧୭।୭: ଉତ୍ତରାଖଣ୍ଡରେ ବଢ଼ୁଥିବା କରୋନା ଭାଇରସ୍‌ ସଂକ୍ରମଣ ମାମଲାକୁ ଦେଖି ରାଜ୍ୟର ସୀମା ସିଲ୍‌ କରିବା ସହ ସପ୍ତାହକୁ ୨ଦିନ ଲକ୍‌ଡାଉନ କରିବାକୁ ସ୍ଥିର କରିଛନ୍ତି ରାଜ୍ୟସରକାର। ରାଜ୍ୟରେ ସପ୍ତାହକୁ ଶନିବାର ଓ ରବିବାର ଲକ୍‌ଡାଉନ କରାଯିବ ବୋଲି ଶୁକ୍ରବାର ସରକାରୀ…

ମଧ୍ୟପ୍ରଦେଶରେ କଂଗ୍ରେସକୁ ଆଉ ଏକ ଝଟ୍‌କା

ଭୋପାଳ,୧୭।୭: ଗୋଟିଏ ପଟେ ରାଜସ୍ଥାନ କଂଗ୍ରେସରେ ସଙ୍କଟ ଦେଖାଦେଇଥିବା ବେଳେ ଅନ୍ୟପଟେ ମଧ୍ୟପ୍ରଦେଶ କଂଗ୍ରେସକୁ ଲାଗିଛି ଝଟ୍‌କା। ସେଠାରେ ଏବେ ଉପନିର୍ବାଚନର ପ୍ରସ୍ତୁତି ଚାଲିଥିବା ବେଳେ ଆଉଜଣେ କଂଗ୍ରେସ ବିଧାୟକ ଇସ୍ତଫା ଦେବା ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି। ବୁରହାନପୁର ଜିଲା…

କଂଗ୍ରେସରେ ରହି ଲମ୍ବା ଲଢେଇ ଲଢିବାକୁ ଚାହୁଁଛନ୍ତି ପାଇଲଟ!

ଜୟପୁର,୧୭।୭: ରାଜସ୍ଥାନ ରାଜନୀତି ବେଳକୁ ବେଳ ଭିନ୍ନ ମୋଡ ନେବାରେ ଲାଗିଛି। ସଚିନ ପାଇଲଟଙ୍କୁ ଉପମୁଖ୍ୟମନ୍ତ୍ରୀ ପଦ ଓ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ପଦରୁ ହଟାଇ ଦିଆଯାଇଥିବା ବେଳେ ଏବେ କିନ୍ତୁ ତାଙ୍କୁ ଦଳରୁ କାଢି ଦିଆ ଯିବନାହିଁ ବୋଲି ଜଣାପଡିଛି।…

କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ଶେଖାଓ୍ବତଙ୍କ ସମେତ କଂଗ୍ରେସ ବିଧାୟକଙ୍କ ନାଁରେ ମାମଲା ରୁଜୁ

ଜୟପୁର,୧୭।୭: ରାଜସ୍ଥାନରେ ଅଶୋକ ଗେହଲଟ ସରକାରଙ୍କୁ ଭାଙ୍ଗିବାକୁ ଉଦ୍ୟମ ଚଳାଇଥିବା ବିଦ୍ରୋହୀ ବିଧାୟକଙ୍କ ମାମଲା ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି। ଗୁରୁବାର ଏହି ଷଡ଼ଯନ୍ତ୍ରର ଏକ ଅଡ଼ିଓ ଟେପ୍‌ କଂଗ୍ରେସ ପକ୍ଷରୁ ପ୍ରକାଶ କରାଯିବା ପରେ ରାଜସ୍ଥାନ ପୋଲିସର ସ୍ପେଶାଲ…

ପାଇଲଟଙ୍କୁ ଝଟକା: ଦଳରୁ ବିଦା ହେଲେ ୨ ବିଦ୍ରୋହୀ ବିଧାୟକ

ଜୟପୁର,୧୭।୭: ରାଜସ୍ଥାନ ରାଜନୀତିରେ ଚାଲିଥିବା ହାଇ ଭୋଲଟେଜ୍‌ ଡ୍ରାମା ମଧ୍ୟରେ କଂଗ୍ରେସ ବଡ଼ ପଦକ୍ଷେପ ଗ୍ରହଣ କରିଛି। ଶୁକ୍ରବାର କଂଗ୍ରେସର ୨ ବିଦ୍ରୋହୀ ବିଧାୟକଙ୍କୁ ଦଳରୁ ନିଲମ୍ବିତ କରାଯାଇଛି। ବିଧାୟକ ଭଂଓ୍ବରଲାଲ ଶର୍ମା ଓ ବିଶ୍ୱେନ୍ଦ୍ର ସିଂଙ୍କୁ ଦଳରୁ ନିଲମ୍ବିତ କରାଯାଇଥିବା…

