Posted inଜାତୀୟ

ପାଶୱାନଙ୍କ କାର୍ଯ୍ୟ ସମ୍ଭାଳିବେ ଗୋୟଲ

ନୂଆଦିଲ୍ଲୀ,୯ ।୧୦: ଗୁରୁବାର ବିଳମ୍ବିତ ସନ୍ଧ୍ୟାରେ କେନ୍ଦ୍ରମନ୍ତ୍ରୀ ରାମବିଳାସ ପାଶୱାନଙ୍କ ମୃତ୍ୟୁ ହୋଇଯାଇଛି । ତେବେ ସେ ଯେଉଁ ଦାୟିତ୍ୱରେ ଥିଲେ ଏବେ ସେହି ଦାୟିତ୍ୱ ସମ୍ଭାଳିବେ ପିୟୁଷ ଗୋୟଲ । ଗୋୟଲଙ୍କୁ ଏବେ ଅତିରିକ୍ତ ଭାବେ ଉପଭୋକ୍ତା ବ୍ୟାପାର, ଖାଦ୍ୟ ଏବଂ ଜନସାଧାରଣ ବଣ୍ଟନ ମନ୍ତ୍ରଣାଳୟ ଦାୟିତ୍ୱ ଦିଆଯାଇଛି । ପୂର୍ବରୁ ଏହି ଦାୟିତ୍ୱରେ ଥିଲେ ପାଶୱାନ । ହେଲେ ଅସୁସ୍ଥତା କାରଣରୁ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହେବାରୁ ଏହା ଖାଲି ପଡିଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ସିଜେଆଇଙ୍କ ନୂଆ ତାଲିକା ବ୍ୟବସ୍ଥାରେ ଖଣ୍ଡପୀଠ ଅସନ୍ତୁଷ୍ଟ

ନୂଆଦିଲ୍ଲୀ,୧୬।୯:ଦୀର୍ଘବର୍ଷ ଧରି ସୁପ୍ରିମକୋର୍ଟରେ ପଡ଼ିରହିଥିବା ହଜାର ହଜାର ମାମଲାର ତ୍ୱରିତ୍‌ ଫଇସଲା ଲାଗି ଭାରତର ପ୍ରଧାନ ବିଚାରପତି (ସିଜେଆଇ) ୟୁ.ୟୁ. ଲଲିତ ମାମଲାଗୁଡ଼ିକର ଶୁଣାଣି ପାଇଁ...

କଂଗ୍ରେସରୁ ଇସ୍ତଫା ଦେଲେ ଜ୍ୟୋତିରାଦିତ୍ୟ

ନୂଆଦିଲ୍ଲୀ,୧୦।୩: ମଧ୍ୟପ୍ରଦେଶର କ୍ଷମତା ରାଜନୀତି ଏବେ ଦିଲ୍ଲୀ ପହଞ୍ଚିଛି। କଂଗ୍ରେସ ଦଳର ଅସନ୍ତୁଷ୍ଟ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା ପତ୍ର...

ତେଜସ୍ବୀ-ତେଜପ୍ରତାପ ଅଟକ

ପାଟନା,୨୩।୩: ବିହାରରେ ବୃଦ୍ଧି ପାଉଥିବା ବେରୋଜଗାର ସମସ୍ୟା, ଦରଦାମ ତଥା ଆଇନ ଶୃଙ୍ଖଳା ସ୍ଥିତିକୁ ନେଇ ଆରଜେଡି ପକ୍ଷରୁ ବିଧାନସଭା ଘେରାଉ ଉଦ୍ୟମ ହୋଇଛି। ଏଥିରେ...

ଉତ୍ତର ପ୍ରଦେଶ ବିଧାନସଭା ପାଇଁ ପଞ୍ଚମ ପର୍ଯ୍ୟାୟ ମତଦାନ ଆରମ୍ଭ: ୬୧ ଆସନ ପାଇଁ ହେଉଛି ମତଦାନ

ଲକ୍ଷ୍ନୌ,୨୭ ।୨: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନର ପଞ୍ଚମ ପର୍ଯ୍ୟାୟ ଭୋଟ ଗ୍ରହଣ ରବିବାର ସକାଳୁ ଆରମ୍ଭ ହୋଇ ଯାଇଛି । ସକାଳ ପ୍ରାୟ ୭ଟାରୁ...

ନୂଆ ସଂସଦର ଉଦ୍‌ଘାଟନୀ ସମାରୋହକୁ ବର୍ଜନ କରିବା ଉପରେ ପୁର୍ନବିଚାର କରିବାକୁ କହିଲେ ସୀତାରମଣ

ନୂଆଦିଲ୍ଲୀ,୨୫।୫: ୨୮ ମେ’ରେ ହେବାକୁ ଥିବା ନୂଆ ସଂସଦ ଭବନର ଉଦ୍‌ଘାଟନୀ ସମାରୋହକୁ ବର୍ଜନ କରିବା ନିଷ୍ପତ୍ତି ଉପରେ ପୁର୍ନବିଚାର କରିବାକୁ ବିରୋଧୀ ଦଳଙ୍କୁ କେନ୍ଦ୍ର...

ଗଳାକାଟି ସରପଞ୍ଚଙ୍କୁ ହତ୍ୟା କଲେ ମାଓବାଦୀ…

ବିଜାପୁର, ୨୯।୬ : ଛତିଶଗଡର ବିଜାପୁର ଜିଲାରେ ମାଓବାଦୀ ବର୍ବର କାଣ୍ଡ ଭିଆଇଛନ୍ତି। ମାଓବାଦୀମାନେ ଏକ ମାଓପ୍ରବଣ ଗାଁର ସରପଞ୍ଚଙ୍କୁ ତୀକ୍ଷ୍‌ଣ ଅସ୍ତ୍ରରେ ଗଳା କାଟି...

ମାଓବାଦୀଙ୍କ ପାଖରେ ପାକିସ୍ତାନ ଆର୍ମି ରାଇଫଲ୍‌

ରାୟପୁର, ୧୫।୬: ପାକିସ୍ତାନ ମାଓବାଦୀଙ୍କୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା କଥା ଏବେ ସ୍ପଷ୍ଟ ହୋଇଛି। ନିକଟରେ ଛତିଶଗଡ଼ ଉତ୍ତର ବସ୍ତରର କାଙ୍କେରରେ ପୋଲିସ ଏବଂ ମାଓବାଦୀ ମୁହାଁମୁହିଁ...

ବନ୍ୟା ପ୍ରପୀଡିତଙ୍କ ପାଇଁ ମୋଦିଙ୍କୁ ସହାୟତା ମାଗିଲେ ରାହୁଲ

ନୂଆଦିଲ୍ଲୀ, ୯।୮: କେରଳରେ ବନ୍ୟା ପରିସ୍ଥିତି ଗମ୍ଭୀର ହୋଇପଡିଛି। ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ବାୟନାଡ ଜିଲା। ଏଠାରୁ ଏମ୍‌ପି ଥିବା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ...

Advertisement
Archives

Model This Week