ଆରଜନ୍ମରେ ଘୋଡା ହୋଇ ଜନ୍ମ ନେବାକୁ ଚାହୁଁଥିଲେ ପ୍ରଣବ ମୁଖାର୍ଜୀ, ଜାଣନ୍ତୁ କାହିଁକି
ନୂଆଦିଲ୍ଲୀ,୧।୮: ଦୀର୍ଘ ଦିନର ଅସୁସ୍ଥତା ପରେ ସୋମବାର ପୂର୍ବତନ ରାଷ୍ଟ୍ରପତି ମୁଖାର୍ଜୀଙ୍କ ଦେହାନ୍ତ ହୋଇଥିଲା। ସେ ଆର୍ମି ରିସର୍ଚ୍ଚ ଏବଂ ରେଫରାଲ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା। ପ୍ରଣବ ମୁଖାର୍ଜୀଙ୍କ ଦେହାନ୍ତରେ ସାରା ଦେଶରେ ଶୋକର…
ମହିଳାଙ୍କ କାନ୍ଧରେ ଗୁରୁଦାୟିତ୍ୱ: ନିଯୁକ୍ତ ହେଲେ ସିଆର୍ପିଏଫ ଶ୍ରୀନଗର ସେକ୍ଟରର ପ୍ରଥମ ମହିଳା ଆଇଜି
ନୂଆଦିଲ୍ଲୀ,୧।୯: ଜମ୍ମୁ-କଶ୍ମୀରରେ ଆତଙ୍କବାଦୀଙ୍କ ମୁକାବିଲା କରିବାକୁ ପ୍ରଥମଥର ଜଣେ ମହିଳା ଆଇପିଏସ୍ଙ୍କୁ ନିଯୁକ୍ତ କରାଯାଇଛି। ଶ୍ରୀନଗର ସେକ୍ଟରରେ ଆଇପିଏସ୍ ଚାରୁ ସିହ୍ନାଙ୍କୁ ସିଆର୍ପିଏଫର ଇନସପେକ୍ଟର ଜେନରାଲ(ଆଇଜି) ଦାୟିତ୍ୱ ଦିଆଯାଇଛି। ତେବେ ଶ୍ରୀନଗର ସେକ୍ଟରରେ ଏହି ପଦବୀ ପାଇବାରେ ଚାରୁ ହେଉଛନ୍ତି ପ୍ରଥମ…
ଲକ୍ଡାଉନ୍ ଯୋଗୁ ବ୍ୟବସାୟ ପ୍ରଭାବିତ, ଏମିତି ପଦକ୍ଷେପ ନେଲେ ଚା’ ଦୋକାନୀ
କୋଲକତା,୧।୯: ପଶ୍ଚିମବଙ୍ଗର ସିଲଗୁଡିରେ ଏକ ଅଭାବନୀୟ ଘଟଣା ଘଟିଛି। ଏନଜେପି ରେଳ ଷ୍ଟେଶନ ପାଖରେ ଜଣେ ଚା’ ଦୋକାନୀ ନିଜକୁ ନିଆଁ ଲଗାଇ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଛନ୍ତି। ଚା’ ଦୋକାନୀଙ୍କ ନାମ ରାଜୁ ବୋଲି ଜଣାପଡିଛି। ସେ ଏନ୍ଜେପି ରେଳ…
୧୦୮ ଆମ୍ବୁଲାନ୍ସ୍ର ପ୍ରଥମ ମହିଳା ଡ୍ରାଇଭର: ନିଯୁକ୍ତି ଦେଲେ ମୁଖ୍ୟମନ୍ତ୍ରୀ
ଚେନ୍ନାଇ, ୧।୯: ପ୍ରଥମ ମହିଳା ଆମ୍ବୁଲାନ୍ସ୍ ଡ୍ରାଇଭରଙ୍କୁ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଇଡ଼ାପ୍ପାଡ଼ି କେ. ପାଲାନିସାମି ନିଯୁକ୍ତି ପ୍ରଦାନ କରିଛନ୍ତି। ରାଜ୍ୟର ପ୍ରଥମ ମହିଳା ଭାବେ ଏମ୍. ବୀରାଲକ୍ଷ୍ମୀ ଏବେ ୧୦୮ ଆମ୍ବୁଲାନ୍ସ୍ ଚଳାଇବେ। ୯୦ଟି ୧୦୮ ଆମ୍ବୁଲାନ୍ସ୍ର ଲୋକାର୍ପଣ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା…
କୋଭିଡ ନିୟମ ମାନି ଆରମ୍ଭ ହେଲା ଜେଇଇ ମୁଖ୍ୟ ପରୀକ୍ଷା
ନୂଆଦିଲ୍ଲୀ,୧।୯: ବହୁ ବାଦ ବିବାଦ ପରେ ଜଏଣ୍ଟ ଏଣ୍ଟ୍ରାନ୍ସ ଏକ୍ଜାମିନେଶନ (ଜେଇଇ)ମୁଖ୍ୟ ପରୀକ୍ଷା ମଙ୍ଗଳବାର ଆରମ୍ଭ କରାଯାଇଛି। ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲୋଜି(ଆଇଆଇଟି)ରେ ଦାଖଲ ହେବାକୁ ଏହି ପରୀକ୍ଷା କରାଯାଉଛି। ତେବେ ଦେଶରେ କରୋନା ମହାମାରୀର ଭୟାବହତାକୁ ଦେଖି ବିରୋଧୀ ଓ…
ପ୍ରତିଦିନ ୧୩ ଥର ଅସ୍ତ୍ରବିରତି ଉଲ୍ଲଂଘନ କରୁଛି ପାକିସ୍ତାନ
ନୂଆଦିଲ୍ଲୀ, ୧।୯: ଭାରତ ପାକିସ୍ତାନ ସୀମାରେ ଉତ୍ତେଜନା ବଢିବାରେ ଲାଗିଛି। ୨୦୨୦ର ପ୍ରଥମ ସାତ ମାସ ମଧ୍ୟରେ ପାକିସ୍ତାନ ୨ ହଜାର ୯୫୨ ଥର ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ଜୁଲାଇ ମାସ ମଧ୍ୟରେ ପାକିସ୍ତାନ ପ୍ରତି ଦିନ ହାରାହାରି ୧୩.୮୯ ଥର…
ଅନ୍ତିମ ସଂସ୍କାରର ୧୦ ଦିନ ପରେ ଯୁବତୀ କହିଲେ ମୁଁ ବଞ୍ଚିଛି: ଆଉ ତା’ପରେ
ପାଟନା,୧।୯: ବିହାରର ବୈଶାଳୀ ଜିଲାରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ଯୁବତୀଙ୍କ ଅନ୍ତିମ ସଂସ୍କାରର ୧୦ ଦିନ ପରେ ତାଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି। ଭିଡିଓରେ ସେ ଜୀବିତ ଥିବା କହିଛନ୍ତି। ସମ୍ପୃକ୍ତ ଯୁବତୀଙ୍କୁ ବଳାତ୍କାର…
ଭାରତର ନୂଆ ଯୋଜନା: ଚାଇନା-ପାକିସ୍ତାନ ସୀମାରେ ମୁତୟନ ହେବ ରକେଟ ଲଞ୍ଚର
ନୂଆଦିଲ୍ଲୀ, ୧।୯: ସୀମାରେ ଉତ୍ତେଜନା ବଢୁଥିବାର ଭାରତ ନୂଆ ଯୋଜନା ପ୍ରସ୍ତୁତ କରିଛି। ପାକିସ୍ତାନ ସୀମା ଏବଂ ଚାଇନା ସୀମାରେ ପିନାକା ରକେଟ ଲଞ୍ଚର ମୁତୟନ କରିବାକୁ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏନେଇ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ…
ବଜାରରେ ମିଳିବ ମୋଦି ଇଡ୍ଲୀ, ୧୦ ଟଙ୍କାରେ ଏତିକିଟା ଖାଇପାରିବେ
ଚେନ୍ନାଇ,୧।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତାକୁ ଦୃଷ୍ଟିରେ ରଖି ତାମିଲନାଡୁର ସାଲେମ ସହରରେ ମୋଦି ଇଡ୍ଲୀ ବିକ୍ରି ପାଇଁ ପ୍ରସ୍ତୁତି ଚାଲିଛି। ସହରର ପ୍ରଥମ ୨୨ଟି ଦୋକାନରେ ଏହା ଉପଲବ୍ଧ ହେବ। ଏହା ପରେ ଏହାର ବିକ୍ରିକୁ ଦେଖି ଦୋକାନଗୁଡ଼ିକ ବୃଦ୍ଧି…
ଆଇଏସ୍ଆଇ ଏଜେଣ୍ଟ ଗିରଫ
ନୂଆଦିଲ୍ଲୀ, ୧।୯(ପି.ଟି.): ପାକିସ୍ତାନୀ ଗୋଇନ୍ଦା ସଂସ୍ଥା (ଆଇଏସ୍ଆଇ) ପାଇଁ କାର୍ଯ୍ୟ କରୁଥବା ଗୁଜରାଟ ମୁନ୍ଦ୍ରା ଡକ୍ୟାର୍ଡର ସୁପରଭାଇଜର ରଜକଭାଇ କୁମ୍ଭାରଙ୍କୁ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍ଆଇଏ) ରବିବାର ଗିରଫ କରିଛି। ଗୁଜରାଟ ପଶ୍ଚିମ କଚ୍ଛ ବାସିନ୍ଦା ରଜକଭାଇ ଉତ୍ତରପ୍ରଦେଶ ପ୍ରତିରକ୍ଷା/ଆଇଏସ୍ଆଇ ମାମଲା…
ପଶ୍ଚିମବଙ୍ଗରେ ୩୦ ଯାଏ ଲକ୍ଡାଉନ
କୋଲକାତା, ୧।୯(ପି.ଟି.): ପଶ୍ଚିମବଙ୍ଗ ସରକାର କରୋନାଜନିତ ଲକ୍ଡାଉନ୍କୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବଢ଼ାଇଛନ୍ତି। ସେପ୍ଟେମ୍ବର ୭, ୧୧ ଏବଂ ୧୨ରେ ପଶ୍ଚିମବଙ୍ଗ ସମ୍ପୂର୍ଣ୍ଣ ଲକ୍ଡାଉନ ରହିବ ବୋଲି ମୁଖ୍ୟ ଶାସନ ସଚିବ ରାଜୀବ ସିହ୍ନା କହିଛନ୍ତି। ତେବେ କେନ୍ଦ୍ର ସରକାରଙ୍କ ଅନ୍ଲକ୍…
ସୁପ୍ରିମକୋର୍ଟରେ ପ୍ରତ୍ୟକ୍ଷ ଶୁଣାଣି ପାଇଁ ଏସ୍ଓପି ଜାରି
ନୂଆଦିଲ୍ଲୀ, ୧।୯(ପି.ଟି.): କରୋନା ମହାମାରୀ ଯୋଗୁ ମାର୍ଚ୍ଚ ୨୫ରୁ ସୁପ୍ରିମକୋର୍ଟରେ ପ୍ରତ୍ୟକ୍ଷ ଶୁଣାଣି ବନ୍ଦ ରହିଥିବାବେଳେ ଭିଡିଓ କନ୍ଫରେନ୍ସ ଜରିଆରେ କେବଳ ଗୁରୁତ୍ୱପୂର୍ଣ୍ଣ ମାମଲାଗୁଡ଼ିକର ଶୁଣାଣି ହେଉଛି। ବିଭିନ୍ନ ଆଇନଜୀବୀ ସଂଗଠନର ଅନୁରୋଧ କ୍ରମେ ପରୀକ୍ଷାମୂଳକ ଭାବେ ପ୍ରତ୍ୟକ୍ଷ ଶୁଣାଣି ଆରମ୍ଭ…
Archives