ଏହି ମନ୍ଦିରର ୧୪୦ କର୍ମଚାରୀଙ୍କୁ କରୋନା

ହାଇଦ୍ରାବାଦ,୧୭ା୭: ଆନ୍ଧ୍ରପ୍ରଦେଶର ତିରୁପତି ବାଲାଜୀ ମନ୍ଦିରରେ ସଂକ୍ରମଣକୁ ରୋକିବା ପାଇଁ ସମସ୍ତ ବ୍ୟବସ୍ଥା କରାଯିବା ପରେ ମଧ୍ୟ କରୋନା ଦ୍ରୁତଗତିରେ ବ୍ୟାପିବାରେ ଲାଗିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଟ୍ରଷ୍ଟର ୧୪୦ରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ଏଥିରେ ୧୪ ଜଣ ପୂଜାରୀ ମଧ୍ୟ…

କୁଲଗାମ ଏନ୍‌କାଉଣ୍ଟରରେ ୩ ଆତଙ୍କବାଦୀ ନିହତ, ୩ ଯବାନ ଆହତ

ଶ୍ରୀନଗର,୧୭।୭: ଜମ୍ମୁ-କଶ୍ମୀରର କୁଲଗାମ ଅଞ୍ଚଳରେ ଶୁକ୍ରବାର ସକାଳେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ଏହି ଏନ୍‌କାଉଣ୍ଟରରେ ୩ ଆତଙ୍କବାଦୀ ଟଳିପଡ଼ିଥିବା ବେଳେ ୩ଜଣ ଯବାନ ଆହତ ହୋଇଥିବା ସୂଚନା ରହିଛି। ସୂଚନାଯୋଗ୍ୟ, କୁଲଗାମ ଜିଲା ନାଗନାଦ ଚିମ୍ମେର ଅଞ୍ଚଳରେ କିଛି…

ଭୂକମ୍ପରେ ଥରିଲା ଆଣ୍ଡାମାନ, କଟରା

ପୋର୍ଟବ୍ଲେୟାର/ଶ୍ରୀନଗର,୧୭।୭: ଦେଶର ଉତ୍ତର ଓ ଦକ୍ଷିଣ ଭାଗରେ ଶୁକ୍ରବାର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ସକାଳ ୧୦ଟା ୩୦ରେ ଆଣ୍ଡାମାନ ନିକୋବରରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଥିଲା। ଏହାର ତ୍ରୀବତା ରିକ୍ଟର ସ୍କେଲରେ ୪.୮ ରହିଛି। ଏହି ଭୂକମ୍ପର କେନ୍ଦ୍ରସ୍ଥଳ ପୋର୍ଡବ୍ଲେୟାରଠାରୁ…

ନେପାଳ ପ୍ରଧାନମନ୍ତ୍ରୀ ଓଲିଙ୍କ ବୁଦ୍ଧିଶୁଦ୍ଧି ବଢିବା ପାଇଁ ଯଜ୍ଞ

ବାରାଣସୀ,୧୭।୭: ଉତ୍ତର ପ୍ରଦେଶର ବାରାଣସୀରେ ଏକ ନିଆରା ଘଟଣା ଦେଖିବାକୁ ମିଳିଛି। ବାରାଣସୀର ବିରଦୋପୁରରେ ଏକ ମଠରେ ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ବୁଦ୍ଧିଶୁଦ୍ଧି ବଢିବା ପାଇଁ ଯଜ୍ଞ କରାଯାଇଛି। ଓଲି ପ୍ରଭୁ ଶ୍ରୀରାମ ନେପାଳରେ ଜନ୍ମ ହୋଇଛନ୍ତି। ଭାରତରେ…

ରାଜସ୍ଥାନ ରାଜନୀତିରେ ଅଡିଓ କଳି, କେନ୍ଦ୍ରମନ୍ତ୍ରୀଙ୍କୁ ଗିରଫ ଦାବିି

ନୂଆଦିଲ୍ଲୀ,୧୭।୭: ରାଜସ୍ଥାନରେ ରାଜନୈତିକ ସଂଙ୍କଟ ଜାରି ରହିଛି। ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ସଚିନ ପାଇଲଟଙ୍କ ମଧ୍ୟରେ ଚାଲିଥିବା କଳି ଏବେ ଚରମ ସୀମାରେ ପହଞ୍ଚି ଯାଇଛି। ସଚିନ ପାଇଲଟଙ୍କୁ ଦଳର ରାଜସ୍ଥାନ ମୁଖ୍ୟ ଓ ଉପ ମୁଖ୍ୟମନ୍ତ୍ରୀ ପଦରୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri